ମେଟ୍ରୋ

ତମାଖୁରେ ବର୍ଷକୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୮।୮(ଅସମାପିକା ସାହୁ): ଜାତୀୟ ଓ ରାଜ୍ୟସ୍ତରୀୟ ନୀତିରେ ପରିବର୍ତ୍ତନ ଆଣି ତମାଖୁ ସେବନ ହ୍ରାସ କରିବା ଉଦ୍ଦେଶ୍ୟରେ କୋଆଲିଶନ୍‌ ଫର୍‌ ଟବାକୋ ଫ୍ରି ଓଡ଼ିଶା ଏବଂ ‘ପିକକ୍‌’ର ମିଳିତ ଉଦ୍ୟମରେ ଏକ ଜନ ପରାମର୍ଶ କାର୍ଯ୍ୟକ୍ରମ ରବିବାର ଭାରତୀୟ ବିଦ୍ୟାଭବନଠାରେ…

୩୧ରେ ଉତ୍କେଲା ବିମାନବନ୍ଦର ଲୋକାର୍ପଣ

ଭବାନୀପାଟଣା,(ଉତ୍ତମ କୁମାର ଦାଶ)/ ଭୁବନେଶ୍ୱର,୨୮।୮(ଅସମାପିକା ସାହୁ): ରାଜ୍ୟ ବିମାନ ସେବାରେ ଯୋଡ଼ିହେବ ନୂଆ ଅଧ୍ୟାୟ। କଳାହାଣ୍ଡି ଉତ୍କେଲାରୁ ଉଡ଼ିବ ବିମାନ। ଆଉ ୩ଦିନ ପରେ କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବ। ୩୧ ତାରିଖରେ ଲୋକାର୍ପଣ ହେବ ଜିଲାର ପ୍ରଥମ…

ନାକ୍‌ ଟିମ୍‌କୁ ସମସ୍ୟା ଜଣାଇବେ ଭିଏସ୍‌ଏସ୍‌ ନଗରବାସୀ

ଭୁବନେଶ୍ୱର,୨୮।୮(ଅନୁରାଧା ମହାରଣା): ଆସନ୍ତା ସେପ୍ଟେମ୍ବରରେ ନାକ୍‌ ଟିମ୍‌ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସିବେ ବୋଲି ସୂଚନା ମିଳିଛି। ତେବେ ନାକ୍‌ ଟିମ୍‌କୁ ଭେଟି ବୀର ସୁରେନ୍ଦ୍ର ସାଏ(ଭିଏସ୍‌ଏସ୍‌) ନଗରବାସୀ ସମସ୍ୟା ଜଣାଇବେ ବୋଲି କହିଛନ୍ତି। ପ୍ରାୟ ୩୯୨ ଏକର ଜମିରେ ଥିବା…

ଆଜି ଜାଗା ମିଶନ ପଟ୍ଟା ବାଣ୍ଟିବେ ମୁଖ୍ୟମନ୍ତ୍ରୀ: ଅଯୋଗ୍ୟ ହିତାଧିକାରୀଙ୍କ ଉପରେ ନଜର

ଭୁବନେଶ୍ୱର,୨୮।୮(ବନ୍ଦନା ସେଠୀ): ‘ଜାଗା ମିଶନ’ରେ ମାଗଣାରେ ଜମି ପଟ୍ଟା ପାଇବେ ବସ୍ତି ବାସିନ୍ଦା। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତ ତାଲିକାରେ ଭୂତ ହିତାଧିକାରୀ ସ୍ଥାନ ପାଇବା ଓ ବହୁ ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ହେବାକୁ ନେଇ ବିବାଦ ଲାଗି ରହିଥିବାବେଳେ…

ଜୀବନବାଦୀ କାବ୍ୟଧାରାର କାଣ୍ଡାରି

ପଦାର୍ଥ ବିଜ୍ଞାନରେ ଶିକ୍ଷା ଗ୍ରହଣ କରି ଅଧ୍ୟାପନା ଜୀବନକୁ ବାଛିଥିବା ଜୟନ୍ତ ମହାପାତ୍ର କିନ୍ତୁ ଜୀବନବ୍ୟାପୀ ବୁଡ଼ି ରହିଥିଲେ କାବି୍ୟକ ଦୁନିଆରେ। ଇଂଲିଶ୍‌ ଏବଂ ଓଡ଼ିଆ ଭାଷାରେ ଲିଖିତ ତାଙ୍କ ପ୍ରତିଟି କବିତା ମାନବୀୟ ସ୍ବର ବହନ କରି ଚାଲିଥିଲା। ବିଜ୍ଞାନର…

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୫ ଗିରଫ

ଭୁବନେଶ୍ୱର,୨୮ା୮(ସତ୍ୟଜିତ୍‌ ରାଉତ): ସିବିଆଇ ଅଫିସର କହି ଘରେ ପଶିଥିଲେ। ବାପପୁଅଙ୍କୁ ବାନ୍ଧି ବନ୍ଧୁକ ମୁନରେ ଭୟ ଦେଖାଇ ସିନେମା ଷ୍ଟାଇଲ୍‌ରେ ଲୁଟିଥିଲେ ୧.୭ କୋଟି ନଗଦ ଟଙ୍କା ସମେତ ସୁନା ଅଳଙ୍କାର। ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାର ଅଞ୍ଚଳରେ ଘଟିଥିବା…

କୁଟୁରା ଇଂଲିଶ ନାମ ପରିବର୍ତ୍ତନରୁ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୨୮।୮(ଅସମାପିକା ସାହୁ): ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ-୧୯୭୨ରେ କୁଟୁରାକୁ ଇଂଲିଶରେ ବାର୍କିଂ ଡିଅର କୁହାଯାଉଥିଲା। ଏପ୍ରିଲ ୨୦୨୩ରେ ବନ୍ୟପ୍ରାଣୀ ସଂଶୋଧିତ ଆଇନରେ ଏହାର ନାମ ପରିବର୍ତ୍ତନ କରାଯାଇ ମୁଣ୍ଟଜାକ୍‌ ଡିଅର କରାଯାଇଛି। ତେବେ ଏହାକୁ ୩ଟି ପ୍ରଜାତିରେ ବିଭକ୍ତ କରାଯାଇଥିବାରୁ…

ପରଲୋକରେ ଜୟନ୍ତ ମହାପାତ୍ର

ଭୁବନେଶ୍ୱର,୨୭।୮(ଶର୍ମିଷ୍ଠା ପାଣିଗ୍ରାହୀ): ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କର ରବିବାର ରାତି ୯ଟାରେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ସେ କିଛିଦିନ ଧରି ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ…

ମାଗଣାରେ ବିଦେଶ ବୁଲୁଛନ୍ତି

ଲଣ୍ଡନ: ଅନେକ ଲୋକ ବୁଲିବାକୁ ବେଶ୍‌ ପସନ୍ଦ କରିଥା’ନ୍ତି। ତେବେ ନିକଟରେ ଜଣେ ମହିଳା ତାଙ୍କ ସ୍ବପ୍ନ ରାଇଜରେ ବଞ୍ଚୁଛନ୍ତି। ସେ ତାଙ୍କର ଅଧିକାଂଶ ସମୟ ଦେଶ ବିଦେଶରେ ବିତାଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ତାଙ୍କୁ ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ…

କିଚେନ ଗାର୍ଡେନ ଡେ’

ଭୁବନେଶ୍ୱର, ୨୬।୮(ଅସମାପିକା ସାହୁ): ଆଜି ଓ୍ବାର୍ଲଡ କିଚେନ ଗାର୍ଡେନ ଡେ’। ପ୍ରତିବର୍ଷ ଅଗଷ୍ଟ ଶେଷ ରବିବାର ଏହି ଦିବସ ଭାବେ ପାଳନ କରାଯାଏ। ଆଜିକାଲିର ଫ୍ୟାଶନ ଯୁଗରେ ଗାର୍ଡେନ କରିବା ଏକ ସଉକ ପାଲଟିଲାଣି। ସହରରେ ଏହି କିଚେନ ଗାର୍ଡେନ ବହୁଳଭାବେ…

ରିଲାଏନ୍ସ ରିଟେଲ ପକ୍ଷରୁ ୟୁଷ୍ଟାର ଶୁଭାରମ୍ଭ

ଭୁବନେଶ୍ୱର,୨୭।୮: ରିଲାଏନ୍ସ ରିଟେଲ ପକ୍ଷରୁ ଯୁବ ଫ୍ୟାଶନ ରିଟେଲ ଫର୍ମାଟ ୟୁଷ୍ଟା’ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ହାଇଦ୍ରାବାଦଠାରେ ୟୁଷ୍ଟାର ପ୍ରଥମ ଷ୍ଟୋର ସହିତ ନୂଆ ଫର୍ମାଟର ଶୁଭାରମ୍ଭ କରାଯାଇଛି। ଏପରିକି ସର୍ବାଧୁନିକ ଜ୍ଞାନକୌଶଳସମ୍ପନ୍ନ ଷ୍ଟୋର ଲେ-ଆଉଟ…

ଜିଏଏ ସହ ସିୟୁଟିଏମ୍‌ର ରାଜିନାମା

ଭୁବନେଶ୍ୱର,୨୭।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ସେଞ୍ଚୁରିଅନ୍‌ ୟୁନିଭର୍ସିଟି ଅଫ୍‌ ଟୋକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ୍‌) ଏବଂ ଓଡ଼ିଶା ସରକାରଙ୍କ ଗୋପାବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେଶନ (ଜିଏଏ) ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?