ଅନ୍ତର୍ଜାତୀୟ

ନିଜ ପ୍ରତିଶ୍ରୁତି ପୂରଣ କଲେ ଟ୍ରମ୍ପ! ସୁନୀତା ୱିଲିୟମ୍ସଙ୍କୁ ଫେରାଇ ଆଣିବା ପାଇଁ NASA-SpaceX ଆରମ୍ଭ କଲା ମିଶନ

ଓ୍ବାଶିଂଟନ୍‌,୧୫।୩: ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଖୁବ ଶୀଘ୍ର ପୃଥିବୀକୁ ଫେରିବେ। ସେମାନଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ NASA ଏବଂ SpaceX ସେମାନଙ୍କର ମହାକାଶଯାନ ପଠାଇଛନ୍ତି। NASA ଏବଂ SpaceX ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ କ୍ରୁ…

ପାକିସ୍ତାନରେ ପୁଣି ଆତଙ୍କବାଦୀ ଆକ୍ରମଣ, ବଡ଼ ବିସ୍ଫୋରଣ…

ୱାଜିରିସ୍ତାନ,୧୪।୩: ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନରେ ଥିବା ଏକ ମସଜିଦରେ ଶୁକ୍ରବାର ଏକ ବଡ଼ ବିସ୍ଫୋରଣ ଘଟିଛି। ଗତ ଚାରି ଦିନ ମଧ୍ୟରେ ଏହା ପାକିସ୍ତାନରେ ତୃତୀୟ ବଡ଼ ଆତଙ୍କବାଦୀ ଆକ୍ରମଣ। ଜିଲ୍ଲା ପୋଲିସ ଅଧିକାରୀ ଆସିଫ ବାହାଦର କହିଛନ୍ତି ଯେ ଆଜମ…

ମହମ୍ମଦ ୟୁନୁସ୍‌ଙ୍କ ଅସଲ ଚେହେରା ସାମ୍ନାକୁ ଆସିଲା, ପୋଲ୍‌ ଖୋଲିଦେଲେ ବାଂଲାଦେଶର…

ଢାକା,୧୪।୩: ମରକ୍କୋରେ ଥିବା ବାଂଲାଦେଶ ରାଷ୍ଟ୍ରଦୂତ ହାରୁନ ଅଲ ରସିଦ ମହମ୍ମଦ ୟୁନୁସ୍‌ଙ୍କ ବିରୋଧରେ ମୌଳବାଦୀଙ୍କୁ ସମର୍ଥନ କରିବା ଏବଂ ଦେଶରେ ଅରାଜକତା ବିସ୍ତାର କରିବାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ରସିଦ କହିଛନ୍ତି , ୟୁନୁସ୍‌ ବାଂଲାଦେଶର ଧର୍ମନିରପେକ୍ଷ ଢାଞ୍ଚାକୁ ଭାଙ୍ଗିବା…

ଫୋନ କରି ସାଉଦିର କ୍ରାଉନ ପ୍ରିନ୍ସଙ୍କ ସହ କଥା ହେଲେ ପୁଟିନ୍‌, ୟୁକ୍ରେନ ସହିତ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କୁ ଦେଲେ ମେସେଜ୍‌!

ମସ୍କୋ,୧୪।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁବାର ବିଳମ୍ବିତ ରାତିରେ ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସହ ଫୋନରେ କଥା ହୋଇଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ପ୍ରସଙ୍ଗରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ,…

ବନ୍ଦ ହେବନି ଯୁଦ୍ଧ! ଲିକ୍‌ ହେଲା ପୁଟିନ୍‌ଙ୍କ ସିକ୍ରେଟ୍‌ ଯୋଜନା, ବିଶ୍ୱରେ ହଇଚଇ

ମସ୍କୋ,୧୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା ହେଉଛି। ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି ୩୦ ଦିନିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ପୁଟିନ୍‌ ମଧ୍ୟ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ଥିବା ପରି ମନେହୁଏ, କିନ୍ତୁ ସେ ଏକ…

ଭାରତର ପ୍ରଶ୍ନରେ ଘାଇଲା ହେଲା ବାଂଲାଦେଶ, ଏବେ ଉପଦେଶ ଦେଉଛନ୍ତି ୟୁନୁସ ସରକାର

ଢାକା,୧୪।୩: ବାଂଲାଦେଶରେ ଚାଲିଥିବା ମୌଳବାଦ ଏବଂ ସଂଖ୍ୟାଲଘୁଙ୍କ ପ୍ରତି ଦୁର୍ବ୍ୟବହାର ଉପରେ ଭାରତ ଗଭୀର ଚିନ୍ତା ପ୍ରକାଶ କରିଛି। ଏହା ଉପରେ, ବାଂଲାଦେଶ ଭାରତ ଦ୍ୱାରା ଉଠାଯାଇଥିବା ପ୍ରଶ୍ନର ଉତ୍ତର ଦେଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ରଫିକୁଲ ଆଲାମ…

ପୁଟିନଙ୍କୁ କଡ଼ା ଜବାବ ଦେଲେ ଜେଲନସ୍କି, କହିଲେ ସେ ଯୁଦ୍ଧ ବିରତି ଚାହୁଁ ନ ଥିଲେ ଟ୍ରମ୍ପଙ୍କ ଡରରେ…

କ୍ୱିଭ,୧୪।୩: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ଦ୍ୱାରା ପ୍ରଦାନ କରାଯାଇଥିବା ୩୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବ ପ୍ରତି ସଂକୋଚ ଦେଖାଇବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମାଲୋଚନା କରିଛନ୍ତି। ଏହା ସହିତ, ସେ ପୁଟିନଙ୍କ ଉପରେ ଯୁଦ୍ଧବିରତିକୁ ନେଇ…

ଆମେରିକା କୋର୍ଟରୁ ଟ୍ରମ୍ପକୁ ଲାଗିଲା ବଡ଼ ଝଟକା! ଏହି ମାମଲାରେ ଶୁଣାଇଲେ ରାୟ

ଓ୍ବାଶିଂଟନ,୧୪।୩: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଗଣ ଛଟେଇର ସମ୍ମୁଖୀନ ହେଉଥିବା ହଜାର ହଜାର ଫେଡେରାଲ କର୍ମଚାରୀଙ୍କୁ ପୁନଃସ୍ଥାପନ କରିବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଛଅଟି ଫେଡେରାଲ ଏଜେନ୍ସିକୁ ଦିଆଯାଇଥିଲା, ଯେଉଁଥିରେ ଟ୍ରେଜେରୀ, ଭେଟେରାନ ବ୍ୟାପାର,…

କାହିଁକି ଭାରତକୁ ପ୍ରଶଂସା କଲେ ପୁଟିନ? ଜାଣନ୍ତୁ ଏହା ପଛର କାରଣ

ମସ୍କୋ,୧୪।୩: କ୍ୱିଭର ଯୁଦ୍ଧବିରତି ପ୍ରସ୍ତାବ ଉପରେ ତାଙ୍କର ପ୍ରଥମ ସାର୍ବଜନୀନ ମନ୍ତବ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱ ନେତାମାନଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେ ୟୁକ୍ରେନ-ରୁଷିଆ ବିବାଦର ଅନ୍ତ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଜଳିଗଲା ୧୭୨ ଯାତ୍ରୀଥିବା ବିମାନ, ଡେନଭର ବିମାନ ବନ୍ଦରରେ ଭୟର ବାତାବରଣ, ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ,୧୪।୩: ଆମେରିକାର ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆମେରିକୀୟ ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିବା ପରେ ଏଠାରେ ଭୟଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ବିମାନରେ ଥିବା ୧୭୨ ଜଣ ଯାତ୍ରୀଙ୍କୁ ଶୀଘ୍ର ବାହାରକୁ ବାହାର କରାଯାଇଥିଲା।…

କୁର୍କ୍ସର ସର୍ବବୃହତ୍‌ ସହରକୁ ପୁଣି ଦଖଲକଲା ରୁଷିଆ

ମସ୍କୋ,୧୪।୩ ୟୁକ୍ରେନ୍‌ ଯୁଦ୍ଧର ଅବସାନ ନିମନ୍ତେ ଆଲୋଚନା ପାଇଁ ଆମେରିକାର ପ୍ରତିନିଧିମାନେ ମସ୍କୋ ଗସ୍ତରେ ଯାଉଥିବାବେଳେ ରୁଷିଆ ଗୁରୁବାର କୁର୍କ୍ସର ସର୍ବବୃହତ୍‌ ସହରକୁ ପୁନର୍ବାର ନିଜ ଦଖଲକୁ ନେଇଛି। ରୁଷିଆ ସୈନ୍ୟମାନେ କୁର୍କ୍ସ ସୀମାବର୍ତ୍ତୀ ସୁଦ୍‌ଝା ସହରରୁ ୟୁକ୍ରେନ୍‌ ସୈନ୍ୟଙ୍କୁ ତଡ଼ିଦେବା…

ବିଳମ୍ବ ହେବ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବାଶିଂଟନ୍‌, ୧୪।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ସାଥୀ ନାସା ମହାକାଶଚାରୀ ବୁଚ୍‌ ଓ୍ବିଲ୍‌ମୋରଙ୍କର ପୃଥିବୀ ପ୍ରତ୍ୟାବର୍ତ୍ତନ ପୁଣିଥରେ ବିଳମ୍ବିତ ହୋଇଛି। ଉଭୟଙ୍କୁ ଫେରାଇ ଆଣିବା ପାଇଁ ସ୍ପେସ୍‌ ଏକ୍ସ’ର ‘କ୍ରିଉ ୧୦ ମିଶନ’କୁ ଆମେରିକୀୟ ସମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri