ଜାମୁକୋଳିର ଉପକାରିତା

ଜାମୁକୋଳିରେ ଭିଟାମିନ୍‌ ସି ଏବଂ ଆଇରନ୍‌ର କିଛି ମାତ୍ରା ରହୁଥିବାରୁ ଏହା ଶରୀରରେ ହିମୋଗ୍ଲୋବିନର ସ୍ତରକୁ ବଢାଇବାରେ ବେଶ୍‌ ସହାୟକ ହୋଇଥାଏ। ସେହିପରି ଜାମୁକୋଳି ଖାଇବାଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଇବା ସଙ୍ଗେସଙ୍ଗେ କୋଷ୍ଠକାଠିନ୍ୟ ତଥା ଡାଇରିଆ ସମସ୍ୟାରୁ ବି ଅନେକାଂଶରେ ଉପଶମ ମିଳିଥାଏ। ଜାମୁକୋଳି ଖାଇଲେ ତ୍ୱଚାରେ ଚମକ ବି ଆସିଥାଏ। ତା’ସାଙ୍ଗକୁ ମୁଖବ୍ରଣ ମଧ୍ୟ ଦୂର ହୋଇଥାଏ। ଶରୀରରେ କୋଲେଷ୍ଟେରଲ୍‌ର ମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ଜାମୁକୋଳି ବେଶ୍‌ ସହାୟକ ହୋଇଥାଏ। ସେହିପରି କୁହାଯାଏ, ଜାମୁକୋଳିରେ ଏପରି କିଛି ଗୁଣକାରୀ ତତ୍ତ୍ୱ ରହିଛି; ଯଦ୍ଦ୍ବାରା ଏହାକୁ ଟାଇପ୍‌-୨ ଡାଇବେଟିସ୍‌ ହୋଇଥିବା ରୋଗୀ ଖାଇଲେ ଅନେକ ଉପକାର ପାଇପାରିବେ। ଏହାଛଡ଼ା ଉଚ୍ଚ ରକ୍ତଚାପ, ହୃଦୟ ରୋଗ ତଥା ଷ୍ଟ୍ରୋକ୍‌ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜାମୁକୋଳି ଖାଇବା ବେଶ୍‌ ଉପକାରୀ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାସ୍ତୁ ଅନୁଯାୟୀ କେଉଁଠି ଲଗାଇବେ କି ପ୍ରକାର ପେଣ୍ଟିଂ

ଘରକୁ ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ଅନେକେ ଘରର କାନ୍ଥରେ ଖୁବ୍‌ ସୁନ୍ଦର ସୁନ୍ଦର ପେଣ୍ଟିଂ ଲଗାଇଥାନ୍ତି। ତେବେ ବାସ୍ତୁ ଅନୁଯାୟୀ, ଘରେ କେଉଁ ପ୍ରକାରର...

ଆଣ୍ଠୁଗଣ୍ଠି ସମସ୍ୟା ଦୂର ପାଇଁ କରନ୍ତୁ ଏହି ଯୋଗାସନ

ଯୋଗ ଶିକ୍ଷାରେ ଶରୀରର ବିଭିନ୍ନ ପ୍ରକାରର ସମସ୍ୟା ପାଇଁ ଅଲଗା ଅଲଗା ଆସନ ରହିଛି। ଯାହା ଦ୍ୱାରା ରୋଗ ଦୂର ହେବାର ସମ୍ଭାବନା ରହିଥାଏ। ଏଥି...

ପିଲାଙ୍କ ଫିଟ୍‌ନେସ୍‌

ଅନେକ ଅଭିଭାବକଙ୍କୁ ନିଜ ପିଲା ମୋଟୋ ହେଲେ ଭାରି ଖୁସି ଲାଗେ। ପିଲାଟି କେଡେ ଗୁଲୁଗୁଲିଆ ହୋଇଛି ବୋଲି କେହି କହିଲେ ଆନନ୍ଦର ସୀମା ରହେନି।...

କେଶ ଝଡୁଛି କି…ଆପଣାନ୍ତୁ ଏଭଳି କିଛି ଘରୋଇ ଉପଚାର

ପରିବର୍ତ୍ତିତ ଜୀବନଶଳୀ, ପ୍ରଦୂଷଣ, ଖାଦ୍ୟପେୟରେ ଅନିୟମିତତାର ପ୍ରଭାବ କେଶ ଉପରେ ପଡ଼ିଥାଏ। ଏ ନେଇ କେଶ ଧଳାହେବା ସହ ଛିଡ଼ିବା ଭଳି ସମସ୍ୟା ଦେଖାଯାଇଥାଏ। ଏହି...

ମଧୁମେହରେ କିଡ୍‌ନୀ ସମସ୍ୟା

”ଡାଇବେଟିସ୍‌(ମଧୁମେହ) ରୋଗୀଙ୍କ କିଡ୍‌ନୀ ଆକ୍ରାନ୍ତ ହେଲେ ସର୍ବପ୍ରଥମେ ପରିସ୍ରାରେ ଅଧିକ ମାତ୍ରାରେ ଆଲ୍‌ବୁମିନ୍‌ ନାମକ ଏକ ପ୍ରୋଟିନ ନିଷ୍କାସିତ ହୋଇଥାଏ। ତେଣୁ ପ୍ରତ୍ୟେକ ଡାଇବେଟିସ ରୋଗୀଙ୍କ...

ଏହି ୪ ରାଶିର ପୁରୁଷଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ମହିଳା; କରିପାରନ୍ତି ନାହିଁ ନା  

ଜ୍ୟୋତିଷ ଶାସ୍ତ୍ରରେ ରାଶିର ମହତ୍ତ୍ୱ ଅଧିକ। ଏହା ଆଧାରରେ କୌଣସି ବ୍ୟକ୍ତିର ସ୍ବଭାବ, ଗୁଣ-ଦୋଷ ଏବଂ ତା’ର ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଜଣାପଡ଼ିଥାଏ।...

ଅଛି କି ହାକୁଟି ସମସ୍ୟା…

ସାଧାରଣତଃ ଖାଇବା ପରେ ପ୍ରାୟ ଲୋକଙ୍କୁ ହାକୁଟି ଦେଇଥାଏ। ଆଉ ଏହା ଏକ ସାଧାରଣ ସମସ୍ୟା ହୋଇଥାଏ। ମାତ୍ର ଦିନ ସାରା ଯଦି ଏହି ପ୍ରକ୍ରିୟା...

ନବରାତ୍ରିରେ ମା’ଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ: ମନସ୍କାମନା ହେବ ପୂର୍ଣ୍ଣ

ଲବଙ୍ଗକୁ ଏକ ଚମତ୍କାର ମସଲା ସହ ପ୍ରଭାବଶାଳୀ ଶକ୍ତି ଭାବରେ ବିବେଚନା କରାଯାଏ। ନବରାତ୍ରିରେ ଦେବୀଙ୍କ ପୂଜାରେ ଲବଙ୍ଗ ବହୁଳ ବ୍ୟବହୃତ ହୁଏ। କୁହାଯାଏ ମନସ୍କାମନା...

Advertisement
Archives

Model This Week