ଭୂକମ୍ପ ପରେ ଧ୍ୱଂସର ଚିତ୍ର: ରେସ୍କ୍ୟୁ, ରିଲିଫ୍ ବଡ଼ ଚ୍ୟାଲେଞ୍ଜ
ନାପିଦାଉ/ବ୍ୟାଙ୍କକ୍/ ନୂଆଦିଲ୍ଲୀ,୨୯ା୩:ମ୍ୟାନ୍ମାରରେ ଶୁକ୍ରବାର ୭.୭ ତୀବ୍ରତା ବିଶିଷ୍ଟ ଭୂକମ୍ପ ହୋଇଛି, ଯାହାର ପ୍ରଭାବ ଦେଶ ଭିତରେ ସୀମିତ ନ ରହି ଦକ୍ଷିଣପୂର୍ବ ଏସିଆକୁ ଥରାଇ ଦେଇଛି। କେବଳ ମ୍ୟାନ୍ମାରରେ ୧୪୪ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ଅନ୍ୟ ୭୩୨ ଜଣ ଆହତ ହୋଇ…
ମ୍ୟାନମାର ଭୂକମ୍ପର ଭୟଙ୍କର ସ୍ଥିତି, ମସଜିଦ ଭୁଶୁଡ଼ି ୨୦ ମୃତ
ନାଇପିଦ,୨୮।୩: ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ମ୍ୟାନମାରରେ ଦୁଇଥର ନୁହେଁ ଚାରିଥର ଭୂମିକମ୍ପ ହୋଇଛି। ପ୍ରାରମ୍ଭରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ମାପ କରାଯାଇଥିଲା। ଏହି ଭୂମିକମ୍ପ ଶୁକ୍ରବାର (ମାର୍ଚ୍ଚ ୨୮) ରାତି ୧୧:୫୦:୫୨ ରେ ଘଟିଥିଲା। ଏହାର…
ଥାଇଲାଣ୍ଡରେ ଭୟଙ୍କର ଭୂମିକମ୍ପ: ୪୩ ଲୋକ ନିଖୋଜ, କୋଠା ଭୁଶୁଡିବା ଭିଡିଓ ଭାଇରାଲ
ବ୍ୟାଙ୍କକ,୨୮।୩: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ଶୁକ୍ରବାର ୭.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ କୋଠାଗୁଡ଼ିକ ଭୁଶୁଡି ପଡ଼ିଛି। ୪୩ ଜଣ ଲୋକ ନିଖୋଜ ଅଛନ୍ତି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଏବଂ ଜର୍ମାନୀର GFZ…
ଶକ୍ତିଶାଳୀ ଭୂମିକମ୍ପ ପରେ ମିଆଁମାର ବିଶାଳ ହସ୍ପିଟାଲରେ ଭୟାଭୟ ପରିସ୍ଥିତି
ନୂଆଦିଲ୍ଲୀ,୨୮ା୩: ମିଆଁମାର ରାଜଧାନୀ ନେପିଡାରେ ଥିବା ଏକ ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଶୁକ୍ରବାର ଘଟିଥିବା ୭.୭ ତୀବ୍ରତାର ଭୂମିକମ୍ପ ହେବା ପରେ ଏଠାରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ଶତାଧିକ ରୋଗୀମାନେ ପ୍ରଭାବିତ ହୋଇଥିବା କୁହାଯାଉଛି। ହସ୍ପିଟାଲରେ…
ପଡୋଶୀ ଦେଶରେ ଭୟଙ୍କର ଭୂମିକମ୍ପ: ସାହାଯ୍ୟର ହାତ ବଢ଼ିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୮ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ଭୟଙ୍କର ଭୂମିକମ୍ପ ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଭାରତ ଦୁଇ ଦେଶକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି। ଭୂମିକମ୍ପ ଥାଇଲ୍ୟାଣ୍ଡର…
ମ୍ୟାନମାରରେ ଭୟଙ୍କର ଭୂକମ୍ପ
ନାଇପିଦ,୨୮।୩: ମ୍ୟାନମାରରେ ୭.୨ ତୀବ୍ରତାର ଏକ ବଡ଼ ଭୂମିକମ୍ପ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଶୁକ୍ରବାର (୨୮ ମାର୍ଚ୍ଚ) ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିରୁ…
