ଜୀବନଚର୍ଯ୍ୟା

ମୁଣ୍ଡବ୍ୟଥାର ଘରୋଇ ଉପଚାର

ମୁଣ୍ଡବ୍ୟଥା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ତେବେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହାଦ୍ୱାରା ଏଥରୁ ଅନେକାଂଶରେ ଉପଶମ ମିଳିପାରିବ। ସେ ସମ୍ପର୍କରେ ଟିପ୍ସ… ଡାଲଚିନି ଗୁଣ୍ଡକୁ ପାଣିରେ ମିଶାଇ ମଥାରେ ଲେପ ଦେଲେ ମୁଣ୍ଡ ବିନ୍ଧାରୁ…

ପାଠପଢ଼ା ଆଗ୍ରହକୁ ସକ୍ରିୟ କରେ ବ୍ୟାୟାମ

ଆଜିକାଲି ନିଜକୁ ଫିଟ୍‌ ଏବଂ ସୁସ୍ଥ ରଖିବା ପାଇଁ ଅନେକ ବ୍ୟାୟାମକୁ ନିଜର ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରୁଛନ୍ତି। ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ କଲେ ତାହାର କେତେ ସୁଫଳ ମିଳେ ତାହା ଅନୁଭବୀ ହିଁ ଜାଣେ। ଏବେ…

ଜଳବାୟୁ ପରିବର୍ତ୍ତନ ବନାମ ବିବର୍ତ୍ତନ

ଏହି ଜଳବାୟୁ ପରିବର୍ତ୍ତନ ଏକ ସମୟରେ ହୁଏତ ଗୋଟିଏ ଜିଲା, ଦୁଇଟି ରାଜ୍ୟ, ତିନୋଟି ଦେଶ, ଚାରୋଟି ମହାଦେଶରେ ହୋଇପାରେ; ମାତ୍ର ସାରା ପୃଥିବୀରେ ଘଟି ନ ପାରେ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ଥାନିକ (ସମୀମ/ଅସୀମ) କିମ୍ବା ଲୌକିକ ଘଟିଥିଲା। ପୁନଶ୍ଚ…

ବ୍ୟକ୍ତିତ୍ୱ ବଢ଼ାଏ ଖାଇବା ଶୈଳୀ

ଖାଇବା ଶୈଳୀ ଯୋଗୁ ବ୍ୟକ୍ତିତ୍ୱ ବଢ଼ିଥାଏ-ଏପରି ରୋଚକ କଥାକୁ ଅନେକ ହୁଏତ ବିଶ୍ୱାସ କରି ନ ପାରନ୍ତି। ହେଲେ ଏହା ଉପରେ ଦୃଢ଼ୋକ୍ତି ବକ୍ତ କରିଛନ୍ତି ଓ୍ବାଶିଂଟନ୍‌ ୟୁନିଭର୍ସିଟିର ପୁଷ୍ଟିବିଜ୍ଞାନୀମାନେ। ‘ବ୍ୟକ୍ତିତ୍ୱ ଓ ଖାଇବା ଶୈଳୀ’ ବିଷୟ ଉପରେ ସେମାନେ ନିକଟରେ…

ଭାରତୀୟ ବୈଜ୍ଞାନିକଙ୍କ ନାମରେ ନକ୍ଷତ୍ର

”ଅନ୍ତର୍ଜାତୀୟ ଜ୍ୟୋତିର୍ବିଦୀୟ ସଂଘ ୧୯୧୯ ଜୁଲାଇ ୨୮ରେ ଗଠିତ ହୋଇଥିଲା। ଏହା ଗତବର୍ଷ ତାହାର ଶତବାର୍ଷିକୀ ଉତ୍ସବ ପାଳନ କରିଥିଲା। ଏହି ଉପଲକ୍ଷେ ଏହା କେତୋଟି ନିର୍ବାଚିତ ନକ୍ଷତ୍ର ଓ ସେଗୁଡ଼ିକର ଗ୍ରହଗୁଡ଼ିକର ନାମକରଣ କରିବାକୁ ଚାହଁିଲା। ଏଥିପାଇଁ ଏହା ପ୍ରତିଯୋଗିତା…

ଓଜନ ହ୍ରାସ ପାଇଁ ଖାଆନ୍ତୁ ଭିଜା ଅଖରୋଟ

ଅଖରୋଟ୍‌ ଅନେକଙ୍କୁ ପସନ୍ଦ। ଏହାକୁ ଭିଟାମିନ୍‌ର ରାଜା ବୋଲି କୁହାଯାଏ। ପ୍ରୋଟିନ ସମେତ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍‌, ଫସଫରସ୍‌ ଭଳି ପୋଷକ ତତ୍ତ୍ୱରେ ଭରପୂର୍‌ ଏହା। ଏହାକୁ ସଭିଏଁ ଶୁଖିଲା ଖାଇଥାନ୍ତି। କିନ୍ତୁ ଭିଜା ଅଖରୋଟ୍‌ର ମଧ୍ୟ ରହିଛି ଅନେକ ଉପକାରୀ…

କମ୍‌ ଖର୍ଚ୍ଚରେ ଆପଣାନ୍ତୁ ଗ୍ଲାମର ଲୁକ୍‌

ଅଧିକାଂଶ ଲୋକ ସୁନ୍ଦର ଦେଖାଯିବା ପାଇଁ ପାଣି ପରି ପଇସା ଖର୍ଚ୍ଚ କରିଥାନ୍ତି। କିନ୍ତୁ ନିଜ ବଜେଟ ଭିତରେ ଖର୍ଚ୍ଚ ନ କଲେ ଆର୍ଥିକ ସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଥାଏ। ତେଣୁ ଅଳ୍ପ ଖର୍ଚ୍ଚରେ କେମିତି ଗ୍ଲାମର ଲୁକ୍‌ ଆସିବ ଜାଣନ୍ତୁ…

ବାସ୍ତୁ ଦୋଷ ବଢ଼ାଇଥାଏ ଭୂମି ଉପରେ ଲଟିଥିବା ମନି ପ୍ଲାଣ୍ଟ

୧.ମନିପ୍ଲାଣ୍ଟର ପତ୍ର ବଡ଼ ଓ ସବୁଜ ରହିବା ଶୁଭ ବୋଲି ମଣାଯାଏ। ପତ୍ର ମଉଳିବା, ଝଡ଼ିବା ଓ ହଳଦିଆ ହେବା ଅଶୁଭ ଧରାଯାଏ। ତେଣୁ ଖରାପ ପତ୍ରକୁ ହଟେଇ ଦେବା ଜରୁରୀ। ଆଉ ଏହା ଉପର ଆଡକୁ ଲଟାଇବା ଭଲ। କାରଣ…

ଡାଇବେଟିସକୁ ନେଇ କିଛି ଭ୍ରମାତ୍ମକ ତଥ୍ୟ

ବିଶ୍ୱରେ ଡାଇବେଟିସ(ମଧୁମେହ)ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କୁ ମଧ୍ୟ କବଳିତ କରୁଛି। ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ଅନେକେ ଏହି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଏ ନେଇ ଖାଦ୍ୟପେୟ ଉପରେ ଅଧିକ ଦୃଷ୍ଟି…

ନିୟମିତ ବ୍ରସ ନ କଲେ ବଢେ ଷ୍ଟ୍ରୋକ୍‌ ଆଶଙ୍କା

ଦାନ୍ତ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଷ୍ଟ୍ରୋକ୍‌ ହେବାର ଆଶଙ୍କା ଅଧିକ ଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ବିଶେଷଜ୍ଞମାନେ କହିଛନ୍ତି ଯେଉଁମାନେ ନିୟମିତ ଭାବେ ବ୍ରସ ନ କରନ୍ତି ସେମାନଙ୍କ ମସ୍ତିଷ୍କରେ ଥିବା ଧମନିରେ ବ୍ଲକେଜ୍‌ ସମସ୍ୟା…

ରକ୍ତଚାପ ନିୟନ୍ତ୍ରଣରେ ରଖେ ଗ୍ରୀନ୍‌ କଫି

ଗ୍ରୀନ୍‌ କଫିରେ ମିନେରାଲ୍ସ ଏବଂ ଭିଟାମିନ୍‌ରେ ଭରପୂର୍‌ ମାତ୍ରାରେ ଥାଏ। ଏହା ଶରୀରରେ ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ। ଏହାସହ ଓଜନ ନିୟନ୍ତ୍ରଣ କରିଥାଏ। ରକ୍ତରେ ଶର୍କରା ପରିମାଣ କମ୍‌ କରିବାକୁ ମଧ୍ୟ ଗ୍ରୀନ୍‌ କଫିର ସେବନ କରିପାରିବେ। ଗ୍ରୀନ୍‌…

ଜାଣନ୍ତୁ ‘ଭିଟାମିନ୍‌-ସି’ ଅଭାବରୁ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ

ଭିଟାମିନ୍‌-ସି’ ଶରୀର ଲାଗି ଜରୁରୀ। ଏଥିରୁ ଜରୁରୀ ପୋଷକତତ୍ତ୍ୱ ମିଳିଥାଏ। ମାତ୍ର ଅନେକ ଏହି ଭିଟାମିନ କମ୍‌ ଥିବା ସମସ୍ୟାରେ ଜଡିତ ହୋଇଥାନ୍ତି। ତେବେ ଶରୀରକୁ ଏହି ଭିଟାମିନ୍‌ ପ୍ରଚୁର ପରିମାଣରେ ଯୋଗାଇବାକୁ ହେଲେ ଏସବୁ ଖାଦ୍ୟକୁ ଡାଏଟରେ ସାମିଲ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?