ଅନ୍ତର୍ଜାତୀୟ

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୩୬ ମୃତ

ବେଜିଂ,୨୯।୯: ଚାଇନାର ପୂର୍ବ ଜିଆଙ୍ଗ୍‌ସୁ ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୬ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ…

ପ୍ରଦୂଷଣ ବିରୋଧରେ ବିପ୍ଳବ: ଖାଦ୍ୟ ନଷ୍ଟ ରୋକିବାକୁ ଫ୍ରାନ୍ସର ପ୍ରୟାସ

ପ୍ୟାରିସ୍‌,୨୯ା୯: ପରିବେଶ ପ୍ରଦୂଷଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଏହାର ସମାଧାନ ଦିଗରେ ଫ୍ରାନ୍ସ ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ସାରା ବିଶ୍ୱରେ ପ୍ରତିଦିନ ପ୍ରଚୁର ଖାଦ୍ୟ ନଷ୍ଟ ହୋଇଥାଏ। ପରିବେଶ ପ୍ରଦୂଷଣର ଏହା ଅନ୍ୟତମ…

ଆମେରିକାରେ ଶିଖ୍‌ ପୋଲିସ ଅଫିସରଙ୍କୁ ହତ୍ୟା

ହ୍ୟୁଷ୍ଟନ,୨୯ା୯(ପି.ଟି.): ଆମେରିକାର ଟେକ୍ସାସରେ ଜଣେ ଭାରତୀୟ-ଆମେରିକୀୟ ଶିଖ୍‌ ପୋଲିସ ଅଫିସରଙ୍କୁ ହତ୍ୟା କରାଯାଇଛି। ଆମେରିକା ପୋଲିସ ବିଭାଗରେ ସନ୍ଦିପ୍‌ ସିଂ ଧଲିଓ୍ବାଲଙ୍କୁ ଦାଢ଼ି ରଖିବା ଓ ପଗଡି ବାନ୍ଧିବାକୁ ଅନୁମତି ମିଳିଲାବେଳେ ସବୁ ଜାତୀୟ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା। ଏହି…

ମସ୍ତିଷ୍କରେ ସ୍ମୃତିକୁ ରଖେ ସାଇତି ଏହି ପ୍ରୋଟିନ୍‌…

ମନୁଷ୍ୟ ମସ୍ତିଷ୍କରେ ଛୋଟବେଳଠାରୁ ବଡ ହେବା ପର୍ଯ୍ୟନ୍ତ ଅନେକ ସ୍ମୃତି ରହିଥାଏ। ଧୀରେ ଧୀରେ କେତେକ ଘଟଣା ଭଲ ଭାବେ ମନେ ମଧ୍ୟ ପଡି ନ ଥାଏ। ମସ୍ତିିଷ୍କରେ ବିଭିନ୍ନ ଘଟଣାକୁ ସାଇତି ରଖିବାରେ ଏକେଟି ପ୍ରୋଟିନ୍‌ ମୁଖ୍ୟ ଭୂମିକା ଗ୍ରହଣ…

କଲ୍ଲୀ ପୁରୀଙ୍କୁ ମିଳିଲା ମିଡିଆ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଭାବଶାଳୀ ମହିଳା ସମ୍ମାନ

ଇଂଲଣ୍ଡ,୨୮।୯: ଇଣ୍ଡିଆ ଟୁଡେ ଗ୍ରୁପ୍‌ର ଭାଇସ୍‌ ଚେୟାରମ୍ୟାନ କଲ୍ଲୀ ପୁରୀଙ୍କୁ ‘ଇଣ୍ଡିଆଜ୍‌ ମୋଷ୍ଟ ପାଓ୍ବାରଫୁଲ ଓ୍ବିମେନ ଇନ୍‌ ମିଡିଆ’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଶୁକ୍ରବାର ବ୍ରିଟିଶ ସଂସଦରେ କନ୍‌ଫ୍ଲୁଏନ୍ସ ଏକ୍ସିଲେନ୍ସ ଆଓ୍ବାର୍ଡ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ କଲ୍ଲୀଙ୍କୁ ଉକ୍ତ…

ଆଫଗାନିସ୍ତାନରେ ବିସ୍ଫୋରଣ

କାନ୍ଧାର,୨୮।୯: ଦକ୍ଷିଣ ଆଫଗାନିସ୍ତାନର କାନ୍ଧାର ସହରରେ ଶନିବାର ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୧୫ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଶନିବାର ରାଷ୍ଟ୍ରପତି ନିର୍ବାଚନ ଚାଲୁଥିବା ସମୟରେ ସହରର ଏକ ମତଦାନ କେନ୍ଦ୍ରର…

କଶ୍ମୀର ନୁହେଁ ଚାଇନାରେ ବାସ କରୁଥିବା ମୁସଲମାନ୍‌ଙ୍କ ଚିନ୍ତା କରୁ ପାକିସ୍ତାନ: ଆମେରିକା

ଜେନେଭା, ୨୮।୯: ଆମେରିକା ପକ୍ଷରୁ ଜାତିସଂଘରେ ଆମେରିକା ପକ୍ଷରୁ କଡ଼ାଜବାବ ମିଳିଛି। ଆମେରିକା କହିଛି ଯେ, ପାକିସ୍ତାନ କଶ୍ମୀରରେ ବାସ କରୁଥିବା ମୁସଲମାନ୍‌ଙ୍କ ଚିନ୍ତା ନ କରି ଚାଇନାରେ ଥିବା ମୁସଲମାନ୍‌ଙ୍କ ଚିନ୍ତା କରିବା ଆବଶ୍ୟକ। କଶ୍ମୀରରେ ମୁସଲମାନ୍‌ଙ୍କ ଅବସ୍ଥା ଭଲ…

ଚିକିତ୍ସାରେ ତ୍ରୁଟି ଯୋଗୁ ପ୍ରତିବର୍ଷ ଯାଉଛି ୨୬ ଲକ୍ଷରୁ ଅଧିକ ଜୀବନ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା,୨୮।୯: ପ୍ରତିବର୍ଷ ଚିକିତ୍ସାରେ ତ୍ରୁଟି ଯୋଗୁ ୨୬ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ପ୍ରତିବର୍ଷ ପୃଥିବୀର ୧୩ କୋଟି ୮୦ ଲକ୍ଷରୁ ଅଧିକ ଲୋକ ଚିକିତ୍ସାରେ ତ୍ରୁଟି…

ଆତଙ୍କବାଦୀଙ୍କୁ ପେନସନ୍‌ ଦେଉଛି ପାକିସ୍ତାନ: ଜାତିସଂଘରେ ଭାରତର କଡ଼ା ଜବାବ

ଜେନେଭା,୨୮।୯: ପାକିସ୍ତାନ ଆତଙ୍କବାଦୀଙ୍କୁ ପେନସନ୍‌ ଦେଉଛି। ଏନେଇ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘରେ ଥିବା ଭାରତୀୟ ପ୍ରଥମ ସଚିବ ବିଦିଶା ମିଶ୍ରା ‘ରାଇଟ୍‌ ଟୁ ରିପ୍ଲାଏ’ ଅନ୍ତର୍ଗତ ଏଭଳି ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନ ଜାତିସଂଘର ଦୂରୁପଯୋଗ କରିବା…

ନେପାଳରେ ଭୂକମ୍ପ

କାଠମାଣ୍ଡୁ,୨୮।୯: ନେପାଳରେ ଶନିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଛି। ସକାଳ ଭୂକମ୍ପ ଅନୁଭୂତ ହେବା ପରେ ଭୟଭୀତ ଅବସ୍ଥାରେ ଲୋକମାନେ ଘରୁ ବାହାରକୁ ପଳାଇଆସିଥିଲେ। ତେବେ ଏଥିରେ କେହି ମୃତାହତ ହୋଇ ନ…

ସେଲିବ୍ରିଟି ଦନ୍ତା

କଲମ୍ବୋ: କିଛିଦିନ ତଳେ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲା ‘ଟିକାରି’। କୁପୋଷଣର ଶିକାର ହୋଇଥିବା ହାତୀର କଙ୍କାଳସାର ଶରୀର ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ। ଜୀର୍ଣ୍ଣଶୀର୍ଣ୍ଣ ଶରୀର ସତ୍ତ୍ୱେ ଅମାନବୀୟ ଭାବେ ‘ଟିକାରି’କୁ ସାମିଲ କରାଯାଇଥିଲା ଏସାଲା ସମାରୋହରେ।…

ପାକିସ୍ତାନକୁ ଆମେରିକାର ତାଗିଦ: ହାଫିଜ, ଆଝାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ନ୍ୟୁୟର୍କ,୨୮।୯(ପି.ଟି.): ଭାରତ ସହ ଲାଗି ରହିଥିବା ଉତ୍ତେଜନା ହ୍ରାସ କରିବାକୁ ହେଲେ ହାଫିଜ ସୟିଦ, ମାସୁଦ ଆଝାରଙ୍କ ଭଳି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆମେରିକା ପାକିସ୍ତାନକୁ କହିଛି। ଦୁଇଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ଇସ୍‌ଲାମାବାଦର ସୀମାପାର ଅନୁପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?