ମେଟ୍ରୋ

କିଏ କେତେ ଆସନରେ ଲଢିବ, ହେଉନି ସହମତି, ୨ ଦିନ ମଧ୍ୟରେ ହେବ ସ୍ପଷ୍ଟ

ଭୁବନେଶ୍ୱର,୯।୩: ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବ ନା ନାହିଁ? ସେନେଇ ସସ୍‌ପେନ୍ସ ଜାରି ରହିଛି। ଯଦି ମେଣ୍ଟ ହୁଏ ତେବେ କିଏ ଆସନ ପାଇବ। ଗତ ଦୁଇଦିନ ଧରି ଏହାକୁ ନେଇ ର୍ଚ୍ଚା ଜୋର ଧରିଛି। ଅନ୍ୟପଟେ, ରାଜ୍ୟ…

ଯୁବତୀଙ୍କୁ ନିଶା ଦେଇ ବଳାତ୍କାର, ବ୍ଲାକମେଲ୍‌

ଭୁବନେଶ୍ୱର,୯।୩(ସତ୍ୟଜିତ୍‌ ରାଉତ): ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କଲେ। ପରେ ସେହି ସମୟର ଫଟୋ ଓ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ୩ ଲକ୍ଷ ଟଙ୍କା ନେଇଗଲେ। ପୀଡିତାଙ୍କ ଏସବୁ ଅଭିଯୋଗକୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗୁରୁତ୍ୱର ସହ…

୨୩ଲକ୍ଷ ଟଙ୍କା, ଅଡି କାର୍‌ ଜବତ କଲା ଇଡି

ଭୁବନେଶ୍ୱର,୯।୩(ସତ୍ୟଜିତ୍‌ ରାଉତ): ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଜାରି ରଖିଛି। ଇଡି ପକ୍ଷରୁ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରେ ବହୁ କୋଟିର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱରରେ ଏକ ଦୈନିକ ଓଡିଆ ଖବରକାଗଜ…

ମୁଁ ନିଜ ସହ ପ୍ରତିଯୋଗିତା କରେ

ଏକ ଛୋଟ ଫାଷ୍ଟଫୁଡ୍‌ ଦୋକାନରୁ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିବା ଅନୁପ କୁମାର ବଗାଇ ବର୍ତ୍ତମାନ ଜଣେ ସଫଳ ଉଦ୍ୟୋଗୀ ଭାବେ ଘରେ ଘରେ ପରିଚିତ। ୩୦ ବର୍ଷର ବ୍ୟବସାୟିକ ଅଭିଜ୍ଞତା ସହ ବର୍ତ୍ତମାନ ସେ ଭୁବନେଶ୍ୱରର କ୍ୟାଟରିଂ ସଂସ୍ଥା ‘ଖଟାମିଠା’ର…

ମାତୃଭାଷାରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ

ଭୁବନେଶ୍ୱର,୯ା୩(ଶର୍ମିଷ୍ଠା ପାଣିଗ୍ରାହୀ): ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଅଧିକ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଶୁକ୍ରବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଉଜ୍ଜୟିନୀ ଆଇଆଇଟି ଇନ୍ଦୋରର ଇନୋଭେଶନ, ଟେକ୍ନୋଲୋଜି ଏବଂ ଉଦ୍ୟମିତା…

ଲୋକ ସଭା ନିର୍ବାଚନରେ ୩୩% ଆସନରେ ମହିଳା ପ୍ରାର୍ଥୀ ଦେବ ବିଜେଡି

ଭୁବନେଶ୍ୱର,୯ା୩(ଅନିଲ ଦାସ): ନାରୀ ହିଁ ସକଳ ଶକ୍ତିର ଆଧାର। ମା’ ମାନଙ୍କୁ ବାଦ୍‌ ଦେଇ କୌଣସି ରାଜ୍ୟ, କୌଣସି ରାଷ୍ଟ୍ର ବିକାଶ କରିପାରିବ ନାହିଁ। ଏହି କଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭରୁ ହୃଦ୍‌ବୋଧ କରିଛନ୍ତି। ସେଥିପାଇଁ ପରିଣାମ କଥା ଚିନ୍ତା…

