ଜୀବନଚର୍ଯ୍ୟା

ପ୍ରଦୂଷଣମୁକ୍ତ ଫଳ

କଦଳୀ କାନ୍ଦି ଗଛରେ ଝୁଲୁଥିବା ଅବସ୍ଥାରେ କଦଳୀ ଶୀଘ୍ର ବଢ଼ି ପାକଳ ହେବା ପାଇଁ ଚାଷୀ କାନ୍ଦିରୁ ଭଣ୍ଡାକୁ ବାହାରକରି ସେ ସ୍ଥାନରେ କିଛି ୟୁରିଆ ସାରକୁ ପଲିଥିନ ବ୍ୟାଗ୍‌ରେ ରଖି ବାନ୍ଧନ୍ତି । ଏହାଦ୍ୱାରା ୟୁରିଆର ଆମାଇଡ୍‌ ନାମକ ଏକ…

ପିଠି ଯନ୍ତ୍ରଣା ପାଇଁ ନୂଆ ଇଞ୍ଜେକ୍‌ସନ

ପିଠିରେ ଯନ୍ତ୍ରଣା କେତେ କଷ୍ଟକର ତାହା ଅନୁଭବୀ ହିଁ ଜାଣେ। ଏଥିରୁ ଉପଶମ ପାଇବା ପାଇଁ ଡାକ୍ତଙ୍କ ସହ ପରାମର୍ଶ କରିବାକୁ ପଡ଼ିଥାଏ। ସେ ଲେଖିଥିବା ଔଷଧ ଖାଇବା ସହ ତାଙ୍କ ନିର୍ଦ୍ଦେଶରେ ଚିକିତ୍ସିତ ହେବାକୁ ପଡ଼ିଥାଏ। ନିକଟରେ ଏପରି ସମସ୍ୟାରୁ…

ମାନସିକତାକୁ ସକାରାତ୍ମକ କରେ ଭିଡିଓଗେମ୍‌

ଆଜିକାଲି ପିଲାମାନେ ଇଲେକ୍‌ଟ୍ରୋନିକ୍‌ ଗ୍ୟାଜେଟ୍‌ ପ୍ରତି କେତେ ଆକର୍ଷିତ ହେଉଛନ୍ତି ତାହା କହିବା ବାହୁଲ୍ୟ। କେତେଜଣ ପିଲା ଅଧିକାଂଶ ସମୟ ଭିଡିଓଗେମ୍‌ ଖେଳିବାରେ ବ୍ୟସ୍ତ ରହୁଛନ୍ତି। ତେବେ ଏପରି ଅଭ୍ୟାସର ସମୟ ଅବଧି ରହିବା ନିହାତି ଜରୁରୀ। ନ ହେଲେ ତାହା…

ଉପକାରୀ ତୁଳସୀ ରସ

ତୁଳସୀ ରସରେ ବହୁ ଔଷଧୀୟ ଗୁଣ ରହିଛି। ନିୟମିତ ତୁଳସୀ ପତ୍ର ଚୋବାଇ ଖାଇଲେ ଶରୀର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଥଣ୍ଡାକାଶରୁ ମଧ୍ୟ ମୁକ୍ତି ମିଳିଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ପରୀକ୍ଷା କରି ଦର୍ଶାଇଛନ୍ତି, ତୁଳସୀ ପାଣିକୁ ଫୁଟାଇ…

ଖାଲିପେଟରେ ରସୁଣ ଖାଇଲେ ଏହିସବୁ ସ୍ବାସ୍ଥ୍ୟ ସମସ୍ୟାରୁ ମିଳେ ମୁକ୍ତି

ରସୁଣ କେବଳ ସ୍ବାଦ ବଢ଼ାଇ ନ ଥାଏ। ତାହା ମଧ୍ୟ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ। ଖାଲିପେଟରେ ରସୁଣ ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ରସୁଣରୁ ଔଷଧ ପ୍ରସ୍ତୁତ ହୋଇଥାଏ। ଅନେକ ସ୍ବାସ୍ଥ୍ୟ ସମସ୍ୟାର ରସୁଣ ଘରୋଇ…

ରୋଷେଇ ଘରେ ଥିବା ଏହି ଜିନିଷ ହୋଇଥାଏ କ୍ୟାନ୍‌ସରର କାରଣ

ବର୍ତ୍ତମାନ ସମୟରେ କ୍ୟାନ୍‌ସର ଏକ ସାଂଘାତିକ ରୋଗ। ଅଧିକାଂଶ ଲୋକଙ୍କ ମୃତ୍ୟୁ କ୍ୟାନ୍‌ସର ଦ୍ୱାରା ହୋଇଥାଏ। ତେଣୁ ଏହି ରୋଗରୁ ଦୂରେଇ ରହିବା ପାଇଁ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଜାଣିବା ଏମିତି କିଛି ଖାଦ୍ୟ ବିଷୟରେ,…

ମହାଶିବରାତ୍ରି ଉପବାସ: ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ

ପବିତ୍ର ମହାଶିବରାତ୍ରିକୁ ନେଇ ଭକ୍ତଙ୍କ ମନରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳେ। କୁହାଯାଏ ସ୍ବଚ୍ଛ ମନରେ ଭଗବାନ ଶିବଙ୍କ ଉପାସନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏଣୁ କେହି କେହି ନିର୍ଜଳା ତ ଆଉ କିଏ ଫଳାହାର କରି ଏହିଦିନ…

ଏହିସବୁ ଲକ୍ଷଣରୁ ଜଣାପଡ଼େ ଚର୍ମ କର୍କଟ

ଲୋକଙ୍କୁ ବିଭିନ୍ନ ପ୍ରକାରର କ୍ୟାନସର ବା କର୍କଟ ରୋଗ ହୋଇଥାଏ। ସେଥିମଧ୍ୟରୁ ସ୍କିନ୍‌ କ୍ୟାନସର ବା ଚର୍ମ କର୍କଟ ଅନ୍ୟତମ। ଯେତେବେଳେ ଚର୍ମର କୋଷିକା ଅସାମାନ୍ୟ ତରିକାରେ ବଢ଼ିଥାନ୍ତି ସେତେବେଳେ ଚର୍ମ କର୍କଟ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି। ଅଧିକ…

ଆଜି ମହାଶିବରାତ୍ରି: ଜାଣନ୍ତୁ ଉପବାସଧାରୀ କ’ଣ ଖାଇବା ଉଚିତ

ଆଜି ମହାଶିବରାତ୍ରି। ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ଭକ୍ତମାନେ ଏହିଦିନ ଉପବାସ ରହି ମହାଦେବଙ୍କ ଉପାସନା କରିଥାନ୍ତି। ଏପରି କି ଶ୍ରଦ୍ଧାଳୁମାନେ ଉଜାଗର ରହି ଜାଗର ଜାଳିବେ। ଫାଲ୍‌ଗୁନ ଚତୁର୍ଦ୍ଦଶୀରେ ଶିବରାତ୍ରି ପଡ଼ିଥାଏ। ଏହିଦିନ ମହାଦେବ ଓ ପାର୍ବତୀଙ୍କ ବିବାହ…

ମା’କ୍ଷୀରରେ ଶିଶୁର ମସ୍ତିଷ୍କ ହୋଇଥାଏ ତୀବ୍ର

କୁହାଯାଏ, ମା’ କ୍ଷୀର ଅମୃତ ସମାନ। ଏହା ଶିଶୁକୁ ପୋଷଣ ଦେବା ସହ ଶିଶୁର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ। ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ମା’ କ୍ଷୀର ପିଇଲେ ଶିଶୁର ମସ୍ତିଷ୍କ ତୀବ୍ର ହୋଇଥାଏ। କାଲିଫର୍ନିଆ ୟୁନିଭରସିଟିରେ…

ଲଭ୍‌ଲି କୁପ୍ତା

ପୁରୀରେ ଥିବା ବିଭିନ୍ନ ହୋଟେଲ ଏବଂ ରେସ୍ତୋରା ମାଲିକମାନେ ବିଭିନ୍ନ ପ୍ରକାର ରୁଚିପୂର୍ଣ୍ଣ ଖାଦ୍ୟକୁ ପ୍ରାଥମିକତା ଦେଇଥାନ୍ତି। ଏହିଭଳି ଏକ ହୋଟେଲ ହେଉଛି ସିଟିରୋଡ୍‌ସ୍ଥିତ ପାନ୍ଥନିବାସ ନିକଟରେ ଥିବା ଜମିଦାର ପ୍ୟାଲେସ। ଏଠାରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ…

ବରଫ ପାଣିରେ କାହିଁକି ମୁହଁ ଧୁଅନ୍ତି ବଲିଉଡ୍‌ ସେଲିବ୍ରିଟି

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଫ ପାଣି ଖୁବ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରି ପାରେ। ଏହା ତ୍ୱଚାକୁ କୋମଳ କରିବା ସହିତ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କଠାରୁ ଆରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri