ଜୀବନଚର୍ଯ୍ୟା

ପିଲା ମୋବାଇଲ ଧରୁଥିଲେ

ବର୍ତ୍ତମାନ ଅଧିକାଂଶ ପିଲା ଫ୍ରି ଟାଇମ୍‌ ପାଇବା ମାତ୍ରେ ମୋବାଇଲ ଫୋନ୍‌ ଧରି ବସୁଛନ୍ତି। ହେଲେ ଏହାକୁ ଅଧିକ ସମୟ ବ୍ୟବହାର କରିବା ଦ୍ୱାରା ପିଲାଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ତେଣୁ ପିଲାଙ୍କୁ ମୋବାଇଲ ଫୋନ୍‌ ଦେଉଥିଲେ କେତୋଟି…

ଗ୍ଲକୋମା ଚକ୍ଷୁ ପାଇଁ ଘାତକ

ଚକ୍ଷୁ ମନୁଷ୍ୟ ଶରୀରର ଏକ ମୂଲ୍ୟବାନ୍‌ ଅଙ୍ଗ ା ଆକାରରେ କ୍ଷୁଦ୍ର ସତ, ହେଲେ ଏହା ମାଧ୍ୟମରେ ହିଁ ଆମେ ପୃଥିବୀର ସବୁ ସୌନ୍ଦର୍ଯ୍ୟକୁ ଦେଖିପାରୁ, ମନଭରି ଉପଭୋଗ କରିପାରୁ ଏବଂ ସାରା ଜୀବନ ସେ ସ୍ମୃତିକୁ ଆଖିର ପରଦା ଦେଇ…

ଧଳା ଜହର ଲୁଣ

”ଆମେ ଖାଉଥିବା ଲୁଣର ରାସାୟନିକ ନାମ ହେଲା ‘ସୋଡିୟମ କ୍ଲୋରାଇଡ୍‌’। ଏଥିରେ ଥିବା ସୋଡିୟମ୍‌ ହିଁ ଆମ ସ୍ବାସ୍ଥ୍ୟ ଉପରେ ଭଲମନ୍ଦ ପ୍ରଭାବ ଲାଗି ଦାୟୀ। ଲୁଣ ଏହାର ମୁଖ୍ୟ ଉତ୍ସ ହେଲେ ହେଁ, ଆମେ ଖାଉଥିବା ଅନ୍ୟାନ୍ୟ ବହୁ ଖାଦ୍ୟରେ…

ବୟସ୍କମାନଙ୍କ ଯତ୍ନ

ଗତ ବର୍ଷ ଜୁଲାଇ ୧୧ରେ ପାଳିତ ହେଲା ‘ବିଶ୍ୱ ଜନସଂଖ୍ୟା ଦିବସ’। ସେଦିନ ଜାତିସଂଘ ଏକାଧିକ ରିପୋର୍ଟ ପ୍ରକାଶ କରିଥିଲା। ଆଗାମୀ ବର୍ଷଗୁଡ଼ିକରେ ଜନସଂଖ୍ୟା ବୃଦ୍ଧିର ଗତି ପ୍ରକୃତି କିପରି ହେବ ସେହି ବିଷୟରେ। ସେହି ରିପୋର୍ଟ ଅନୁଯାୟୀ ୨୦୨୨ରୁ ୨୦୩୦…

ଓଃ କି ଶାନ୍ତି…

ପଖାଳ। ଓଡ଼ିଶାର ଗାଥା ଗାଏ। ଘର ଘରର କଥା କୁହେ। ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ବ୍ୟଞ୍ଜନ ପଖାଳ କେବଳ ଏକ ଖାଦ୍ୟ ନୁହେଁ, କୁହାଯାଏ ଏକ ଆବେଗ। ପଖାଳ ଖାଇବା କ୍ଷଣି ହିଁ ପାଟିରୁ ବାହାରି ଆସେ ଯାହା…

କଫ୍‌ତାନ୍‌ ଫ୍ୟାଶନ

କଫ୍‌ତାନ୍‌ ହେଉଛି ଲମ୍ବା, ଢ଼ିଲାଢ଼ାଲା କୁର୍ତ୍ତୀ ଷ୍ଟାଇଲ୍‌ର ଏକପ୍ରକାର ଆଉଟ୍‌ଫିଟ୍‌; ଯାହାକୁ ମୁଖ୍ୟତଃ କଟନ୍‌ ହେଉ ଅବା ସିଲ୍କ ମ୍ୟାଟେରିଆଲ୍‌ରେ ତିଆରି କରାଯାଇଥାଏ। ଖରାଦିନେ ପିନ୍ଧିବା ପାଇଁ ଏହା ବେଷ୍ଟ। ଏହା ଦେଖିବାକୁ ଯେମିତି ଆକର୍ଷଣୀୟ, ପିନ୍ଧିବାକୁ ବି ସେମିତି କମ୍ଫଟେବଲ୍‌।…

ପଢ଼ାବେଳେ ନିଦ

ରାତିରେ ପର୍ଯ୍ୟାପ୍ତ ନିଦ୍ରା ମଣିଷକୁ ସୁସ୍ଥ ରଖେ। ହେଲେ ଏହି ନିଦ ଅସମୟରେ ଆସିଲେ ସାଜେ ଚିନ୍ତାର କାରଣ। ଠିକ୍‌ ଯେମିତି କେବେ କେବେ ପଢ଼ିବା ଲାଗି ବହି ଖୋଲି ବସିଲେ ଆପେ ଆପେ ବୁଜି ହୋଇ ପଡ଼େ ଆଖି, ଆଉ…

ଖରାଦିନ ପାଇଁ ଦହି: ବୃଦ୍ଧି ପାଇଥାଏ ରୋଗପ୍ରତିରୋଧକ ଶକ୍ତି

ଖରାଦିନ ଆସିଲେ ଆମେ ସମସ୍ତେ ଥଣ୍ଡା ଜାତୀୟ ଖାଦ୍ୟ ଓ ପାନୀୟ ସେବନ କରିବା ଆରମ୍ଭ କରିଦେଉ; ଯଦ୍ଦ୍ବାରା ଆମ ଶରୀରକୁ ଶୀତଳତା ମିଳିଥାଏ। ଯେମିତିକି ତରଭୁଜ, ଖରଭୁଜ, ଲେମ୍ବୁପାଣି, ଲସି, ଆମ୍ବ ପଣା, ଦହି ସରବତ୍‌ ଇତ୍ୟାଦି। ତେବେ ଏକ…

ଘରର ବାଲ୍‌କୋନି ପାଇଁ ବାସ୍ତୁ

ବାଲ୍‌କୋନି ହେଉଛି ଘରର ଏମିତି ଏକ ସ୍ଥାନ, ଯେଉଁଠାରେ ଟିକେ ବସି ବାହାରର ଦୃଶ୍ୟ ଦେଖିଦେଲେ ମନକୁ ବେଶ୍‌ ହାଲ୍‌କା ଲାଗେ। ତେବେ ଏହି ବାଲ୍‌କୋନିକୁ ନେଇ ମଧ୍ୟ ରହିଛି କେତୋଟି ନିୟମ; ଯାହାକୁ ମାନିଲେ ସୁଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ…

ଦୂରରେ ରହିଲେ ବି ଏକାଠି

କେତେବେଳେ ଉଚ୍ଚଶିକ୍ଷା ତ କେବେ ପୁଣି କ୍ୟାରିୟର ଆଉ କେବେ ଭବିଷ୍ୟତର ସୁନେଲି ସ୍ବପ୍ନକୁ ସାକାର କରିବାର ଇଚ୍ଛା। ଏଥିପାଇଁ ଏବେ ପ୍ରାୟତଃ ଦେଖିବାକୁ ମିଳୁଛି ଲଙ୍ଗ୍‌ ଡିଷ୍ଟାନ୍ସ ରିଲେସନଶିପ୍‌। ଏଭଳିି କ୍ଷେତ୍ରରେ ପରସ୍ପର ଠାରୁ ଦୂରରେ ରହି ସମ୍ପର୍କ ନିଭାଉଛନ୍ତି…

ପ୍ରଳୟଙ୍କରୀ ଭୂମିକମ୍ପ

ନିକଟରେ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହେଉଛି। ମଧ୍ୟପ୍ରାଚ୍ୟ ଭୂଖଣ୍ଡ ତୁର୍କୀ-ସିରିଆର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ବଡ଼ଧରଣର ପ୍ରଳୟଙ୍କରୀ ଭୂମିକମ୍ପ ଅନୁଭୂତ ହୋଇଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୮। ଏହି ଭୂମିକମ୍ପର ପ୍ରଭାବ ପଡୋଶୀ ରାଷ୍ଟ୍ର ଲେବାନନ୍‌…

ସୁସ୍ଥ ପରିବେଶ ଓ ଦୀର୍ଘାୟୁ ଜୀବନ

ସାରା ବିଶ୍ୱରେ ଦୈନନ୍ଦିନ ଜଳବାୟୁର ପରିବର୍ତ୍ତନ ସହ ଜନସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଆଜିର ଜନତା ଆଧୁନିକତା ପ୍ରତି ମାତ୍ରାଧିକ ଆକୃଷ୍ଟ ହେବା ସହ ଚାକଚକ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ବର୍ତ୍ତମାନ ପ୍ରକୃତି ଓ ପରିବେଶ ଏହାଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?