ପ୍ରଶ୍ନବାଚୀରେ ବିଜୟଙ୍କ ଦକ୍ଷତା

ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ଭାଜପାର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ଗୁରୁବାର ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି। ନବୀନ ତାଙ୍କୁ କେନ୍ଦ୍ରାପଡ଼ା ଜିଲା କଥା ବୁଝିବାକୁ କହି…

ଫାଇଦା ଖୋଜୁଛି କଂଗ୍ରେସ

ଭୁବନେଶ୍ୱର,୯ା୩(ଅନିଲ ଦାସ): ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ଚର୍ଚ୍ଚା ହେବା ଦିନରୁ କଂଗ୍ରେସ ଶିବିର ଉତ୍ସାହିତ। ମନ ଊଣା କରି ବସିଥିବା ନେତାମାନେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲେଣି। ମେଣ୍ଟକୁ ଏକ ମଉକା ଭାବି ଆସନ୍ତା ନିର୍ବାଚନରେ ପ୍ରାର୍ଥୀ…

ଆସନ ବୁଝାମଣାରେ ଅଟକିଛି 

ଭୁବନେଶ୍ୱର, ୯।୩(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି। ପ୍ରଥମ ପର୍ଯ୍ୟାୟରେ ବିଜେଡିର ଆଗଧାଡ଼ିର ନେତାଙ୍କ ସହ ନବୀନ ନିବାସରେ ବୈଠକ ହୋଇଥିଲା। ସମାନ ଦିନରେ ଅର୍ଥାତ୍‌ ଗତ ବୁଧବାର…

ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୮।୩: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ଉଠିଛି ମହାଦୀପ। ସନ୍ଧ୍ୟାରୁ ଦୀପ ଜାଳି ବସିଥିବା ହଜାର ହଜାର ଶ୍ରଦ୍ଧାଳୁ ରାତି ୧୦ଟାରେ ମହାଦୀପ ଦର୍ଶନ କରିଛନ୍ତି। ପ୍ରକାଶ ଯେ, ମହାଶିବରାତ୍ରି ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଭୋରରୁ ଭକ୍ତଙ୍କ ଗହଳି…

ମହାଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିସରେ ଭବ୍ୟ ଦୃଶ୍ୟ, ଦେଖନ୍ତୁ ଫଟୋ

ଭୁବନେଶ୍ୱର,୮।୩: ମହାଶିବରାତ୍ରି ଅବସରରେ ଓଡ଼ିଶାର ସମସ୍ତ ଶୈବପୀଠ ରେ ଭକ୍ତି, ଭବ୍ୟ ମାହୋଲ। ରାଜଧାନୀ ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଲମ୍ବା ଲଇଁ ଲଗାଇଛନ୍ତି। ସନ୍ଧ୍ୟା ସମୟରେ ମନ୍ଦିର ପରିସରଠୁ ଆରମ୍ଭ କରି ବିନ୍ଦୁ…

ଜାଗରରେ ଅଘଟଣ, ରାସ୍ତା ପାର ହେଉଥିବା ବେଳେ ବୃଦ୍ଧଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଭୁବନେଶ୍ୱର,୮।୩ (ସୂର୍ଯ୍ୟକାନ୍ତ ବେହେରା): ଜାଗର ଦେଖିବାକୁ ରାସ୍ତା ପାର ହେଉଥିବା ବେଳେ ଜଣେ ବୃଦ୍ଧଙ୍କ ଉପରେ ମାଡିଗଲା ଟ୍ରକ୍‌ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣିରେ ଏଭଳି ଦୁର୍ଘଟଣା ଘଟିଛି । ମୃତକ ହେଲେ ପଳାଶୁଣିର ଯୁଧିଷ୍ଟିର ସାହୁ (୭୫)।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri