ସ୍ବପ୍ନରେ ନିଜକୁ ଗରିବ ବୋଲି ଦେଖୁଛନ୍ତି କି; ଜାଣନ୍ତୁ କ’ଣ ଘଟିବ ଆପଣଙ୍କ ସହ…

ସ୍ବପ୍ନ, ଯାହା ବନ୍ଦ ଆଖିରେ ଦେଖାଯାଏ। ତେବେ ସ୍ବପ୍ନ ଭବିଷ୍ୟତର ସଙ୍କେତ ବୋଲି କେହି କେହି କହିଥାନ୍ତି। ସ୍ବପ୍ନଶାସ୍ତ୍ର ଅନୁଶାରେ, ରାତିରେ ନିଦରେ ଆମେ ଜାହା ଦେଖିଥାଉ, ତା’ର ଆମ ଜୀବନ ସହ କେଉଁଠି ନା କେଉଁଠି ସଂଯୋଗ ରହିଛି। ଜାଣିବା ସେମିତି କିଛି ସ୍ବପ୍ନ ବିଷୟରେ, ଯାହାକି ଶୁଭ ସଙ୍କେତ ଦେଇଥାଏ।

ନିଜକୁ ଶ୍ମଶାନରେ ଦେଖିବା: ସ୍ବପ୍ନରେ ନିଜକୁ ଶ୍ମଶାନରେ ଦେଖିବା ମାନେ ବହୁତ ଶୁଭ। ଏହାର ଅର୍ଥ ହେଉଛି ଖୁବ୍‌ଶୀଘ୍ର ମାନ -ସମ୍ମାନ ମିଳିବ। ଏଥିସହ ଅନ୍ୟ ଉପରେ ରହିଥିବା ଆପଣଙ୍କ ଟଙ୍କା ଫେରିପାଇବାର ଏହା ସଙ୍କେତ ଅଟେ।

ତାରା ଦେଖିବା: ସ୍ପପ୍ନରେ ତାରା ଦେଖିବାର ଅର୍ଥ ହେଉଛି ଆପଣଙ୍କୁ ବା ଆପଣଙ୍କ ପରିବାରକୁ ଏକ ଖୁସି ଖବର ମିଳିବ। ବ୍ୟବସାୟରେ ଲାଭ ମଧ୍ୟ ହେବ।

ନିଜକୁ ଗରିବ ଦେଖିବା:ଏହା ବହୁତ ଭଲ ବୋଲି କୁହାଯାଏ। ସ୍ବପ୍ନରେ ନିଜକୁ ଗରିବ ଦେଖିବା ଅର୍ଥ ହେଉଛି ଧନ ପ୍ରାପ୍ତି। ନିଜର ଏକ ବଡ ଆଶା ମଧ୍ୟ ପୂରଣ ହେବାକୁ ଯାଉଛି।

ଆତ୍ମହତ୍ୟା ଦେଖିବା:ଆତ୍ମହତ୍ୟା କଥା ଶୁଣିବା ମାତ୍ରେ ଲୋକଙ୍କ ହୋସ୍‌ ଉଡିଯାଏ। ମାତ୍ର ସ୍ବପ୍ନରେ ନିଜେ ଆତ୍ମହତ୍ୟା କରୁଥିବା ଦେଖିବାର ଅର୍ଥ ହେଉଛି ଆପଣଙ୍କ ଆୟୁଷ ବଢ଼ିବ। ଏଥିସହ ଜୀବନରେ ଧନ ବର୍ଷା ହେବ।

ଗାଧୋଉଥିବା ଦେଖିବା: ସ୍ବପ୍ନରେ ନିଜକୁ ଗାଧୋଉଥିବା, ନୂଆ, ପାଣି ଆଦି ଦେଖିବାର ଅର୍ଥ ବହୁତ ଶୁଭ।
ଗୋଲାପ ଫୁଲ ଦେଖିବା: ସ୍ବପ୍ନରେ ଗୋଲାପ ଫୁଲ ଦେଖିବା ମା’ ଲକ୍ଷ୍ମୀ ପ୍ରସନ୍ନ ହେବାର ସଙ୍କେତ ଦେଇଥିଏ। ଖୁବ୍‌ଶୀଘ୍ର ଆପଣଙ୍କର ଏକ ଇଚ୍ଛା ପୂରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କୁ ଚେତାବନୀ: ସାବଧାନ ହୋଇଯାଅ ନଚେତ୍‌…

ନୂଆଦିଲ୍ଲୀ,୨୯।୭: ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM) ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପେପର ଲିକ ବିରୋଧୀ ବିଲ ସମ୍ପର୍କରେ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ ସରକାରଙ୍କୁ…

ଏତେ ଟଙ୍କା ବକେୟା ପଡିଛି ବିଦ୍ୟୁତ୍‌ ବିଲ: ବନ୍ଦ ହେଲା ପାଣି ପମ୍ପ, ସମସ୍ୟାର ସମାଧାନ ନ ହେଲେ…

ମୋହନା, ୨୯।୭( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ପାନୀୟ ଜଳ ସଙ୍କଟ ଆଶଙ୍କା। ବକେୟା ବିଦ୍ୟୁତ୍‌ ବିଲ ପୈଠ ନହେବାରୁ ପଞ୍ଚାୟତର ପାନୀୟ ଜଳ…

ଭିତରେ ଶୋଇଥିଲେ ପରିବାର, ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର

ପଦ୍ମପୁର,୨୯।୭ (ପ୍ରଦୀପ୍ତ ଦାଶ) : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ପଦ୍ମପୁର ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅବିରତ ବର୍ଷା…

ଭାରତ ଉପରେ ଲାଗୁ ହେବ ୧୦୦% ଶୁଳ୍କ? ଆମେରିକାର ନୂଆ ବିଲ କାହିଁକି ଚିନ୍ତା ସୃଷ୍ଟି କରିଛି? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକାର ସିନେଟ ରୁଷିଆ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ଏକ ବିଲ ପାସ କରିଛି – ଏହା ଭାରତ ସମେତ ଅନେକ ଦେଶକୁ…

ଭାରତରେ ନିଶା କବଳରେ ଏକ ପଞ୍ଚମାଂଶ କିଶୋରୀକିଶୋର

ନୂଆଦିଲ୍ଲୀ,୨୯ା୭: ସମ୍ପ୍ରତି କିଶୋରୀକିଶୋରଙ୍କ ମଧ୍ୟରେ ନିଶା ସେବନର ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ନିଶା ସେବନ କରି ଏକ ଖୁସ୍‌ମିଜାସ୍‌ ସ୍ଥିତିରେ ରହିବାକୁ ଚାହୁଁଛନ୍ତି। ନିକଟରେ…

ଆମେରିକା ସହ ଯୁଦ୍ଧକୁ ଡେଇଁଲା ସାଉଦି ଆରବ, ଇରାନ ଉପରେ କଲା ବୋମା ବର୍ଷା

ତେହରାନ,୨୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରୁଛି। ଏହି ଦୁଇଟି ଦେଶ ସହିତ, ଅନ୍ୟ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୯ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ବୁଧବାର ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ…

ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ: ଆସୁ ଆସୁ କହିଦେଲେ ଏମିତି…ରାଜନୀତିରେ ଖେଳିଗଲା ହଇଚଇ

ଭୁବନେଶ୍ୱର, ୨୯।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri