ଅନ୍ତର୍ଜାତୀୟ

କବାଟର ହ୍ୟାଣ୍ଡେଲ ଛୁଇଁଲେ ଅବା ବଟନ ଦବାଇଲେ ହେବନାହିଁ କରୋନା!

ୱାଶିଂଟନ,୬ ।୧୦: କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ପୂର୍ବରୁ କୁହାଯାଉଥିଲା ଯେ କୌଣସି ସ୍ଥାନକୁ ଅବା ବସ୍ତୁକୁ ଛୁଇଁବା ପରେ ପ୍ରଥମେ ହାତକୁ ସାନିଟାଇଜ କରିବା ଦରକାର । ନଚେତ୍ କରୋନା ସଂକ୍ରମଣ ଭୟ ରହିଛି । ହେଲେ ଏବେ…

୨୦୨୨ ସୁଦ୍ଧା ପୃଥିବୀର ୭୦ ପ୍ରତିଶତ ଜନସଂଖ୍ୟାଙ୍କୁ ଦିଆଯିବ କରୋନା ଟିକା: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୬।୧୦: ଆଉ ୨ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୨ ସୁଦ୍ଧା ପୃଥିବୀର ୭୦ ପ୍ରତିଶତ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବ। ଏସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍‌ ସୂଚନା ଦେଇଛନ୍ତି। ସମ୍ପ୍ରତି ପୃଥିବୀରେ ୪୦ରୁ…

ରୁଷିଆରେ ପୁଣି ବଢିଲା କରୋନା ସଂକ୍ରମଣ: ବନ୍ଦ ହେଲା ଶିକ୍ଷାନୁଷ୍ଠାନ

ମସ୍କୋ,୬ ।୧୦: ସାରା ବିଶ୍ୱରେ ନିଜର କରୋନା ଭ୍ୟାକ୍ସିନକୁ ନେଇ ଚର୍ଚ୍ଚାରେ ଥିବା ରୁଷିଆ ପୁଣିଥରେ ଅଡୁଆରେ ପଡିଯାଇଛି । ଦେଶରେ ଅଚାନକ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଦୋବାସୀଙ୍କ ଚିନ୍ତାକ୍‌ୁ ବଢାଇ ଦେଇଛି । ଲଗାତାର ଭାବେ…

ଟ୍ରମ୍ପ୍‌ଙ୍କୁ ହସ୍ପିଟାଲରୁ ଛୁଟି: ଫେରିଲେ ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ, ୬।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ସେ କରୋନାରୁ ସୁସ୍ଥ ହୋଇ ହ୍ବାଇଟ୍‌ ହାଉସ୍‌ ଫେରିଛନ୍ତି। ଶୀଘ୍ର କାମରେ ଯୋଗଦେବେ ବୋଲି ଟ୍ରମ୍ପ୍‌ ସୂଚନା ଦେଇଛନ୍ତି। ଶୁକ୍ରବାର ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ତାଙ୍କ…

ବିବାହ ଦିନ କନ୍ୟାଙ୍କ ଏପରି ଅବସ୍ଥା କଲେ ବର

ବିବାହ ଦିନ କନ୍ୟାଙ୍କୁ ପିଟିପିଟି ହତ୍ୟା କରିଛନ୍ତି ବର। ରୁଷିଆର ନୋଭୋସିବିରସ୍କରେ ଏହି ଘଟଣା ଘଟିଛି। ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଷ୍ଟିଫନ୍‌ ଡୋଲଗିଖ ନାମକ ଜଣେ ଯୁବକ(୩୩)ଙ୍କ ବିବାହ ଓକସାନା ନାମ୍ନୀ ଯୁବତୀଙ୍କ ସହ ହୋଇଥିଲା। ବିବାହ ପରେ…

ବିଶ୍ୱର ୧୦% ଲୋକ ହୋଇପାରନ୍ତି ସଂକ୍ରମିତ

ଜେନିଭା,୬।୧୦: ମହାମାରୀ କରୋନା ବୋଲ ମାନୁନି। ସଂକ୍ରମିତଙ୍କ ସଂଖ୍ୟା ବଢ଼ାଇବା ସହ ନିରୀହ ଲୋକଙ୍କ ଜୀବନ ନେଉଛି। ବିିଶ୍ୱର ପ୍ରାୟ ୧୦% ଲୋକ ଏହା ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଇମର୍ଜେନ୍ସି ମୁଖ୍ୟ ଡାକ୍ତର ମିଚେଲ…

ମେଡିସିନ ପାଇଁ ଏହି ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ଷ୍ଟକହୋମ,୫।୧୦- ମେଡିସିନ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର। ଚଳିତ ବର୍ଷ ନୋବେଲ ପୁରସ୍କାର ଲାଗି ଆମେରିକାର ହାର୍ଭେ ଜେ ଅଲଟର, ବ୍ରିଟିଶ ବୈଜ୍ଞାନିକ ମାଇକେଲ ହଟନ ଏବଂ ଚାଲର୍‌ସ ଏମ ରାଇସଙ୍କ ନାମ ଘୋଷଣା କରାଯାଇଛି। ହେପାଟାଇଟିସ-ସି ଭୂତାଣୁର ଆବିଷ୍କାର…

ଅସଲ ସ୍କୁଲ ଯାଇ କୋଭିଡ-୧୯ ସମ୍ପର୍କରେ ଜାଣିଲି ଅନେକ କଥା: ଟ୍ରମ୍ପ

ୱାଶିଂଟନ,୫ ।୧୦: କରୋନା ସଂକ୍ରମଣର ଚିକିତ୍ସା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏହି ସମୟ ମଧ୍ୟରେ ସେ କିଛି ସମୟ ପାଇଁ ସମ୍ପୂର୍ଣ୍ଣର୍ ସୁରକ୍ଷା ସହ ହସ୍ପିଟାଲ ବାହାରକୁ ଆସିଥିଲେ ।…

ମୋଦିଙ୍କ ସହିତ ରହିଛି ଶରିଫ୍‌ଙ୍କର ନିବିଡ଼ ସମ୍ପର୍କ !

ଇସଲାମାବାଦ୍‌, ୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କର ନିବିଡ଼ ସମ୍ପର୍କ ରହିଛି। ଏନେଇ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କର ବିଶେଷ ରାଜନୈତିକ ସହାୟକ ଶାହବାଜ୍‌ ଗିଲ୍‌ ଅଭିଯୋଗ ଆଣିଛନ୍ତି। ନଓ୍ବାଜ୍‌ ଜଣେ ଦେଶଦ୍ରୋହୀ ବୋଲି ଗିଲ୍‌…

ନେପାଳ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ୍‌

କାଠମାଣ୍ଡୁ, ୪।୧୦: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଓଲିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହା ସହିତ ତାଙ୍କ ବ୍ୟକ୍ତିଗତ ପରାମର୍ଶ ଦାତା ଏବଂ ଡାକ୍ତର ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଓଲିଙ୍କ ସରକାରୀ ବାସଭବନକୁ…

ବିଗୁଡୁଛି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା: ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ!

ୱାଶିଂଟନ,୪ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ଚିନ୍ତାଜନକ ଥିବା ଜଣାପଡିଛି । ହ୍ୱାଇଟ୍ ହାଉସର ଚିଫ୍ ଅଫ୍ ଷ୍ଟାଫ୍ ମାର୍କ ମୋଡେଜ ଶନିବାର କହିଛନ୍ତି ଏବେ ଟ୍ରମ୍ପଙ୍କ ସ୍ୱାସ୍ଥ୍ରବସ୍ଥା ଚିନ୍ତାଜନକ ରହିଛି । ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟ ଅଧିକ…

ଆର୍ମି ହସ୍ପିଟାଲରେ ଟ୍ରମ୍ପ

ୱାଶିଂଟନ,୪ା୧୦: କୋଭିଡ୍‌ରେ ସଂକ୍ରମିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଓ୍ବାଂଶିଟନ ବାହାରେ ଥିବା ଓ୍ବାଲ୍ଟର ରିଡ୍‌ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ପରୀକ୍ଷଣାତ୍ମକ କୋଭିଡ୍‌ ଚିକିତ୍ସା କରାଯାଉଥିବାବେଳେ ସେ ସୁସ୍ଥ ଥିବା ନେଇ ୧୮ ସେକେଣ୍ଡର ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?