ମେଟ୍ରୋ

ନିର୍ବାଚନ ଲଢ଼ିବାକୁ ନେତା ପାଉନାହାନ୍ତି ବିଜେଡି, ଭାଜପା

ଭୁବନେଶ୍ୱର,୮।୪(ସୁନିତ୍‌ ମିଶ୍ର):ନିର୍ବାଚନ ଲଢ଼ିବା ପାଇଁ ବିଜେଡି ଓ ଭାଜପା ନେତା ପାଉନାହାନ୍ତି, ସେଥିଲାଗି କଂଗ୍ରେସରୁ ନେତାଙ୍କୁ ନେଇ ଟିକେଟ ଦେଉଛନ୍ତି। କଂଗ୍ରେସ ନେତା ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ବିଶ୍ୱରଞ୍ଜନ…

ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ବରଗଡ଼,୮ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପୂର୍ବରୁ ବରଗଡ଼ ଜିଲା ବିଜେଡିକୁ ବଡ଼ ଝଟ୍‌କା ଲାଗିଛି। ବିଜେଡିର ଜିଲା ସଭାପତି ତଥା ପୂର୍ବତନ ଲୋକ ସଭା ଏମ୍‌ପି ଡକ୍ଟର ପ୍ରଭାସ ସିଂ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ତଥା…

ଏସ୍‌ବିଆଇର ସଚେତନତା ଅଭିଯାନ

ଭୁବନେଶ୍ୱର,୮।୪:ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଏକ ସଚେତନତା ଅଭିଯାନର ଆୟୋଜନ କରାଯାଇଥିଲା। ବିଶେଷକରି ବିଶ୍ବ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଏସ୍‌ବିଆଇ…

୧.୫ ନିୟୁତ ଲୋକଙ୍କୁ ସୁଲଭ ସ୍ବାସ୍ଥ୍ୟ ସେବା

ଭୁବନେଶ୍ୱର,୮।୪:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌(ଏଚ୍‌ଏମ୍‌ଆଇଏଲ୍‌)ର ସାମାଜିକ ପ୍ରତିଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ (ଏଚ୍‌ଏମ୍‌ଆଇଏଫ୍‌) ଦ୍ୱାରା ସାମାଜିକ କଲ୍ୟାଣ ଏବଂ ମାନବିକତା ମୂଲ୍ୟବୋଧର ପ୍ରତିଶ୍ରୁତିବଦ୍ଧ ଅନ୍ତର୍ଗତ ‘ସ୍ପର୍ଶ ସଞ୍ଜୀବନୀ’ ପ୍ରୟାସ ଜାରି ରହିଛି। ୨୦୨୧ରେ…

ବିଜେଡି ୩ ଚତୁର୍ଥାଂଶ ଆସନରେ ବାଜିମାତ୍‌ କରିବ

ଭୁବନେଶ୍ୱର,୮।୪(ସୁନିତ୍‌ ମିଶ୍ର):ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ୩ ଚତୁର୍ଥାଂଶ ଆସନରେ ରେକର୍ଡ ମାର୍ଜିନରେ ବାଜିମାତ୍‌ କରିବ ବୋଲି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆକଳନ କରିଛନ୍ତି। ଭୁବନେଶ୍ବରଠାରେ ଆୟୋଜିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ କନ୍‌ଭେନଶନରେ ଯୋଗଦେଇ ପାଣ୍ଡିଆନ…

ବିନା ଅନୁମତିରେ ଏନ୍‌ସିଇଆର୍‌ଟି ବହି ବିଷୟବସ୍ତୁ ଛାପିବା ମନା

ଭୁବନେଶ୍ୱର, ୮।୪(ଅସମାପିକା ସାହୁ):ନ୍ୟାଶନାଲ୍‌ କାଉନ୍‌ସିଲ ଅଫ୍‌ ଏଜୁକେଶନାଲ୍‌ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ(ଏନ୍‌ସିଇଆର୍‌ଟି) ବହିର ବିଷୟବସ୍ତୁକୁ ଅନ୍ୟ କେହି ବିନା ଅନୁମତିରେ ଛାପି ପାରିବେ ନାହିଁ। ନଚେତ କପିରାଇଟ୍‌ ନିୟମ ଅନୁସାରେ ମାମଲା ରୁଜୁ କରାଯିବ। ଏନେଇ ରବିବାର ଏନ୍‌ସିଇଆର୍‌ଟି ପକ୍ଷରୁ ଏକ…

ବାଘ ଛାଲ ରାକେଟକୁ ଠାବ, ୭ ଗିରଫ

ଭୁବନେଶ୍ୱର, ୭।୪(ଅସମାପିକା ସାହୁ)- ବନ ବିଭାଗ ଏକ ବଡ଼ ଧରଣର ବାଘ ଛାଲ ରାକେଟକୁ ଠାବ କରିଛି। ଗଜପତି ଜିଲାରେ ଏହି ଆନ୍ତଃରାଜ୍ୟ ବାଘ ଛାଲ ରାକେଟକୁ ଧରିବାରେ ବନ ବିଭାଗ ସଫଳ ହୋଇଛି। ୫ କଲରାପତରିଆ ବାଘ ଛାଲ ସହିତ…

କେମିତି ସୁର ରାଉତରାୟଙ୍କୁ ପୁଅଙ୍କୁ ହରାଇବେ ଅପରାଜିତା: ପ୍ଲାନ୍‌ ବିଷୟରେ ଖୋଲାଖୋଲି କହିଲେ

ଭୁବନେଶ୍ୱର,୭।୪: ଆଗାମୀ ଲୋକ ସଭା ନିର୍ବାଚନରେ ଭୁବନେଶ୍ୱର ଆସନ ହଟ୍‌ସିଟ୍‌ରେ ପରିଣତ ହୋଇଛି। ଏଠାରୁ ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଜେଡି ପ୍ରାର୍ଥୀ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବ। ଲଗାଥର…

ତାତିରୁ ତ୍ରାହି, ଆଶ୍ୱସ୍ତି ଆଣିଲା ବର୍ଷା

ଭୁବନେଶ୍ୱର,୭ା୪: କିଛିଦିନ ଧରି ସାରା ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱର ମଧ୍ୟ ତତଲା କଡ଼େଇରେ ସିଝିଥିଲା। ତେବେ ରବିବାର ଅପରାହ୍ନରେ ରାଜଧାନୀର ଅନେକ ସ୍ଥାନରେ ବର୍ଷା ହୋଇଛି। ପ୍ରବଳ ଘଡ଼ଘଡ଼ି ସହ ବଜ୍ରପାତ ମଧ୍ୟ ହୋଇଛି।…

ଓଡ଼ିଶାରେ କେତେ ଲୋକ ସଭା ଆସନ ଜିତିବ ଭାଜପା: ପ୍ରଶାନ୍ତ କିଶୋର କଲେ ପୂର୍ବାନୁମାନ

ଭୁବନେଶ୍ୱର,୭।୪: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ରବିବାର ଏକ ପୂର୍ବନୁମାନ କରିଛନ୍ତି। ଭାରତୀୟ ଜନତା ପାର୍ଟି ଦକ୍ଷିଣ ଏବଂ ପୂର୍ବ ଭାରତରେ ଚମତ୍କାର ପ୍ରଦର୍ଶନ କରିବ ଏବଂ ଏଠାରୁ ୩୦୦ ପ୍ଲସ ସିଟ ଜିତିପାରେ। ପ୍ରଧାନମନ୍ତ୍ରୀ…

ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା

ଭୁବନେଶ୍ୱର,୭ା୪: ରବିବାର ବିଜେଡିରେ ମିଶିଛନ୍ତି ବରିଷ୍ଠ ନେତା ଗଣେଶ୍ୱର ବେହେରା। ଶଙ୍ଖଭବନକୁ ଆସି ସେ ବିଜେଡିରେ ସାମିଲ ହୋଇଛନ୍ତି। ଦଳୀୟ ସମର୍ଥକଙ୍କ ସହ ଆଜି ଗଣେଶ୍ୱର ବିଜେଡିରେ ଯୋଗ ଦେଇଥିବା ବେଳେ ନିକଟରେ ସେ କଂଗ୍ରେସ ଛାଡ଼ିଥିଲେ। ଦଳରୁ ଇସ୍ତଫା ଦେବା…

୩୬ ଡିଗ୍ରୀ ଟପିଲା ଭୁବନେଶ୍ୱର

ଭୁବନେଶ୍ୱର,୭ା୪: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରବିବାର ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୬ ଡିଗ୍ରୀ ଟିପିଛି। ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୬.୨ ଡିଗ୍ରୀ ରହିଛି। ଫଳରେ ଲୋକେ ତାତିରେ ଆଉଟୁପାଉଟୁ ହେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?