ଟ୍ରମ୍ପଙ୍କ ବଡ଼ ଘୋଷଣା, ସେନାରୁ ହଟାଯିବ ଟ୍ରାନ୍ସଜେଣ୍ଡର ଯବାନ
ଓ୍ବାଶିଂଟନ୍,୨୭।୨: ଟ୍ରାନ୍ସଜେଣ୍ଡର ସୈନିକଙ୍କ ସମ୍ପର୍କରେ ଆମେରିକା ଏକ ବଡ଼ ଘୋଷଣା କରିଛି। ପେଣ୍ଟାଗନ ଏକ ବିବୃତ୍ତିରେ କହିଛି ଯେ ଯଦି ପ୍ରତ୍ୟେକ ମାମଲା ଆଧାରରେ ସେମାନଙ୍କୁ ଛାଡ ନ ମିଳେ, ତେବେ ଆମେରିକା ୩୦ ଦିନ ମଧ୍ୟରେ ସେନାରୁ ଟ୍ରାନ୍ସଜେଣ୍ଡର ସୈନିକଙ୍କୁ…
ସୁଧୁରୁନି ଚାଇନା…ସୀମା ନିକଟରେ ଆରମ୍ଭ କଲା ସାମରିକ ଅଭ୍ୟାସ
ବେଜିଂ,୨୬।୨: ବେଜିଂ ଏବଂ ତାଇପେଇ ମଧ୍ୟରେ ପୂର୍ବରୁ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ପୁଣି ଥରେ ତାର ଦାଦାଗିରି ଦେଖାଇଛି। ଡ୍ରାଗନ ତାଇୱାନର ବହୁତ ନିକଟରେ କୌଣସି ସୂଚନା କିମ୍ବା ଚେତାବନୀ ବିନା ଲାଇଭ ଫାୟାର ସାମରିକ ତାଲିମ ଆରମ୍ଭ କରିଛି।…
Bangladesh New Political Party: ହାସିନାଙ୍କୁ ତଡିଥିଲେ, ଏବେ ନୂଆ ଦଳ ଗଢିବେ ଛାତ୍ରନେତା, ବାଂଲଦେଶ ରାଜନୀତିରେ ହଇଚଇ
ଢାକା,୨୬।୨: ବାଂଲାଦେଶରେ ଲାଗି ରହିଛି ରାଜନୈତିକ ଅସ୍ଥିରତା । ଯେଉଁ ଛାତ୍ର ନେତାମାନଙ୍କ ଯୋଗୁଁ ଶେଖ ହାସିନାଙ୍କ ସରକାରର ପତନ ଘଟିଥିଲା, ସେହି ନେତାମାନେ ଏବେ ଏକ ନୂତନ ରାଜନୈତିକ ଦଳ ଗଠନ କରିବା ନେଇ ଘୋଷଣା କରିଛନ୍ତି। ଶେଖ ହାସିନାଙ୍କ…
ପାକିସ୍ତାନରେ ଶେଷ ହୋଇଯିବ କ୍ରିକେଟ: ଜେଲରେ ଥାଇ ବିସ୍ଫୋରକ ବୟାନ ଦେଲେ ପୂର୍ବତନ ଅଧିନାୟକ ଇମ୍ରାନ୍ ଖାନ
ଇସଲାମାବାଦ,୨୬।୨: ବିଶ୍ୱକପ ବିଜେତା ପୂର୍ବତନ ଅଧିନାୟକ ଇମ୍ରାନ୍ ଖାନ ଭାରତଠାରୁ ପାକିସ୍ତାନର ପରାଜୟ ଏବଂ ଚାମ୍ପିଅନ୍ସ ଟ୍ରଫିରୁ ବିଦାୟ ଉପରେ ନିରାଶା ପ୍ରକାଶ କରିଛନ୍ତି। ତାଙ୍କ ଭଉଣୀ ଆଲିମା ଖାନ ଏହି ସୂଚନା ଦେଇଛନ୍ତି। ରାୱଲପିଣ୍ଡିର ଆଦିଆଲା ଜେଲରେ ପୂର୍ବତନ ପାକିସ୍ତାନ…
Military Aircraft Crashed: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ: ୪୬ ମୃତ, ବଢିପାରେ ମୃତ୍ୟୁସଂଖ୍ୟା
ସୁଡାନ,୨୬।୨: ସୁଡାନର ସାମରିକ ବିମାନ ଓମଡୁରମାନ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅତି କମ୍ରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବୁଧବାର ସାମରିକ ଏବଂ ସ୍ବାସ୍ଥ୍ୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ସେନା ପକ୍ଷରୁ…
ଭାରତ ସହ ଡବଲ ଗେମ୍ ଖେଳିଲେ ଟ୍ରମ୍ପ, ଭାରତକୁ ଅଫର କରି ପାକିସ୍ତାନକୁ ଦେଇଦେଲେ! ଚିନ୍ତାରେ ମୋଦି
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୨୬।୨: ଭାରତକୁ ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ F-35 ପ୍ରଦାନ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ’ଣ ଭାରତ ସହିତ ଡବଲ ଖେଳ ଖେଳିଛନ୍ତି? ଏବେ ଏହି ପ୍ରଶ୍ନ ଉଠିବାର କାରଣ ହେଉଛି ଆମେରିକା ପାକିସ୍ତାନକୁ F-16 ଲଢ଼ୁଆ…
US Gold Card Visa: ଟ୍ରମ୍ପଙ୍କ ବଡ଼ ଘୋଷଣା, ଏତିକି ଟଙ୍କା ଖର୍ଚ୍ଚ କଲେ ଆମେରିକାରେ ମିଳିଯିବ ନାଗରିକତା
ଓ୍ବାଶିଂଟନ୍,୨୬।୨: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଥିଲେ। ସମ୍ପ୍ରତି, ବେଆଇନ ଭାବରେ ଆମେରିକାରେ ପ୍ରବେଶ କରିଥିବା ଅଣ-ନାଗରିକମାନଙ୍କୁ ଦେଶରୁ ଖାଲି କରୁଛନ୍ତି ଟ୍ରମ୍ପ…
India-Bangladesh: ହାସିନାଙ୍କୁ ନେଇ ଉତ୍ତେଜନା ମଧ୍ୟରେ ଭେଟିପାରନ୍ତି ମୋଦି-ୟୁନୁସ୍
ନୂଆଦିଲ୍ଲୀ/ଢାକା,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ଙ୍କୁ ଭେଟିପାରନ୍ତି। ଏହି ବୈଠକ ଚଳିତ ବର୍ଷ ଏପ୍ରିଲରେ ବ୍ୟାଙ୍କକରେ ଅନୁଷ୍ଠିତ ହେବାକୁ ଥିବା BIMSTEC ସମ୍ମିଳନୀ ସମୟରେ ହୋଇପାରେ। ଅଗଷ୍ଟ ୨୦୨୪ରେ ବାଂଲାଦେଶରେ ଶେଖ ହାସିନା…
ସକାଳୁ ସକାଳୁ ଭୟଙ୍କର ଭୂମିକମ୍ପ: ଭୟରେ ଦୌଡିଲେ ଲୋକେ
ଦୁବାଇ,୨୫।୨: ସକାଳୁ ସକାଳୁ ଥରିଲା ଇଣ୍ଡୋନେସିଆ। ଇଣ୍ଡୋନେସିଆର ଉତ୍ତର ସୁଲାୱେସି ପ୍ରଦେଶର ଉପକୂଳରେ ୬.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଅନୁଭବ କରିବା ମାତ୍ରେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଏହି ଭୂମିକମ୍ପରେ ହୋଇଥିବା କ୍ଷୟକ୍ଷତି…
୩୦ ଦିନ ମଧ୍ୟରେ ପତନ ହେବ ଟ୍ରମ୍ପଙ୍କ ସରକାର, ଆସିଲା ବଡ଼ ଭବିଷ୍ୟବାଣୀ, ବିଶ୍ୱରେ ହଇଚଇ
ଓ୍ବାଶିଂଟନ୍,୨୬।୨: ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ। ଏହା ପରେ ସେ ଅନେକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଚନ୍ତି, ଯାହାର ପ୍ରଭାବ କେବଳ ଆମେରିକାରେ ନୁହେଁ ବରଂ ଭାରତ…
୧୯୮୭ରେ ରୁଷିଆର ଗୁପ୍ତଚର ଥିଲେ ଟ୍ରମ୍ପ୍
ମସ୍କୋ,୨୬ା୨: ୧୯୮୭ରେ ଡୋନାଲ୍ଡ ଟ୍ରମ୍ପ୍ ରୁଷିଆର ଗୁପ୍ତଚର ନିଯୁକ୍ତ ହୋଇଥିଲେ ବୋଲି କେଜିବିର ପୂର୍ବତନ ଅଫିସର ଅଲ୍ନୁର ମୁସାୟେଭ୍ ଅଭିଯୋଗ ଆଣି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେତେବେଳେ ଟ୍ରମ୍ପ୍ଙ୍କ କୋଡ୍ ନେମ୍ ‘କ୍ରାସ୍ନୋଭ୍’ ରଖାଯାଇଥିଲା। ମୁସାୟେଭ୍ଙ୍କ ଏହି ଅଭିଯୋଗକୁ ନେଇ ଗଣମାଧ୍ୟମରେ…
ଜାତିସଂଘ ପ୍ରସ୍ତାବ ବିରୋଧରେ ଭୋଟ ଦେଲା ଆମେରିକା
ଜାତିସଂଘ,୨୬।୨: ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିବାର ୩ ବର୍ଷ ପରେ ଆମେରିକା ଏବଂ ୟୁରୋପୀୟ ମେଣ୍ଟ ମଧ୍ୟରେ ଫାଟ ଦେଖାଦେଇଛି। ୟୁକ୍ରେନ୍ ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରି ଜାତିସଂଘରେ ସୋମବାର ଅଣାଯାଇଥିବା ୩ଟି ପ୍ରସ୍ତାବ ସପକ୍ଷରେ ଭୋଟ…
Archives


