ମେଟ୍ରୋ

୩୭ ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ହେବ ରକ୍ଷଣାବେକ୍ଷଣ

ଭୁବନେଶ୍ୱର,୨୧ା୭(ଅସାମାପିକା ସାହୁ): ରାଜ୍ୟର ୧୧୧ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧୀନରେ ପ୍ରତିଷ୍ଠା ହୋଇଥିବା ୩୭ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ, ମହାନଗର…

ସୁଲତା ଦେଓ ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର,୨୧ା୭(ଅନିଲ ଦାସ): ବିଜେଡି ରାଜ୍ୟ ସଭା ସଦସ୍ୟ ସୁଲତା ଦେଓ ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ସୁଲତା ୨୦୨୨ ଜୁଲାଇରେ ରାଜ୍ୟ ସଭାକୁ…

ଆଜି +୨ ସ୍ପଟ୍‌ ଆଡ୍‌ମିଶନ ଆବେଦନ

ଭୁବନେଶ୍ୱର,୨୧ା୭(ଅନୁରାଧା ମହାରଣା) – ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଚାଲିଛି। ୨୭ ତାରିଖରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଏଥିପାଇଁ ଶୁକ୍ରବାର ଆବେଦନ କରିବାକୁ ପଡ଼ିବ। ଯେଉଁ ଆବେଦନକାରୀମାନେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖାଇବା ପାଇଁ…

ଆଜି କ୍ୟାବିନେଟ

ଭୁବନେଶ୍ୱର,୨୧ା୭(ଅନିଲ ଦାସ):ଲୋକସେବା ଭବନରେ ଶୁକ୍ରବାର ସା ୬ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ୧୨ଟି ପ୍ରସ୍ତାବରେ ମୋହର ଲାଗିବା ସମ୍ଭାବନା ରହିଛି ।…

ପ୍ରାର୍ଥୀ ଦୌଡ଼ରେ ୩ ବିଧାୟକ

ଖୋର୍ଦ୍ଧା,୨୧ା୭ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଜିଲାର ସଦର ମହାକୁମା ହୋଇଥିବାରୁ ଏହି ଆସନ ଉପରେ ସମସ୍ତଙ୍କ ନଜର ରହିଥାଏ। ଖୋର୍ଦ୍ଧା ପୌରାଞ୍ଚଳ ଏବଂ ଖୋର୍ଦ୍ଧା ଓ ଟାଙ୍ଗି ବ୍ଲକକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ଏଠାରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର…

ମାଟିରେ ମିଶିଲା ୭ ଅପରାଧୀଙ୍କ ଘର

ଭୁବନେଶ୍ୱର,୨୧।୭(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀରେ ସରକାରୀ ଜାଗାକୁ ଜବରଦଖଲ କରି ସେଠାରେ ରହିବା ସହ ହତ୍ୟା, ଚୋରି, ନିଶା କାରବାର ଭଳି ବିଭିନ୍ନ ଅପରାଧ ଘଟାଉଥିଲେ। ସହରରେ ଆତଙ୍କ ଖେଳାଉଥିବା ଏହି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ୍‌ ପୋଲିସ।…

ଖୋଲୁନି ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୨୧।୭(ବନ୍ଦନା ସେଠୀ): ଭୁବନେଶ୍ୱରର ପ୍ରମୁଖ ମାର୍କେଟ ୟୁନିଟ-୨ ମାର୍କେଟ ବିଲ୍ଡିଂ ଲଗାତର ୫ଦିନ ଧରି ବନ୍ଦ ରହିଛି। ଉଠାଦୋକାନୀଙ୍କୁ ଉଚ୍ଛେଦ କରିବା ଦାବିରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ ଜିଦ୍‌ ଧରି ବସିଥିବାବେଳେ ବିଏମ୍‌ସି କିନ୍ତୁ ହାତ ଟେକି ଦେଇଛି। ବିଏମ୍‌ସି କର୍ତ୍ତୃପକ୍ଷ…

ଖଡ଼ଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୧୨୬ କୋଟି ଟଙ୍କା

ଭୁବନେଶ୍ୱର,୨୦ା୭(ଅସମାପିକା ସାହୁ): ଖଡ଼ଗ ନଦୀରେ ନିର୍ମାଣ ହେବ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ। ଏହି ପ୍ରକଳ୍ପ…

ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୨୦ା୭(ଅସମାପିକା ସାହୁ): ଓଡ଼ିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନୋଟି ଷ୍ଟେଶନ ଅଫିସର ପଦବୀ ଥିବା ବେଳେ ୩ଟି ଲିଡିଂ ଫାୟାର ମ୍ୟାନ୍‌ ଓ ୨୦ଟି…

ନୂତନ ଦଧିନଉତି ବସିବ, ଲାଗିବ ଆର୍ଥିଂ

ପୁରୁଣା ଭୁବନେଶ୍ୱର,୨୦।୭(ସୁବାସ ଚନ୍ଦ୍ର ପ୍ରଧାନ)ଗତ ଶନିବାର ବଜ୍ରପାତରେ ମାଉସୀମା ଛକସ୍ଥିତ ରାମେଶ୍ୱର ମନ୍ଦିରର ଦଧିନଉତି ଖସିପଡ଼ିଥିଲା। ଦଧି ନଉତିଟି ସମ୍ପୂର୍ଣ୍ଣ ଭାଙ୍ଗି ମନ୍ଦିରର ଚତୁଃପାର୍ଶ୍ୱରେ ଏଣେତେଣେ ପଡ଼ିଥିଲା। ଏଏସ୍‌ଆଇ କର୍ମଚାରୀମାନେ ଏହାର ଭଗ୍ନାବଶେଷଗୁଡ଼ିକୁ ସଂଗ୍ରହ କରି ଷ୍ଟୋର ରୁମରେ ରଖିଛନ୍ତି। ଠାକୁରଙ୍କ…

ବସ୍ତିରେ ତିଆରି ହେଉଥିଲା ଗଞ୍ଜେଇ ସିଗାରେଟ

ଭୁବନେଶ୍ୱର,୨୦।୭(ସୂର୍ଯ୍ୟକାନ୍ତ ବେହେରା)ଦେଖିବାକୁ ସିଗାରେଟ। ମାତ୍ର ଭିତରେ ଭର୍ତ୍ତି ହୋଇଛି ଗଞ୍ଜେଇ। ରାଜଧାନୀରେ ବେଆଇନ ଭାବେ ବିକ୍ରି ହେଉଥିବା ଏହି ଗଞ୍ଜେଇ ସିଗାରେଟ ସହରରେ ଥିବା ବସ୍ତିରେ ତିଆରି ହେଉଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ୟାକେଜିଂ ସହ ବ୍ରାଣ୍ଡିଂ ବି ହେଉଛି। ଅବକାରୀ…

‘ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଯାଉ’

ଖୋର୍ଦ୍ଧା,୨୦ା୭(ପ୍ରଭାତ ପାଣିଗ୍ରାହୀ)ବିଭିନ୍ନ ପ୍ରସଙ୍ଗ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଦୀର୍ଘ ୪ବର୍ଷ ହେବ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ଗୋଟିଏ ପଟେ କ୍ୟାମ୍ପସରେ ଶାସକ ଦଳ ବିଜୁ ଛାତ୍ର ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?