ବାଂଲାଦେଶରେ ବଢିଲା ଶ୍ରମିକଙ୍କ ଅଡୁଆ, ଅନେକ କପଡ଼ା ଫ୍ୟାକ୍ଟ୍ରିରେ ଝୁଲିଲା ତାଲା
ଢାକା,୨୨।୩: ଗତ ବର୍ଷ ଅଗଷ୍ଟରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରେ ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ହିଂସା ଏବଂ ପ୍ରତିବାଦ ଯୋଗୁଁ ଅନେକ କପଡ଼ା କାରଖାନା ବନ୍ଦ ହୋଇଯାଇଛି। ଫଳସ୍ବରୂପ, ହଜାର ହଜାର…
ଶାନ୍ତିର ବାର୍ତ୍ତା ଦେଉଥିବା ଦେଶ ଏବେ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ବୋମା ତିଆରି ପାଇଁ କରୁଛି ଯୋଜନା
ଓ୍ବାଶିଂଟନ,୨୨।୩: ଆମେରିକାର ଛାୟାରେ ରହୁଥିବା ୟୁରୋପୀୟ ଦେଶଗୁଡ଼ିକ ବର୍ତ୍ତମାନ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସଂଘର୍ଷ କରୁଛନ୍ତି। ବହୁ ବର୍ଷ ଧରି, ୟୁରୋପୀୟ ଦେଶଗୁଡ଼ିକ ପରମାଣୁ ଅସ୍ତ୍ରର ବିପଦ ବିଷୟରେ ବିଶ୍ୱକୁ କହୁଛନ୍ତି, କିନ୍ତୁ ଏବେ ବିଶ୍ୱକୁ ଶାନ୍ତିର ବାର୍ତ୍ତା…
ଭାରତ-ପାକିସ୍ତାନକୁ ଏକାଠି କଲା ପ୍ରେମୀ ଯୁଗଳଙ୍କ ମୃତଦେହ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ନୂଆଦିଲ୍ଲୀ/ଇସଲାମାବାଦ,୨୨।୩: ପ୍ରାୟ ୧୮ ଦିନ ପୂର୍ବେ, ବାରାମୁଲ୍ଲା ଜିଲାର ଉରିରେ ଝେଲମ ନଦୀକୁ ଏକ ପ୍ରେମୀ ଯୁଗଳ ଡେଇଁ ପଡ଼ିଥିଲେ ଏବଂ ପ୍ରବଳ ସ୍ରୋତରେ ଭାସି ଯାଇ ପାକିସ୍ତାନ ଅଧିକୃତ କଶ୍ମୀରକୁ ଚାଲିଯାଇଥିଲେ। ଏବେ ପାକିସ୍ତାନ ଏହି ପ୍ରେମୀ ଯୁଗଳଙ୍କ ମୃତଦେହ…
ଦକ୍ଷିଣ କୋରିଆ ଜଙ୍ଗଲରେ ଲାଗିଲା ନିଆଁ! ଭୟରେ ଘର ଛାଡ଼ିଲେ ଲୋକେ
ସିଓଲ,୨୨।୩: ଦକ୍ଷିଣ କୋରିଆର ଚାଙ୍ଗୱନର ଦକ୍ଷିଣ-ପୂର୍ବରେ ଥିବା ସାନଚିଓଙ୍ଗ କାଉଣ୍ଟିରେ ଜଙ୍ଗଲରେ ନିଆଁ ଲାଗିଛି। ଅନ୍ୟପକ୍ଷରେ, ସେଠାରେ ପ୍ରବଳ ପବନ ମଧ୍ୟ ବହୁଛି। ପ୍ରବଳ ପବନ ଯୋଗୁଁ ଏହି ଜଙ୍ଗଲ ନିଆଁ ଲିଭାଇବା କଷ୍ଟକର ହେଉଛି, ଯାହା କାରଣରୁ ଶନିବାର (୨୨…
ହସ୍ପିଟାଲରେ ପଶିଲେ ବଲୁଚ ପ୍ରଦର୍ଶନକାରୀ, ନେଇଗଲେ ଜାଫର ଏକ୍ସପ୍ରେସ ହାଉଜାକ କରିଥିବା BLA ବିଦ୍ରୋହୀଙ୍କ ମୃତଦେହ
କ୍ୱେଟା,୨୨।୩: ବେଲୁଚିସ୍ତାନର ପ୍ରାନ୍ତୀୟ ରାଜଧାନୀ କ୍ୱେଟାର ସିଭିଲ ହସ୍ପିଟାଲରେ ଏକ ଅଜବ ଘଟଣା ଘଟିଥିଲା, ଯେତେବେଳେ ବେଲୁଚ ପ୍ରଦର୍ଶନକାରୀମାନେ ଜୋରଜବରଦସ୍ତ ହସ୍ପିଟାଲ ଭିତରକୁ ପ୍ରବେଶ କରି ଅନେକ ମୃତଦେହ ଧରି ପଳାଇ ଯାଇଥିଲେ। ବିବାଦୀୟ ବଲୁଚ ଅଧିକାର କର୍ମୀ ମେହରାଙ୍ଗ ବାଲୁଚଙ୍କ…
ମସ୍କଙ୍କ ଝିଅ କଲେ ସାଂଘାତିକ ଖୁଲାସା, ମୋ ଭାଇଭଉଣୀଙ୍କ ବିଷୟରେ ମୁଁ ଜାଣିନାହିଁ…
ଓ୍ବାଶିଂଟନ୍,୨୨।୩: ଏଲନ ମସ୍କଙ୍କ ପୂର୍ବତନ ସ୍ତ୍ରୀ ଜଷ୍ଟିନ ୱିଲସନଙ୍କ ପ୍ରଥମ ଝିଅ ଭିଭିଆନ ଜେନା ୱିଲସନ, ସମ୍ପ୍ରତି ଏକ ସାକ୍ଷାତକାରରେ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ପୂରା ବିଶ୍ୱରେ ଚହଳ ପଡିଛି। ସେ କହିଛନ୍ତି, ମୋର କେତେ ଭାଇଭଉଣୀ ଅଛନ୍ତି…
ୟୁନୁସଙ୍କ ବିରୋଧରେ ଏକାଠି ହେଲା ବାଂଲାଦେଶ ସେନା! ଆର୍ମି ମୁଖ୍ୟଙ୍କ ବଡ଼ ନିଦ୍ଦେଶ…
ଢାକା,୨୨।୨୩: ଶେଖ ହାସିନା ସରକାରଙ୍କ ବିଦ୍ରୋହ ପରଠାରୁ ବାଂଲାଦେଶର ପରିସ୍ଥିତି ସ୍ବାଭାବିକ ହେଉନାହିଁ। ନୂଆ ଖବର ହେଉଛି ଯେ ବାଂଲାଦେଶ ଆର୍ମି ମୁଖ୍ୟ ତାଙ୍କ ସୈନିକମାନଙ୍କୁ ଢାକାରେ ଏକତ୍ରିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ କାହିଁକି ଦିଆଯାଇଛି ତାହା ସ୍ପଷ୍ଟ…
ସୁନୀତାଙ୍କୁ ମୁଁ ମୋ ପକେଟ୍ରୁ ଟଙ୍କା ଦେବି…ଏମିତି କାହିଁକି କହିଲେ ଟ୍ରମ୍ପ
ଓ୍ବାଶିଂଟନ୍,୨୨।୩: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର 9 ମାସ ପରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଫେରିଛନ୍ତି। ଏହି ମହାକାଶଚାରୀମାନେ ମାତ୍ର 8 ଦିନ ପାଇଁ ମହାକାଶ ଷ୍ଟେସନକୁ ଯାଇଥିଲେ, କିନ୍ତୁ କିଛି କାରଣରୁ ସେମାନଙ୍କୁ ସମ୍ପୂର୍ଣ୍ଣ 9 ମାସ…
30 ଲକ୍ଷ ଟଙ୍କାରେ ନିଲାମ ହେଲା ଟ୍ବିଟରର ଆଇକନିକ ଲୋଗୋ ‘ବ୍ଲୁ ବାର୍ଡ’
