ମେଟ୍ରୋ

କାଳିଆ ସାଆନ୍ତଙ୍କ ରଥ ଟଣା ଆରମ୍ଭ

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ଦୁଇ ଭାଇ ଭଉଣୀଙ୍କ ରଥଟଣା ପରେ ମହାପ୍ରଭୁ ଜଗନ୍ନାଥଙ୍କର ରଥ ଟଣା ଆରମ୍ଭ ହୋଇଛି। ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନୀରେ ବଡଦାଣ୍ଡର ରେଣୁ ସୁଦ୍ଧା ବି ପ୍ରକମ୍ପିତ ହେଉଛି। ଲକ୍ଷ ଲକ୍ଷ ଭକ୍ତ ନନ୍ଦୀଘୋଷ ରଥକୁ ଟାଣୁଛନ୍ତି।

ଭାବର ଠାକୁର

ଭକ୍ତ ଭାବରେ ବନ୍ଧା କାଳିଆ ଠାକୁର। ସେଇଥିପାଇଁ ତ ବର୍ଷରେ ଥରେ ରତ୍ନବେଦି ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଚାଲି ଆସନ୍ତି ଭକ୍ତ ପାଖକୁ ବଡ଼ଦାଣ୍ଡକୁ। ଆଉ ରଥଉପରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନରେ ଭକ୍ତ ବି ହୋଇଉଠନ୍ତି ବିଭୋର। ତେବେ ଏହି ଭାବଭକ୍ତିପୂର୍ଣ୍ଣ…

ମା ସୁଭଦ୍ରାଙ୍କର ରଥ ଟଣା ଆରମ୍ଭ

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ତାଳଧ୍ୱଜ ରଥ ଟଣା ପରେ ମା ସୁଭଦ୍ରାଙ୍କର ରଥ ଟଣା ଆରମ୍ଭ ହୋଇଛି। ଶଙ୍ଖ, ଘଣ୍ଟଘଣ୍ଟା ଓ ହୁଳୁହୁଳିରେ ଶ୍ର ମନ୍ଦିର ସମ୍ମ୍‌ୁଖରୁ ଦେବଦଳନ ରଥ ଟଣାଯାଇଛି।

ଶୁଚିମନ୍ତ ହୋଇ ବାନା ବାନ୍ଧୁ: ଚୂନରା ସେବକ ଶରତ ମହାନ୍ତି

ଜଗତର ନାଥ ଲୀଳାମୟଙ୍କ ଆଶୀର୍ବାଦରୁ ହିଁ ମୁଁ ଗତ ୪୫ ବର୍ଷ ଧରି ଚୂନରା ସେବକ କାମ ଠିକ୍‌ ଭାବରେ ତୁଲାଇ ଆସୁଛି। କେବଳ ପତାକା ବନ୍ଧା କାମ ନୁହେଁ, ବିବାହ କରି ଶାଢ଼ି ବନ୍ଧାଇଲା ପରେ ଗରୁଡ଼ଙ୍କୁ ସେବା, ରତ୍ନ…

ମହାପ୍ରଭୁଙ୍କ କାମ ହିଁ ମୋ ପାଇଁ ବିଭୂତି – ଦରଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ର

ମହାପ୍ରଭୁଙ୍କର ନୀଳଚକ୍ରରେ ଉଠୁଥିବା ପତିତପାବନ ବାନା ବର୍ଷ ସାରା ତିଆରି ହୁଏ ଆଉ ବନ୍ଧା ମଧ୍ୟ ହୋଇଥାଏ। କେତେଜଣ ଭକ୍ତ ନିଜର ମାନସିକ ପୂରଣ ପାଇଁ ଏହି ବାନା ଯାଚିଥାଆନ୍ତି। ମୁଖ୍ୟ ବାନା ବ୍ୟତୀତ ଆହୁଛି ଛୋଟ ବଡ (ମୁଖ୍ୟ ବାନାଠାରୁ…

ନବକଳେବରରେ ଶ୍ରୀପତିତପାବନ ବାନା

କାକଟପୁର ମଙ୍ଗଳା ମନ୍ଦିର ବିଧି: ପ୍ରଥମେ ମା’ ମଙ୍ଗଳାଙ୍କର ମହାସ୍ନାନ କରାଯାଇଥାଏ। – ମହାସ୍ନାନ ପରେ ମା’ଙ୍କର ବଡ଼ ସିଂହାର ବେଶ କରାଯାଇଥାଏ। – ଏହାପରେ ମା’ ମଙ୍ଗଳାଙ୍କ ସେବକ ଶ୍ରୀମନ୍ଦିରର ଲେଙ୍କା ସେବକ ନେଇଥିବା ଶ୍ରୀସୁଦର୍ଶନ ମହାରାଜାଙ୍କୁ ଗ୍ରହଣ କରିଥାନ୍ତି।…

ଆରମ୍ଭ ହେଲା ରଥ ଟଣା

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ତିନିରଥରେ ଘୋଡା ଲାଗି ପରେ ବଡଠାକୁର ବଳଭଦ୍ରଙ୍କର ରଥ ଟଣା ଆରମ୍ଭ ହୋଇଛି। ଘଣ୍ଟ ଘଣ୍ଟା, ଝାଞ୍ଜ, ମୃଦଙ୍ଗ ଓ କରତାଳ ମାଡରେ ବଳଭଦ୍ରଙ୍କ ରଥ ବଡଦାଣ୍ଡରେ ଘର୍ଘର ନାଦରେ ମାଡି ଚାଲିଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବଡ ଠାକୁରଙ୍କର…

ବିନା ପତିତପାବନ ବାନାରେ ନୀତି ବନ୍ଦ

ଭାରତରେ କୌଣସି ମନ୍ଦିର ଶିଖରରେ ବନ୍ଧା ହୋଇଥିବା ପତାକାକୁ ପତିତପାବନ ବାନା ବା ପତାକା କୁହାଯାଏ ନାହିଁ। ଶ୍ରୀମନ୍ଦିର ବାନା ଦୂରରୁ ଦର୍ଶନ କଲେ ଯେଉଁ ଆବେଗ, ଯେଉଁ ଭାବ ହୃଦୟରେ ଜାଗ୍ରତ ହୁଏ ତାହା ହିଁ ସମତାର ଭାବ। ମନରେ…

ସରିଲା ଛେରାପହଁରା, ତିନି ରଥରେ ଘୋଡା ଲାଗି

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ରଥାଋଢ ଶ୍ରୀଜିଉଙ୍କ ଛେରାପହଁରା ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡିକା ଧରି ୩ରଥରେ ଛେରାପହଁରା କରିଛନ୍ତି। ବର୍ତ୍ତମାନ ତିନି ରଥରେ ଚାରମାଳ ଫିଟା ହେବା ସହ ଘୋଡା ଏବଂ ସାରଥୀ ବନ୍ଧା…

ବ୍ରହ୍ମଦଣ୍ଡରେ ବାନା : କେନ୍ଦୁଝର

କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀବଳଦେବଜୀଉଙ୍କ ମନ୍ଦିର ରାଜା ଲକ୍ଷ୍ମୀନାରାୟଣ ଭଞ୍ଜ ୧୬୭୧ ମସିହାରେ ପ୍ରତିଷ୍ଠା କରିଥିଲେ ା ଏହି ମନ୍ଦିରର ନୀଳଚକ୍ର ଅଷ୍ଟଧାତୁରେ ନିର୍ମିତ ା ତେବେ ତନ୍ତ୍ର ବଳରେ ଏହାକୁ ମନ୍ଦିର ଉପରେ ସ୍ଥାନିତ କରାଯାଇଥିବା କୁହାଯାଏ ା ନୀଳଚକ୍ର…

ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା

ଶ୍ରୀବ୍ୟାସଦେବଙ୍କ ପ୍ରଣିତ ବ୍ରହ୍ମତନ୍ତ୍ର ଓ ପଦ୍ମ ପୁରାଣରେ ଉତ୍କଳର ୫ ଆଧ୍ୟାତ୍ମିକ କ୍ଷେତ୍ର ମଧ୍ୟରେ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ର ଅନ୍ୟତମ ବୋଲି ଉଲ୍ଲେଖ ଅଛି। କନ୍ଦରାସୁରର କନ୍ୟା ତୁଳସୀଙ୍କୁ ବିବାହ କରି ଶ୍ରୀବଳଦେବଜୀଉ ଏଠାରେ ରହିବାରୁ ଏହାର ନାମ ତୁଳସୀକ୍ଷେତ୍ର। ବିପ୍ରମାଧୁରୀଙ୍କ ତୁଳସୀ…

ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି

ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ୱର ଜିଲା ନୀଳଗିରିର ଶ୍ରୀଜଗନ୍ନାଥ ମନ୍ଦିର। ବୀର ବସନ୍ତ ନାରାୟଣ ବିରାଟ ଭୁଜଙ୍ଗ ମାନ୍ଧାତାଙ୍କ ସମୟରେ ଜଗନ୍ନାଥ ସଂସ୍କୃତି ଗରଡ଼ିହି ରାଜବାଟୀରୁ ଆରମ୍ଭ ହୋଇ ୧୭୫୦ ମସିହାରେ ରାଜା ଶ୍ରୀରାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ନୀଳଗିରିରେ ଦେଉଳ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?