ପୁନଃ ଅବସ୍ଥାନ ପାଇଁ ଆଇସ୍ଲାଣ୍ଡ ପ୍ରଥମ ପସନ୍ଦ
ଓ୍ବାଶିଂଟନ୍, ୧୪।୩: ଆମେରିକୀୟ ଅନ୍ଲାଇନ ରେମିଟାନ୍ସ କମ୍ପାନୀ ରେମିଟ୍ଲି ପକ୍ଷରୁ ଗୁରୁବାର ‘ରେମିଟ୍ଲି ଇମିଗ୍ରେଶନ ଇଣ୍ଡେକ୍ସ ୨୦୨୫’ ଜାରି ହୋଇଛି। ଏହି ସୂଚକାଙ୍କ ଅନୁଯାୟୀ, ୨୦୨୫ରେ ପୁନଃ ଅବସ୍ଥାନ ପାଇଁ ସର୍ବୋତ୍ତମ ଦେଶଗୁଡ଼ିକର ତାଲିକାରେ ଆଇସ୍ଲାଣ୍ଡ ସର୍ବାଗ୍ରେ ରହିଛି। ଭାରତ ଏହି…
ଅସ୍ତ୍ରବିରତି ପାଇଁ ରୁଷିଆ ପ୍ରସ୍ତୁତ, ହେଲେ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଦେଲେ ପୁଟିନ୍, ବିଶ୍ୱରେ ହଇଚଇ
ମସ୍କୋ,୧୩।୩: ୟୁକ୍ରେନ ସହିତ ଶାନ୍ତି ଚୁକ୍ତିନାମା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭ୍ଲାଦିମିର ପୁଟିନ୍ କହିଛନ୍ତି ଯେ ରୁଷିଆ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ। ତଥାପି, ସେ ଅସ୍ତ୍ରବିରତି…
ଟ୍ରେନ୍ ଅପହରଣ ପରେ ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୧୦ ଆତଙ୍କବାଦୀଙ୍କୁ ନିହତ କଲା ସେନା
ଇସଲାମାବାଦ,୧୩।୩: ଗୁରୁବାର ପାକିସ୍ତାନ ସେନା ଦାବି କରିଛି ଯେ ଖାଇବର ପଖତୁନଖୱାର ଦକ୍ଷିଣ ୱାଜିରିସ୍ତାନ ଜିଲାର ଏକ ଫ୍ରଣ୍ଟିୟର୍ କର୍ପସ ଶିବିର ନିକଟରେ ଆତ୍ମଘାତୀ ବୋମା ଆକ୍ରମଣ ହୋଇଛି। ଏଥିରେ ୧୦ ଜଣ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।…
“ୟୁକ୍ରେନ ସେନା ପାଇଁ ଆଶ୍ବସ୍ତି”: ଯୁଦ୍ଧବିରତି ପ୍ରସ୍ତାବକୁ ସମାଲୋଚନା କଲେ ପୁଟିନଙ୍କ ପ୍ରମୁଖ ସହଯୋଗୀ
ମସ୍କୋ,୧୩ା୩: ଶୁକ୍ରବାର କ୍ରେମଲିନର ଜଣେ ପ୍ରମୁଖ ସହଯୋଗୀ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ପାଇଁ ଆମେରିକା-ୟୁକ୍ରେନ ପ୍ରସ୍ତାବକୁ ସମାଲୋଚନା କରି କହିଛନ୍ତି ଯେ ଏହା କେବଳ ୟୁକ୍ରେନ ସେନା ପାଇଁ ଏକ “ନିଶ୍ୱାସ” ହେବ। “ଏହା ୟୁକ୍ରେନ ସେନା ପାଇଁ…
ସାରା ବିଶ୍ୱରେ ରାଜ୍ କରିବ ଚାଇନା, ଭାରତ-ଆମେରିକାକୁ ଲାଗିବ ବଡ଼ ଝଟକା
ବେଜିଂ,୧୩।୩: ଆଗାମୀ କିଛି ବର୍ଷ ମଧ୍ୟରେ ଚାଇନା ଉତ୍ପାଦନ କ୍ଷେତ୍ରରେ ବିଶ୍ୱରେ ରାଜ କରିବାକୁ ଯାଉଛି। ଏକ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ ଦାବି କରାଯାଇଛି ଯେ ମେଡ ଇନ ଚାଇନା ୨୦୨୫ ଚାଇନା ସ୍ମାର୍ଟ ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଅନ୍ୟ…
ହଠାତ୍ ବେଲୁଚିସ୍ତାନ କାହିଁକି ପହଞ୍ଚିଲେ ପାକ୍ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର କାରଣ
ଇସଲାମାବାଦ,୧୩।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର (୧୩ ମାର୍ଚ୍ଚ, ୨୦୨୫) ବେଲୁଚିସ୍ତାନ ଗସ୍ତ କରିଥିଲେ। ଜାଫର ଏକ୍ସପ୍ରେସ ଅପହରଣ ମାମଲାର ପୀଡିତଙ୍କୁ ଭେଟଛନ୍ତି ଶେହବାଜ ସରିଫ। ଏହା ବ୍ୟତୀତ, ସେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା କମାଣ୍ଡୋମାନଙ୍କୁ ମଧ୍ୟ ଭେଟିଥିଲେ,…
ସୁନୀତା ୱିଲିୟମ୍ସଙ୍କୁ କେତେ ଦରମା ଦିଏ ନାସା, ଆଉ କେଉଁ କେଉଁ ସୁବିଧା ସବୁ ମିଳେ, ଜାଣନ୍ତୁ…
ନୂଆଦିଲ୍ଲୀ,୧୩।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ବୁଚ ୱିଲମୋର ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ଫସି ରହିଛନ୍ତି। ତାଙ୍କ ଫେରିବା ଉପରେ ସାରା ବିଶ୍ୱର ନଜର ରହିଛି। ନାସା କହିଥିଲା ଯେ ସେମାନଙ୍କର…
Jaffar Express Hijack: ଆମେ ୭୫ ସେମାନେ ଶହ ଶହ, ଶେଷ ଗୁଳି ପର୍ଯ୍ୟନ୍ତ ଲଢିଲୁ, ବଞ୍ଚିଯାଇଥିବା ପୋଲିସ ଅଧିକାରୀ ଶୁଣାଇଲେ…
ଇସଲାମାବାଦ,୧୩।୩: ମଙ୍ଗଳବାର ସାରେ କ୍ୱେଟାରୁ ପାକିସ୍ତାନର ପେଶାୱାର ଯାଉଥିବା ଜାଫର ଏକ୍ସପ୍ରେସକୁ ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନୀ ସେନା ଏହି ଟ୍ରେନକୁ BLA କବଳରୁ ମୁକ୍ତ କରିଥିଲା। ଟ୍ରେନରେ ଥିବା…
ମୋଦି ମରିସସ୍କୁ କାହିଁକି ନେଲେ ମହାକୁମ୍ଭ ଜଳ, ଜାଣନ୍ତୁ କାହା ଇଚ୍ଛା କଲେ ପୂରଣ…
ନୂଆଦିଲ୍ଲୀ,୧୩ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ମରିସସ୍ ଗସ୍ତର ଦ୍ୱିତୀୟ ଦିନରେ ପବିତ୍ର ଗଙ୍ଗା ପୁଷ୍କରିଣୀ ପରିଦର୍ଶନ କରିଥିଲେ ଏବଂ ମହାକୁମ୍ଭ ସମୟରେ ତ୍ରିବେଣୀ ସଙ୍ଗମରୁ ଅଣାଯାଇଥିବା ପବିତ୍ର ଜଳକୁ ମଧ୍ୟ ଏଠାରେ ଢାଳିଥିଲେ। ମରିସସ୍ର ସ୍ଥାନୀୟ ଲୋକମାନେ…
ବୈଠକ ମଝିରେ ଉପରାଷ୍ଟ୍ରପତିଙ୍କ ଗୋଡ଼ ଆଡକୁ କାହିଁକି ଇସାରା କଲେ ଟ୍ରମ୍ପ?ଜାଣନ୍ତୁ ଏହାର କାରଣ
ଓ୍ବାଶିଂଟନ,୧୩।୩: ଆମେରିକାର ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ, ଏତେ ଶକ୍ତିଶାଳୀ ବ୍ୟକ୍ତି ତାଙ୍କ ଜୁନିୟରଙ୍କ ମୋଜାକୁ ମଧ୍ୟ ପସନ୍ଦ କରିପାରନ୍ତି। ଏହା ତାଙ୍କୁ ଏତେ ପସନ୍ଦ ଆସିଥିଲା…
ଭାରତର ଅଦୃଶ୍ୟ ‘ଅସ୍ତ୍ର’ ଦେଖି ଚାଇନା-ପାକିସ୍ତାନ ଛାନିଆ
ନୂଆଦିଲ୍ଲୀ,୧୩।୩: ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ ତେଜସ ଆକାଶରୁ ଆକାଶ ସ୍ବଦେଶୀ କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ପଡ଼ୋଶୀ ଦେଶ ଚାଇନା ଏବଂ ପାକିସ୍ତାନ ପାଇଁ ଉତ୍ତେଜନା ସୃଷ୍ଟି କରିପାରେ। ପ୍ରତିରକ୍ଷା ମନ୍ତ୍ରଣାଳୟ…
ପୁଣି ଥରେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଭାବେ ଫେରିବେ ଶେଖ୍ ହସିନା, ଘନିଷ୍ଠ ବନ୍ଧୁ ଭାରତକୁ କହିଲେ ‘ଧନ୍ୟବାଦ’
ଢାକା,୧୩।୩: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ ଦେଶକୁ ଫେରିବାକୁ ଯାଉଛନ୍ତି। ଏନେଇ ତାଙ୍କର ଘନିଷ୍ଠ ସହଯୋଗୀ ଏବଂ ଯୁକ୍ତରାଷ୍ଟ୍ର ଆୱାମୀ ଲିଗର ଉପାଧ୍ୟକ୍ଷ ରାବି ଆଲାମ ଦାବି କରିଛନ୍ତି। ANI ସହିତ ସାକ୍ଷାତକାର ସମୟରେ ବାଂଲାଦେଶର…
Archives


