ଅନ୍ତର୍ଜାତୀୟ

ବିପଦ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ: କିଛି ଘଣ୍ଟା ମଧ୍ୟରେ ପୃଥିବୀର ନିକଟବର୍ତ୍ତୀ ହେବ ଜଳନ୍ତା ଗ୍ରହାଣୁପିଣ୍ଡ

ଓ୍ବାଶିଂଟନ, ୨୩।୭: ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଜଳନ୍ତା ଗ୍ରହାଣୁପିଣ୍ଡ ୨୦୨୦-ଏନ୍‌ଡି ଶୁକ୍ରବାର(ଜୁଲାଇ ୨୪) ପୃଥିବୀର ନିକଟତର ହେବ। ଏହା ପୃଥିବୀଠାରୁ ପ୍ରାୟ ୦.୦୩୪ ଆଷ୍ଟୋନୋମିକାଲ ୟୁନିଟ୍‌ ଦୂରରେ ନିଜ କକ୍ଷ ପଥରେ ଗତି କରିବ। ଏହା ପୃଥିବୀ ପାଇଁ ବିପଦ…

କରୋନା ପ୍ରଭାବ: ୨୦୨୦ ନୋବେଲ ପୁରସ୍କାର ସମ୍ମାନ ସମାରୋହ ସ୍ଥଗିତ

ଷ୍ଟକହୋମ,୨୩।୦୭: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ସ୍ବିଡେନରେ ଷ୍ଟକହୋମ ସିଟି ହଲରେ ଆୟୋଜିତ ହେବାକୁ ଥିବା ନୋବେଲ ପୁରସ୍କାର ସମ୍ମାନ ସମାରୋହକୁ ସ୍ଥଗିତ ରଖାଯାଇଛି। ତେବେ ନୂଆ ତାରିଖ କେବେ ଘୋଷଣା ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ୬୪…

ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ରହୁଛନ୍ତି ୩୯୬ କୋଟିରୁ ଅଧିକ ଲୋକ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାଫଳରେ ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ୟୁଜରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି ଡାଟା ରିପୋର୍ଟଲ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ପୃଥିବୀର ୭୭୯…

ନ୍ୟାଶନାଲ ରିଫ୍ରେଶମେଣ୍ଟ୍‌ ଡେ’: ବ୍ୟସ୍ତବହୁଳ ଜୀବନରେ ମନ ହାଲୁକା କରେ

ପ୍ରତିବର୍ଷ ଜୁଲାଇ ଚତୁର୍ଥ ଗୁରୁବାର ନ୍ୟାଶନାଲ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ୨୦୧୮ରେ ଏହିି ଦିବସ ଜୁଲାଇ ୨୬ ଓ ୨୦୧୯ରେ ଜୁଲାଇ ୨୫ରେ ପାଳନ କରାଯାଇଥିବାବେଳେ ଚଳିତ ବର୍ଷ ଏହା ୨୩ ଜୁଲାଇରେ ପାଳନ କରାଯାଉଛି। ଆମେରିକାର ଭର୍ମୋଣ୍ଟ ରାଜ୍ୟସ୍ଥିତ…

ମୃତଦେହ ମେଳରେ ମହୋତ୍ସବ

ଜାକର୍ତ୍ତା: ମୃତଦେହ ମେଳରେ ପର୍ବ। ଏଥିପାଇଁ କାଠବାକ୍ସରେ ସଂରକ୍ଷିତ କରି ପାହାଡ଼ ଗୁମ୍ଫାରେ ରଖାଯାଇଥାଏ ମରଶରୀର। ପ୍ରତି ୩ବର୍ଷରେ ଥରେ ମୃତକଙ୍କ ପୁଣ୍ୟତିଥିରେ କାଠବାକ୍ସରୁ ମୃତକଙ୍କୁ ବାହାର କରାଯାଏ ଏବଂ ଏହାପରେ ଆରମ୍ଭ ହୋଇଥାଏ ମହୋତ୍ସବ ‘ମାନେନେ’। ସାଧାରଣତଃ ମୃତଦେହକୁ ନେଇ…

ଟାର୍ଗେଟ୍‌ରେ ଗଣମାଧ୍ୟମ ପ୍ରତିନିଧି

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୩।୭: ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଉପରେ ଦିନକୁ ଦିନ ନିର୍ଯାତନା ବଢ଼ିଚାଲିଛି। ଗତ ୨୩ ବର୍ଷ ମଧ୍ୟରେ ପୃଥିବୀର ବିଭିନ୍ନ ଦେଶରେ ୧୯୨୮ ଗଣମାଧ୍ୟମ ପ୍ରତିନିଧିଙ୍କୁ କରାଯାଇଛି ହତ୍ୟା କରାଯାଇଛି। ଏହି ସମୟରେ ଭାରତରେ ୭୪ ଜଣଙ୍କୁ ହତ୍ୟା…

ବ୍ରାଜିଲ୍‌ ରାଷ୍ଟ୍ରପତି ତୃତୀୟ ଥର ପାଇଁ କରୋନା ପଜିଟିଭ୍‌

ବ୍ରାସିଲିଆ, ୨୩।୭: ବ୍ରାଜିଲ୍‌ ରାଷ୍ଟ୍ରପତି ଜେର୍‌ ବୋଲସୋନାରୋ ତୃତୀୟ ଥର ପାଇଁ କରୋନା ପଜିଟିଭ୍‌ ହୋଇଛନ୍ତି। ଜୁଲାଇ ୭ରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଏହାର ରିପୋର୍ଟ ଜୁଲାଇ ୨୧ରେ ଆସିଥିଲା। ବୋଲସୋନାରୋ କରୋନା…

ଋଣଜାଲରେ ବିକାଶଶୀଳ ରାଷ୍ଟ୍ର

ନୂଆଦିଲ୍ଲୀ/ବେଜିଂ,୨୩ା୭: ବିକାଶଶୀଳ ଦେଶଗୁଡ଼ିକୁ ଚାଇନା ଦେଉଥିବା ଋଣର ଅଧା ହେଉଛି ହିଡେନ କେଡିଟ୍ସ (ଲୁକ୍କାୟିତ କରଜ)। ହାଭାର୍ଡ ୟୁନିଭର୍ସିଟିର ଜଣାଶୁଣା ଋଣ ବିଶେଷଜ୍ଞ କାର୍ମେନ ରିନ୍‌ହାର୍ଟ ଏବଂ କେଇଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଖ୍ରିଷ୍ଟୋଫ୍‌ ଟ୍ରେବେସ୍କ ଓ ସେବାସ୍ତିଆନ୍‌ ହର୍ନ ବିଶ୍ଳେଷଣ କରି ଉପରୋକ୍ତ…

ଭୂକମ୍ପରେ ଥରିଲା ଆଲାସ୍କା

ଓ୍ବାଶିଂଟନ୍‌,୨୨।୭: ଆମେରିକା ଆଲାସ୍କାରେ ବୁଧବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ରହିଥିଲା। ଆଙ୍କରେଜ୍‌ର ଦକ୍ଷିଣପଶ୍ଚିମରୁ ୫୦୦ମାଇଲ ଓ ପେରୀଭିଲ୍‌ର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ୬୦ମାଇଲ୍‌ ଦୂରରେ ଏହାର କେନ୍ଦ୍ରର ସ୍ଥଳ…

ଘରେ ସୁରକ୍ଷିତ ରହୁଥିଲେ ବି ହେବ କରୋନା! ଜାଣନ୍ତୁ କେମିତି

ଘରେ ବସି ମଧ୍ୟ ଜଣେ କରୋନା ଭାଇରସ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ଏହା ପ୍ରକାଶ କରିଛନ୍ତି। ଦକ୍ଷିଣ କୋରିଆର ବୈଜ୍ଞାନିକମାନେ କହିଛନ୍ତି ଯେ କରୋନା ଘରୋଇ ସାମଗ୍ରୀ ଏବଂ ବାହାରୁ ଆସୁଥିବା ସାମଗ୍ରୀରୁ ଜରିଆରେ କରୋନା…

ପୁଣି ମାଡ଼ିଆସୁଛି ବିପଦ: ଭାରତରେ ମିଳିବନି ଦୁଇବେଳା ଦୁଇମୁଠା

ଜେନେଭା, ୨୨।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାପଛକୁ ପୁଣି ଏକ ନୂଆ ବିପଦ ପୃଥିବୀ ଉପରେ ମାଡ଼ିଆସିବ ବୋଲି ବିଶ୍ୱ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ନୂଆ ବିପଦ ପଙ୍ଗପାଳଙ୍କ ଯୋଗୁ ସୃଷ୍ଟି…

ଚାଇନାକୁ ଆଉ ଏକ ଝଟ୍‌କା : ବିଗୋ ଆପ୍‌ ଉପରେ ପାକିସ୍ତାନ ଲଗାଇଲା ପ୍ରତିବନ୍ଧକ

ଇସ୍‌ଲାମାବାଦ,୨୧।୭: ଚାଇନାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ପାକିସ୍ତାନ ଟେଲି କମ୍ୟୁନିକେଶନ ପ୍ରାଧିକାରଣ(ପିଟିଏ)ଲାଇଭ୍‌ ଷ୍ଟ୍ରିମିଙ୍ଗ ଆପ୍‌ ବିଗୋ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି। ଏହାସହ ଟିକ୍‌ଟକ୍‌କୁ ଚେତାବନୀ ଦେଇ କହିଛି ଏହି ଆପ୍‌ରେ ଅଶ୍ଳୀଳତାକୁ ନିୟନ୍ତ୍ରଣ କରିବାକୁ ଏକ ଉପାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri