ପୁଅଙ୍କ ଏସବୁ ଗୁଣ ଆକର୍ଷିତ କରେ ଝିଅଙ୍କୁ

ଝିଅମାନେ ଜୀବନସାଥୀ ହିସାବରେ ଏକ ଭଲ ମଣିଷକୁ ପାଇବାକୁ ଚାହିଁଥାନ୍ତି। ତାଙ୍କର
ଭଲ ଗୁଣକୁ ପସନ୍ଦ କରନ୍ତି । ଏହି ଗୁଣ ଗୁଡିକ ଦେଖି ଝିଅମାନେ ପୁଅମାନଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ଝଅଇମାନେ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ପୁଅମାନଙ୍କ ବ୍ୟକ୍ତିତ୍ୱ ବିଷୟରେ ସମସ୍ତ ଜିନିଷ ଜାଣିବାକୁ ଚାହାଁନ୍ତି।ତେବେ ଜାଣନ୍ତୁ ପୁଅମାନଙ୍କ କେଉଁ ଅଭ୍ୟାସ ଝିଅଙ୍କୁ ପସନ୍ଦ ଆସିଥାଏ।

ଖୁସି ଦେଉଥିବା ପିଲା
ପ୍ରାୟତଃ ଝିଅମାନେ ପୁଅମାନଙ୍କୁ ସେହି ଗୁଣକୁ ପସନ୍ଦ କରନ୍ତି ଯେ ହସକୁରା ହୋଇଥାନ୍ତି। କାରଣ ଏହିପରି ଲୋକମାନେ ନିଜେ ଖୁସି ହୁଅନ୍ତି ଏବଂ ଅନ୍ୟକୁ ଖୁସିରେ ମଧ୍ୟ ରଖନ୍ତି । ଝିଅମାନେ ଏପରି ସାଥୀ ଚାହାଁନ୍ତି ଯେଉଁ ପୁଅମାନେ ଝିଅଙ୍କୁ ଖୁସିରେ ରଖିଥାନ୍ତି।

ବୁଦ୍ଧିମାନ ପୁଅ
ଝିଅମାନେ ବୁଦ୍ଧିମାନ ପୁଅମାନଙ୍କୁ ପସନ୍ଦ କରନ୍ତି । ସେମାନେ ଭାବନ୍ତି ଯେ ଏହିପରି ପୁଅମାନେ ଛୋଟ ଛୋଟ କଥାକୁ ଅଣଦେଖା କରନ୍ତି। ଏହା ପରିବାରରେ ଝଗଡ଼ା ସୃଷ୍ଟି କରି ନଥାଏ।

ସାହାଯ୍ୟ କରୁଥିବା ପୁଅ
ଝିଅମାନେ ସେହି ପୁଅମାନଙ୍କୁ ପସନ୍ଦ କରନ୍ତି ଯେଉଁମାନେ ଅନ୍ୟକୁ ସାହାଯ୍ୟ କରନ୍ତି। ଏହିପରି ପୁଅମାନେ ମହିଳାମାନଙ୍କୁ ସମ୍ମାନ କରି ଜାଣନ୍ତି ଏବଂ ସାହାଯ୍ୟ କରିବାରେ କଦାପି ପଛଘୁଞ୍ଚା ଦିଅନ୍ତି ନାହିଁ । ଏମାନେ ସାଥୀମାନଙ୍କ ସହିତ ସ୍ନେହପୂର୍ଣ୍ଣ ଆଚରଣ କରନ୍ତି, ତେଣୁ ଝିଅମାନେ ସେହି ପୁଅମାନଙ୍କୁ ପସନ୍ଦ କରନ୍ତି ଯେଉଁମାନେ ସମସ୍ତଙ୍କୁ ସାହାଯ୍ୟ କରନ୍ତି ।

ସଚ୍ଚୋଟତା
ଝିଅମାନେ ସଚ୍ଚୋଟ ପୁଅମାନଙ୍କୁ ପସନ୍ଦ କରନ୍ତି । ପ୍ରତ୍ୟେକ ଝିଅ ଚାହାଁନ୍ତି ଯେ ତାଙ୍କ ସାଥୀ ସଚ୍ଚୋଟ ହୁଅନ୍ତୁ। ଏକ ଉତ୍ତମ ସମ୍ପର୍କ ପାଇଁ, ସଚ୍ଚୋଟତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବିଶ୍ୱାସଯୋଗ୍ୟ
ଝିଅମାନେ ଏକ ନିର୍ଭରଯୋଗ୍ୟ ସାଥୀ ଚାହାଁନ୍ତି। କୌଣସି ସମ୍ପର୍କ ସ୍ଥାପନ କରିବା ପୂର୍ବରୁ, ସେମାନେ ଦେଖନ୍ତି ଯେ ସେମାନଙ୍କ ସାଥୀ କେତେ ବିଶ୍ୱାସଯୋଗ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ବିଶିଷ୍ଟ ଲୋକ ଗାୟିକା ତୀଜନ ବାଈଙ୍କ ପରଲୋକ: ୭୦ ବର୍ଷ ବୟସରେ ଏମ୍ସ ରାୟପୁରରେ ଛାଡିଲେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୫/୭: ଖ୍ୟାତନାମା ଲୋକ ଗାୟିକା ତୀଜନ ବାଈଙ୍କର ପରଲୋକ ହୋଇଯାଇଛି। ୭୦ ବର୍ଷ ବୟସରେ ସେ ରାୟପୁର ଏମ୍ସ (AIIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ସିମନବାଡି–ତିଲୋରୀ ଯାତାୟାତ ଠପ୍

ଦାରିଙ୍ଗବାଡି, ୫।୭ (ଅରୁଣ ସାହୁ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା…

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା କରି ଦିଆଯାଉଛି ଦୁର୍ଘଟଣାର ରୂପ

ନୂଆପଡ଼ା,୫।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୋଟେନଚୁଆ ପଞ୍ଚାୟତ ତିଲେଇଝର ଗାଁରେ ଶୁକ୍ରବାର ରାତିରେ ଜଣେ ଯୁବକଙ୍କ ଟ୍ରାକ୍ଟରରୁ ପଡି ମୃତ୍ୟୁ ଘଟିଥିବା ଖରିଆର ରୋଡ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri