ଜୀବନଚର୍ଯ୍ୟା

ଗଛ ବି କରିବ ଭାଗ୍ୟ ପରିବର୍ତ୍ତନ

ଘରେ ଶାନ୍ତି ବଜାୟ ରହିବା ସହ ସୁଖସମୃଦ୍ଧି ବୃଦ୍ଧି କରିବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ କିଏ କେତେ ପ୍ରକାରର ବିଧିବିଧାନକୁ ଆପଣେଇଥାନ୍ତି। ହେଲେ ଜାଣିଛନ୍ତି ବାସ୍ତୁଶାସ୍ତ୍ର ଅନୁସାରେ, ଏମିତି କେତେକ ଗଛ ଅଛି ଯାହାକୁ ଘରେ ଲଗାଇବା ଦ୍ୱାରା…

ବୟଫ୍ରେଣ୍ଡ ଜିନ୍ସ ଫ୍ୟାଶନ୍‌ …

ବିଭିନ୍ନ ପ୍ରକାର ଜିନ୍ସ ମଧ୍ୟରେ ଫ୍ୟାଶନେବଲ୍‌ ଲୁକ୍‌ ସାଙ୍ଗକୁ କମ୍ଫର୍ଟେବଲ୍‌ ଲାଗୁଥିବାରୁ ବର୍ତ୍ତମାନ ବୟଫ୍ରେଣ୍ଡ ଜିନ୍ସ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଯଦି ଆପଣ ବି ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ଜାଣିରଖନ୍ତୁ ଟିପ୍ସ… ବୟଫ୍ରେଣ୍ଡ ଜିନ୍ସର ସାଇଜ୍‌ ସାଧାରଣ ଜିନ୍ସଠାରୁ ସାମାନ୍ୟ…

ଥଣ୍ଡା ପାଣି ପିଉଥିଲେ…

ଖରାଦିନେ ଗରମରେ ବାହାରେ ବୁଲିଆସିଲେ ସଙ୍ଗେ ସଙ୍ଗେ ପାଣିଟିକେ କାହାକୁ ବା ଲୋଡ଼ା ନୁହେଁ! ଆଉ ତାହା ଯଦି ଫ୍ରିଜ୍‌ର ଥଣ୍ଡା ପାଣି ହୁଏ, ତେବେ ପିଇବାର ଆନନ୍ଦ ଅବର୍ଣ୍ଣନୀୟ। ହେଲେ ଆପଣ ଜାଣନ୍ତିକି ସବୁବେଳେ ଏଭଳି ଥଣ୍ଡା ପାଣି ପିଇବା…

ଶାଢ଼ି ପିନ୍ଧିବାବେଳେ…

ଶାଢ଼ିରେ ପ୍ରାୟ ସବୁ ଫିଗରର ମହିଳା ସୁନ୍ଦର ଦେଖାଯାନ୍ତି। କିନ୍ତୁ ବେଳେବେଳେ ଶାଢ଼ି ପିନ୍ଧିବା ସମୟରେ କେତେଜଣ ମହିଳା ଏଭଳି ଭୁଲ୍‌ କରିବସନ୍ତି ଯେ ସେମାନଙ୍କ ଲୁକ୍‌ ଖରାପ ହୋଇଯାଏ। ଶାଢ଼ିରେ ସ୍ଲିମ୍‌ ଦେଖାଯିବାକୁ ଚାହୁଁଥିଲେ କିଛି ନିର୍ଦ୍ଦିଷ୍ଟ ଦିଗ ପ୍ରତି…

ଇଏ ବି ଜଣେ ନାରୀ:ନୃତ୍ୟାଙ୍ଗନା ଜ୍ୟୋତିର୍ମୟୀ

ସେଇ ବେଶ, ସେଇ ଛନ୍ଦ, ସେଇ ଠାଣି ଆଉ ସେଇ ଚାହାଣି ପ୍ରତି ତାଙ୍କର ଥିଲା ଭିନ୍ନ ଏକ ଆକର୍ଷଣ। ସେଥିପାଇଁ ତ ସେ ଛୋଟବେଳରୁ ଓଡ଼ିଶୀନୃତ୍ୟ ଶିଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ନିଜର ଦୃଢ଼ ଇଚ୍ଛାକୁ ସଫଳକରି ଆଜି ସେ…

ସମର୍ପଣର ପର୍ବ

ଏଥର ଆଉ ନାହିଁ ଲକ୍‌ଡାଉନ କଟକଣା। ମନ୍ଦିର ସାଙ୍ଗକୁ ଦୋକାନ ବଜାର ବି ଖୋଲା। ତେଣୁ ବିଧି ମୁତାବକ ସାବିତ୍ରୀ ପାଳନ କରିବା ପାଇଁ ବେଶ୍‌ ଉତ୍ସାହିତ ନାରୀମାନେ… ସେବା ଓ ସତୀତ୍ୱ ବଳରେ ସ୍ତ୍ରୀଟିଏ ତା’ ସ୍ବାମୀଙ୍କୁ ମୃତ୍ୟୁମୁଖରୁ ଫେରାଇ…

ବିଜ୍ଞାନ କଥାଶିଳ୍ପୀ ଗୋକୁଳାନନ୍ଦ

ଓଡ଼ିଆ ବିଜ୍ଞାନ ସାହିତ୍ୟକୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିବାରେ ଯେଉଁ କେତେଜଣ ଯୋଗଜନ୍ମା କର୍ମଯୋଗୀମାନଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିବେ ବିଜ୍ଞାନ କଥାଶିଳ୍ପୀ ପ୍ରଫେସର ଗୋକୁଳାନନ୍ଦ ମହାପାତ୍ର। ସେ ୧୯୫୦ ଦଶକରେ କଲିକତା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର…

ସୁସ୍ଥ ଶରୀର ଓ ଦୀର୍ଘାୟୁ ଅନ୍ତରାଳେ…

ପ୍ରତ୍ୟେକ ଦେଶର ନିଜସ୍ବ ପାରମ୍ପରିକ ମୌଳିକ ଚିକିତ୍ସା ବିଜ୍ଞାନ ରହିଛି। ସେହିପରି ଆମ ଦେଶର ପାରମ୍ପରିକ, ମୌଳିକ ତଥା ଶ୍ରେଷ୍ଠ ଚିକିତ୍ସା ବିଜ୍ଞାନ ଭାବେ ଆୟୁର୍ବେଦ ଶାସ୍ତ୍ରକୁ ଗ୍ରହଣ କରାଯାଇଛି। ଆମ ଦେଶୀୟ ଚିକିତ୍ସା ବିଜ୍ଞାନରେ ମନୁଷ୍ୟ ଯେପରି ସୁସ୍ଥ ଓ…

୨୦୩୦ ସୁଦ୍ଧା ଭାରତରେ ସର୍ବାଧିକ ହୃଦ୍‌ଘାତ ଜନିତ ମୃତ୍ୟୁ ହେବ, ଏହାର କାରଣ କହିଲେ ବିଶେଷଜ୍ଞ

ବେଙ୍ଗାଲୁରୁ,୨୨ା୫: ଜଣାଶୁଣା ହୃଦ୍‌ରୋଗ ବିଶେଷଜ୍ଞ ଡକ୍ଟର ସିଏନ ମଞ୍ଜୁନାଥ ଚେତାବନୀ ଦେଇଛନ୍ତି ଯେ, ଭାରତରେ ୨୦୩୦ ସୁଦ୍ଧା ବିଶ୍ୱରେ ସର୍ବାଧିକ ହୃଦ୍‌ଘାତ ଜନିତ ମୃତ୍ୟୁ ରେକର୍ଡ କରିବ। ଜୟଦେବ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ କାର୍ଡିଓ ଭାସ୍କୁଲାର୍‌ ସାଇନ୍ସ ଏବଂ ରିସର୍ଚ୍ଚ ହେଲ୍‌ଥ ମେଡିକନ…

ରୋଷେଇ ଘରର ଔଷଧ

ଆପଣ ଜାଣନ୍ତି କି ରୋଷେଇ ଘରେ ନିତ୍ୟ ବ୍ୟବହୃତ ହେଉଥିବା ଏଭଳି କେତେକ ଖାଦ୍ୟଦ୍ରବ୍ୟ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏଥିରେ ଥିବା ଔଷଧୀୟ ଗୁଣ ପାଇଁ ଏହା ଆମର ଅନେକ ଉପକାରରେ ଆସିଥାଏ। ଯେମିତି କି:…

ଘରୁ ସୁଖଶାନ୍ତି ହଜିଛି କି ? ଜାଣନ୍ତୁ କ’ଣ କୁହେ ବାସ୍ତୁ…

ଅନେକ ସମୟରେ ଦେଖାଯାଏ, କିଛି ବିଶେଷ କାରଣ ନଥାଇ ବି ଛୋଟ ଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗେ, କ୍ରମେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଘରୁ ସୁଖଶାନ୍ତି କୁଆଡ଼େ ହଜିଗଲା ଭଳି ଅନୁଭବ ହୁଏ। ଏ କ୍ଷେତ୍ରରେ ଘରେ…

ଏମିତି ରୁହନ୍ତୁ ଫିଟ୍‌

ବର୍ତ୍ତମାନର ପରିବର୍ତ୍ତିତ ଲାଇଫ୍‌ଷ୍ଟାଇଲ୍‌ ଏବଂ କାର୍ଯ୍ୟବ୍ୟସ୍ତତା ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ଫିଟ୍‌ ରହିବା ଲାଗି ଅଳ୍ପ ବୟସରୁ ହିଁ କେତେକ କଥା ପ୍ରତି ଯନତ୍ଶୀଳ ହେବା ଆବଶ୍ୟକ। ଜାଣିରଖନ୍ତୁ ସେ ସମ୍ପର୍କରେ … ବର୍ତ୍ତମାନ ଅଧିକାଂଶଙ୍କଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri