ହମାସକୁ ଧମକ ଦେଲେ ଟ୍ରମ୍ପ, ବନ୍ଧକଙ୍କୁ ନ ଛାଡିଲେ ଭୋଗିବାକୁ ପଡିବ ପରିଣାମ
ଓ୍ବାଶିଂଟନ,୧୫।୨: ଗାଜାରେ ହମାସ ଦ୍ୱାରା ବନ୍ଧକଙ୍କୁ ମୁକ୍ତ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଶୁକ୍ରବାର କହିଥିଲେ ଯେ ଯଦି ସମସ୍ତ ବନ୍ଧକଙ୍କୁ ଶନିବାର (ଫେବୃଆରୀ ୧୫) ଅପରାହ୍ନ (ସ୍ଥାନୀୟ ସମୟ) ସୁଦ୍ଧା…
ଭାରତୀୟ ଖବରଦାତାଙ୍କ ଉପରେ ବିଗିଡ଼ିଲେ ଟ୍ରମ୍ପ୍, ଜାଣନ୍ତୁ କାହିିଁକି…
ଓ୍ବାଶିଂଟନ,୧୫।୨ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରାଷ୍ଟ୍ରପତି ଟ୍ରମ୍ପ୍ ମିଳିତ ପ୍ରେସ୍ କନ୍ଫରେନ୍ସକୁ ସମ୍ବୋଧିତ କରୁଥିବାବେଳେ ଜଣେ ଭାରତୀୟ ଖବରଦାତାଙ୍କ ଉପରେ ବିଗିଡ଼ିଥିଲେ। ଆମେରିକାରେ ଭାରତ ବିରୋଧୀ କାର୍ଯ୍ୟକଳାପ ନେଇ ଖବରଦାତା ଜଣକ ଟ୍ରମ୍ପ୍ଙ୍କୁ ପ୍ରଶ୍ନ କରିଥିଲେ। ଏଠାରେ ଭାରତ ବିରୋଧୀ…
ମସ୍କଙ୍କ ମାଲିକାନା ପରେ ଏକ୍ସରେ ଘୃଣା ମନ୍ତବ୍ୟ ୫୦% ବଢ଼ିଛି
ଓ୍ବାଶିଂଟନ,୧୫।୨: ଆମେରିକୀୟ ବିଲିୟନେୟାର ଏଲନ୍ ମସ୍କ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଏକ୍ସ’କୁ କିଣିବା ପରେ ଏହି ପ୍ଲାଟ୍ଫର୍ମରେ ଘୃଣା ମନ୍ତବ୍ୟ ପୂର୍ବାପେକ୍ଷା ୫୦ ପ୍ରତିଶତ ବଢ଼ିଥିବା ଏକ ନୂଆ ବିଶ୍ଳେଷଣରେ ଦର୍ଶାଯାଇଛି। ବର୍କେଲସ୍ଥିତ ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ଗବେଷକମାନେ ମଧ୍ୟ ୨୦୨୩…
ବିଶ୍ୱର ଧନି ବ୍ୟକ୍ତିଙ୍କୁ ଲାଗିଲା ଜବରଦସ୍ତ ଝଟକା
ଓ୍ବାଶିଂଟନ,୧୫।୨: ଓପନଏଆଇ୯୭.୪ବିଲିୟନ ଡଲାରରେ କମ୍ପାନୀ କିଣିବା ପାଇଁ ଏଲୋନ ମସ୍କ ଦେଇଥିବା ଅଫରକୁ ପ୍ରତ୍ୟାଖ୍ୟାନ କରିଛ। OpenAI ସାମ ଆଲ୍ଟମ୍ୟାନ ଦ୍ୱାରା ପରିଚାଳିତ । ଓପନଏଆଇର ବୋର୍ଡ ଅଧ୍ୟକ୍ଷ ବ୍ରେଟ ଟେଲର କହିଛନ୍ତି ଯେ ମସ୍କଙ୍କ ପ୍ରସ୍ତାବ କେବଳ ତାଙ୍କ ପ୍ରତିଯୋଗୀଙ୍କୁ…
ଛାଡପତ୍ର ଗୁଜବରେ ବ୍ରେକ ଲଗାଇଲେ ଓବାମା! ଭାଲେଣ୍ଟାଇନ ଡେ’ରେ ମିଶେଲଙ୍କ ପାଇଁ ପୋଷ୍ଟ କଲେ…
ଓ୍ବାଶିଂଟନ,୧୫।୨: ଛାଡପତ୍ରର ଗୁଜବ ତଥା ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଶୁକ୍ରବାର (ଫେବୃଆରୀ ୧୪) ଭାଲେଣ୍ଟାଇନ୍ସ ଡେରେ ତାଙ୍କ ପତ୍ନୀ ମିସେଲ ଓବାମାଙ୍କ ସହ ନିଆଯାଇଥିବା ସେଲଫି ପୋଷ୍ଟ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି…
ଆକ୍ସନ ମୋଡ୍ରେ ଟ୍ରମ୍ପ-ମସ୍କ: ୧୦ ହଜାର ଲୋକଙ୍କ ଚାକିରି ଗଲା
ଓ୍ବାଶିଂଟନ୍,୧୫।୨:ଆମେରିକାରେ କ୍ଷମତା ଗ୍ରହଣ କରିବା ପରେ, ରାଷ୍ଟ୍ରପତି ଟ୍ରମ୍ପ ଏପର୍ଯ୍ୟନ୍ତ ଅନେକ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଏବଂ ଶିଳ୍ପପତି ଏଲନ ମସ୍କ ଏବେ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦେଶରେ ୧୦ ହଜାର ଲୋକଙ୍କୁ ଚାକିରିରୁ…
