ସୌଦି ଆରବରେ ଦେଖାଗଲା ଇଦ ଚାନ୍ଦ, ଜାଣନ୍ତୁ ଭାରତରେ କେବେ ପାଳନ ହେବ ଇଦ-ଉଲ-ଫିତର
ରିୟାଦ/ନୂଆଦିଲ୍ଲୀ,୨୯।୩: ସୌଦି ଆରବରେ ଶନିବାର (୨୯ ମାର୍ଚ୍ଚ, ୨୦୨୫) ଇଦର ଚାନ୍ଦ ଦେଖାଯାଇଛି। ଏବେ ଏହି ପର୍ବ ସୌଦିରେ ୩୦ମାର୍ଚ୍ଚରେ ପାଳନ କରାଯିବ। ଭାରତରେ ଇଦ ୩୧ ମାର୍ଚ୍ଚରେ ହେବ। ଚନ୍ଦ୍ର ଦେଖିବା ପରେ, ସୌଦି ଆରବ ଆନୁଷ୍ଠାନିକ ଭାବରେ ଘୋଷଣା…
ମ୍ୟାନମାର ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୧୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ୩୪୦୦ ଆହତ, ଅନେକେ ନିଖୋଜ
ନାପିଦାଉ,୨୯।୩: ମ୍ୟାନମାରରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଏବେ ପର୍ଯ୍ୟନ୍ତ ୧,୬୪୪ ଜଣଙ୍କର ମୃତ୍ୟୁ ହେବା ସହ ୩,୪୦୮ ଜଣ ଆହତ ହୋଇଥିବା ରିପୋର୍ଟ ହୋଇଛି। ଏବେବି ଅନେକେ ନିଖୋଜ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର ମ୍ୟାନମାରର ମାଣ୍ଡାଲେ ଅଞ୍ଚଳରେ ୭.୭…
ଭୂକମ୍ପ ସମୟରେ ରାସ୍ତାରେ ଗର୍ଭବତୀଙ୍କ ପ୍ରସବ କରାଇ ଚର୍ଚ୍ଚାରେ ଡାକ୍ତର, ଭିଡିଓ ଭାଇରାଲ
ନାପିଦାଉ,୨୯।୩: ଶୁକ୍ରବାର (୨୮ ମାର୍ଚ୍ଚ) ସ୍ଥାନୀୟ ସମୟ ପ୍ରାୟ ୧୨:୫୦ ସମୟରେ ମ୍ୟାନମାରରେ ଦୁଇଟି ଶକ୍ତିଶାଳୀ ଏବଂ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏହି ଦୁଇଟି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଏବଂ…
ଇଦରେ ଏହି ମୁସଲିମ ଦେଶରେ ହେବ ବଡ଼ ଆତଙ୍କବାଦୀ ଆକ୍ରମଣ! ନିଜ ନାଗରିକଙ୍କୁ ଚେତାବନୀ ଦେଲା ଆମେରିକା
ଓ୍ବାଶିଂଟନ,୨୯।୩: ଆମେରିକାର ବୈଦେଶିକ ବିଭାଗ ଶନିବାର (୨୯ ମାର୍ଚ୍ଚ, ୨୦୨୫) ସିରିଆରେ ଥିବା ଏହାର ନାଗରିକମାନଙ୍କୁ ଇଦ ଅଲ-ଫିତର ଛୁଟି ସମୟରେ ଆକ୍ରମଣର ବିପଦ ବିଷୟରେ ସତର୍କ କରାଇଛି। ଡାମାସ୍କସରେ ଥିବା ଦୂତାବାସ, ଅନ୍ତର୍ଜାତୀୟ ସଂଗଠନ ଏବଂ ସାର୍ବଜନୀନ ପ୍ରତିଷ୍ଠାନ ପ୍ରତି…
ମ୍ୟାନମାରରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧
ନାପିଦାଉ,୨୯।୩: ମ୍ୟାନମାରରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରହିଥିଲା। ଏହି ସମୟରେ, ଅନେକ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଥିଲା। ଏହାର କେନ୍ଦ୍ର ରାଜଧାନୀ…
ଅପରେସନ ବ୍ରହ୍ମା ଆରମ୍ଭ, ଆଗ୍ରାରୁ ମ୍ୟାନମାର ଯିବ ଫିଲ୍ଡ ହସ୍ପିଟାଲ
ନୂଆଦିଲ୍ଲୀ,୨୯।୩: ମ୍ୟାନମାରରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଭାରତ ‘ଅପରେସନ ବ୍ରହ୍ମା’ ଅଧୀନରେ ଦୁଇଟି ନୌସେନା ଜାହାଜ ପଠାଇଛି। ଏହା ବ୍ୟତୀତ, ଶନିବାର ଏକ ଫିଲ୍ଡ ହସ୍ପିଟାଲକୁ ମଧ୍ୟ ବିମାନ ଯୋଗେ ଅଣାଯିବ।…
ମ୍ୟାନମାରରେ ୩୩୦ ପରମାଣୁ ବୋମା ଫୁଟିଲା ଭଳି ଥିଲା ଦୃଶ୍ୟ, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ
ନାପିଦାଉ,୨୯।୩: ମ୍ୟାନମାରରେ ୭.୭ ତୀବ୍ରତାର ଏକ ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବିଶେଷଜ୍ଞମାନେ ଏବେ କହିଛନ୍ତି ଯେ ଭୂମିକମ୍ପ ଦ୍ୱାରା ନିର୍ଗତ ଶକ୍ତି ୩୦୦ରୁ ଅଧିକ ପରମାଣୁ ବୋମାର ବିସ୍ଫୋରଣ ସହିତ ସମାନ। ସିଏନଏନ ରିପୋର୍ଟ କରିଛି ଯେ ଭୂତତ୍ତ୍ୱବିତ ଜେସ…
ମ୍ୟାନମାର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୦୦୦ଟପିଲା ୨୩୦୦ରୁ ଅଧିକ ଆହତ
ନାପିଦାଉ,୨୯।୩: ଶୁକ୍ରବାର ମ୍ୟାନମାର ଏବଂ ଥାଇଲ୍ୟାଣ୍ଡରେ ଘଟିଥିବା ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଅନେକ କୋଠା ଭୁଶୁଡ଼ି ପଡ଼ିଛି। ଏହାର ଭଗ୍ନାବଶେଷ ତଳେ ଶହ ଶହ ଲୋକ ପୋତି ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସନ୍ଧାନ ଅଭିଯାନ ଏବେ…
Trump-Modi: ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ: କହିଲେ, ସେ ସବୁଠୁ ସ୍ମାର୍ଟ
ଓ୍ବାଶିଂଟନ,୨୯।୩: ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫ୍ ଉପରେ ଚାଲିଥିବା ଆଲୋଚନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ହ୍ବାଇଟ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଥିଲେ, ସେ ମୋର ବହୁତ ଭଲ…
ସକାଳୁ ସକାଳୁ ଥରିଲା ଆଫଗାନିସ୍ତାନ: ଲୋକେ ଭୟରେ ଦୌଡିଲେ
କାବୁଲ,୨୯।୩: ଆଫଗାନିସ୍ତାନରେ ଶନିବାର ସକାଳୁ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ଏବଂ ୪.୩ ରହିଛି। ସ୍ଥାନୀୟ ସମୟ ସକାଳ ୪:୫୧ ଏବଂ ୫:୧୬ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁ ଲୋକମାନେ ଘର ଛାଡିବାକୁ…
ଅନ୍ତର୍ଜାତୀୟ ସହାୟତା ଲୋଡ଼ିଲେ ସାମରିକ ସରକାର: ଟ୍ରମ୍ପ କହିଲେ…
ନାପିଦାଉ/ବ୍ୟାଙ୍କକ୍,୨୯ା୩ମ୍ୟାନ୍ମାରରେ ଭୂକମ୍ପ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଏବଂ ବିପନ୍ନଙ୍କୁ ଅତ୍ୟାବଶ୍ୟକ ରିଲିଫ୍ ସହାୟତା ଯୋଗାଇବା ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ଏବଂ ହ୍ୟୁମାନ୍ ରାଇଟ୍ସ ଓ୍ବାଚ୍ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ତୁରନ୍ତ ମାନବୀୟ ସହାୟତା ଯୋଗାଇଦେବା…
ମ୍ୟାନମାର୍କୁ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ
ନେପିଦାଉ,୨୯ା୩: ମ୍ୟାନମାର୍ରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ, ଭାରତ ତୁରନ୍ତ ମାନବୀୟ ସହାୟତା ଭାବରେ ୧୫ ଟନ୍ରୁ ଅଧିକ ରିଲିଫ ସାମଗ୍ରୀ ପଠାଇଛି। ଭାରତୀୟ ବାୟୁସେନା (IAF)ର C-୧୩ ଓ ଜେ ବିମାନ ହିଣ୍ଡନ ବାୟୁସେନା ଷ୍ଟେଶନରୁ ଉଡ଼ାଣ ଭରି ରିଲିଫ୍…
Archives


