ମେଟ୍ରୋ

ଶ୍ରୀକ୍ଷେତ୍ରରେ ଆଜି ପୁଣି ରଥଟଣା: ନନ୍ଦିଘୋଷ, ଦର୍ପଦଳନକୁ ଟାଣି ନେଉଛନ୍ତି ଭକ୍ତ

ପୁରୀ,୨୧।୬(ଅଜିତ୍‌ ମହାନ୍ତି): ବଡଦାଣ୍ଡରେୂ ଆଜି ପୁଣି ଗଡୁଛି ରଥ। ମହାବାହୁ ଜଗନ୍ନାଥ ଏବଂ ମା’ ସୁଭଦ୍ରା ମଙ୍ଗଳବାର ଅଧା ବାଟରେ ଅଟକି ରହିଥିଲେ। ହରିବୋଲ ହୁଳୁହୁଳି ଦେଇ ଶ୍ରଦ୍ଧାଳୁ ନନ୍ଦିଘୋଷ ଓ ଦର୍ପଦଳନକୁ ଗୁଣ୍ଡିଚାଘର ଅଭିମୁଖେ ଟାଣି ନେଉଛନ୍ତି। ଗତକାଲି ଅର୍ଥାତ୍‌…

ସାମାଜିକ ଗଣମାଧ୍ୟମରେ କେନ୍ଦ୍ର ବାଲ୍‌ ପୁରସ୍କାର ବିଜେତାଙ୍କ ନାମ

ଭୁବନେଶ୍ୱର,୨୧।୬(ଶର୍ମିଷ୍ଠା ପାଣିଗ୍ରାହୀ): ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଦିଆଯାଉଥିବା ବାଲ୍‌ ପୁରସ୍କାର ବିଜେତାଙ୍କ ନାମ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ପୁରସ୍କାର ଘୋଷଣା ହେବା ପୂର୍ବରୁ ଏହା କିପରି ପ୍ରଘଟ ହେଲା ତାହା ସାହିତି୍ୟକ ଓ ବୁଦ୍ଧିଜୀବୀଙ୍କ ମହଲରେ…

ଦେଢ଼ବର୍ଷ ପରେ ଲୋକଙ୍କୁ ଗଲା ପିଏମ୍‌ଏଓ୍ବାଇ କାର୍ଯ୍ୟାଦେଶ

ଭୁବନେଶ୍ବର, ୨୧।୬(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ପୁଣି ଥରେ କାର୍ଯ୍ୟାଦେଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ପ୍ରାୟ ଦେଢ଼ବର୍ଷ ହେବ ରାଜ୍ୟରେ ବନ୍ଦ ଥିଲା। ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍‌ ଧରିଥିଲା। ହେଲେ ସୋମବାରଠାରୁ ରାଜ୍ୟରେ…

ବାଧ୍ୟତାମୂଳକ ହେବ ବର୍ଷାଜଳ ସଂରକ୍ଷଣ: ୫୨ ବ୍ଲକ, ୨୭ ସହରରେ କାର୍ଯ୍ୟକାରୀ ହେଉଛି ଛାତ ଯୋଜନା

ଭୁବନେଶ୍ୱର,୨୧।୬(ଅନିଲ ଦାସ): ଜଳବାୟୁ ପରିବର୍ତ୍ତନ ସହିତ ରାଜ୍ୟରେ ବର୍ଷା ପରିମାଣ ଦ୍ରୁତ ଗତିରେ ହ୍ରାସ ପାଉଛି। ଜୀବନଯାପନ ପାଇଁ ଭୂଗର୍ଭ ଜଳ ଉପରେ ମାତ୍ରାଧିକ ନିର୍ଭରଶୀଳତା ବଢ଼ିଯାଇଛି। ଫଳରେ ଭୂତଳ ଜଳ ଉପରେ ଚାପ ପଡ଼ୁଛି। ଏପରି ସ୍ଥଳେ ଜଳ ସଂରକ୍ଷଣ…

୧୧ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୧।୬ (ଅନିଲ ଦାସ): ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ସମଗ୍ର ରାଜ୍ୟକୁ କଲବଲ କରୁଛି। ନିଦାଘ ଗ୍ରୀଷ୍ମରୁ ମୁକ୍ତି ପାଇଁ ସମସ୍ତେ ମୌସୁମୀ ବର୍ଷାକୁ ଚାହିଁ ରହିଛନ୍ତି। ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ପାଗ ଅନୁକୂଳ ହେଉଛି। ଆଜି ଆସିବ କାଲି ଆସିବ…