ମୋଦି-ଟ୍ରମ୍ପଙ୍କ ସାକ୍ଷାତକୁ ନେଇ ଚାଇନାର ମୁଣ୍ଡବିନ୍ଧିଲା, ସିଧାସିଧା କହିଦେଲା ଏମିତି, ସାରା ବିଶ୍ୱରେ ଚର୍ଚ୍ଚା
ବେଜିଂ/ନୂଆଦିଲ୍ଲୀ,୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକ ଉପରେ ଏକ ମାପଚୁପ ପ୍ରତିକ୍ରିୟା ଦେଇଛି ବେଜିଂ। ଶୁକ୍ରବାର କହିଛି , ଦ୍ୱିପାକ୍ଷିକ ସହଯୋଗରେ ଚାଇନାକୁ ଏକ ପ୍ରସଙ୍ଗ କରାଯିବା ଉଚିତ୍ ନୁହେଁ ଏବଂ…
ମଦ ପ୍ରେମୀଙ୍କ ପାଇଁ ଖୁସିଖବର! ଟ୍ରମ୍ପ-ମୋଦି ନେଲେ ବଡ଼ ନିଷ୍ପତ୍ତି, ଏଣିକି…
ନୂଆଦିଲ୍ଲୀ,୧୫।୨: ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିଗୁଡ଼ିକ ମଧ୍ୟରେ, ଆମେରିକାରୁ ଆମଦାନି ହେଉଥିବା ବର୍ବନ ହ୍ବିସ୍କି ପାଇଁ ମଧ୍ୟ ଏକ ପ୍ରମୁଖ…
ୟୁକ୍ରେନ୍ ଆଣବିକ କେନ୍ଦ୍ରରେ ରୁଷିଆର ଡ୍ରୋନ୍ ଆକ୍ରମଣ
କିଭ୍,୧୫ା୨: ମ୍ୟୁନିକ୍ ସିକ୍ୟୁରିଟି କନ୍ଫରେନ୍ସର ଅବ୍ୟବହିତ ପୂର୍ବରୁ ୟୁକ୍ରେନ୍ ପାଓ୍ବାର ପ୍ଲାଣ୍ଟ ଉପରେ ରୁଷିଆ ଡ୍ରୋନ୍ ଆକ୍ରମଣ କରିଛି। ଗୁରୁବାର ରାତି ୨ଟା ୨ ମିନିଟ୍ରେ ବିଶ୍ୱକୁ ବିକିରଣରୁ ସୁରକ୍ଷା ଦେଉଥିବା ଚେର୍ନୋବିଲ୍ ଆଣବିକ କେନ୍ଦ୍ର ଉପରେ ରୁଷିଆ ପକ୍ଷରୁ ଉଚ୍ଚ…
ଟ୍ରମ୍ପ୍ଙ୍କ ଟାରିଫ୍: ଯେସାକୁ ତେସା
ଓ୍ବାଶିଂଟନ୍/ନୂଆଦିଲ୍ଲୀ(ରଏଟର୍ସ/ଏଜେନ୍ସି),୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର ଠିକ୍ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଏକ ନୂଆ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ଏହା ହେଉଛି ରେସିପ୍ରୋକାଲ୍ ଟାରିଫ୍ ବା ପାରସ୍ପରିକ ଶୁଳ୍କ। ଅର୍ଥାତ୍ ଯେଉଁ ଦେଶଗୁଡ଼ିକ ଆମେରିକାଠାରୁ ଆମଦାନୀ କରୁଥିବା ସାମଗ୍ରୀଗୁଡ଼ିକ ଉପରେ…
ବଡ଼ ଖବର: ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ Sunita Williams
ଓ୍ବାଶିଂଟନ,୧୪।୨: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ସମୟ ରହିବା ପରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲ୍ମୋର ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ। ମହାକାଶରୁ ସେମାନଙ୍କ ସୂଚନା ଅନୁଯାୟୀ ମାର୍ଚ୍ଚ ୧୨ରେ କ୍ରିଉ-୧୦…
ଡିଲ୍ ଫାଇନାଲ୍, ମୋଦିଙ୍କ ଆଗରେ ବଡ଼ ଘୋଷଣା କଲେ Trump, ପାକିସ୍ତାନ ଥରହର
ଓ୍ବାଶିଂଟନ୍,୧୪।୨: ଭାରତ ଏବଂ pakistan ମଧ୍ୟରେ ଦୀର୍ଘ ସମୟ ଧରି ଏକ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ରହିଛି। ଭାରତ ବାରମ୍ବାର ପାକିସ୍ତାନ ଉପରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ କରୁଥିବା ଅଭିଯୋଗ କରିଆସୁଛି। ୨୦୦୮ ମସିହାରେ ମୁମ୍ବାଇ ଆକ୍ରମଣ ଏବଂ ପଠାନକୋଟ ଆକ୍ରମଣ ପରେ…
Archives