ଭାରତ କାହାକୁ ଡରେ ନାହିଁ, ଖୋଲାଖୋଲି ଘୋଷଣା କଲେ ପୁଟିନ
ମସ୍କୋ,୨୮।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ନୂଆ ପ୍ରସ୍ତାବ ଏବେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଯୋଜନା ପରାମର୍ଶ ଦେଇଛନ୍ତି। ଏହା କେବଳ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ବଡ଼ ପଦକ୍ଷେପ ହୋଇପାରିବ…
ଅସୁସ୍ଥ ହୋଇ ପଡିଲେ କିଙ୍ଗ ଚାର୍ଲସ, ହସ୍ପିଟାଲରେ ଭର୍ତ୍ତି
ଲଣ୍ଡନ,୨୮।୩: ଗୁରୁବାର ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବ୍ରିଟେନର ରାଜା ଚାଲର୍ସ ତୃତୀୟ କର୍କଟ ରୋଗର ଚିକିତ୍ସା କରୁଛନ୍ତି, ଯାହାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଉଛି…
ରମଜାନରେ ଭାରତକୁ ବଡ଼ ଉପହାର ଦେଲା UAE, ୫୦୦ ଭାରତୀୟଙ୍କୁ ଦେଲା ‘ନୂଆ ଜୀବନ’
ଆବୁଧାବି,୨୮।୩: ୟୁଏଇ ସହିତ ଭାରତର ଭଲ ବନ୍ଧୁତା ରହିଛି। ଏହି ବନ୍ଧୁତାର ରଙ୍ଗ ଏବେ ଅଧିକ ଉଜ୍ଜ୍ୱଳ ହୋଇଯାଇଛି। ଭାରତ ଏବଂ ୟୁଏଇ ମଧ୍ୟରେ ବନ୍ଧୁତାର ପରିଣାମ ହେଉଛି ଯେ ଇଦ ପୂର୍ବରୁ ଆବୁଧାବିରୁ ୫୦୦ ଭାରତୀୟ ପରିବାର ଖୁସି ଖବର…
Mohammad Yunus In China: ସି ଜିନପିଙ୍ଗଙ୍କୁ ଭେଟିଲେ ମହମ୍ମଦ ୟୁନୁସ
ବେଜିଂ,୨୮।୩: ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର(୨୮ ମାର୍ଚ୍ଚ)ରେ ପରସ୍ପରକୁ ସାକ୍ଷାତ କରିଛନ୍ତି। ମହମ୍ମଦ ୟୁନୁସ ବୁଧବାର ଚାଇନାରେ ପହଞ୍ଚିଥିଲେ। ଶେଖ ହାସିନାଙ୍କ ସରକାରର ପତନ ପରେ, ବାଂଲାଦେଶ ଏହାର…
Trump Iftar Party: ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ଇଫତାର ପାର୍ଟକୁ ନେଇ ବିବାଦ
ଓ୍ବାଶିଂଟନ,୨୮।୩: ପବିତ୍ର ମୁହରମ ମାସରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ପ୍ରଥମ ଇଫତାର ପାର୍ଟିର ଆୟୋଜନ କରିଥିଲେ। ଏବେ ଟ୍ରମ୍ପଙ୍କ ଏହି ଇଫତାର ପାର୍ଟି ବିବାଦରେ ଘେରି ରହିଛି। ଆମେରିକୀୟ ମୁସଲିମ ସାଂସଦମାନେ ଏହି ଇଫତାର ପାର୍ଟି ଉପରେ…
ଧମକ ଦେଲା ଆମେରିକା ତ ଛାଡିଲା ନାହିଁ ଇରାନ, ଏବେ ଯୁଦ୍ଧ ମୁଡରେ ମୁସଲମାନ ଦେଶ
ତେହେରାନ,୨୮।୩: ଇରାନ ଏବଂ ଆମେରିକା ମଧ୍ୟରେ ଶତ୍ରୁତା ସର୍ବଜନବିଦିତ। ଆମେରିକା ପ୍ରାୟତଃ ଇରାନକୁ ପାଲେଷ୍ଟାଇନୀମାନଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରେ ଏବଂ ଇରାନକୁ ପରିଣାମ ଭୋଗିବାକୁ ଧମକ ଦିଏ। ତଥାପି, ଆମେରିକାର ଧମକ ଇରାନ ଉପରେ କୌଣସି ପ୍ରଭାବ ପକାଇ ନାହିଁ।…
Archives


