ମେଟ୍ରୋ

ଓଡ଼ିଶାରେ କେତେ ଲୋକ ସଭା ଆସନ ଜିତିବ ଭାଜପା: ପ୍ରଶାନ୍ତ କିଶୋର କଲେ ପୂର୍ବାନୁମାନ

ଭୁବନେଶ୍ୱର,୭।୪: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ରବିବାର ଏକ ପୂର୍ବନୁମାନ କରିଛନ୍ତି। ଭାରତୀୟ ଜନତା ପାର୍ଟି ଦକ୍ଷିଣ ଏବଂ ପୂର୍ବ ଭାରତରେ ଚମତ୍କାର ପ୍ରଦର୍ଶନ କରିବ ଏବଂ ଏଠାରୁ ୩୦୦ ପ୍ଲସ ସିଟ ଜିତିପାରେ। ପ୍ରଧାନମନ୍ତ୍ରୀ…

ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା

ଭୁବନେଶ୍ୱର,୭ା୪: ରବିବାର ବିଜେଡିରେ ମିଶିଛନ୍ତି ବରିଷ୍ଠ ନେତା ଗଣେଶ୍ୱର ବେହେରା। ଶଙ୍ଖଭବନକୁ ଆସି ସେ ବିଜେଡିରେ ସାମିଲ ହୋଇଛନ୍ତି। ଦଳୀୟ ସମର୍ଥକଙ୍କ ସହ ଆଜି ଗଣେଶ୍ୱର ବିଜେଡିରେ ଯୋଗ ଦେଇଥିବା ବେଳେ ନିକଟରେ ସେ କଂଗ୍ରେସ ଛାଡ଼ିଥିଲେ। ଦଳରୁ ଇସ୍ତଫା ଦେବା…

୩୬ ଡିଗ୍ରୀ ଟପିଲା ଭୁବନେଶ୍ୱର

ଭୁବନେଶ୍ୱର,୭ା୪: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରବିବାର ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୬ ଡିଗ୍ରୀ ଟିପିଛି। ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୬.୨ ଡିଗ୍ରୀ ରହିଛି। ଫଳରେ ଲୋକେ ତାତିରେ ଆଉଟୁପାଉଟୁ ହେଉଛନ୍ତି।…

ବିଜେଡିରୁ ଲଢିବେ ଲେଖାଶ୍ରୀ, ଦଳରେ ଯୋଗଦେଇ ଏମିତି କହିଲେ…

ଭୁବନେଶ୍ୱର,୭।୪: ଶଙ୍ଖ ଫୁଙ୍ଖିଲେ ଲେଖାଶ୍ରୀ । ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ଏମପି ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ଦଳର ନେତାଙ୍କ ଉପସ୍ଥିତିରେ ଶଙ୍ଖ ଧରିଲେ ଲେଖାଶ୍ରୀ ସାମନ୍ତସିଂହାର। ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଛନ୍ତି, ହୃଦୟର ସହ…

୫ନେତାଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୭।୪: ୫ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ କଲା ବିଜୁ ଜନତା ଦଳ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ୱ ମିଳିଛି। ସେହିପରି ଭଦ୍ରକ ପାଇଁ ଦେବାଶିଷ ସାମନ୍ତରାୟଙ୍କୁ ଦାୟିତ୍ୱ ମିଳିଛି। କେନ୍ଦ୍ରାପଡା ପାଇଁ ପ୍ରତାପ…

ମାଡ଼ି ଆସୁଛି ଝଡ଼ବର୍ଷା! ୩ଘଣ୍ଟା ପାଇଁ ୪ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୭।୪: ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଛି। ତେଣୁ ପାଣିପାଗ ବିଭାଗ ଆଜି ୩ ଘଣ୍ଟା ପାଇଁ ୪ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।…

