ମେଟ୍ରୋ

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା

ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାର ଶ୍ରୀହରିବଳଦେବ ଜୀଉ ବିଜେ ପୂଜା ପାଉଛନ୍ତି ା ଏଠାକାର ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ଏବଂ ନେତ୍ରୋତ୍ସବରେ ପତିତପାବନ ବାନା ବନ୍ଧାଯାଇଥାଏ ା ଅନ୍ୟାନ୍ୟ ସମୟରେ ଭକ୍ତଙ୍କ ମାନସିକ ପୂରଣ ପାଇଁ ଏହି ବାନା ବନ୍ଧା…

ସିଗ୍ନାଲ ଜେଇଙ୍କ ଉପସ୍ଥିତିରେ ଖୋଲିଲା ସିଲ୍‌ ଘର

ଭୁବନେଶ୍ୱର,୨୦।୬: ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ରେଲଓ୍ବେ ସୋର ସେକ୍ସନ ସିଗ୍ନାଲ ଜେଇଙ୍କ ଅମୀର ଖାନଙ୍କ କମରପୁର ଭଡା ଘର ସୋମବାର ସିଲ୍‌ କରାଯାଇଥିଲା। ତେବେ ମଙ୍ଗଳବାର ସିବିଆଇ ଅମୀର ଖାନଙ୍କ ଉପସ୍ଥିତରେ ସିଲ୍‌ ଖୋଲିଛି। ଘର ଭିତରେ…

… ଦେଖ ଉଡ଼ୁଛି ବାନା

ଠାକୁର ସେ ବଡ଼ ଠାକୁର। ଓଡ଼ିଆର ପ୍ରାଣ ସ୍ପନ୍ଦନ। ହାତ ଗୋଡ଼ ନାହିଁ ସିନା ସେ କିନ୍ତୁ ସାରା ଜଗତର। ତେଣୁ ମନ୍ଦିରରେ ଉଡ଼ାଇ ଚାଲିଛନ୍ତି ସେ ବିଜୟ ଧ୍ୱଜା। ନୀଳଚକ୍ର ଉପରେ ଉଡୁଛି ବାନା, ନଁା ତାହାର ପତିତପାବନ। ପତିତପାବନଙ୍କୁ…

୫ ପତିତପାବନ

ଶ୍ରୀମହଦ୍‌ ଯୋଗୀ ଘୋଷଣା କରିଥିଲେ ଶ୍ରୀପୁରୁଷୋତ୍ତମ ହେଉଛନ୍ତି ପତିତପାବନଙ୍କର ପ୍ରଭୁ। ଶ୍ରୀମାନ୍‌ ପତିତପାବନ। ପତିତ ଅର୍ଥକୁ ସେଠି ‘ଜାତି’ ଅର୍ଥରେ ଗ୍ରହଣ ନ କରି ପତିତ ମାନସିକତା ଅର୍ଥରେ ଗ୍ରହଣ କରିଛନ୍ତି। ମଣିଷର ମାନସିକତା ପତିତ ବା ନିମ୍ନାଭିମୁଖୀ ହେଲେ, ତାହାକୁ…

ପତିତପାବନ

”ଦିଅଁ ସେ ଦାରୁଦିଅଁ। ଠାକୁର ସେ ବଡ଼ଠାକୁର। ଲୀଳାମୟ ପ୍ରଭୁ ସେ ସାରାଜଗତର। ବହୁ ନାମରେ ସେ ହୁଅନ୍ତି ପୂଜିତ। ସେଥିମଧ୍ୟରୁ ଅନ୍ୟତମ ପତିତପାବନ। ମହାପ୍ରଭୁ ଶ୍ରୀପତିତପାବନ ଏକକ ବିଗ୍ରହ ଭାବେ ଶ୍ରୀମନ୍ଦିର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉପାସିତ। ତାଙ୍କ…

୭ ଜିଲାକୁ ଛାଡି ବାକି ସବୁ ଜିଲାରେ ୨୧ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର,୨୦।୬: ଗ୍ରୀଷ୍ମଛୁଟି ପରେ ଚଳିତମାସ ୨୧ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ। ହେଲେ ୭ଟି ଜିଲାରେ ଗ୍ରୀଷ୍ମପ୍ରବାହର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲାର ଜିଲାପାଳମାନେ ସକାଳୁଆ ସ୍କୁଲ କିମ୍ବା ସମ୍ପୂର୍ଣ୍ଣ ଛୁଟି ପାଇଁ ନିଷ୍ପତ୍ତି ନେଇପାରିବେ । ବାକି…

