ଅନ୍ତର୍ଜାତୀୟ

ବିଶ୍ୱବିଦ୍ୟାଳୟରେ ଏକାଠି ବୁଲିପାରିବେନି ଝିଅ-ପୁଅ: ନିୟମ ଭାଙ୍ଗିଲେ ଅଭିଭାବକ ଦେବେ ଜରିମାନା

ଇସଲାମାବାଦ,୨୭।୯: ପାକିସ୍ତାନର ବଚା ଖାନ୍‌ ବିଶ୍ୱବିଦ୍ୟାଳୟରେ ଏକ ଅଜବ ନିୟମ ଲାଗୁ କରାଯାଇଛି। ନିୟମ ଅନୁଯାୟୀ, କ୍ୟାମ୍ପସରେ ଝିଅ-ପୁଅ ଏକାଠି ବୁଲି ପାରିବେ ନାହିଁ। ଏହା ଇସଲାମ ବିରୋଧୀ ବୋଲି କୁହାଯାଇଛି। ଯଦି କୌଣସି ଛାତ୍ରୀଛାତ୍ର ଏହାର ଖିଲାପ୍‌ କରେ ତେବେ…

ଇମ୍ରାନ ଖାନ୍‌ ପାକିସ୍ତାନ ପାଇଁ ବିପଦ, ବିଦେଶ ଯିବା ଉପରେ ଲାଗୁ ରୋକ

ଇସାଲାମାବାଦ,୨୭।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଂଘରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସବୁଆଡୁ ତାଙ୍କୁ ବିଫଳତାର ସାମ୍ନା କରିବାକୁ ପଡିଛି। ଏଥିପାଇଁ ଇମ୍ରାନଙ୍କୁ ନିଜ ଦେଶରେ ସମାଲୋଚନାର ଶିକାର ହେବାକୁ ପଡିଛି। ବିପକ୍ଷ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)…

ଭୂକମ୍ପରେ ୨୦ ମୃତ

ଅମ୍ବନ ସିଟି,୨୭।୯: ଇଣ୍ଡୋନେସିଆର ମାଲୁକୁ ଦ୍ୱୀପପୁଞ୍ଜରେ ଗୁରୁବାର ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ୨୦ ମୃତ ଓ ଶତାଧିକ ଆହତ ହୋଇଛନ୍ତି। ଭୂକମ୍ପ ଯୋଗୁ ଭୂସ୍ଖଳନ ଘଟି ଜଣେ ମାଟିତଳେ ପୋତିହୋଇଯାଇଛନ୍ତି। ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୬.୫…

ପରଲୋକରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଜାକ୍‌ ଶିରାକ୍‌

ପ୍ୟାରିସ୍‌,୨୭।୯(ଆଇଏଏନ୍‌ଏସ୍‌): ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଜାକ୍‌ ଶିରାକ୍‌ଙ୍କ ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ୨୦୦୭ରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ଶିରାକ୍‌ଙ୍କ ଫୁସ୍‌ଫୁସ୍‌ ସଂକ୍ରମଣ ହେବା ପରେ ଦୀର୍ଘଦିନ ହେଲା ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

ଫିଟିବ ଖାଶୋଗି ହତ୍ୟା ଗୁମର:ଦୋଷ ମୁଣ୍ଡାଇଲେ କ୍ରାଉନ୍‌ ପ୍ରିନ୍ସ

ରିୟାଦ,୨୭।୯(ଆଇଏଏନ୍‌ଏସ୍‌):ବହୁଚର୍ଚ୍ଚିତ ଜମାଲ ଖାଶୋଗି ହତ୍ୟାକାଣ୍ଡକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ପ୍ରଥମଥର ପାଇଁ ନୀରବତା ଭାଙ୍ଗିଛନ୍ତି ସୌଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌ବିଏସ୍‌)। ସୌଦି ଖବରଦାତା ଖାଶୋଗି ହତ୍ୟା ପାଇଁ ସେ ନିଜ ମୁଣ୍ଡକୁ ଦୋଷ ନେଇଛନ୍ତି। ଏହି ହତ୍ୟା…

ଯେଉଁଠି କଏଦୀଙ୍କୁ ଶୋଇବା ମନା

ଦକ୍ଷିଣ ରୁଷ୍‌ରେ ଅବସ୍ଥିତ ଏହି ଜେଲ୍‌ର ନିୟମ ଅନ୍ୟ ଦେଶର ଜେଲ୍‌ଠୁ ସମ୍ପୂର୍ଣ୍ଣ ଭିନ୍ନ। ଜେଲ୍‌ରୁ ଆଜି ପର୍ଯ୍ୟନ୍ତ କଏଦୀ ଫେରାର୍‌ ହେବା ଘଟଣା ସାମ୍ନାକୁ ଆସିନାହିଁ। ଅପରାଧୀଙ୍କୁ ଜେଲ୍‌ରୁ ସେତେବେଳେ ମୁକ୍ତି ମିଳିଥାଏ, ଯେତେବେଳେ ସେମାନଙ୍କ ମୃତ୍ୟୁ ହୁଏ। ଜେଲ୍‌ଟି…

ପାକିସ୍ତାନ ଅନୁରୋଧକୁ ରକ୍ଷା କଲା ଜାତିସଂଘ ସୁରକ୍ଷା ପରିଷଦ:ମାସିକ ଖର୍ଚ୍ଚ ପାଇଁ ଟଙ୍କା ଉଠାଇ ପାରିବେ ହାଫିଜ୍‌ ସଇଦ୍‌

ନୂଆଦିଲ୍ଲୀ,୨୬।୯: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସଇଦ୍‌ ନିଜ ଖର୍ଚ୍ଚ ପାଇଁ ଏଣିକି ଦେଢ ଲକ୍ଷ ଟଙ୍କା ମାସିକ ଉଠାଇପାରିବ। ପାକିସ୍ତାନର ଅନୁରୋଧ କ୍ରମେ ଜାତିସଂଘ ସୁରକ୍ଷା ପରିଷଦ ଏହି ଅନୁମତି ଦେଇଛି। ହାଫିଜ୍‌ ସଇଦ୍‌ ଘର ଚଳାଇବା ପାଇଁ…

ପାକିସ୍ତାନରେ ଡେଙ୍ଗୁ ସାଜିଛି ମହାମାରୀ: ୧୦ ହଜାର ଲୋକ ସଂକ୍ରମିତ

ଇସଲାମାବାଦ୍‌,୨୬।୯: ପାକିସ୍ତାନରେ ସାଧାରଣ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡିଛି। ଏଠାରେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଡେଙ୍ଗୁରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ହଜାରରୁ ଅଧିକଙ୍କଠାରେ ରୋଗର ଲକ୍ଷଣ ପ୍ରକାଶ ପାଇଛି। ଇସଲାମାବାଦ୍‌, ଲାହୋର…

ମେହୁଲ ଚୌକସିଙ୍କୁ ଠକ କହିଲେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ: ଭାରତ ନ୍ୟାୟିକ ଯାଞ୍ଚ ପାଇଁ ସ୍ବତନ୍ତ୍ର

ନ୍ୟୁୟର୍କ,୨୬।୯: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୌକସିଙ୍କ ଉପରେ ଆଣ୍ଟିଗୁଆ ଓ ବାରବୁଡାର ପ୍ରଧାନମନ୍ତ୍ରୀ ଗେଷ୍ଟୋନ ବ୍ରାଉନି ବଡ଼ ବୟାନ ରଖିଛନ୍ତି। ମେହୁଲଙ୍କୁ ଜଣେ ଠକ ବୋଲି ଗେଷ୍ଟୋନ ସମ୍ବୋଧନ କରିଛନ୍ତି। ଏଥିସହ ତାଙ୍କର…

ଦୁଇଦିନ ପରେ ପୁଣି ଥରିଲା ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳ

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୬।୯: ଦୁଇ ଦିନ ପରେ ପୁଣି ଗୁରୁବାର ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟାହ୍ନ ୧୨ଟା ୩୧ରେ ଏଠାରେ ଭୂକମ୍ପ ହେବାରୁ ଲୋକେ…

ମାରିଟାଇମ ଜଗତରେ ମହିଳା ସଶକ୍ତୀକରଣ

ଜାତିସଂଘ:୨୦୧୯ସେପ୍ଟେମ୍ବର ୨୬, ଗୁରୁବାର ପାଳନ କରାଯାଉଛି ବିଶ୍ୱ ମାରିିଟାଇମ ଦିବସ। ‘ସାମୁଦ୍ରିକ ଜଗତ ସମ୍ପର୍କରେ ମହିଳାମାନଙ୍କୁ ସଶକ୍ତୀକରଣ କରିବା’ ସ୍ଲୋଗାନ ନେଇ ଏହି ଦିବସ ପାଳନ କରାଯାଉଛି। ଏହା ଜାତିସଂଘ ଦ୍ୱାରା ଇଣ୍ଟରନ୍ୟାଶ୍‌ନାଲ ମାରିଟାଇମ ଅର୍ଗାନାଇଜେଶନ(ଆଇଏମ୍‌ଓ) ବା ଆନ୍ତର୍ଜାତିକ ସାମୁଦ୍ରିକ ସଂଘ…

ପୁଣି ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା,୨୬।୯: ପୂର୍ବ ଇଣ୍ଡୋନେସିଆରେ ଗୁରୁବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରହିଛି। ଅବଶ୍ୟ ଭୂକମ୍ପ ପରେ ଏବେ ସୁନାମି ନେଇ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ। ସୂଚନାଯୋଗ୍ୟ, ଗୁରୁବାର ସକାଳ ୮ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?