ଅନ୍ତର୍ଜାତୀୟ

କେଉଁଠି ବିମାନରେ ନିଆଁ ତ ପୁଣି କେଉଁଠି ରନ ଓ୍ବେରୁ ଖସିଗଲା ବିମାନ,୨୪ ଘଣ୍ଟାରେ ୩ ବଡ଼ ଧରଣର ବିମାନ ଦୁର୍ଘଟଣା

ସିଓଲ/ଅସ୍ତାନା/ଓଟାଓ୍ବା,୨୯।୧୨: ରବିବାର (୨୯ ଡିସେମ୍ବର ୨୦୨୪) ଦକ୍ଷିଣ କୋରିଆର ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟି ୧୭୯ ଜଣଙ୍କର ମୃତ୍ୟୁ ଘଟିଛି। ଉଦ୍ଧାରକାରୀମାନେ ଦୁର୍ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ…

କେମିତି ରନ ଓ୍ବେରୁ ଖସିଗଲା ବିମାନ, ଜଣାପଡିଲା ଅସଲ କାରଣ

ସିଓଲ,୨୯।୧୨: ରବିବାର ଦକ୍ଷିଣ କୋରିଆରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଦକ୍ଷିଣ କୋରିଆର ମୁଆନ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିମାନ ରନୱେରୁ ଖସିଯାଇଥିଲା। ଏହି ଦୁର୍ଘଟଣାରେ ୧୨୦ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କହାଯାଉଛି।…

କ୍ଷମା ମାଗିଲେ ପୁଟିନ୍‌

ମସ୍କୋ,୨୮ା୧୨: ବିମାନ ଦୁର୍ଘଟଣା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ଶନିବାର ତାଙ୍କ ଆଜରବୈଜାନ ପ୍ରତିପକ୍ଷ ଇଲ୍‌ହାମ ଆଲିୟେଭ୍‌ଙ୍କୁ କ୍ଷମା ମାଗିଛନ୍ତି। ଗତ ବୁଧବାର ରୁଷିଆ ବାୟୁସୀମାରେ ଆଜରବୈଜାନ୍‌ର ଜେ୨-୮୨୪୩ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୩୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଭୁଲ୍‌ବଶତଃ…

ପାକିସ୍ତାନ ଉପରେ ତାଲିବାନର କାଉଣ୍ଟର ଆଟାକ୍‌

କାବୁଲ,୨୮।୧୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି। ଆଫଗାନିସ୍ତାନ ଉପରେ ପାକିସ୍ତାନ କ୍ରମାଗତ ଭାବେ ଏୟାର ଷ୍ଟ୍ରାଇକ କରୁଛି, ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ତିକ୍ତତା ଯଥେଷ୍ଟ ବୃଦ୍ଧି ପାଇଛି । ଏହି ସମୟରେ ୧୫ହଜାର ତାଲିବାନ ସଂଗ୍ରାମୀ…

କ୍ଷମା ମାଗିଲେ ପୁଟିନ: ଅଜରବୈଜାନ ବିମାନ ଦୁର୍ଘଟଣା ପାଇଁ ରୁଷିଆ ଦାୟୀ

ମସ୍କୋ,୨୮।୧୨: କ୍ଷମା ମାଗିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ରୁଷିଆ ଆକାଶରେ ବିମାନ ଦୁର୍ଘଟଣା ପାଇଁ ସେ ଅଜରବୈଜାନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଛନ୍ତି। ଏହାପରେ ବିମାନଟି କୌଣସି ପକ୍ଷୀରେ ମାଡ଼ ହୋଇ ନାହିଁ ବରଂ ଭୁଲରେ ତାହା ରୁଷିଆ ଦ୍ୱାରା ଆକ୍ରମଣ…

ଅଧିକ ୪୧ ବିପଜ୍ଜନକ ଉତ୍ତପ୍ତ ଦିନର ସାମ୍‌ନା କରିଛି ବିଶ୍ୱ

ଓ୍ବାଶିଂଟନ,୨୮ା୧୨: ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ କାରଣରୁ ଚଳିତ ବର୍ଷ ସମଗ୍ର ବିଶ୍ୱ ହାରାହାରି ଅଧିକ ୪୨ଟି ବିପଜ୍ଜନକ ଉତ୍ତପ୍ତ ଦିନର ଯନ୍ତ୍ରଣା ସହ୍ୟ କରିଛି। ୨୦୨୪ ବର୍ଷ ସାରା ବିଶ୍ୱର ପାଣିପାଗ ଅଧିକ ଖରାପ ହୋଇଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଓ୍ବାଲର୍‌ଡ…

ବିମାନ ଦୁର୍ଘଟଣା ପୂର୍ବରୁ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ

ବାକୁ,୨୮ା୧୨: ଅଜେରବୈଜାନର ଏମ୍ବ୍ରାଏର ୧୯୦ ଏୟାରକ୍ରାଫ୍ଟ ବୁଧବାର ଦୁର୍ଘଟଣାଗ୍ରସ୍ତ ହେବାରୁ ୩୮ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏହି ବିମାନ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏନେଇ ଭିନ୍ନ ଭିନ୍ନ ରିପୋର୍ଟ ଆସିବାରେ ଲାଗିଛି। ଉକ୍ତ ପାସେଞ୍ଜର ଜେଟ୍‌…

ବଳିଦାନ ଦେବା, ନିଜ ଜୀବନ ଦେବା ଏକ ମୁସଲମାନର ଗର୍ବ … ତାଲିବାନକୁ କାହିଁକି ଚ୍ୟାଲେଞ୍ଜ କରୁଛି ପାକିସ୍ତାନୀ ସେନା ?

ନୂଆଦିଲ୍ଲୀ,୨୭ା୧୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଲମ୍ବା ସମୟ ଧରି ତିକ୍ତତାପୂର୍ଣ୍ଣ ରହିଥିଲା ବେଳେ ନିକଟରେ ଏହା ଆହୁରି ବିଗିବାରେ ଲାଗିଛି। ଆଫଗାନିସ୍ତାନରେ ପାକିସ୍ତାନ ସେନା ଦ୍ୱାରା କରାଯାଇଥିବା ଆକାଶମାର୍ଗରୁ ଆକ୍ରମଣ ପରେ ବିବାଦ ଆହୁରି ବଢି ଯାଇଛି, ଯେଉଁଥିରେ…

ଗାଜାରେ ଥମୁନି ଇସ୍ରାଏଲର ଆକ୍ରମଣ, ଏୟାରଷ୍ଟ୍ରାଇକରେ ୫ ଖବରଦାତାଙ୍କ ମୃତ୍ୟୁ

ଗାଜା ସିଟି,୨୭।୧୨: ମଧ୍ୟ ପୂର୍ବରେ ଅସ୍ତ୍ରବିରତି ଉଲ୍ଲଂଘନ ଉଦ୍ୟମ ମଧ୍ୟରେ ବୁଧବାର ରାତିରେ ଗାଜା ଅଞ୍ଚଳର ଏକ ଡାକ୍ତରଖାନା ବାହାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୫ଜଣ ପାଲେଷ୍ଟାଇନ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏହି ଦାବି ପରେ ଇସ୍ରାଏଲ…

ଟ୍ରମ୍ପ ଆସୁ ଆସୁ ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଲାଣି ଆମେରିକା, ରୁଷିଆ ଦେଲା ଖୋଲା ଧମକ

ଓ୍ବାଶିଂଟନ/ମସ୍କୋ,୨୭।୧୨: ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ଆମେରିକା ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଛି। ଏହି ସମୟରେ ରୁଷିଆ ଆମେରିକାକୁ ଚେତାବନୀ ଦେଇଛି। ମସ୍କୋ ଏହାର ବିକଳ୍ପ ଖୋଲା ରଖିବ ବୋଲି କହିଛି। ସୂଚନାଯୋଗ୍ୟ, ୧୯୪୫ ମସିହାରେ ଆମେରିକା ନ୍ୟୁ ମେକ୍ସିକୋର…

ମୃତ୍ୟୁ ଛୁଇଁ ଦେଇ ଚାଲିଗଲା, ବର୍ତ୍ତିଗଲେ WHO ମୁଖ୍ୟ

ସାନା,୨୭।୧୨: ୟେମେନରୁ ଏକ ବଡ ଖବର ଆସିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମଙ୍କ ଉପରେ ଭୟଙ୍କର ଆକ୍ରମଣ ହୋଇଛି। କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଏହି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗଣମାଧ୍ୟମର…

ମନମୋହନ ସିଂଙ୍କ ଦେହାନ୍ତରେ ପାକିସ୍ତାନର ଆସିଲା ପ୍ରଥମ ପ୍ରତିକ୍ରିୟା

ଇସଲାମାବାଦ,୨୭।୧୨: ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ନେତା ଫୱାଦ ଚୌଧରୀ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଫୱାଦ ଚୌଧୁରୀ ଏକ୍ସରେ ଲେଖିଛନ୍ତି, ଡ. ମନମୋହନ ସିଂଙ୍କ ଦେହାନ୍ତ ବିଷୟରେ ଶୁଣି ଦୁଃଖିତ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri