Myanmar Earthquake: ଚମତ୍କାର! ୫ ଦିନ ପରେ ଭଙ୍ଗା ଘର ତଳୁ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି
ନାପିଦାଉ,୨।୪: ମ୍ୟାନମାରରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଖୋଜାଖୋଜି ଏବେ ବି ଜାରି ରହିଛି। ଏହି କ୍ଷେତ୍ରରେ, ଉଦ୍ଧାରକାରୀମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମ୍ୟାନମାରରେ ଘଟିଥିବା ଭୟଙ୍କର ଭୂମିକମ୍ପର ୫ ଦିନ ପରେ ବୁଧବାର…
ଚାଇନାର ଅପରେଶନ ‘straight-thunder-2025 A’କୁ ନେଖି ଛାନିଆ ହେଲାଣି ବିଶ୍ୱ, ଜାଣନ୍ତୁ କେଉଁ ଦେଶ ବିରୋଧରେ….
ବେଜିଂ,୨।୪: ବୁଧବାର ଚାଇନା ସେନା ତାଇୱାନ ଚାରିପାଖରେ ଦ୍ୱିତୀୟ ଦିନର ସାମରିକ ଅଭ୍ୟାସ ଆରମ୍ଭ କରିଛି। ଏହି ଅଭ୍ୟାସକୁ ପ୍ରଥମ ଥର ପାଇଁ ଏକ କୋଡ ନାମ ଦିଆଯାଇଥିଲା – ‘ଷ୍ଟ୍ରେଟ ଥଣ୍ଡର-୨୦୨୫ଏ’। ଚାଇନା କହିଛି ଯେ ଏହି ଅଭ୍ୟାସ ତାଇୱାନକୁ…
ବଡ଼ ଘୋଷଣା କଲେ ଟ୍ରମ୍ପ, ଭାରତକୁ କରିଦେଲେ ଚ୍ୟାଲେଞ୍ଜ!
ଓ୍ବାଶିଂଟନ୍,୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅର୍ଥାତ ୨ ଏପ୍ରିଲରେ ହ୍ବାଇଟ ହାଉସର ରୋଜ ଗାର୍ଡେନରେ ପାରସ୍ପରିକ ଶୁଳ୍କ ଘୋଷଣା କରିବାକୁ ଯାଉଛନ୍ତି। ତାଙ୍କର ଘୋଷଣାକୁ ନେଇ ଅନେକ ଦେଶରେ ଉତ୍ତେଜନାର ବାତାବରଣ ରହିଛି। ଟ୍ରମ୍ପଙ୍କ ଘୋଷଣା ସହିତ ଅନେକ…
ସକାଳୁ ସକାଳୁ ଥରିଲା ପାକିସ୍ତାନ: ଲୋକେ ଭୟଭୀତ
ଇସଲାମାବାଦ୍,୨।୪: ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମଙ୍ଗଳବାର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୩ ମାପ କରାଯାଇଥିଲା। ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।…
ଭାରତର ଶତ୍ରୁ ଦେଶକୁ ଝଟ୍କା ଦେଲା ଚାଇନା, କଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୧।୪: ଠିକ ଗୋଟିଏ ଦିନ ପୂର୍ବରୁ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ୟୁନୁସ, ସି ଜିନପିଙ୍ଗଙ୍କ ଗଡ଼କୁ ଯାଇଥିଲେ ଏବଂ ଭାରତକୁ ଜ୍ଞାନ ପ୍ରଦାନ କରୁଥିଲେ। କିନ୍ତୁ ଏବେ ଏହା କୁହାଯାଇପାରେ ଯେ ତାଙ୍କର ସମସ୍ତ ଜ୍ଞାନ ବ୍ୟର୍ଥ ଯାଇଛି କାରଣ…
୨୦୨୮ରେ ଟ୍ରମ୍ପ-ଓବାମାଙ୍କ ମଧ୍ୟରେ ହେବ ମହାମୁକାବିଲା? ଆମେରିକା ରାଜନୀତିରେ ହଇଚଇ
ଓ୍ବାଶିଂଟନ୍,୧।୪: ନିକଟରେ ଆମେରିକୀୟ ରାଜନୀତିରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ବାରାକ ଓବାମା 2028 ରେ ମୁହାଁମୁହିଁ ହେବେ କି? ଏହି ଆଲୋଚନା ଆହୁରି ଗତି ପାଇଲା ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ବାଇଟ ହାଉସରେ…
ଭାରତକୁ ନୂଆ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ, କୃଷି ଉତ୍ପାଦନ ଉପରେ ୧୦୦ ପ୍ରତିଶତ ଶୁଳ୍କ ଧମକ
ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସାରା ବିଶ୍ୱରେ ଏକ ଶୁଳ୍କ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଟ୍ରମ୍ପ ଚାଇନା, କାନାଡା ଏବଂ ଭାରତ ସମେତ ଅନେକ ଦେଶ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି।…
ଭୂକମ୍ପରେ ଥରିଲା ପାକିସ୍ତାନ, କରାଚି ପରେ ଦୋହଲିଲା ବେଲୁଚିସ୍ତାନ
କରାଚି,୧।୪: ମଙ୍ଗଳବାର (ଏପ୍ରିଲ ୧) ପାକିସ୍ତାନର ବେଲୁଚିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଇଦ ଦିନ କରାଚୀରେ ହୋଇଥିବା ଭୂମିକମ୍ପର କିଛି ଘଣ୍ଟା ପରେ ଏହି ଭୂମିକମ୍ପ ଆସିଥିଲା, ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ତଥାପି, ଏପର୍ଯ୍ୟନ୍ତ କୌଣସି…
ମହାକାଶରୁ କେମିତି ଦେଖାଯାଉଥିଲା ଭାରତ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ସୁନିତା ଯାହା ଏବେ ହେଉଛି ଭାଇରଲ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧।୪: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ୧୯ ମାର୍ଚ୍ଚ ୨୦୨୫ରେ ସ୍ପେସଏକ୍ସ ଡ୍ରାଗନ ମହାକାଶଯାନ ଯୋଗେ ପୃଥିବୀକୁ ଫେରି ଆସିଥିଲେ। ସେ ଏବଂ ତାଙ୍କ ସାଥୀ ବୁଚ ୱିଲମୋର ୫ ଜୁନ ୨୦୨୪ରେ ବୋଇଂର ଷ୍ଟାରଲାଇନର୍ ସ୍ପେସକ୍ରାଫ୍ଟରେ ମହାକାଶକୁ ଯାଇଥିଲେ।…
ତାଇଓ୍ବାନ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲାଣି ଚାଇନା! ଖୋଲାଖୋଲି ଦେଲା ଧମକ
ବେଜିଂ,୧।୪: ଚାଇନା ସେନା ତାଇୱାନ ଚାରିପାଖରେ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି। ଚାଇନା ସେନାର ପୂର୍ବ ଥିଏଟର କମାଣ୍ଡର ସରକାରୀ WeChat ଆକାଉଣ୍ଟରେ ଏହି ସୂଚନା ଦିଆଯାଇଛି। ଏହି ଅଭ୍ୟାସରେ ସ୍ଥଳସେନା, ନୌସେନା ଏବଂ ରକେଟ ଫୋର୍ସର ମିଳିତ ବାହିନୀ ଅଂଶଗ୍ରହଣ…
ଇୟୁ ପାଣ୍ଠି ହେରଫେର ମାମଲାରେ ଫ୍ରାନ୍ସ ନେତ୍ରୀ ଲି ପେନ୍ ଦୋଷୀ
ପ୍ୟାରିସ୍,୧।୪: ୟୁରୋପୀୟ ସଂଘ ପାଣ୍ଠି ହେରଫେର ମାମଲାରେ ଫ୍ରାନ୍ସର ଫାର୍-ରାଇଟ୍ ନେତ୍ରୀ ମାରିନ୍ ଲି ପେନ୍ ଦୋଷୀସାବ୍ୟସ୍ତ ହୋଇଛନ୍ତି। ସେ ଉଚ୍ଚ ପଦବୀ ପାଇଁ ଲଢ଼ିପାରିବେ ନାହିଁ ବୋଲି ସୋମବାର ପ୍ରଧାନ ବିଚାରପତି କଟକଣା ଲଗାଇବା ପରେ ଲି ପେନ୍ ତୁରନ୍ତ…
ଆଣ୍ଟିଡିପ୍ରେସାଣ୍ଟ ଔଷଧ ବଢ଼ାଉଛି ହୃଦ୍ଘାତ
ଭିଏନା, ୧ା୪: ଆଣ୍ଟିଡିପ୍ରେସାଣ୍ଟ (ଅବସାଦ ନିରୋଧୀ ଔଷଧ)କୁ ଲମ୍ବା ସମୟ ଧରି ସେବନ କରିବା ଦ୍ୱାରା ଆକସ୍ମିକ ହୃଦ୍ଘାତ ହେବାର ଆଶଙ୍କା ବଢ଼ିଥାଏ। ଅଷ୍ଟ୍ରିଆର ରାଜଧାନୀ ୟୁରୋପିଆନ ସୋସାଇଟି ଅଫ୍ କାର୍ଡିଓଲୋଜି ପକ୍ଷରୁ କରାଯାଇଥିବା ‘ଇଏଚ୍ଆର୍ଏ ୨୦୨୫ କଂଗ୍ରେସ’ କାର୍ଯ୍ୟକ୍ରମରେ ଏନେଇ…
Archives


