ମେଟ୍ରୋ

ନିର୍ବାଚନ ଲଢିବା ନେଇ କୋର୍ଟଙ୍କ ଅନୁମତି ମିଳିବା ପରେ ନିର୍ବାଚନ ଲଢିବେ ଦିଲ୍ଲୀପ! ହୋଇପାରନ୍ତି ଭାଜପାରେ ସାମିଲ

ଭୁବନେଶ୍ୱର,୯।୪: ନିର୍ବାଚନ ଲଢିବାକୁ ନେଇ କୋର୍ଟଙ୍କ ଅନୁମତି ପରେ ରାଜ୍ୟର ବରିଷ୍ଠ ନେତା ଦିଲ୍ଲୀପ ରାୟ ଭାଜପାରେ ସାମିଲ ହୋଇପାରନ୍ତି । ଏଥିସହ ସେ ଭାଜପାରେ ମିଶିସାରିଲା ପରେ ତାଙ୍କୁ ଦଳ ରାଉରକେଲା ବିଧାନସଭା ଆସନରୁ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା…

ବିଜେଡି ଛାଡିଲେ ନୂଆପଡା ଜିଲା ଯୁବ ବିଜେଡି ସଭାପତି

ଭୁବନେଶ୍ୱର,୯।୪: ନୂଆପଡା ଜିଲା ବିଜୁ ଯୁବ ଜନତା ଦଳର ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ପଠାଇ ଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।…

ପରାଜୟ ଆଶଙ୍କା କରି ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରୁଛି ଭାଜପା

ଭୁବନେଶ୍ୱର,୯ା୪(ଅନିଲଦାସ):ଓଡ଼ିଶାରେ ପରାଜୟ ହେବାକୁ ଯାଉଥିବା ଅନୁଭବ କଲେ ରାଜ୍ୟର ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିବା ଓଡ଼ିଶା ଭାଜପା ନେତାଙ୍କ ଅଭ୍ୟାସ। ସାଧାରଣ ନିର୍ବାଚନ ୨୦୧୯ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ତାହା କରିଥିଲେ। ତେଣୁ ୨୦୨୪ ନିର୍ବାଚନରେ ଓଡ଼ିଶା…

ସ୍ତ୍ରୀଙ୍କ ସହ କଂଗ୍ରେସରେ ମିଶିଲେ ସୁବର୍ଣ୍ଣ ନାୟକ

ଭୁବନେଶ୍ୱର (ସୁନୀତ ମିଶ୍ର) /କେନ୍ଦୁଝର,(ନରେଶ ଚନ୍ଦ୍ର ପଟ୍ଟନାୟକ) ୯ା୪:କେନ୍ଦୁଝର ସଦରର ପୂର୍ବତନ ବିଜେଡି ବିଧାୟକ ସୁବର୍ଣ୍ଣ ନାୟକ ତାଙ୍କ ସ୍ତ୍ରୀ ପ୍ରତିଭା ମଞ୍ଜରୀ ନାୟକଙ୍କ ସହିତ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କର ବହୁ ସମର୍ଥକ ମଧ୍ୟ…

ରାସ୍ତାରେ ଛାଡ଼ି ପଳାଇଲେ ପ୍ରେମିକାଙ୍କ ମୃତଦେହ

ଭୁବନେଶ୍ୱର,(ସୂର୍ଯ୍ୟକାନ୍ତ ବେହେରା)/ପୁରୁଣା ଭୁବନେଶ୍ୱର, ୯ା୪(ସୁବାସ ଚନ୍ଦ୍ର ପ୍ରଧାନ):ପ୍ରେମିକାଙ୍କ ମୃତଦେହକୁ ନଦୀରେ ଫିଙ୍ଗିବାକୁ ସହଯୋଗୀଙ୍କ ସହ ବାଇକରେ ନେଉଥିଲେ। ହେଲେ ଅଧାବାଟରେ ସ୍ଥାନୀୟ ଲୋକେ ଏହା ଦେଖି ଧରିବାକୁ ଗୋଡ଼ାଇବାରୁ ଘଟିଲା ଦୁର୍ଘଟଣା। ଫଳରେ ରାସ୍ତା ମଝିରେ ବାଇକ ସହ ମୃତଦେହ ଛାଡ଼ି…

ଅଘୋଷିତ ଆସନ: ଭୁବନେଶ୍ୱରରେ ଡେରା ପକାଇଛନ୍ତି ବିଧାୟକ

ଭୁବନେଶ୍ୱର, ୯ା୪(ଅନିଲ ଦାସ):ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆଶାୟୀ ଏବଂ ବିଧାୟକଙ୍କ ମଧ୍ୟରେ କଡ଼ା ଟକ୍କର ଜାରି ରହିଛି। ଘୋଷଣା ହେବାକୁ ଥିବା ବହୁ ଆସନର ବିଧାୟକମାନେ ନିଜ ଟିକେଟକୁ ନେଇ ଚିନ୍ତାରେ ପଡ଼ିଥିବା ବେଳେ…

ସୁରଙ୍କ ପରିବାରକୁ ପୁତୁରାଙ୍କ ଟାର୍ଗେଟ

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ଜଟଣୀ ବିଧାନସଭା ଆସନକୁ ନେଇ ଏବେ କଂଗ୍ରେସ ଚିନ୍ତାରେ ପଡ଼ିଯାଇଛି। ଏହି ଆସନରୁ ବିଧାୟକ ଥିବା କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି। ହେଲେ ଏହାରି ଭିତରେ ସୁରଙ୍କ…

ଶିକାରୀଙ୍କୁ ଧରୁଛି ସ୍ବତନ୍ତ୍ର କ୍ୟାମେରା

ଭୁବନେଶ୍ୱର, ୯ା୪(ଅସମାପିକା ସାହୁ):ଓଡ଼ିଶା ଜଙ୍ଗଲରେ ଶିକାର ବନ୍ଦ ପାଇଁ ଅଣ୍ଟା ଭିଡିଛି ବନ ବିଭାଗ। ଶିମିଳିପାଳ ଓ କୁଲଡିହାରେ ଶିକାରୀଙ୍କ ଗୁଳିରେ ୨ ବନ କର୍ମଚାରୀଙ୍କ ମୃତ୍ୟୁ ହେବା ପରେ ବିଳମ୍ବରେ ହେଲେ ବି ବିଭାଗର ନିଦ ଭାଙ୍ଗିଛି। ଶିକାରୀଙ୍କୁ ଧରିବାକୁ…

ଦୁଇଦିନ କାଳବୈଶାଖୀ, ପୁଣି ବଢ଼ିବ ତାତି

ଭୁବନେଶ୍ୱର,୯ା୪(ଅସମାପିକା ସାହୁ):ରାଜ୍ୟରେ ବିଭିନ୍ନ ସ୍ଥାନରେ ରବିବାର ବର୍ଷା ହେବା ଯୋଗୁ ସୋମବାର ଦିନ ତାପମାତ୍ରା ୨ରୁ ୫ ଡିଗ୍ରୀ ହ୍ରାସ ପାଇଛି। ରବିବାର ଢେଙ୍କାନାଳ ଜିଲା ଭୁବନରେ ସର୍ବାଧିକ ୯୧ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ଦୁଇଦିନ ରାଜ୍ୟର କିଛି…

ପୂରଣ ହେବନି ମୋଦିଙ୍କ ସ୍ବପ୍ନ: ସ୍ଲୋଗାନ୍‌ରେ ରହିଯିବ ‘ଅବ୍‌ କି ବାର୍‌ ୪୦୦ ପାର୍‌’

ଭୁବନେଶ୍ୱର,୯ା୪(ଅନିଲ ଦାସ):ଚଳିତ ନିର୍ବାଚନରେ ଏନ୍‌ଡିଏ ୪୦୦ ସିଟ୍‌ ପାଇବା ନେଇ ଯେଉଁ ସ୍ଲୋଗାନ ଦେଉଛି ତାହା ସମ୍ଭବ ହେବ ନାହିଁ। ସେହିପରି ଭାଜପା ୩୭୦ ଆସନ ଛୁଇଁ ନ ପାରେ ବୋଲି ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ଆକଳନ କରିଛନ୍ତି। ଭାଜପା…

ପାକିସ୍ତାନୀ ଠକଙ୍କ ଟାର୍ଗେଟ୍‌ରେ ଓଡ଼ିଶା ଛାତ୍ରୀ

ଭୁବନେଶ୍ୱର,୯ା୪(ସତ୍ୟଜିତ୍‌ ରାଉତ):ଡିଜିଟାଲ ଯୁଗରେ ସାଇବର ଅପରାଧ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହି ଅପରାଧ ବିରୋଧରେ ଲଢ଼େଇ ପାଇଁ ମିଳିତ ପ୍ରୟାସ କରାଯାଉଥିବା ବେଳେ ସାଇବର ଠକ ନୂଆ ନୂଆ କୌଶଳ ଆପଣାଉଛନ୍ତି। ଏଭଳିସ୍ଥିତିରେ ଓଡ଼ିଶାକୁ ଟାର୍ଗେଟ୍‌ କରୁଛନ୍ତି ପାକିସ୍ତାନୀ ଠକ। ପାକିସ୍ତାନ…

ଚାରି ମାସ ତଳେ ଘର ଛାଡ଼ି ଚାଲି ଆସିଥିଲେ, ପ୍ରେମିକ ହତ୍ୟା କରି ନଦୀରେ ପକାଇଦେଲା

ଭୁବନେଶ୍ୱର,୮।୪: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ପ୍ରେମିକାକୁ ହତ୍ୟା କରି ଦୟା ନଦୀରେ ପକାଇଦେଲା ପ୍ରେମିକ। ସୋମବାର ଧଉଳି ଥାନା ଅନ୍ତର୍ଗତ ଦୟା ନଦୀ କୂଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ହତ୍ୟା ପରେ ପ୍ରେମିକ ଯୁବତୀଙ୍କ ମୃତଦେହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?