ମେଟ୍ରୋ

ରଥଯାତ୍ରା ପାଇଁ ସ୍ବତନ୍ତ୍ର ମୋ ବସ୍‌ ଚଳାଚଳ -୨୦ରୁ ୩୦ ତାରିଖ ଯାଏ ୩ଟି ରୁଟ୍‌ରେ ସେବା ବାତିଲ୍‌

ଭୁବନେଶ୍ୱର, ୧୯।୬ (ବନ୍ଦନା ସେଠୀ)- କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବସ୍‌ ସେବା ଆରମ୍ଭ କରାଯାଇଛି। ରଥାରୁଢ଼ ବିଗ୍ରହଙ୍କୁ ଦର୍ଶନ କରିବା ପାଇଁ ସମଗ୍ର ଭାରତରୁ ଶ୍ରଦ୍ଧାଳୁମାନେ ପୁରୀ ଆସୁଛନ୍ତି। ସେମାନଙ୍କ ଚିନ୍ତାମୁକ୍ତ ଓ…

ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର,୧୯ା୬(ଅନୁରାଧା ମହାରଣା) – ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ କଳା, ବିଜ୍ଞାନ, ବାଣିଜ୍ୟ ଓ ସେଲ୍ଫ ଫାଇନାସିଂ କୋର୍ସରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ସୋମବାର ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଜୁଲାଇ ୪ ରାତି ୧୧ଟା…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସିଗ୍‌ନାଲ ଜେଇଙ୍କ ଘର ସିଲ୍‌

ଭୁବନେଶ୍ୱର,୧୯।୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ଘଟଣାରେ ରେଲଓ୍ବେ ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କ ଘରକୁ ସୋମବାର ସିଲ୍‌ କରାଯାଇଛି। ସେଠାରେ ଥିବା ତାଙ୍କ ଭଡା ଘର ସିଲ୍‌ କରାଯାଇଛି। ତେବେ କିଏ ସିଲ୍‌ କରିଛିି ତା ଏଯାବତ…

୨ ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶର,୧୯।୬(ଅନିଲ ଦାସ): ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୦ରୁ ପାଗ ବଦଳିବା ସହ ୨୧ ରୁ ପ୍ରାକ ମୌସୁମୀ ବର୍ଷା ହେବ । ଭୁବନେଶର ଆଞ୍ଚଳିକ…

ଘୋଷଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ର ଚଳଚଞ୍ଚଳ

ଭୁବନେଶ୍ୱର,୧୯।୬(ଅସମାପିକା ସାହୁ): ଘୋଷଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଶ୍ରୀବାଣୀକ୍ଷେତ୍ର ରଥଯାତ୍ରା ହେଉଛି ଭୁବନେଶ୍ୱରର ଅନ୍ୟତମ ବଡ଼ ରଥଯାତ୍ରା। ଅକ୍ଷୟତୃତୀୟାଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭହୋଇ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ହୋଇଥାଏ । ଅକ୍ଷୟତୃତୀୟାଠାରୁ…

ଶିମିଳିପାଳ ଘଟଣା ପରେ ପାଟ୍ରୋଲିଂ ବନ୍ଦ: ଚିନ୍ତାରେ ବନ ବିଭାଗ

ଭୁବନେଶ୍ୱର,୧୯।୬(ଅସମାପିକା ସାହୁ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଏକ ମାସ ମଧ୍ୟରେ ୨ ଜଣ ବନ କର୍ମଚାରୀଙ୍କ ହତ୍ୟାକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି। ଜଙ୍ଗଲକୁ ସୁରକ୍ଷା ଦେବାକୁଯାଇ କର୍ତ୍ତବ୍ୟରତ ଜଣେ ଫରେଷ୍ଟଗାର୍ଡ ଏବଂ ଜଣେ ଡେପୁଟି ରେଞ୍ଜର ଶିକାରୀଙ୍କ…

ରଥଯାତ୍ରା ଉପଲକ୍ଷେ ଓଟିଡିସି ନିମନ୍ତ୍ରଣ ପକ୍ଷରୁ ଓଡ଼ିଆ ସାତ୍ତ୍ୱିକ ଆହାର, ପ୍ଲେଟ୍‌ର ଦାମ୍‌ ରହିଛି…

ଭୁବନେଶ୍ୱର,୧୯ା୬(ବନ୍ଦନା ସେଠୀ): ରଥଯାତ୍ରା ଉପଲକ୍ଷେ ଓଟିଡିସି ନିମନ୍ତ୍ରଣ ପକ୍ଷରୁ ସ୍ବତନ୍ତ୍ର ଭେଜିଟେରିଆନ ପ୍ଲେଟ୍‌ର ବ୍ୟବସ୍ଥା କରାଯାଇଛି। ଯାତ୍ରା ସମୟରେ ଯେଉଁମାନେ ଓଡ଼ିଆ ସାତ୍ତ୍ୱିକ ଆହାର ଖାଇବାକୁ ଚାହୁଁଥିବେ ସେମାନେ ଏଠାକୁ ଆସି ଖାଇପାରିବେ। ଗୋଟେ ପ୍ଲେଟ୍‌ର ଦାମ ୫୪୯ ଟଙ୍କା ରହିଛି।…

ରାଜଧାନୀରେ ପୁଣି ମାତିଲେ ଲୁଟେରା, ବନ୍ଧୁକ ଦେଖାଇ ଘର ଆଗରୁ ଛଡ଼ାଇନେଲେ ସୁନାଚେନ୍‌

ଭୁବନେଶ୍ୱର,୧୯ା୬(ସୁନିତ୍‌ ମିଶ୍ର): ରାଜଧାନୀରେ ପୁଣି ମାତିଲେ ଲୁଟେରା। ଘର ଆଗରେ ଛିଡ଼ା ହୋଇଥିବା ବେଳେ ରବିବାର ବିଳମ୍ବିତ ରାତିରେ ୩ ଜଣ ଯୁବକ ବାଇକ୍‌ରେ ଆସି ସୁନା ଚେନ୍‌ ଓ ବ୍ରେସଲେଟ୍‌ ନେଇ ପଳାଇଛନ୍ତି। ବିରୋଧ କରିବାରୁ ବନ୍ଧୁକ ଦେଖାଇ ମାରିବାକୁ…

ବିଦ୍ୟୁତ୍‌ କାଟ୍‌ ପ୍ରତିବାଦରେ ଗ୍ରୀଡ୍‌କୋ ଅଫିସକୁ କଂଗ୍ରେସର ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ୱର,୧୯ା୬(ସୁନିତ୍‌ ମିଶ୍ର): ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଏବଂ ଲୋ-ଭୋଲ୍‌ଟେଜ ସମସ୍ୟା ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ଗ୍ରୀଡ୍‌କୋ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ କଂଗ୍ରେସ କର୍ମୀମାନେ ଗ୍ରୀଡ୍‌କୋ ଅଫିସକୁ ଅଣ୍ଡା, ଟମାଟୋ ମାଡ଼ କରିଛନ୍ତି। ପିସିସି ସଭାପତି ଶରତ…

ରାଜଧାନୀରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯ା୬(ସୂର୍ଯ୍ୟକାନ୍ତ ବେହେରା): ସହିଦନଗର ଥାନା ଅନ୍ତର୍ଗତ ଭବାନୀ ମଲ୍‌ ନିକଟରେ ଥିବା ଏକ ବାର୍‌ରେ ଅଗ୍ନିକାଣ୍ଡ ଘଟିଛି। ଶଟ୍‌ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥିସହ ବାର୍‌ ଭିତରେ ଫସି…

ବିବାଦରେ ‘ଆଦିପୁରୁଷ’, ବଦଳିବ ଡାଇଲଗ୍‌

ଭୁବନେଶ୍ୱର,୧୯।୬(ଶର୍ମିଷ୍ଠା ପାଣିଗ୍ରାହୀ): ରାମାୟଣ କଥାବସ୍ତୁକୁ ନେଇ ଭିନ୍ନ ଭାବେ ପ୍ରସ୍ତୁତ ଚଳଚ୍ଚିତ୍ର ‘ଆଦିପୁରୁଷ’ ଏବେ ବିବାଦରେ ଛନ୍ଦି ହୋଇଯାଇଛି। ହିନ୍ଦୀ, ତେଲୁଗୁ ଆଦି ବିଭିନ୍ନ ଭାଷାରେ ରିଲିଜ୍‌ ହୋଇଥିବା ଏହି ଚଳଚ୍ଚିତ୍ରରେ ରହିଥିବା ଚରିତ୍ରର ବେଶଭୂଷା, ଡାଇଲଗ୍‌ ଓ ତଥ୍ୟକୁ ନେଇ…

ଆକ୍ରୋଶମୂଳକ ରାଜନୀତିକୁ ମୁଖ୍ୟ ଅସ୍ତ୍ର କରିଛି ବିଜେଡି: ଭାଜପା

ଭୁବନେଶ୍ବର, ୧୯ା୬(ସୁନିତ୍‌ ମିଶ୍ର): ଦୀର୍ଘ ୨୩ ବର୍ଷ ଧରି ନିରୁଙ୍କଶ ଶାସନରେ ଥିବା ବିଜେଡି ସରକାର ଅମଳରେ ରାଜ୍ୟର ଜମି, ପାଣି, ଜଙ୍ଗଲ, ଖଣିଜକୁ ବେଆଇନ ଭାବେ ବିକ୍ରି କରିଦେଇ ବିଜେଡିର ମନ୍ତ୍ରୀ ଓ ନେତାମାନେ ଓଡ଼ିଶାକୁ ଖାଇଗଲେଣି। ରାଜ୍ୟର ଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?