ଜୀବନଚର୍ଯ୍ୟା

ହେମୋଫିଲିଆ

ଆଜି ହେଉଛି ‘ବିଶ୍ୱ ହେମୋଫିଲିଆ ଦିବସ’। ସେ ବିଷୟରେ ଉପସ୍ଥାପନା… ହେମୋଫିଲିଆ ହେଉଛି ଏକ ଜିନ୍‌ ରୋଗ ଓ ବଂଶାନୁକ୍ରମିକ। ଏହା ଏକ ରକ୍ତ ରୋଗ। ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ମହିଳା ବା କନ୍ୟା…

ଦୁର୍ବଳ ହେଉଛି ପୃଥିବୀର ଚୁମ୍ବକୀୟ କ୍ଷେତ୍ର

”ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ଏବଂ ଦିଗ ଅନବରତ ବଦଳୁଥାଏ। ଅଧ୍ୟୟନରୁ ଜଣାପଡିଛି ଯେ, ବିଗତ ୨୦୦ ବର୍ଷ ମଧ୍ୟରେ ଏହାର ସାମର୍ଥ୍ୟ ପ୍ରାୟ ୯ ଶତାଂଶ ହ୍ରାସ ପାଇଲାଣି। ଫଳରେ ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ଏକ ବୃହତ ଅଞ୍ଚଳରେ…

ଦୂର ହେବ ଝାଳଗନ୍ଧ

ଖରା ଦିନକୁ ଦିନ ପ୍ରଖର ହେବାରେ ଲାଗିଛି। ଏମିତିରେ ସଭିଙ୍କ ଶରୀରରୁ ଅଧିକ ଝାଳ ମଧ୍ୟ ବାହାରୁଛି। ହେଲେ କାହା କାହାଠାରେ ଏହି ଝାଳ ଖୁବ୍‌ ଗନ୍ଧ ହୋଇଥାଏ, ଯାହାକୁ ଦୂର କରିବା ଲାଗି ସେମାନେ ପର୍‌ଫ୍ୟୁମ୍‌, ଡିଓଡରାଣ୍ଟ, ପାଉଡର ଆଦି…

ସ୍ବାସ୍ଥ୍ୟ ପାଇଁ ଅମୃତ ପଇଡ଼ ପାଣି

ବର୍ତ୍ତମାନ ଖରାର ପ୍ରଭାବ ଦିନକୁ ଦିନ ଯେତେ ଯେତେ ବଢୁଛି, ରାସ୍ତାକଡ଼ରେ ବିଭିନ୍ନ ଥଣ୍ଡାପାନୀୟ ଦୋକାନ ଆଗରେ ଭିଡ଼ ସେତେ ଜମୁଛି। ହେଲେ ସ୍ବାସ୍ଥ୍ୟ ସଚେତନତା ଦୃଷ୍ଟିରୁ ଉଦୁଉଦିଆ ଖରାଦାଉରୁ ପେଟ ଥଣ୍ଡା ରଖିବା ଲାଗି ପଇଡ଼ ପାଣି ସାଜିଛି ଅଧିକାଂଶଙ୍କ…

କୁଲ୍‌ ସମର୍‌ ଲୁକ୍‌

ଖରାଦିନେ ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନ ଭାରି କଷ୍ଟ ଦେଇଥାଏ। ତା’ସାଙ୍ଗକୁ ବେଳେବେଳେ ଦେହରୁ ବାହାରୁଥିବା ଝାଳ ବି ମେକ୍‌ଅପ୍‌କୁ ଖରାପ କରିଦିଏ; ଫଳରେ ଯୁବତୀଙ୍କୁ ଏଦିନେ ମନମୁତାବକ ଷ୍ଟାଇଲ୍‌ କରିବାକୁ ବହୁତ ଅସୁବିଧା ହୁଏ। ତେଣୁ ଖରାଦିନେ…

ପ୍ରଥମ ପାରିଶ୍ରମିକ ବହିକିଣା, ଜଳଖିଆ ଓ ବଣ୍ଟାବଣ୍ଟିରେ ସରିଥିଲା

ସାହିତି୍ୟକା ବନ୍ଦିତା ଦାଶ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ପ୍ରଥମ ହେବା ଅନୁଭବ ସତରେ ନିଆରା। ସତରେ ପୁଲକିତ କରେ ତନୁମନ। ଯେକୌଣସି କାମର ପ୍ରଥମ ମୁହୂର୍ତ୍ତ ମନେ ରହେ ଆଜୀବନ। ଅନାଦି ସାର୍‌ ମନେପଡ଼ନ୍ତି ତାଙ୍କ କହିବା…

ସେବା ଓ ସର୍ଜନାର ଦୀପ୍ତି : କମଳା ଶତପଥୀ

ଜୀବନ ସଂଘର୍ଷ ଓ ଗତିଶୀଳତାର ଅନ୍ୟ ନାମ । ଆସ୍ପର୍ଦ୍ଧା ଓ ସ୍ବାଭିମାନ ଜୀବନକୁ ଗରିମା ମଣ୍ଡିତ କରେ । ମଣିଷ ଅସରନ୍ତି ସାମର୍ଥ୍ୟର ଉତ୍ସ । ଖାଲି ତାହା ଆବିଷ୍କାର କରି ଜାଣିଲେ ହେଲା । ଏ କଥା ନିଜ…

ସୁଖ ସମୃଦ୍ଧି ପାଇଁ ବାସ୍ତୁ

ପରିବାରରେ ଶାନ୍ତି, ସୁଖ ସମୃଦ୍ଧି ପାଇବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ ଆମେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥାଉ। ହେଲେ ବାସ୍ତୁଶାସ୍ତ୍ରରେ ଏମିତି କେତୋଟି ସରଳ ଟିପ୍ସ ସମ୍ପର୍କରେ କୁହାଯାଇଛି; ଯାହାକୁ ଆପଣେଇ ଘରର ସୁଖଶାନ୍ତିକୁ ବୃଦ୍ଧି କରିହେବ… *…

ଆଖୁ ରସ କେତେ ଉପକାରୀ

ଖରାଦିନେ ସୂର୍ଯ୍ୟଙ୍କ ପ୍ରଖର ଉତ୍ତାପରୁ ତଣ୍ଟି ଶୁଖିଗଲେ, ସେଥିରୁ ରକ୍ଷା ପାଇବା ପାଇଁ ଅନେକେ ବଜାରରେ ମିଳୁଥିବା କୋଲ୍ଡ ଡ୍ରିଙ୍କ୍ସ ପିଇଥାନ୍ତି। କିନ୍ତୁ ଏହା ପାଟିକୁ ସ୍ବାଦ ଲାଗୁଥିଲେ ହେଁ ଶରୀର ପାଇଁ ଆଦୌ ଉପକାରୀ ହୋଇ ନଥାଏ। ତେଣୁ ଏଭଳି…

ଜ୍ୱରରେ ଖାଆନ୍ତୁ ନାହିଁ ଏହି ପାଞ୍ଚ ଖାଦ୍ୟ

ପାଣିପାଗରେ ପରିବର୍ତ୍ତନ ହେଲେ ଥଣ୍ଡା, ସର୍ଦ୍ଦି, ଜ୍ୱର ଭଳି ସାଧାରଣ ସମସ୍ୟା ଦେଖାଦେଇଥାଏ। ହେଲେ ଜ୍ୱର ସମୟରେ ଆମେ କ’ଣ ଖାଇବା କ’ଣ ନ ଖାଇବା ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡିଯାଇଥାଏ। ଏମିତିବି ଜ୍ୱର ହେଲେ କିଛି ଖାଇବାକୁ ବି ଇଚ୍ଛା…

ତ୍ୱଚାର ଘରୋଇ ଯତ୍ନ

ସୁନ୍ଦର ଏବଂ ଆକର୍ଷଣୀୟ ତ୍ୱଚା ଚାହୁଁଥିଲେ ଆପଣଙ୍କ ଘରେ ଦୈନନ୍ଦିନ ବ୍ୟବହୃତ କେତେକ ସାମଗ୍ରୀରେ ହିଁ ଲୁଚି ରହିଛି ଏହାର ରହସ୍ୟ। ଜାଣିରଖନ୍ତୁ ଘରୋଇ ଉପାୟରେ କିପରି ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ … ସନ୍‌ ଟ୍ୟାନ୍‌ ହେବା ଏବଂ କଳା…

ମେକ୍ସିକାନ୍‌ ଫ୍ରାଏଡ୍‌ ରାଇସ୍‌

ଆବଶ୍ୟକ ସାମଗ୍ରୀ: ୨କପ୍‌ ଭାତ, ୧/୪ କପ୍‌ ଛୋଟ ଛୋଟ କଟାହୋଇ ସିଝା ହୋଇଥିବା ବିନ୍ସ, ସିଝା ରାଜ୍‌ମା, ଗୋଟିଏ କଟା ପିଆଜ, ଛୋଟ ଛୋଟ କଟାଯାଇଥିବା ଗୋଟିଏ ଗାଜର, କ୍ୟାପ୍ସିକମ୍‌, କଟା ଟମାଟୋ ୧/୨ କପ୍‌, ସିଝା ମକା ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?