ଅନ୍ତର୍ଜାତୀୟ

ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି କ୍ଷୁଦ୍ର ଗ୍ରହ, ଧକ୍କା ହେଲେ ଅନେକ କ୍ଷୟକ୍ଷତି ଘଟିବା ଆଶଙ୍କା

ଓ୍ବାଶିଂଟନ୍‌, ୬।୨: ଫୁଟବଲ ପଡ଼ିଆ ଆକାରର ଏକ କ୍ଷୁଦ୍ର ଗ୍ରହ ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ଗତି କରୁଛି। ଏନେଇ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ୨୦୩୨ରେ ଏହି କ୍ଷୁଦ୍ରଗ୍ରହ ପୃଥିବୀ ସହ ଧକ୍କା ହେବାର…

Hasina father’s house on fire: ହାସିନାଙ୍କ ବାପଘରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ, ଆଉ ତା’ ପରେ…

ଢାକା,୬।୨: ପୁଣି ଅଶାନ୍ତ ହେଲା ବାଂଲାଦେଶ। ଶେଖ ହାସିନାଙ୍କ ଭାଷଣକୁ ନେଇ ଦେଶରେ ତୁମୁଳକାଣ୍ଡ ସୃଷ୍ଟି ହୋଇଛି। ଅନଲାନରେ ବିବାଦୀୟ ଭାଷଣକୁ ନେଇ ହାସିନାଙ୍କୁ ଟାର୍ଗେଟ କରାଯାଇଛି। ଏହାକୁ ନେଇ ଶେଖ ହାସିନାଙ୍କ ବାପା ମୁଜିବୁର ରେହମାନଙ୍କ ଘରେ ନିଆଁ ଲଗାଇ…

Champions Trophy 2025: PCBକୁ ଆଉ ଏକ ବଡ଼ ଝଟ୍‌କା, ଏବେ ପାକିସ୍ତାନ ଯିବାକୁ ସଫା ସଫା ମନା କରିଦେଲେ…

ନୂଆଦିଲ୍ଲୀ,୫।୨: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଅମ୍ପାୟାର ନୀତିନ ମେନନ ପାକିସ୍ତାନ ଯିବାକୁ ମନା କରିଦେଇଛନ୍ତି। ରିପୋର୍ଟ ଅନୁସାରେ, ICC ପ୍ୟାନେଲରେ ସାମିଲ ଏହି ଅମ୍ପାୟାର ପାକିସ୍ତାନ ଯାଉନାହାନ୍ତି। ପୂର୍ବରୁ ଭାରତୀୟ ଦଳ ମଧ୍ୟ…

ଗୋଟିଏ ପରେ ଗୋଟିଏ ଜାତିସଂଘ ପରିଷଦରୁ ଅଲଗା ହେଉଛି ଆମେରିକା, ସହାୟତା ରାଶି ଉପରେ ଲାଗିଲା ରୋକ୍‌

ନ୍ୟୁୟର୍କ, ୫।୨: ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)ରୁ ଆମେରିକା ଅଲଗା ହୋଇଛି। ଏନେଇ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦସ୍ତଖତ କରିଛନ୍ତି। ଏହି ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ପାଲେଷ୍ଟେନୀୟ ଶରଣାର୍ଥୀମାନଙ୍କ ପାଇଁ ଆମେରିକା ପକ୍ଷରୁ…

ଅସହ୍ୟ ହେଲାଣି ଆର୍ଥିକ ସଙ୍କଟ, ଭାରତ ସହିତ ସମସ୍ତ ସମସ୍ୟାର ସମାଧାନ ଚାହୁଁଛି ପାକିସ୍ତାନ

ନୂଆଦିଲ୍ଲୀ,୫ା୨: ପାକିସ୍ତାନ ପୁଣିଥରେ କାଶ୍ମୀର ପ୍ରସଙ୍ଗ ଉଠାଇଛି। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୁଧବାର କହିଛନ୍ତି ଯେ ପାକିସ୍ତାନ ଭାରତ ସହିତ କାଶ୍ମୀର ସମେତ ସମସ୍ତ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରିବାକୁ ଚାହୁଁଛି। ସେ କହିଛନ୍ତି ଯେ ତାଙ୍କ ଦେଶ କାଶ୍ମୀର…

ଶକ୍ତିଶାଳୀ ଦେଶ ଆମେରିକାରେ ଚୋରି ହୋଇଗଲା ଲକ୍ଷେ ଅଣ୍ଡା, ଟେନଶନରେ ଟ୍ରମ୍ପ

ଓ୍ବାଶିଂଟନ୍‌,୫।୨: ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ। ଏହା ପରେ ମଧ୍ୟ, ଏଠାକାର ଲୋକମାନେ ଅଣ୍ଡାକୁ ନେଇ ଚିନ୍ତିତ। ଏପରିକି ଅଣ୍ଡା ଚୋରିର ମାମଲା ମଧ୍ୟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଆମେରିକୀୟ ପେନସିଲଭାନିଆ ସହରରେ ଅଣ୍ଡା ଚୋରିର ଏକ ମାମଲା…

ପ୍ରବାସୀ ଭାରତୀୟଙ୍କୁ ବିଦା କରିବା ଲାଗି ପାଣି ଭଳିଆ ଟଙ୍କା ଖର୍ଚ୍ଚ କଲେ ଟ୍ରମ୍ପ, ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଖର୍ଚ୍ଚ ଶୁଣି ଆଶ୍ଚର୍ଯ୍ୟ ହେବେ…

ଓ୍ବାଶିଂଟନ୍‌,୫।୨: ଆମେରିକା ୨୦୫ ଜଣ ଅବୈଧ ଭାରତୀୟ ପ୍ରବାସୀଙ୍କୁ ଦେଶାନ୍ତର କରିବା ପାଇଁ C-୧୭ ଆମେରିକୀୟ ସାମରିକ ବିମାନ ବ୍ୟବହାର କରିଥିଲା। ପ୍ରବାସୀମାନେ ବୁଧବାର (ଫେବୃଆରୀ ୫) ଅପରାହ୍ନରେ ପହଞ୍ଚିବେ। ସାମରିକ ବିମାନ ବ୍ୟବହାର କରି ଦେଶାନ୍ତରର ଏହି ପଦକ୍ଷେପ ପୁଣିଥରେ…

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶରୁ ୧ ଲକ୍ଷ ଅଣ୍ଡା ଚୋରି

ଓ୍ବାଶିଂଟନ,୫।୨: ଆମେରିକା ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ। ଏହା ସତ୍ତ୍ୱେ ଅଣ୍ଡା ପାଇଁ ଏଠାକାର ଲୋକେ ସଂଘର୍ଷ କରୁଛନ୍ତି। ଏଠାରେ ଅଣ୍ଡା ଚୋରି ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଆମେରିକାର ପେନ୍ସିଲଭାନିଆରେ ଅଣ୍ଡା ଚୋରିର ଏକ ଘଟଣା ସାମ୍ନାକୁ ଆସିଛି…

ଭାରତୀୟଙ୍କ ପାଇଁ ଆଉ ଏକ ସମସ୍ୟା ଛିଡା କରିଦେଲେ ଟ୍ରମ୍ପ, ବଦଳିଯିବ ଏହି ନିୟମ! ପ୍ରଭାବିତ ହେବେ…

ଓ୍ବାଶିଂଟନ୍‌,୫।୨: ଆମେରିକାର ରିପବ୍ଲିକାନ ସେନେଟର ରିକ ସ୍କଟ ଏବଂ ଜନ କେନେଡି ଏକ ପ୍ରସ୍ତାବ ଆଗତ କରିଛନ୍ତି । ଯାହାର ଉଦ୍ଦେଶ୍ୟ ହେଉଛି ବାଇଡେନ ପ୍ରଶାସନର ନିୟମକୁ ପ୍ରତ୍ୟାହାର କରିବା, ଯେଉଁଥିରେ ଓ୍ବର୍କ ପରମିଟର ସ୍ବୟଂଚାଳିତ ନବୀକରଣ ଅବଧିକୁ ୧୮୦ ଦିନରୁ…

ଟ୍ରମ୍ପଙ୍କ ବୟାନକୁ ନେଇ ହଙ୍ଗାମା: ଗାଜାକୁ ନେଇ ଦେଲେ ବଡ଼ ବୟାନ

ଓ୍ବାଶିଂଟନ,୫।୨: ଡୋନାଲ୍ଡ ଟ୍ରମ୍ପ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ସେ ଚାହାଁନ୍ତି ଆମେରିକା ଗାଜା ଷ୍ଟ୍ରିପର ମାଲିକାନା ନେଉ ଏବଂ ଅନ୍ୟ ଦେଶରେ ପାଲେଷ୍ଟାଇନୀ ଲୋକଙ୍କୁ ବସତି ଯୋଗାଇ ଏହି ଅଞ୍ଚଳକୁ ପୁନଃବିକାଶ…

ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କୁ ଭେଟିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି: ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ, ୪।୨: ଭାରତ ଏବଂ ଆମେରିକା ଆଗାମୀ ସପ୍ତାହରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୨-୧୪ ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପାଇଁ ଆମେରିକା…

ଟ୍ରମ୍ପଙ୍କୁ ବଡ଼ ଝଟକା: ପ୍ରତିଶୋଧ ନେଲା ଚାଇନା, ଆମେରିକା ଛାନିଆ

ଓ୍ବାଶିଂଟନ୍‌, ଏବେ ବିଶ୍ୱର ଦୁଇ ମହାଶକ୍ତିଶାଳୀ ଦେଶ ଆମେରିକା ଏବଂ ଚାଇନା ମଧ୍ୟରେ ଏକ ଟାରିଫ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଶନିବାର (ଫେବୃଆରୀ ୧)ରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାର ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୧୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri