ମନ୍ସୁନ୍ ଟିପ୍ସ
ବର୍ଷାଦିନେ ଥଣ୍ଡା, କାଶ ଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ। ପାଣିପାଗ ବଦଳୁଥିବାରୁ ଭାଇରାଲ୍ ଇନ୍ଫେକଶନ୍ ହୁଏ। ତେବେ ବିଭିନ୍ନ ପ୍ରକାର ଘରୋଇ ଉପାୟରେ ବି ଏହି ସମସ୍ୟାର ସମାଧାନ କରିପାରିବେ… -ବର୍ଷାଦିନେ ଯଦି କାଶ ହେଉଥାଏ ତେବେ ମହୁରେ ଲେମ୍ବୁରସ…
ବର୍ଷାଦିନେ ଲଗାନ୍ତୁ ନିମ୍ବପତ୍ର
ବର୍ଷାଦିନେ ତ୍ୱଚାର ବିଭିନ୍ନ ସମସ୍ୟା ଦୂରକରି ସୁନ୍ଦରତା ବଢ଼ାଇବା ପାଇଁ ନିମ୍ବପତ୍ର ବ୍ୟବହାର କରନ୍ତୁ। -ତ୍ୱଚାରେ ଥିବା କଳାଦାଗ ଦୂରକରିବା ପାଇଁ ନିମ୍ବପତ୍ରରେ ଟୋନର ତିଆରି କରିପାରିବେ। ଏଥିପାଇଁ ନିମ୍ବପତ୍ରକୁ ପାଣିରେ ଭଲଭାବେ ସିଝାଇ ଦିଅନ୍ତୁ। ଥଣ୍ଡା ହେବା ପରେ ତୁଳାରେ…
ବିଶ୍ୱ ବ୍ରହ୍ମାଣ୍ଡର ବିସ୍ମୟ କୃଷ୍ଣଗର୍ତ୍ତ
ଆମେ ସମସ୍ତେ କାଗଜ କଲମରେ ହିସାବ କରି ନିଜ ପାଇଁ ଏକ କୃଷ୍ଣଗର୍ତ୍ତ ତିଆରି କରି ପାରିବା। ସୂତ୍ର ହେଉଛି । ଏହି ପରିବେଗର ଗାଣିତିକ ସୂତ୍ରକୁ ଧ୍ୟାନ ଦେବା। ଏଠାରେ rର ହେଉଛି ବସ୍ତୁତ୍ୱର ବ୍ୟାସାର୍ଦ୍ଧ। ତେବେ ପଳାୟନ ପରିବେଗ…
ବର୍ଷା ଋତୁରେ ରୋଗ ଓ ପ୍ରତିକାର
ସାଧାରଣତଃ ବର୍ଷା ଋତୁରେ କେତେକ ନିର୍ଦ୍ଦିଷ୍ଟ ରୋଗର ପ୍ରକୋପ ବୃଦ୍ଧି ପାଇଥାଏ। ଏହି ସମୟରେ ରୋଗ ପ୍ରତି ସତର୍କ ନ ରହିବା, ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ଠିକ୍ ସମୟରେ ଚିକିତ୍ସା ନ କରିବା ଦ୍ୱାରା ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ସମସ୍ୟା…
ଗୁରୁ ସର୍ବଦା ନମସ୍ୟ
କଲେଜବେଳର ଅନେକ ଏଭଳି ଅନୁଭୂତି ରହିଛି, ଯାହା ସତରେ ଅଭୁଲା। ତେବେ ମନେପଡ଼ୁଛି ଗୋଟିଏ ଘଟଣା। ୧୯୭୭ ମସିହାରେ ଇଣ୍ଟରମିଡିଏଟ୍ ବିଜ୍ଞାନ ପରୀକ୍ଷା ସରିଥାଏ। ଭଲ ନମ୍ବର ମଧ୍ୟ ରହିଥାଏ। ଏହାପରେ ସାଧାରଣତଃ ପିଲାମାନେ ପରବର୍ତ୍ତୀ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି।…
ଜାମୁକୋଳିର ଉପକାରିତା
ଜାମୁକୋଳିରେ ଭିଟାମିନ୍ ସି ଏବଂ ଆଇରନ୍ର କିଛି ମାତ୍ରା ରହୁଥିବାରୁ ଏହା ଶରୀରରେ ହିମୋଗ୍ଲୋବିନର ସ୍ତରକୁ ବଢାଇବାରେ ବେଶ୍ ସହାୟକ ହୋଇଥାଏ। ସେହିପରି ଜାମୁକୋଳି ଖାଇବାଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଇବା ସଙ୍ଗେସଙ୍ଗେ କୋଷ୍ଠକାଠିନ୍ୟ ତଥା ଡାଇରିଆ ସମସ୍ୟାରୁ ବି ଅନେକାଂଶରେ…
ବାସ୍ତୁ ଅନୁସାରେ କିପରି ହେବା ଦରକାର ପ୍ରବେଶ ଦ୍ୱାର, ଜାଣନ୍ତୁ…
ଘରର ପ୍ରବେଶ ଦ୍ୱାରକୁ ସର୍ବଦା ସଫାସୁତୁରା ଆଉ ସୁନ୍ଦର ରଖିବା ଦରକାର। କାରଣ ଏହା ହେଉଛି ଘର ପାଇଁ ଖୁସିର ଦ୍ୱାର। ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ଘରର ପ୍ରବେଶ ଦ୍ୱାର କିପରି ହେବା ଦରକାର ଆସନ୍ତୁ ଜାଣିନେବା ସେ ସମ୍ପର୍କରେ… *…
ତ୍ୱଚାର ଗ୍ଲୋ ବଢ଼ାଏ ଅଲିଭ୍ ଅଏଲ୍
ଲୋ ଫ୍ୟାଟ୍ ଡାଏଟ୍ରେ ବ୍ୟବହାର ହେଉଥିବାରୁ ଅଲିଭ୍ ଅଏଲ୍ର ଡିମାଣ୍ଡ ବେଶି। ହେଲେ ଆପଣ ଜାଣନ୍ତିକି ଏଥିରେ ଭରି ରହିଛି ଏଭଳି ଅନେକ ଉପାଦାନ, ଯାହାକି ଆପଣଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଦାନ ସଦୃଶ… ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ଅଲିଭ୍…
ଡ୍ରଇଂରୁମ୍ ଡେକୋରେଶନ୍
ଡ୍ରଇଂରୁମ୍ ହେଉଛି ଗୋଟିଏ ଘରର ମୁଖ୍ୟ ଆକର୍ଷଣ। ତେଣୁ ଏହାକୁ ସଜାଇବା ବେଳେ କେତୋଟି କଥା ପ୍ରତି ଧ୍ୟାନ ଦେଲେ ତାହା ଅଧିକ ସୁନ୍ଦର ତଥା ଆଇକ୍ୟାଚି ଲାଗିବ। ଜାଣନ୍ତୁ କିପରି ସଜାଇବେ ଡ୍ରଇଂରୁମ୍… -ପ୍ରଥମ କଥା ହେଉଛି ଡ୍ରଇଂରୁମକୁ ଫାଙ୍କା…
ବର୍ଷାଦିନେ ଗର୍ଭବତୀଙ୍କ ଯତ୍ନ
କିଛିଦିନ ହେବ ଲାଗିରହୁଛି ପ୍ରବଳ ବର୍ଷା, ଯାହାକି ସଭିଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ବିଶେଷକରି ରୋଗ ପ୍ରତିରୋଧକ ଶକ୍ତି କମ୍ଥିବାରୁ ଏହା ଅଧିକ ପ୍ରଭାବିତ କରୁଛି ଭାବୀ ମା’ମାନଙ୍କୁ। ତେଣୁ ଏ ସମୟରେ ଗର୍ଭବତୀ ନାରୀମାନଙ୍କୁ ଉଭୟ ନିଜ…
ବିଶ୍ୱ ବ୍ରହ୍ମାଣ୍ଡର ବିସ୍ମୟ କୃଷ୍ଣ ଗର୍ତ୍ତ
‘ମତେ ମୃତ୍ୟୁକୁ ଜମା ଭୟ ଲାଗେ ନାହିଁ କିମ୍ବା ମୁଁ ଏତେ ଶୀଘ୍ର ମରିବାକୁ ଚାହେଁ ନାହିଁ। କାରଣ ମୁଁ ମରିବା ପୂର୍ବରୁ ମୋ ଜୀବନରେ ବହୁତ କିଛି କରିବାର ଅଛି।’ ଏ ଉକ୍ତିଟି ମହାନ ବୈଜ୍ଞାନିକ ଷ୍ଟିଫେନ୍ ହକିଂସ୍ଙ୍କ ଜୀବନ…
ସୁଖୀ ଜୀବନର ମନ୍ତ୍ର
ମହାପୁରୁଷମାନଙ୍କ ଦ୍ୱାରା ଏମିତି କିଛି ନୀତିବାଣୀ କୁହାଯାଇଛି, ଯାହାକୁ ମାନିଲେ ଜୀବନରେ ସଫଳତା ମିଳିବା ସହ ଖୁସି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଯଥା: * ସଫଳତା ଭାଗ୍ୟ ସାମ୍ନାରେ ଭିକ ମାଗିବା ଦ୍ୱାରା ମିଳି ନଥାଏ, ନିଜ ପରିଶ୍ରମ…
Archives


