ସମୁଦ୍ରରେ ବୁଡିଯାଇଥିଲା ଜାହାଜ, ୧୨ ଭାରତୀୟଙ୍କୁ ଉଦ୍ଧାର କଲା ପାକିସ୍ତାନ ସେନା
ଇସଲାମବାଦ,୫।୧୨: ଏକ ଭାରତୀୟ ମାଲବାହୀ ଜାହାଜ ବୁଡିବା ପରେ ପାକିସ୍ତାନୀ ସେନା ଜାହାଜର କର୍ମଚାରୀଙ୍କ ଜୀବନ ରକ୍ଷା କରିଛନ୍ତି। ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (ପିଏମଏସଏ) ବୁଧବାର ଭାରତୀୟଙ୍କୁ ଏପରି ବିପଦରୁ ଉଦ୍ଧାର କରିଛି। ଭାରତୀୟ କାର୍ଗୋ ଜାହାଜ ଏମଏସଭି ଏଏଲ…
ଏଲନ ମସ୍କଙ୍କ ବିଶ୍ୱସ୍ତ ଇସାକ୍ମ୍ୟାନ୍ଙ୍କୁ ପରବର୍ତ୍ତୀଙ୍କୁ ନାସା ମୁଖ୍ୟ ପାଇଁ ପ୍ରସ୍ତାବ ଦେଲେ ଟ୍ରମ୍ପ
ଓ୍ବାଶିଂଟନ,୫।୧୨: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ବିଲିୟନେୟାର ଉଦ୍ୟୋଗୀ ଜାରେଡ୍ ଇସାକ୍ମ୍ୟାନ୍ଙ୍କୁ ପରବର୍ତ୍ତୀ ନାସା ମୁଖ୍ୟ ଭାବେ ମନୋନୀତ କରିଛନ୍ତି। କିଛି ଦିନ ତଳେ ଇସାକ୍ମ୍ୟାନ ପ୍ରଥମ ପ୍ରାଇଭେଟ୍ ଆଷ୍ଟ୍ରୋନଟ୍ ଭାବେ ସ୍ପେସ୍ଓ୍ବାକ୍ କରି ଇତିହାସ ରଚିଥିଲେ। ୪୧…
ଏଠାରେ ଭଡ଼ାରେ ମିଳୁଛନ୍ତି ବୟଫ୍ରେଣ୍ଡ, ପ୍ରତିବଦଳରେ ଦେବାକୁ ପଡିବ…
ହାନୋଇ,୫।୧୨: ଭିଏଟ୍ନାମର ଯୁବପିଢିଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ଜୀବନସାଥୀ ଖୋଜିବାକୁ ସମୟ ନ ଥାଏ, ସେମାନେ ଭଡ଼ାରେ ନିଜ ପାଇଁ ପାର୍ଟନର ଖୋଜିଥାନ୍ତି ବୋଲି ସାଉଥ୍ ଚାଇନା ମର୍ନିଂ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଯୁବକଙ୍କ ଅପେକ୍ଷା ଯୁବତୀମାନେ…
ଜାତିସଂଘରେ ଇସ୍ରାଏଲ୍ ବିରୋଧରେ ଭାରତର ଭୋଟିଂ
ଜାତିସଂଘ, ୪।୧୨: ୧୯୬୭ରୁ ପୂର୍ବ ଜେରୁଜେଲମ ସମେତ ଅନେକ ପାଲେଷ୍ଟିନୀୟ ଅଞ୍ଚଳକୁ ଇସ୍ରାଏଲ ଦଖଲ କରି ରଖିଛି। ତେବେ ବୁଧବାର ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍ଜିଏ)ରେ ଏକ ପ୍ରସ୍ତାବ ଆଗତ ହୋଇଥିଲା, ଯେଉଁଥିରେ ଉକ୍ତ ଅଞ୍ଚଳଗୁଡ଼ିକୁ ଫେରାଇବା ପାଇଁ ଇସ୍ରାଏଲ୍କୁ ଆହ୍ବାନ କରାଯାଇଛି।…
ଚାଲିଲାନି ସାମରିକ ଆଇନ ଚାଲ୍: ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ
ନୂଆଦିଲ୍ଲୀ,୪।୧୨: ଦକ୍ଷିଣ କୋରିଆରେ ସାମରିକ ଆଇନର ଲାଗୁ ନିଷ୍ପତ୍ତି ପ୍ରତ୍ୟାହାର କରି ଦିଆଯାଇଛି। କିନ୍ତୁ ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ ଦକ୍ଷିଣ କୋରିଆର ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ…
ମୁଣ୍ଡ ନୁଆଁଇଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି: ୬ ଘଣ୍ଡା ମଧ୍ୟରେ ପ୍ରତ୍ୟାହାର କଲେ ସାମରିକ ଆଇନ
ସିଓଲ,୪ା୧୨:ଦକ୍ଷିଣ କୋରିଆରେ ରାଜନୈତିକ ଅଚଳାବସ୍ଥା ଲାଗି ରହିବା ଫଳରେ ରାଷ୍ଟ୍ରପତି ୟୁନ୍ ସୁକ୍ ୟେଓଲ ମଙ୍ଗଳବାର ରାତିରେ ‘ଜରୁରୀକାଳୀନ ସାମରିକ ଆଇନ’ ଘୋଷଣା କରିଥିଲେ। ତେବେ ଏହାର ୬ ଘଣ୍ଟା ପରେ ଏହାକୁ ସେ ରାଷ୍ଟ୍ର ବିରୋଧୀ ତତ୍ତ୍ୱଙ୍କୁ ପ୍ରତିହତ କରିବା…