ନୂଆଦିଲ୍ଲୀ,୨୨।୩: ପୂର୍ବରୁ ଟ୍ବିଟର ନୀଳ ପକ୍ଷୀ ଭାବରେ ପରିଚିତ ଥିଲା। କିନ୍ତୁ ଯେବେଠାରୁ ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ହାତକୁ ନେଇଛନ୍ତି, ସେବେଠାରୁ ଏଥିରେ ଗୋଟିଏ ପରେ ଗୋଟିଏ ଅନେକ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଏହାର ନାମ X…
ଲୋକେ ଖାଇବାକୁ ପାଉନାହାନ୍ତି, ମନ୍ତ୍ରୀ ମାଲାମାଲ
ଇସଲାମାବାଦ୍,୨୨।୩: ପାକିସ୍ତାନ ବର୍ତ୍ତମାନ ଗମ୍ଭୀର ମୁଦ୍ରାସ୍ଫୀତି ଏବଂ ଋଣ ସଙ୍କଟର ସମ୍ମୁଖୀନ ହେଉଛି। ସାଧାରଣ ଲୋକମାନେ ଦିନକୁ ଦୁଇଥର ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି, କିନ୍ତୁ ସରକାର ତାଙ୍କ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଦରମା ବହୁ ପରିମାଣରେ ବୃଦ୍ଧି କରୁଛନ୍ତି। ପାକିସ୍ତାନ…
ନିଆଁ ଲାଗି ହିଥ୍ରୋ ଏୟାରପୋର୍ଟ ବନ୍ଦ: ବିଶ୍ୱବ୍ୟାପୀ ବିମାନସେବା ବାଧାପ୍ରାପ୍ତ
ଲଣ୍ଡନ,୨୨ା୩:ବିଶ୍ୱର ଅନ୍ୟତମ ସର୍ବାଧିକ ବ୍ୟସ୍ତବହୁଳ ବିମାନବନ୍ଦର ଭାବେ ପରିଚିତ ଲଣ୍ଡନର ହିଥ୍ରୋ ଏୟାରପୋର୍ଟ ନିକଟରେ ଥିବା ଏକ ବିଦ୍ୟୁତ୍ ସବ୍ଷ୍ଟେଶନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଶୁକ୍ରବାର ସାରା ଦିନ ଏୟାରପୋର୍ଟକୁ ବନ୍ଦ ରଖାଯାଇଥିବାରୁ ବିଶ୍ୱବ୍ୟାପୀ ବିମାନ ଚଳାଚଳ ବାଧାପ୍ରାପ୍ତ…
ଟ୍ରମ୍ପଙ୍କ ଆଉ ଏକ ବଡ଼ ନିଷ୍ପତ୍ତି: ୫ ଲକ୍ଷ ଲୋକଙ୍କୁ ତୁରନ୍ତ ଛାଡିବାକୁ ପଡ଼ିବ ଆମେରିକା
ଓ୍ବାଶିଂଟନ୍,୨୩।୩: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଆମେରିକାରେ ପ୍ରବାସ ନୀତି ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାରୁ ଆସିଥିବା ୫୩୦,୦୦୦ ପ୍ରବାସୀଙ୍କୁ ଆଇନଗତ ସୁରକ୍ଷା ପ୍ରତ୍ୟାହାର କରିଛି। ଏହି ନିଷ୍ପତ୍ତି ପରେ, ଏହି ପ୍ରବାସୀମାନଙ୍କୁ ପ୍ରାୟ…
Archives


