ସୁଖୀ ଜୀବନର ମନ୍ତ୍ର

ମହାପୁରୁଷମାନଙ୍କ ଦ୍ୱାରା ଏମିତି କିଛି ନୀତିବାଣୀ କୁହାଯାଇଛି, ଯାହାକୁ ମାନିଲେ ଜୀବନରେ ସଫଳତା ମିଳିବା ସହ ଖୁସି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଯଥା:

* ସଫଳତା ଭାଗ୍ୟ ସାମ୍ନାରେ ଭିକ ମାଗିବା ଦ୍ୱାରା ମିଳି ନଥାଏ, ନିଜ ପରିଶ୍ରମ ଦ୍ୱାରା ଏହାକୁ ଛଡେଇ ଆଣିବାକୁ ପଡ଼େ।

* ଯଦି ତୁମର ଏକୁଟିଆ ଚାଲିବାର ଶକ୍ତି ଅଛି, ତା’ହେଲେ ଜାଣିନିଅ ଦିନେ ନା ଦିନେ ନିଶ୍ଚୟ ତୁମ ପଛରେ ଭିଡ଼ ଜମାହେବ।

* ଯେ ପର୍ଯ୍ୟନ୍ତ ଜୀବନ ଅଛି ସେ ପର୍ଯ୍ୟନ୍ତ ସମସ୍ୟା ଆସିବ। ତେଣୁ ସମସ୍ୟା ଆସିଲେ ଅଧର୍ଯ୍ୟ ନ ହୋଇ ଧର୍ଯ୍ୟର ସହ ତାହାକୁ ସାମ୍ନା କଲେ ଏଥିରୁ ମୁକ୍ତି ପାଇବାର ବାଟ ଆପେ ଆପେ ଖୋଲିଯାଇଥାଏ।

* ସେହିପରି ଯଦି ତୁମକୁ ଉପରକୁ ଉଠିବାକୁ ଇଚ୍ଛା ତା’ହେଲେ ତୁମକୁ ସେହିସବୁ ଜିନିଷ ଛାଡିବାକୁ ପଡ଼ିବ, ଯାହା ତୁମକୁ ତଳକୁ ଟାଣୁଛି।

* ଅନ୍ୟପକ୍ଷେ ନିଜ ପରିଶ୍ରମ ଓ କର୍ମକୁ ଗୋପନୀୟ ରଖିବା ହେଉଛି ସଫଳତାର ସର୍ବଶ୍ରେଷ୍ଠ ଉପାଦାନ।


Enter your email to get our daily news in your inbox.

All Right Reserved By Dharitri.Com

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ପୁଷ୍ୟ ନକ୍ଷତ୍ରରେ ଗୋଚର କରିବେ ବୃହସ୍ପତି, ୧୯ ଜୁଲାଇରୁ ଖୋଲିବ ଏହି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ, ବୃହସ୍ପତିଙ୍କୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି କୁହାଯାଏ । ଏହାକୁ ଜ୍ଞାନ, ଶିକ୍ଷା, ଧନ ଏବଂ ସନ୍ତାନର ପ୍ରମୁଖ କର୍ତ୍ତା ଭାବରେ ବିବେଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri