ଜୀବନଚର୍ଯ୍ୟା

ପିଲାମାନେ ଅନ୍‌ଲାଇନ୍‌ରେ ପଢ଼ୁଛନ୍ତି କି’? ଦେଖାଦେଇପାରେ ଏସବୁ ସମସ୍ୟା, ଏପରି ହୁଅନ୍ତୁ ଯତ୍ନବାନ

ଲକ୍‌ଡାଉନ୍‌କୁ ପ୍ରାୟ ଦୁଇ ମାସ ବିତିଗଲାଣି। ଏହି ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ପିଲାଙ୍କ ପାଠପଢ଼ାରେ ଯେମିତି କ୍ଷତି ନ ହେବା ବିଦ୍ୟାଳୟ ପକ୍ଷରୁ ଅନ୍‌ଲାଇନ ଶିକ୍ଷା ପ୍ରଦାନ କରାଯାଉଛି। ଏପରି ସ୍ଥିତିରେ ପିଲାମାନଙ୍କୁ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ କମ୍ପ୍ୟୁଟର…

ପ୍ରତାରଣାକାରୀ ପାର୍ଟନରଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଚାହିଁଥାନ୍ତି ଅଧିକାଂଶ ଲୋକେ

ଡେଟିଂ ଏବଂ ପାର୍ଟନର ବିଷୟରେ ଲୋକଙ୍କ ପସନ୍ଦ ଭିନ୍ନ ପ୍ରକାରର। ଏ ବିଷୟରେ ଜାଣିବା ପାଇଁ ଏକ୍‌ଷ୍ଟ୍ରା ମେରିଟାଲ ଡେଟିଂ ଆପ୍‌ ଗ୍ଲିଡେନ୍‌ ଭାରତୀୟଙ୍କୁ ନେଇ ନିକଟରେ ଏକ ସର୍ଭେ କରିଛି। ଏହି ସର୍ଭେରେ ୩୪ରୁ ୪୯ ବର୍ଷୀୟ ବ୍ୟକ୍ତିଙ୍କୁ ସାମିଲ…

କରୋନା ଭାଇରସ୍‌ଠାରୁ ଦୂରେଇ ରହିବାର ନୂଆ ଅସ୍ତ୍ର ସୋରିଷ ତେଲ

କୋଲକତା,୨୫।୬:ପଶ୍ଚିମବଙ୍ଗର ସିଲିଗୁଡି କମିଶନରେଟ୍‌ ପୋଲିସ ପକ୍ଷରୁ ନିଜ ଅଧିକାରୀଙ୍କୁ ଖାଦ୍ୟରେ ସୋରିଷ ତେଲ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ଭାଇରସ୍‌ ସହ ଲଢିବା ପାଇଁ ଏହା ଏକ ନୂଆ ଅସ୍ତ୍ର ବୋଲି କୁହାଯାଇଛି। ସିଲିଗୁଡି ପୋଲିସ ଆୟୁକ୍ତ ତ୍ରିପୁରାରୀ ଅର୍ଥବଙ୍କ…

ଥଣ୍ଡା ପାଇଁ ଘରୋଇ ଚିକିତ୍ସା

ଥଣ୍ଡା ପାଇଁ ଅଧିକାଂଶ ଲୋକେ ଏଲୋପାଥି ଔଷଧ ବ୍ୟବହାର କରିଥାନ୍ତି। ବେଳେବେଳେ ଯେତେ ଔଷଧ ଖାଇଲେ ମଧ୍ୟ ଥଣ୍ଡା ଭଲ ହୋଇ ନ ଥାଏ। ଅଦିନିଆ ବର୍ଷା ହେଉ କି ବର୍ଷା ଋତୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ଯାଏଁ…

ଆଇବ୍ରୋ ଟ୍ରେଣ୍ଡ

ଫ୍ୟାଶନରେ ଅପଡେଟ୍‌ ରହିବାକୁ ସମସ୍ତେ ପସନ୍ଦ କରନ୍ତି। ସେଥିପାଇଁ ସବୁବେଳେ ନୂଆ ନୂଆ ଫ୍ୟାଶନ ଡିଜାଇନ୍‌ ଆପଣେଇବାକୁ ଚାହାନ୍ତି। ଡ୍ରେସ ହେଉ କି ହେୟାର ଷ୍ଟାଇଲ୍‌ ଅବା ଜୋତା ସବୁ ଷ୍ଟାଇଲରେ ନିଜକୁ ଅପଡେଟ୍‌ ରଖନ୍ତି.. ଆଇ ବ୍ରୋ ଫ୍ୟାଶନରେ ଏବେ…

ଘରକୁ ଦିଅନ୍ତୁ ରୟାଲ ଲୁକ୍‌

ଘରକୁ ରୟାଲ ଲୁକ୍‌ ଦେବା ପାଇଁ ଚାହୁଁଥିଲେ ଜାଣି ରଖନ୍ତୁ କିଛି ଟିପ୍ସ। ଘରେ ବିଭିନ୍ନ ପ୍ରକାରର କାରୁକାର୍ଯ୍ୟପୂର୍ଣ୍ଣ ଆସବାବପତ୍ର ରଖି ଘରକୁ ରୟାଲ ଲୁକ୍‌ ଦେଇପାରିବେ। ଏଥିପାଇଁ ଡ୍ରଇଁ ରୁମ୍‌ର ଟେବୁଲ ଉପେ ରୟାଲ ଲୁକ୍‌ ଥିବା ବିଭିନ୍ନ ଜିନିଷ…

ଦୂର କରନ୍ତୁ କଳାଦାଗ

ଅଧିକାଂଶ ମହିଳାଙ୍କର କହୁଣି ଏବଂ ଆଣ୍ଠୁ ଆଦି ଅଧିକ କଳା ପଡ଼ି ଯାଇଥାଏ। ଏହି ସବୁ ସ୍ଥାନରୁ କଳାଦାଗ କିପରି ଦୂର କରିବେ ଜାଣି ରଖନ୍ତୁ। ଅଲିଭ୍‌ ଅଏଲ ଓ ଚିନିକୁ ସମାନ ମାତ୍ରାରେ ମିଶାଇ କହୁଣି ଉପରେ କିଛି ସମୟ…

ଚୁଡ଼ା ଉତ୍ତପମ୍‌

ଆବଶ୍ୟକ ସାମଗ୍ରୀ ଚୁଡା: ଅଧା କପ୍‌ ସୁଜି: ଅଧା କପ୍‌ ଦହି: ଅଧା କପ୍‌ ପିଆଜ: ଅଧାକପ୍‌ ଛୋଟ କଟା ହୋଇଥିବା ବିନ୍ସ, ଗାଜର ଓ କ୍ୟାପ୍ସିକମ୍‌: ଛୋଟ ଛୋଟ କଟା ଆବଶ୍ୟକ ଅନୁସାରେ ଲୁଣ, ପାଣି ଓ ତେଲ ପ୍ରଣାଳୀ…

ଶାଢ଼ିରେ ସ୍ଲିମ୍‌

ଶାଢ଼ି ପିନ୍ଧି ସ୍ଲିମ୍‌ ଦେଖାଯିବା ପାଇଁ ହେଲେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବାକୁ ହେବ। ବଡ଼ିଟାଇପ୍‌, ଶାଢିର ରଙ୍ଗ, ଶାଢିର ପ୍ରିଣ୍ଟ ଓ ପ୍ୟାଟର୍ନ ଆଦି ସବୁ ଦିଗ ପ୍ରତି ନଜର ଦେବାକୁ ପଡ଼ିଥାଏ। ହାଲ୍‌କା ଫେବ୍ରିକ୍‌ ଶାଢିର ଫେବ୍ରିକ୍‌…

କାର୍ଯ୍ୟଦକ୍ଷତା ବଢ଼ାଏ କଥାବାର୍ତ୍ତା ଶୈଳୀ

କଥାବାର୍ତ୍ତା ଶୈଳୀ ଯଦି ମାର୍ଜିତ ଏବଂ ସରଳ ହୁଏ ତେବେ ତାହା କାର୍ଯ୍ୟଦକ୍ଷତା ବଢ଼ାଇବାରେ ସହାୟକ ହୋଇଥାଏ। ‘କାର୍ଯ୍ୟଦକ୍ଷତା ଓ କଥାବାର୍ତ୍ତା ଶୈଳୀ’ ବିଷୟକୁ ନେଇ ଲଣ୍ଡନ ୟୁନିଭର୍ସିଟି ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଏକଥା ଜଣାପଡିଛି। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କର…

ନକାରାତ୍ମକ ମାନସିକତା ଓ ମସ୍ତିଷ୍କର କାର୍ଯ୍ୟଧାରା

ବ୍ୟସ୍ତମୟ ଜୀବନରେ ନିଜ ମାନସିକତାକୁ ସକାରାତ୍ମକ ରଖବା ହୁଏତ ଏତେଟା ସହଜ ନୁହେଁ। ହେଲେ ଅନ୍ୟପକ୍ଷରେ ତାହାକୁ ଅବହେଳା କରିବା ମଧ୍ୟ ଠିକ୍‌ ନୁହେଁ। ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର କ୍ୟାନସର ବିଶେଷଜ୍ଞମାନେ ଏକ ରୋଚକ ତଥ୍ୟ ସମାନାକୁ ଆଣିଛନ୍ତି। ଏକ ସଦ୍ୟତମ…

କ୍ୟାନ୍‌ସର ଚିହ୍ନଟ କରିବ ସ୍ମାର୍ଟଫୋନ୍‌

ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ପ୍ରମୁଖ ରୋଗଗୁଡିକ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। କେତେକ କ୍ଷେତ୍ରରେ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହେବା ଦ୍ୱାରା କେତେକ କ୍ୟାନ୍‌ସରରୁ ଆରୋଗ୍ୟ ମିଳିପାରୁଛି। ହେଲେ ଏହା ଗୁରୁତର ଅବସ୍ଥାକୁ ଚାଲି ଯାଇଥିଲେ ତାହା ଜୀବନନାଶକ ହୋଇଥାଏ। ତେବେ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?