ପୁଣି ରାଜ୍ୟରେ ୯ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବା ଆଉ ୯ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୯ ମୃତକଙ୍କ…
ଧରାପଡ଼ିଲା ଦୁଇ ଲୁଟେରା ଗ୍ୟାଙ୍ଗ୍, ୮ ଗିରଫ
ଭୁବନେଶ୍ୱର,୪। ୮(ବ୍ୟୁରୋ): କମିଶନରେଟ ପୋଲିସର ନିଦ ହଜାଇଥିବା ଦୁଇ ଲୁଟେରା ଗ୍ୟାଙ୍ଗ୍ ଧରାପଡିଛି। ଏଥିସହ ୮ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୭୦ ମୋବାଇଲ ଫୋନ୍, ୨୩ ଲାପ୍ଟପ୍, ୯ ବାଇକ ଓ ୨ ଏଲ୍ଇଡି ଟିଭି ଜବତ କରିଛି। ଗିରଫ…
ପଞ୍ଜୁରି ଭିତରେ ମାଛଚାଷ ଲାଗି ସରକାରଙ୍କ ପ୍ରୋତ୍ସାହନ
ଭୁବନେଶ୍ୱର,୪। ୮(ବ୍ୟୁରୋ): ଓଡ଼ିଶାରେ ୬.୮୪ ଲକ୍ଷ ହେକ୍ଟର ପରିମିତ ବିସ୍ତୃତ ମଧୁରଜଳ ଉତ୍ସ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ ୮.୧୬ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦିତ ହୋଇଛି। ଓଡ଼ିଶାରେ ଭାରତୀୟ କାର୍ପ ମାଛ ଓ ଅନ୍ୟ ପ୍ରଜାତି…
କ୍ରାଇମବ୍ରାଞ୍ଚରେ ପଡ଼ିରହିଛି ଅଧାରୁ ଅଧିକ ମାମଲା
ତ୍ରିନାଥ ମହାନ୍ତି ଭୁବନେଶ୍ୱର, ୪। ୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ତଥା ଭରସାଯୋଗ୍ୟ ତଦନ୍ତକାରୀ ସଂସ୍ଥା ହେଉଛି କ୍ରାଇମ୍ବ୍ରାଞ୍ଚ। ଯେତେବେଳେ ପୋଲିସ ଫେଲ୍ ମାରେ ସେତେବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି ଉଠେ। ଲୋକେ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୁଅନ୍ତି ବା କ୍ରାଇମବ୍ରାଞ୍ଚ…
୫୦%କର୍ମଚାରୀକୁ ନେଇ କାର୍ଯ୍ୟ କରିବ ବ୍ୟାଙ୍କ
ଭୁବନେଶ୍ୱର,୪। ୮: କରୋନା ପାଇଁ ସରକାର ବ୍ୟାଙ୍କ କ୍ଷେତ୍ରଗୁଡ଼ିକ ପାଇଁ କାର୍ଯ୍ୟକ୍ଷମତାକୁ କମାଇ ୩୦% କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶା ସରକାର ଏହି ନିୟମରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ସୋମବାର ସରକାରଙ୍କ ପକ୍ଷରୁ ଆଉ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଉକ୍ତ…
ଭୁବନେଶ୍ୱର କୋର୍ଟ ନ ଆସିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୪। ୮ (ବ୍ୟୁରୋ): ଭୁବନେଶ୍ୱର କୋର୍ଟରେ କାର୍ଯ୍ୟରତ ଜଣେ ସିଏସ୍ଆଇ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ କୋର୍ଟ ପରିସରକୁ ସାନିଟାଇଜ୍ କରାଯାଉଛି। ଏଥିସସହ ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। କୋର୍ଟକୁ କେହି ନ ଆସିବାକୁ…
ହୋଟେଲ, ରେଷ୍ଟୁରାଣ୍ଟ ପାଇଁ ନୂଆ ଗାଇଡ୍ଲାଇନ୍
ଭୁବନେଶ୍ୱର,୪। ୮(ବ୍ୟୁରୋ): ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ କରୋନା ନିୟମ ମାନୁନାହାନ୍ତି। ଗହଳି ବଢୁଛି। ଏହାକୁ ଦେଖି ରାଜ୍ୟ ସରକାର ହୋଟେଲ ଏବଂ ରେଷ୍ଟୁରାଣ୍ଟ ପାଇଁ ଥିବା ଗାଇଡ୍ଲାଇନରେ ସଂଶୋଧନ କରିଛନ୍ତି। ଏ ନେଇ ସୋମବାର ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ…
୯ରେ ଆଉ ଏକ ଲଘୁଚାପ
ଭୁବନେଶ୍ୱର,୪। ୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏଥିସହିତ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଏବଂ ଉତ୍ତର…
କୃଷିରେ ମନୋନିବେଶ ଲାଗି ମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର,୪। ୮(ବ୍ୟୁରୋ): ଗହ୍ମାପୂର୍ଣ୍ଣିମା ଏକ ଗଣପର୍ବ ରୂପେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଏ। ଏହିଦିନ ଭଗବାନ ବଳରାମ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ସଂସ୍କୃତିରେ କୃଷି ଓ ପଶୁପାଳନର ମୁଖ୍ୟ ବିନ୍ଧାଣି ହେଉଛନ୍ତି ବଳରାମ। ତେଣୁ ତାଙ୍କ ଜନ୍ମଦିନରେ…
ଆଇଏଏସ୍, ଓଏଏସ୍ ଅଫିସର ସ୍ତରରେ ବଦଳି
ଭୁବନେଶ୍ୱର,୪। ୮(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍ ଏବଂ ବରିଷ୍ଠ ଓଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି। ଏ ନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଓଏଏସ୍ ଅଫିସର ତଥା ଖୋର୍ଦ୍ଧା…
ଓଡ଼ିଶା ପର୍ଯ୍ୟଟନକୁ ସାହା ‘ରୋଡ୍ ଟ୍ରିପ୍’
ଭୁବନେଶ୍ୱର,୪। ୮(ବ୍ୟୁରୋ): କରୋନା ସ୍ଥିତି ସୁଧୁରିବା ପରେ ଓଡ଼ିଶା ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ସଡକ ପଥେ ପର୍ଯ୍ୟଟନ’ କାର୍ଯ୍ୟକ୍ରମ ଆରମ୍ଭ ହେବ। ‘ରୋଡ୍ ଟ୍ରିପ୍ସ ଟୁ ଆଣ୍ଡ୍ ଥ୍ରୁ ଓଡ଼ିଶା’ ନାମକ ଏହି ଯୋଜନା…
ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ ସବୁଜ କୃଷି
ଭୁବନେଶ୍ୱର,୪। ୮(ବ୍ୟୁରୋ) କୃଷି କ୍ଷେତ୍ରରୁ ନିର୍ଗତ ହେଉଥିବା ଗ୍ରୀନ ହାଉସ ଗ୍ୟାସ୍କୁ ହ୍ରାସ କରିବା ଲକ୍ଷ୍ୟରେ ଗତ ଜୁଲାଇ ୨୮ରେ କେନ୍ଦ୍ର ସରକାର ଗ୍ରୀନ-ଏଜି(ସବୁଜ କୃଷି) ପ୍ରକଳ୍ପ ନାମରେ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଏହା ମିଜୋରାମ୍ରେ…

