ବୟଫ୍ରେଣ୍ଡ ଜିନ୍ସ ଫ୍ୟାଶନ୍‌ …

ବିଭିନ୍ନ ପ୍ରକାର ଜିନ୍ସ ମଧ୍ୟରେ ଫ୍ୟାଶନେବଲ୍‌ ଲୁକ୍‌ ସାଙ୍ଗକୁ କମ୍ଫର୍ଟେବଲ୍‌ ଲାଗୁଥିବାରୁ ବର୍ତ୍ତମାନ ବୟଫ୍ରେଣ୍ଡ ଜିନ୍ସ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଯଦି ଆପଣ ବି ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ଜାଣିରଖନ୍ତୁ ଟିପ୍ସ…

ବୟଫ୍ରେଣ୍ଡ ଜିନ୍ସର ସାଇଜ୍‌ ସାଧାରଣ ଜିନ୍ସଠାରୁ ସାମାନ୍ୟ ବଡ଼ ଏବଂ ଢିଲା ହୋଇଥିବାରୁ ଏହାକୁ ପିନ୍ଧିବା ଯେତିକି ସହଜ, ସେତିକି ଆରାମଦାୟକ ମଧ୍ୟ।
ଆଇସ୍‌ ବ୍ଲୁ କଲର ଆଙ୍କେଲ୍‌ ଲେନ୍ଥ ବୟଫ୍ରେଣ୍ଡ ଜିନ୍ସ ସହିତ ଫୁଲ୍‌ ସ୍ଲିଭ୍‌ ଟପ୍ସ ଏବଂ ହ୍ବାଇଟ୍‌ ସ୍ନିକର୍‌ ପିନ୍ଧିଲେ ଟ୍ରେଣ୍ଡି ଲୁକ୍‌ ପାଇପାରିବେ। ତା’ଛଡା ଏହି ଆଉଟ୍‌ଫିଟ୍‌ ଆପଣଙ୍କୁ ସ୍ମାର୍ଟ ଲୁକ୍‌ ମଧ୍ୟ ଦେବ।
ଏହିଭଳି ପ୍ୟାଣ୍ଟ ସହ ଲୁଜ୍‌ ଷ୍ଟ୍ରାଇଫ୍‌ ଶାର୍ଟର କମ୍ବିନେଶନ ଆଟ୍ରାକ୍ଟିଭ୍‌ ଲାଗିଥାଏ। ଖରାଦିନେ ଟାଇଟ୍‌ଫିଟ୍‌ ଜିନ୍ସ ଅନେକଙ୍କୁ ପିନ୍ଧିବାରେ ଅସୁବିଧା ହେଉଥିବା ବେଳେ ଏଭଳି ଢିଲା ପ୍ୟାଣ୍ଟ କମ୍ଫର୍ଟେବଲ ଲାଗିବା ସହ କ୍ଲାସି ଲୁକ୍‌ ଦିଏ।
ବୟଫ୍ରେଣ୍ଡ ଜିନ୍ସ ସହିତ ପ୍ଲେନ୍‌ ଶାର୍ଟ, ଫ୍ଲାଟ୍‌ ସ୍ଲିପର୍‌ ଏବଂ ସ୍ଲିଙ୍ଗ୍‌ ବ୍ୟାଗ୍‌କୁ ଟିମ୍‌ଅପ୍‌ କଲେ ଆପଣ ଟ୍ରେଣ୍ଡି ଏବଂ ଫ୍ୟାଶନେବଲ୍‌ ଲାଗିବେ।
କ୍ରପ୍‌ ଟପ୍‌ ମଧ୍ୟ ଏହା ସହ ଟ୍ରେଣ୍ଡି ଲୁକ୍‌ ଦେଇଥାଏ। ସମର ଫ୍ୟାଶନ୍‌ରେ ଏହା ସହ ହ୍ବାଇଟ୍‌ କଟନ୍‌ ଶାର୍ଟ କିମ୍ବା ଟପ୍ସ ଟ୍ରାଏ କରନ୍ତୁ, ଟ୍ରେଣ୍ଡି ଲାଗିବେ।
ଏହା ସହ ଟି ଏବଂ ରେଡ୍‌ ଷ୍ଟେଟ୍‌ମେଣ୍ଟ ଜ୍ୟାକେଟ୍‌ ମଡର୍ନ ଲୁକ୍‌ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସୁନିଦ୍ରା ଅନ୍ତରାଳେ…

ପ୍ରତିଦିନ ଆମେ ଯଦି ଆବଶ୍ୟକ ମୁତାବକ ନ ଶୋଇବା ତେବେ ନିଦ୍ରାଜନିତ ସମସ୍ୟାର ସମ୍ମୁଖୀନ ହେବା। କେବଳ ସେତିକି ନୁହେଁ ଏହା ପରୋକ୍ଷରେ କେତେକ ରୋଗକୁ...

ସୁଖ-ସମୃଦ୍ଧି ଆଣେ ଏସବୁ ଗଛ; ଘରେ ଲଗାଇବା ପରେ ଆପଣାଛାଏଁ ଦୂର ହୁଏ ସମସ୍ୟା

ସମସ୍ତେ ଚାହାନ୍ତି ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହୁ। ଟଙ୍କା ପଇସାର ଅଭାବ କେବେ ନ ରହୁ । ଏଥିପାଇଁ ତ ଦିନରାତ୍ରୀ ପରିଶ୍ରମ...

ଭାପା ଆଳୁ

ଆବଶ୍ୟକ ସାମଗ୍ରୀ: ଆଳୁ- ୨୦୦ଗ୍ରାମ୍‌, ସୋରିଷ ତେଲ-୨ ଚାମଚ, ଶୁଖିଲା ଲଙ୍କା-୨ଟା, ସୋରିଷ ବଟା-ଅଧା ଚାମଚ, ବସାଦହି-୧ ଚାମଚ, ନଡ଼ିଆ ପେଷ୍ଟ-୩/୪ ଚାମଚ, କଦଳୀ ପତ୍ର-୨ଟା,...

ଏହି ୪ ରାଶିର ଯୁବତୀ ହୁକୁମ ଚଳାଇବାରେ ମାହିର, ଶାଶୁଘର ସହ ସ୍ବାମୀଙ୍କ ଉପରେ ଥାଏ କଣ୍ଟ୍ରୋଲ

ସବୁ ଝିଅ ଚାହାନ୍ତି ବିବାହ ପରେ ସବୁ ଇଚ୍ଛା ପୂରଣ କରିବା ଭଳି ସ୍ବାମୀ ଏବଂ ଶାଶୁଘର ମିଳୁ। ହେଲେ ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି କିଛି ଝିଅ...

ଗାଜରର ଔଷଧୀୟ ଗୁଣ

ଗାଜରରେ ଥିବା ଫାଇବର୍‌ ଶରୀରରେ ବ୍ଲଡ୍‌ ସୁଗାର୍‌ ଲେଭଲ୍‌କୁ ନିୟନ୍ତ୍ରଣରେ ରଖିବାରେ ବେଶ୍‌ ସହାୟକ ହୋଇଥାଏ। ତା’ସହିତ ଏଥିରେ ଭିଟାମିନ୍‌ ଏ ଓ ବିଟା-କାରୋଟିନ୍‌ ପ୍ରଚୁର...

ଘରେ କରନ୍ତୁ ହେୟାର ଷ୍ଟ୍ରେଟ୍‌ନିଂ

ବର୍ତ୍ତମାନ ସୁନ୍ଦର ଦେଖାଯିବା ଆଳରେ ହେୟାର୍‌ ଷ୍ଟ୍ରେଟ୍‌ନିଂ କରାଇବାକୁ ଅନେକେ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ତା’ଛଡ଼ା କୁଞ୍ଚୁକୁଞ୍ଚତ୍ଆ କେଶ କୁଣ୍ଡାଇବା ବେଳେ ଅଧିକ ଜଟ...

ମହିଳାମାନେ ତାଙ୍କ ପାର୍ଟନରଙ୍କୁ ଲୁଚାଇଥାନ୍ତି ଏହି ୪ଟି କଥା

ଯେବେ ପାର୍ଟନରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥାଏ। ତେବେ ଜଣେ ଅନ୍ୟ ଜଣଙ୍କର ଯତ୍ନ ନେବା ସହ କଷ୍ଟ, ଖୁସି ବାଣ୍ଟିଥାନ୍ତି। ତେବେ ଏପରି...

କଦଳୀପତ୍ରରେ ଖାଇଲେ ମିଳିଥାଏ ଏହି ଉପକାର

କଦଳୀପତ୍ରରେ ଖାଇବା ଆମର ଏକ ପରମ୍ପରା ରହିଆସିଛି। ସାଧାରଣତଃ କଦଳୀପତ୍ରକୁ ଶୁଭ ବୋଲି ଧରାଯାଏ। ଏହି ପତ୍ର କେବଳ ଶୁଭ ନୁହେଁ, ଏଥିରେ ଖାଇଲେ ବହୁ...

Advertisement
Archives

Model This Week