ଦକ୍ଷିଣ କୋରିଆରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା: ବିରୋଧୀଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଲଗାଇଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୩।୧୨: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ-ସୁକ-ୟୋଲ ମଙ୍ଗଳାବର ବିରୋଧୀ ଦଳ ଉପରେ ସରକାରଙ୍କୁ ସ୍ଥାଣୁ କରିବା, ଉତ୍ତର କୋରିଆ ପ୍ରତି ସହାନୁଭୂତି ରଖିବା ଏବଂ ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ କମଜୋର କରିବା ଅଭିଯୋଗ ଲଗାଇ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି।…
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣର ମାଷ୍ଟର ମାଇଣ୍ଡ ୟୁନୁସ ସରକାର: ହସିନା
ଢାକା/ନୂଆଦିଲ୍ଲୀ,୩।୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ହିଂସା ଜାରି ରହିଛି। ଦେଶରେ ହୋଇଥିବା ଆକ୍ରମଣ ପରେ ଶେଖ ହସିନା ଭାରତରେ ଅଛନ୍ତି। ବର୍ତ୍ତମାନ ଶେଖ ହସିନା ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଉଥିବା ମହମ୍ମଦ ୟୁନୁସଙ୍କ ଉପରେ ବହୁ ହତ୍ୟା ଏବଂ ସଂଖ୍ୟାଲଘୁଙ୍କୁ…
ମାଡି ଆସୁଛି ଆଉ ଏକ ଭୟଙ୍କର ଭାଇରସ, ଗଲାଣି ୧୫ ଜଣଙ୍କ ଜୀବନ, ୧୭ ଦେଶରେ ଆଲର୍ଟ ଜାରି
ନୂଆଦିଲ୍ଲୀ,୩।୧୨: ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ ଦୁନିଆରୁ ଶେଷ ହେବାର ନା ନେଉ ନଥିବା ବେଳେ ଏବେ ନୂଆ ନୂଆ ଭାଇରସ ବ୍ୟାପିବାରେ ଲାଗିଛି। ଆଜିକାଲି ଆଫ୍ରିକୀୟ ଦେଶ ରୁୱାଣ୍ଡାରେ ମାରବର୍ଗ ଜୀବାଣୁ ମାଡିବାରେ ଲାଗିଛି ଏବଂ ଏହି କାରଣରୁ ୧୫ ଜଣଙ୍କର…
ସେକ୍ସ ଓ୍ବାର୍କରଙ୍କୁ ମିଳିବ ପେନସନ ସହ ମ୍ୟାଟରନିଟି ଲିଭ, ଐତିହାସିକ ଆଇନ ଲାଗୁ
ଲଣ୍ଡନ,୩।୧୨: ବେଲଜିୟମ ସରକାର ନିକଟରେ ସେକ୍ସ ଓ୍ବାର୍କରମାନଙ୍କ ପାଇଁ ଏକ ଐତିହାସିକ ନିୟମ ଲାଗୁ କରିଛନ୍ତି। ଏହି ନିୟମ ଅନୁଯାୟୀ ଦେଶରେ ଯୌନ କର୍ମୀଙ୍କ ଅଧିକାରକୁ ଆଇନଗତ ମାନ୍ୟତା ଦିଆଯାଇଛି। ବର୍ତ୍ତମାନ ଏମାନେ ଆନୁଷ୍ଠାନିକ ନିଯୁକ୍ତି ଚୁକ୍ତିନାମା ସ୍ବାକ୍ଷର କରିବାକୁ ସମର୍ଥ…
ପୁଣି ଚେତାବନୀ ଦେଲେ ଟ୍ରମ୍ପ: ମୋ ପଦ ଗ୍ରହଣ ପୂର୍ବରୁ କଥା ମାନିନିଅ, ନଚେତ୍ ଭୋଗିବ ପରିଣାମ
ଓ୍ବାଶିଂଟନ,୩।୧୨:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପୂର୍ବରେ ଚାଲିଥିବା ବନ୍ଧକ ସଙ୍କଟ ସମ୍ପର୍କରେ ହମାସକୁ ଦୃଢ ଚେତାବନୀ ଦେଇଛନ୍ତି। ହମାସକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ପ୍ରଦାନ କରି ସେ ସ୍ପଷ୍ଟ ଭାବରେ କହିଛନ୍ତି, ଯଦି ଜାନୁୟାରୀ ୨୦, ୨୦୨୫ ପୂର୍ବରୁ…
ଚାଇନାକୁ ପାନେ ଦେଲା ଆମେରିକା: ଲାଗିଲା କଟକଣା
ଓ୍ବାଶିଂଟନ, ୨।୧୨:ସେମିକଣ୍ଡକ୍ଟର ଟେକ୍ନୋଲୋଜିକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏକ ଆମେରିକୀୟ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ୩ ବର୍ଷ ମଧ୍ୟରେ ଚାଇନାର ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ଉପରେ ତୃତୀୟ ଥର ପାଇଁ କଟକଣା ଲଗାଇବାକୁ ଆମେରିକା…
Archives


