ରୁଷିଆରେ ପୁଣି ବଢିଲା କରୋନା ସଂକ୍ରମଣ: ବନ୍ଦ ହେଲା ଶିକ୍ଷାନୁଷ୍ଠାନ

ମସ୍କୋ,୬ ।୧୦: ସାରା ବିଶ୍ୱରେ ନିଜର କରୋନା ଭ୍ୟାକ୍ସିନକୁ ନେଇ ଚର୍ଚ୍ଚାରେ ଥିବା ରୁଷିଆ ପୁଣିଥରେ ଅଡୁଆରେ ପଡିଯାଇଛି । ଦେଶରେ ଅଚାନକ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଦୋବାସୀଙ୍କ ଚିନ୍ତାକ୍‌ୁ ବଢାଇ ଦେଇଛି । ଲଗାତାର ଭାବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି କୁହାଯାଉଛି । ସୋମବାର ସେଠାରେ ୧୦ ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍‌ଟ କରାଯାଇଥିବା ବଳେ ଏମାନଙ୍କ ମଧ୍ୟରୁ କେବଳ ୩,୫୩୭ ଜଣ ରାଜଧାନୀ ମସ୍କୋର ବୋଲି ଜଣାପଡିଛି । ମେ’ ମାସ ପରେ ଏହା ସର୍ବାଧିକ ସଂକ୍ରମଣ ସଂଖ୍ୟା ବୋଲି କୁହାଯାଉଛି । ଇତିମଧ୍ୟରେ ୧୧୭ ଲୋକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ଏବେ ସେଠାରେ ମୋଟ ମୃତ୍ୟୁ ସଂଖ୍ୟା ୨୧,୪୭୫ ହୋଇଛି । ରୁଷିଆରେ କରୋନା ସଂକ୍ରମଣ ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ ୧,୨୨,୫,୮୮୯ରେ ପହଞ୍ଚିଥିବା କୁହାଯାଉଛି । ଏବେ ପୁଣିଥରେ କରୋନା ସଂକ୍ରମିତ ବୃଦ୍ଧି ପାଇଥିବାରୁ ଖୋଲା ଯାଇଥିବା ସ୍କୁଲକୁ ପୁଣିଥରେ ବନ୍ଦ କରି ଦିଆଯାଇଛି । ଶୁଣାଯାଇଛି ସେଠାକାର ଅଧିକାରୀମାନେ ପୁଣିଥରେ ଲକ୍‌ଡାଉନ କରିବା ପାଇଁ ଚିନ୍ତା କରୁଛନ୍ତି । ତେବେ ସେଠାରେ ସାମଜିକ ଦୂରତାକୁ ଖୁବ୍ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରକାଶ ।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

ମୁମ୍ବାଇ,୧୨।୪: ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଶିକ୍ଷା ବିଭାଗ ପକ୍ଷରୁ ସୋମବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ନିର୍ଦ୍ଧାରିତ ସମୟରେ ହେବାକୁ...

ଓମିକ୍ରନ୍ ସଂକ୍ରମିତଙ୍କ ପାଇଁ ଅଭାବ ପଡିଲାଣି ଭେଣ୍ଟିଲେଟର!

ଲସ ଆଞ୍ଜେଲସ,୭ ।୧: ଆମେରିକାରେ ପ୍ରତିଦିନ ୧୦ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ଫଳରେ ହସ୍ପିଟାଲରେ ବେଡ୍‌ର ଅଭାବ ପରିଲକ୍ଷିତ ହେଲାଣି ।...

ବଳାତ୍କାର ରୋକିବା ପାଇଁ ସରକାର ନେଲେ ଏଭଳି ନିଷ୍ପତ୍ତି: ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋମାଲିଆ, ୧୭।୮: ବିଶ୍ୱ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ପୂର୍ବରୁ ମହିଳାଙ୍କର ସ୍ବାଧୀନତା ନ ଥିଲା। ହେଲେ ଏବେ ସେମାନେ ପ୍ରତ୍ୟେକ ପ୍ରସଙ୍ଗରେ ପୁରୁଷଙ୍କ ସହ...

ଆକାଶରୁ ବୋମା ବର୍ଷା

କ୍ୱିଭ୍‌/ମସ୍କୋ,୫ା୩: ଆକାଶରୁ ତୁହାକୁ ତୁହା ବର୍ଷୁଛି ବୋମା। ରାଜରାସ୍ତାରେ ଫୁଟୁଛି ଗୁଳି। ବଡ଼ ବଡ଼ ଆପାର୍ଟମେଣ୍ଟ ଓ ସରକାରୀ ବିଲ୍ଡିଂଗୁଡ଼ିକୁ ରକେଟ ମାଡ଼ କରି ଧରାଶାୟୀ...

କ୍ୱାରାଣ୍ଟାଇନ ଅବଧି ସରିବା ପରେ ସ୍ବାସ୍ଥ୍ୟକର୍ମୀ ଭାବେ ଲୋକଙ୍କ ସେବା କରିବେ; ଏଥିପାଇଁ ନିଆଯାଉଛି କୋଭିଡ୍‌-୧୯ କ୍ଲାସ୍‌: ଜିଲାପାଳ

ଛତ୍ରପୁର, ୧୧।୫(ଡି.ଏନ୍‌.ଏ. ): ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକେ ଗଞ୍ଜାମ ଜ଼ିଲାକୁ ଫେରି କ୍ୱାରାଣ୍ଟାଇନ ସେଣ୍ଟରରେ ରହୁଛନ୍ତି। ସେଠାରେ ପ୍ରବାସୀଙ୍କ କ୍ୱାରାଣ୍ଟାଇନ ଅବଧି ସରିବା...

କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୪୦ରୁ ଊର୍ଦ୍ଧ୍ୱ ମୃତ

ଢାକା,୯ ।୭: ବାଂଲାଦେଶର ରାଜଧାନୀ ଢାକାରେ ଥିବା ଏକ ଫ୍ୟାକ୍ଟ୍ରିରେ ନିଆ ଲାଗିଯିବା ଫଳରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।...

ଆଫଗାନିସ୍ତାନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌

କାବୁଲ,୨୯ ।୪: ଆଫଗାନିସ୍ତାନରେ ବଲ୍‌ଖ ଅଞ୍ଚଳରେ ହର ମଜାର-ଏ-ଶରିଫରେ ମିନି ବସ୍‌ରେ ହୋଇଥିବା ୨ଟି ବିସ୍ଫୋରଣରେ ଅତିକମରେ ୯ ଜଣଙ୍କ ମୃତ୍ୟୁ ହେବା ସହ ୧୩...

ମୋଦି ପ୍ରଥମେ ନିଅନ୍ତୁ କରୋନା ଭ୍ୟାକ୍ସିନ ତା’ପରେ ଆମେ ନେବୁ: ତେଜପ୍ରତାପ

ପାଟନା,୮ ।୧: କରୋନା ଭାଇରସ ସଂକ୍ରମଣ ଲୋକଙ୍କ ମନରେ ଯେତିକି ଭୟ ସୃଷ୍ଟି କରିଥିଲା ଏହାର ଭ୍ୟାକ୍ସିନ ବା ଟିକା ଆସିବା ପରେ ଲୋକଙ୍କ ମନରେ...

Advertisement
Archives

Model This Week