ସବୁ ଜିଲାରେ ସକାଳୁଆ ସ୍କୁଲ ପାଇଁ ଦାବି

ଭୁବନେଶ୍ୱର,୨୧।୬(ଅନୁରାଧା ମହାରଣା): ରାଜ୍ୟର କିଛି ଜିଲାକୁ ବାଦ୍‌ଦେଇ ପ୍ରାୟ ସମସ୍ତ ଜିଲାର ସ୍କୁଲ ବୁଧବାରଠାରୁ ଖୋଲୁଛି। ନିୟମିତ କାର୍ଯ୍ୟସୂଚୀ ଅନୁସାରେ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ହେଲେ ଏହାକୁ…

ଖରାଛୁଟି ପରେ ଆଜିଠୁ ଖୋଲିଲା ସ୍କୁଲ

ଭୁବନେଶ୍ୱର,୨୧।୬: ଖରାଛୁଟି ପରେ ଆଜିଠୁ ଖୋଲିଲା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲ। ହେଲେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ,ଝାରସୁଗୁଡା ଓ ବଲାଙ୍ଗିର ଜିଲାରେ ଗୁରୁବାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଇ ୩ ଜିଲାରେ ୨୨ରୁ ୨୪ ତାରିଖ…

୨୨ ପରିବର୍ତ୍ତେ ୨୩ରେ କଳାହାଣ୍ଡି ଆସିବେ ନଡ୍ଡା

ଭୁବନେଶ୍ବର, ୨୧ା୬(ସୁନିତ୍‌ ମିଶ୍ର): ଭାଜପାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଓଡ଼ିଶା ଆସିବାକୁ ଥିବା କେନ୍ଦ୍ରୀୟ ନେତାମାନଙ୍କ ଗସ୍ତ କାର୍ଯ୍ୟକ୍ରମରେ ବାରମ୍ବାର ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି। ପ୍ରଥମେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଢେଙ୍କାନାଳ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିଲା।…

ବାଟରେ ଅଟକିଲା ଦେବଦଳନ, ନନ୍ଦିଘୋଷ

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ବଡଠାକୁର ବଳଭଦ୍ରଙ୍କ ରଥ ଶରଧାବାଲିରେ ପହଞ୍ଚିଥିବାବେଳେ ବାଟରେ ଅଟକିଛନ୍ତି ଜଗନ୍ନାଥ ଓ ସୁଭଦ୍ରା। ଦେବଦଳନ ବଡ଼ଶଂଙ୍ଖ ନିକଟରେ ଅଟକିଥିବାବେଳେ ମାଉସୀ ମାଆ ଛକରେ ରହିଛି ନନ୍ଦିଘୋଷ ରଥ। ବୁଧବାର ସକାଳେ ପୁଣି ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହେବ।

ଶରଧାବାଲିରେ ଲାଗିଲା ତାଳଧ୍ୱଜ

ପୁରୀ,୨୦।୬(ଅଜିତ୍‌ ମହାନ୍ତି): ସାନ ଭାଇ ଭଉଣୀଙ୍କୁ ପଛରେ ପକାଇ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ବଡ ଠାକୁର ବଳଭଦ୍ର। ଶରଧାବାଲିରେ ଲାଗିଛି ତାଳଧ୍ୱଜ ରଥ। ତହିଁ ପଛେ ପଛେ ଆସୁଛନ୍ତି ଦେବ ଦଳନ ଓ ନନ୍ଦୀଘୋଷ ରଥ।

ବଢିଲା ଯୁକ୍ତ ୨ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର,୨୦।୬(ଅସମାପିକା ସାହୁ): ଅଭିଭାବକ, ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କର ଅନୁରୋଧ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁକ୍ତ ୨ ଶ୍ରେଣୀ ପାଇଁ ସାମସ ପୋର୍ଟାଲ www.samsodisha.in ଜରିଆରେ ଆବେଦନ ତାରିଖକୁ ଜୁନ୍‌ ୨୦ତାରିଖ ପରିବର୍ତ୍ତେ ଜୁନ୍‌ ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତିା…

ପଶ୍ଚିମ ଓଡିଶାରେ ସକାଳୁଆ ସ୍କୁଲ

ଭୁବନେଶ୍ୱର,୨୦।୬: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ପଶ୍ଚିମ ଓଡିଶାରେ ସକାଳୁଆ ସ୍କୁଲ ହେବ। ଝାରସୁଗୁଡା, ସମ୍ବଲପୁର ଓ ବଲାଙ୍ଗୀର ଜିଲାରେ ୨୨ରେ ସ୍କୁଲ ଖୋଲିବ। ମାତ୍ର ୨୪ତାରିଖ ଯାଏଁ ସକାଳୁଆ ସ୍କୁଲ ହେବ। ସୁବର୍ଣ୍ଣପୁର, ସୁନ୍ଦରଗଡ ଓ ନୂଆପଡାରେ ୨୩ରେ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?