Pakistan Train Hijack: ବଲୋଚକୁ ପାକିସ୍ତାନ ପଠାଇଲା ୨୦୦ କଫିନ
ଇସଲାମାବାଦ,୧୨।୩: ପାକିସ୍ତାନର ବେଲୁଚିସ୍ତାନରେ ଥିବା ବାଲୁଚ ଲିବରେସନ ଆର୍ମି (BLA) ମଙ୍ଗଳବାର (ମାର୍ଚ୍ଚ ୧୧) ଦିନ ଜାଫର ଏକ୍ସପ୍ରେସ ଟ୍ରେନକୁ ଅପହରଣ କରି ପ୍ରାୟ ୨୦୦ ଯାତ୍ରୀଙ୍କୁ ବନ୍ଧକ କରିଥିଲା। ଏହି ଘଟଣାର ୨୪ ଘଣ୍ଟା ପରେ, କ୍ୱେଟା ରେଳ ଷ୍ଟେଶନକୁ…
Train Hijack: ଆସିଲା ଛାତିଥରା ଭିଡିଓ, ଏମିତି ହୋଇଥିଲା ଷଡଯନ୍ତ୍ର
ଇସଲାମବାଦ,୧୨।୩: ବାଲୁଚ ଲିବରେସନ ଆର୍ମି ପାକିସ୍ତାନ ଟ୍ରେନ ହାଇଜାକ୍ର ପ୍ରଥମ ଭିଡିଓ ଜାରି କରିଛି। ଭିଡିଓରେ, ଜାଫର ଏକ୍ସପ୍ରେସ ଚାରିପାଖରେ BLA ଯୋଦ୍ଧାମାନେ ଦେଖାଯାଉଛନ୍ତି। ଭିଡିଓରେ ଏକ ବିସ୍ଫୋରଣ ହେଉଥିବାର ଦେଖାଯାଉଛି। ବନ୍ଧକମାନଙ୍କୁ ଉଦ୍ଧାର କରିବା ପାଇଁ ପାକିସ୍ତାନୀ ସୁରକ୍ଷା ବାହିନୀର…
ମରିସସକୁ ମିଳିଲା ଭାରତର ସହଯୋଗ, ମୋଦି କହିଲେ ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ କ୍ଷେତ୍ରରେ କରିବେ ସାହାଯ୍ୟ
ନୂଆଦିଲ୍ଲୀ/ପୋର୍ଟ ଲୁଇସ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ମରିସସ ଗସ୍ତରେ ଅଛନ୍ତି। ବୁଧବାର ସେ ମରିସସର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହା ପରେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ…
ସ୍ତ୍ରୀଙ୍କ ସହ ଭାରତ ଆସିବେ ଜେଡି ଭାନ୍ସ, ଶ୍ୱଶୁର ଘରେ ହେବ ଚର୍ଚ୍ଚା
ନୂଆଦିଲ୍ଲୀ,୧୨।୩: ନୂତନ ଆମେରିକୀୟ ପ୍ରଶାସନର ଦୁଇଜଣ ଶୀର୍ଷ ଅଧିକାରୀ ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ। ତାଙ୍କ ବ୍ୟତୀତ, ଆମେରିକାରେ ଟ୍ରମ୍ପଙ୍କ ବିଶ୍ୱସ୍ତ…
ଅର୍ଥନୈତିକ, ସାମାଜିକ ପ୍ରଗତି ପଥରେ ଭାରତ-ମରିସସ୍ ପରସ୍ପରର ସାଥୀ
ପୋର୍ଟ ଲୁଇସ୍, ୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମଙ୍କ ଉପସ୍ଥିରେ ବୁଧବାର ୨ ଦେଶ ମଧ୍ୟରେ ଆପରାଧିକ ଯାଞ୍ଚ୍, ସାମୁଦ୍ରିକ ଟ୍ରାଫିକ ନୀରିକ୍ଷଣ, ଭିତ୍ତିଭୂମି କୂଟନୀତି, ବାଣିଜ୍ୟ, ଦକ୍ଷତା ବୃଦ୍ଧି, ମହାସାଗର ଅର୍ଥନୀତି ଆଦି…
ମରିସସରେ ନୂଆ ସଂସଦ ଭବନ କରିବ ଭାରତ, ମୋଦିଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୨।୩: ବର୍ତ୍ତମାନ ମରିସସ ଗସ୍ତରେ ଅଛନ୍ତି ପ୍ରଧାମନ୍ତ୍ରୀ ମୋଦି। ସେଠାରେ ସେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି କହିଛନ୍ତି ଯେ, ଭାରତ ମରିସସରେ ଏକ ନୂତନ ସଂସଦ ର୍ନିମାଣରେ ସହଯୋଗ କରିବ। ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମ ଏବଂ…
ବାଂଲାଦେଶରେ ଶେଖ ହାସିନାଙ୍କ ବିରୋଧରେ ନୂଆ ଆକ୍ସନ
ଢାକା,୧୨।୩: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ପୁଣି ବଢ଼ିବା ଦେଖାଦେଇଛି। ଢାକାର ଏକ କୋର୍ଟ ଶେଖ ହାସିନାଙ୍କ ଧାନମୋଣ୍ଡିସ୍ଥିତ ବାସଭବନ ‘ସୁଧାସଦନ’ ଏବଂ ତାଙ୍କ ପରିବାରର ଅନ୍ୟାନ୍ୟ ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଢାକା ଟ୍ରିବ୍ୟୁନ ରିପୋର୍ଟ…
ବେଲୁଚିସ୍ତାନରେ ଟ୍ରେନ ଅପହରଣ ପଛରେ ରହିଛି ଭାରତ: ବଡ଼ ଅଭିଯୋଗ ଆଣିଲେ ପାକିସ୍ତାନ ସରକାର
ଇସଲାମାବାଦ,୧୨।୩: ପାକିସ୍ତାନର ବେଲୁଚିସ୍ତାନରେ ବାଲୁଚ ଲିବରେଶନ ଆର୍ମି (BLA) ଜାଫର ଏକ୍ସପ୍ରେସକୁ ମଙ୍ଗଳବାର ଅପହରଣ କରିଛି। କେବଳ ଏତିକି ନୁହେଁ, ବାଲୁଚ ସେନା ଟ୍ରେନ୍ରେ ଥିବା ସମସ୍ତ ଯାତ୍ରୀଙ୍କୁ ବନ୍ଧକ ରଖିଛି। ଏବେ ସୁଦ୍ଧା ୧୦୪ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।…
ମୁଁ ହିନ୍ଦୁ, ପାକିସ୍ତାନରେ ରହିଲେ ବି ଭାରତର ସବୁ ପର୍ବ ପାଳନ କରେ, ଜାଣନ୍ତୁ କିଏ କାହିଁକି ଦେଲେ ଏମିତି ବୟାନ…
ଇସଲାମାବାଦ/ନୂଆଦିଲ୍ଲୀ,୧୨ା୩: ଏଥର ହୋଲି ପର୍ବ ୧୪ ମାର୍ଚ୍ଚରେ ପାଳନ କରାଯିବ। ଏହି ସମୟରେ ସାରା ଦେଶରେ ହୋଲି ପର୍ବ ପାଇଁ ପ୍ରସ୍ତୁତି ଚାଲିଛି। ଅନେକ ସମୟରେ ଭାରତର ପଡ଼ୋଶୀ ଦେଶ ପାକିସ୍ତାନରୁ ଚର୍ଚ୍ଚିତ ଖବର ଆସିଥାଏ ଯେ, ସେଠାରେ ହିନ୍ଦୁମାନଙ୍କୁ ହୋଲି…
ଏଲନ ମସ୍କଙ୍କୁ ଖୁସି କରିବା ପାଇଁ ଏମିତି କାମ କଲେ ଡୋନାଲ୍ଡ ଟ୍ରମ୍ପ: ସବୁଠି ହେଉଛି ଚର୍ଚ୍ଚା
ଓ୍ବାଶିଂଟନ୍,୧୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ କିଛି ମାସ ଧରି ଲଗାତାର ହେବ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଟ୍ରମ୍ପ ଏବଂ ମସ୍କ ଏକ ଟେସଲା କାର…
ଅପହରଣ ଟ୍ରେନକୁ କାହିଁକି ମୁକ୍ତ କରିପାରିନାହିଁ ପାକିସ୍ତାନ ସେନା? ଉଦ୍ଧାର ହୋଇଥିବା ବ୍ୟକ୍ତି କଲେ ଆଶ୍ଚର୍ଯ୍ୟଜନକ ଖୁଲାସା
ଇସଲାମାବାଦ,୧୨।୩: ପାକିସ୍ତାନ ଟ୍ରେନ ଅପହରଣ ଘଟଣାକୁ ୨୦ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ପାକିସ୍ତାନୀ ସେନା ଏପର୍ଯ୍ୟନ୍ତ ଜାଫର ଏକ୍ସପ୍ରେସକୁ ବାଲୁଚ ଆତଙ୍କବାଦୀଙ୍କ କବଳରୁ ମୁକ୍ତ କରିପାରିନାହିଁ। ମଙ୍ଗଳବାର ରାତିରେ ପାକିସ୍ତାନ ସେନା ଏବଂ ସୁରକ୍ଷା ବାହିନୀ ଜାଫର ଏକ୍ସପ୍ରେସକୁ…
ବଡ଼ ଘୋଷଣା କଲା ୟୁକ୍ରେନ: ରୁଷିଆ ବିରୋଧରେ ୩୦ ଦିନିଆ ଅସ୍ତ୍ରବିରତି କରିବାକୁ ହେଲା ରାଜି
ମସ୍କୋ,୧୨।୩: ରୁଷିଆ-ୟୁକ୍ରେନ ଯୁଦ୍ଧରେ ଏକ ବଡ଼ ଘଟଣା ଘଟିଛି। ମଙ୍ଗଳବାର ସାଉଦି ଆରବରେ ୟୁକ୍ରେନୀୟ ଏବଂ ଆମେରିକୀୟ ଅଧିକାରୀମାନେ ଶାନ୍ତି ଆଲୋଚନା କରିଥିଲେ। ଏହି ବୈଠକରେ ଆମେରିକା ଦ୍ୱାରା ପ୍ରସ୍ତାବିତ ୩୦ ଦିନିଆ ଅସ୍ତ୍ରବିରତିକୁ ଗ୍ରହଣ କରାଯାଇଛି। ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସ୍କି…
Archives