ଟ୍ରଲିରେ ବୋହି ନେଇଥିଲେ ଚୋରି ସାମଗ୍ରୀ

ଭୁବନେଶ୍ୱର,୨୦।୬(ସତ୍ୟଜିତ୍‌ ରାଉତ): ଅବସରପ୍ରାପ୍ତ ବ୍ୟାଙ୍କ୍‌ ଜେନେରାଲ ମ୍ୟାନେଜର ରବୀନ୍ଦ୍ର ନାଥ ଦାସଙ୍କ ଘର ତାଲା ଭାଙ୍ଗି ୧.୧୫ ଲକ୍ଷ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ…

ନିମନ୍ତ୍ରଣରେ ସ୍ବତନ୍ତ୍ର ଶାକାହାରୀ ଥାଳି

ଭୁବନେଶ୍ୱର,୨୦।୬(ବନ୍ଦନା ସେଠୀ): ରଥଯାତ୍ରା ଅବସରରେ ଓଟିଡିସି ପକ୍ଷରୁ ନିମନ୍ତ୍ରଣ ରେଷ୍ଟୁରାଣ୍ଟରେ ସ୍ବତନ୍ତ୍ର ସାତ୍ତ୍ୱିକ ଓଡ଼ିଆ ଖାଦ୍ୟ ପ୍ଲେଟ୍‌ର ବ୍ୟବସ୍ଥା କରାଯାଇଛି। ୨୦ରୁ ୨୮ଜୁନ୍‌ ପର୍ଯ୍ୟନ୍ତ ଏଠାରେ ବିନା ପିଆଜ ରସୁଣରେ ଏହି ଖାଦ୍ୟ ଉପଲବ୍ଧ ହେବ। ଗୋଟିଏ ପ୍ଲେଟର ଦାମ୍‌ ୫୪୯ଟଙ୍କା…

ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୬: ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ନବଦିନାତ୍ମକ ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ବାହାରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ରଥଯାତ୍ରା…

ରାଜଧାନୀରେ ୫୬ ରଥ, ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭୁବନେଶ୍ୱର, ୨୦।୬(ସତ୍ୟଜିତ୍‌ ରାଉତ): ରାଜଧାନୀରେ ୫୬ଟି ରଥ ଗଡ଼ିବ। ଏଥିପାଇଁ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସର ସୂଚନାନୁସାରେ, ରଥଯାତ୍ରା ପାଇଁ ସହରରେ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ।…

ଲୀଳାକ୍ଷେତ୍ର ଚିଲିକା

ଜଗନ୍ନାଥ ମନ୍ଦିର ଉପରେ ସମୁଦାୟ ୧୮ଥର ଆକ୍ରମଣ ହୋଇଥିଲା। ଶ୍ରୀମହାପ୍ରଭୁ ୨୧ଥର ଶ୍ରୀମନ୍ଦିର ରତ୍ନସିଂହାସନରୁ ସ୍ଥାନାନ୍ତର ହୋଇଥିଲେ। ସେଥିରୁ ଶ୍ରୀକ୍ଷେତ୍ର ମଧ୍ୟରେ ଦୁଇ ଥର ଲୀଳା କରିଥିବା ବେଳେ ଶ୍ରୀକ୍ଷେତ୍ର ବାହାରେ ୧୯ଥର ଲୀଳା କରିଥିଲେ। ଇତିହାସରୁ ଜଣାପଡ଼େ ଯେ, ୨୧ଥର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମହିମା ସାଧୁସନ୍ଥ: ଯୋରନ୍ଦା ରୂପାନ୍ତର ପାଇଁ ଧନ୍ୟବାଦ ଜଣାଇଲେ

ଭୁବନେଶ୍ୱର,୧୯ା୭ (ଅନିଲଦାସ)- ଯୋରନ୍ଦା ପୀଠର ମହିମା ସାଧୁସନ୍ଥ ଓ ଧର୍ମାବଲମ୍ବୀମାନେ ସୋମବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଯୋରନ୍ଦା ପୀଠର ରୂପାନ୍ତର ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସେମାନେ ସ୍ବାଗତ ଜଣାଇଛନ୍ତି। ଏଥି ପାଇଁ ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?