ଭାଜପା ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର,୭।୪: ଭାଜପାକୁ ବଡ଼ ଝଟ୍‌କା। ଦଳ ଛାଡ଼ିଛନ୍ତି ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଭାଜପା ଛାଡ଼ିଛନ୍ତି ଲେଖାଶ୍ରୀ । ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ଓ ଭାଜପାର ଉପ ସଭାପତି ପଦରୁ ଇସ୍ତଫା…

କାଲି ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ

ଭୁବନେଶ୍ୱର, ୭।୪ (ବନ୍ଦନା ସେଠୀ)ଆସନ୍ତା ୮ ତାରିଖ ସୋମବାର ଏକ ବିରଳ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ମହାଜାଗତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ ଏବଂ ପାଖ ଅଞ୍ଚଳରେ ଆଂଶିକ…

ସହରର ବିକାଶ ନିମନ୍ତେ ୨୭୦୦ କୋଟି ଟଙ୍କା ବିନିଯୋଗ

କଟକ,୭ା୪(କାର୍ତ୍ତିକ ସାହୁ)କଟକ ମହାନଗର ନିଗମ(ସିଏମ୍‌ସି) କାଉନ୍‌ସିଲକୁ ୨ ବର୍ଷ ପୂରଣ ହୋଇଛି। ୨୦୨୨ ଏପ୍ରିଲ ୭ ତାରିଖରେ ସିଏମ୍‌ସି ମେୟର ସୁବାସ ସିଂ ଓ ନିର୍ବାଚିତ କର୍ପୋରେଟରମାନେ ଶପଥ ଗ୍ରହଣ କରିଥିଲେ। ଏହି ୨ ବର୍ଷ ମଧ୍ୟରେ ସହରର ବିକାଶ ନିମନ୍ତେ…

ପାଣି ପାଇଁ ରୋଗୀ ହନ୍ତସନ୍ତ

କଟକ,୭ା୪(ଶିଳ୍ପା ପ୍ରିୟଦର୍ଶିନୀ)ରାଜ୍ୟ ସମେତ କଟକ ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ରାଜ୍ୟର ସର୍ବବୃହତ ଏସ୍‌ସିବି ମେଡିକାଲରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏଠାରେ…

ଭ୍ୟୁୟର୍ସ ବଢ଼ାଇବାକୁ ପ୍ରଶ୍ନପତ୍ର ଲିକ୍‌

ଭୁବନେଶ୍ୱର,୭।୪(ସୂର୍ଯ୍ୟକାନ୍ତ ବେହେରା)ଭ୍ୟୁୟର୍ସ ବଢ଼ାଇବା ସହ କମ୍‌ ସମୟରେ ଅଧିକ ରୋଜଗାର କରିବାକୁ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ପ୍ରୋ-ଆନ୍‌ସର’ରେ ପ୍ରଶ୍ନପତ୍ର ଲିକ୍‌ କରି ଜଣେ ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଉଛନ୍ତି ଯାଜପୁର ଝଡ଼ଙ୍ଗାଗ୍ରାମର ଜଗନ୍ନାଥ କର(୨୯)। ଶ୍ରୀଧରପୁର ଗ୍ରାମ ଗୋପୀନାଥ…

ଓଡ଼ିଶାର ୮୦ ସ୍ଥାନରେ ବ୍ୟାପିଲାଣି ଜଙ୍ଗଲ ନିଆଁ

ଭୁବନେଶ୍ୱର, ୮।୪(ଅସମାପିକା ସାହୁ)ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ମଣିଷଙ୍କ ସହ ଜୀବଜନ୍ତୁ ବି ପ୍ରଭାବିତ ହେଉଛନ୍ତି। ବନାଞ୍ଚଳରେ ରହିଥିବା ପ୍ରାକୃତିକ ନାଳ ଓ ଜଳାଶୟ ଶୁଖିବା ଆରମ୍ଭ ହୋଇଥିବାବେଳେ ଜଙ୍ଗଲ ନିଆଁ କାଳ ସାଜିଛି। ବିଶେଷକରି ବନ୍ୟପ୍ରାଣୀମାନେ ପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?