ଅନ୍ତର୍ଜାତୀୟ

୩ ମାସ ପୂର୍ବରୁ ଧନୀଙ୍କୁ ମିଳିଛି କରୋନା ଟୀକା: ଗରିବଙ୍କୁ ମିଳିବ କେବେ

ମସ୍କୋ, ୨୧।୭: କରୋନା ମହାମାରୀ ନେଇ ପୃଥିବୀରେ ସଙ୍କଟ ଜାରି ରହିଛି। ରୁଷ୍‌ରେ କରୋନା ସଂକ୍ରମଣ ସ୍ଥିତି ମଧ୍ୟ ଜଟିଳ ହେବାରେ ଲାଗିଛି। ତେବେ ଗଣମାଧ୍ୟମ ସଂସ୍ଥା ବ୍ଲୁମ୍‌ବର୍ଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।…

ହ୍ବାଇଟ ହାଉସରେ ରୋଷେଇ ଦାୟିତ୍ୱ ନେଇଛନ୍ତି ମେଲାନିଆ

ଓ୍ବାଶିଂଟନ,୨୧।୭: କରୋନା ଭାଇରସ ମହାମାରୀ ସମୟରେ ଏବେ ଦ୍ୱିପ୍ରହର ରୋଷେଇର ଦାୟିତ୍ୱ ନେଇଛନ୍ତି ଆମେରିକାର ଫାଷ୍ଟ ଲେଡି ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ। ଆମେରିକାର ରାଜଧାନୀ ଓ୍ବାଶିଂଟନ ଡିସିରେ ଥିବା ଓ୍ବାଇଟ ହାଉସ ଗରିବ ଲୋକଙ୍କୁ ସାହାଯ୍ୟ…

ଚଳିତ ବର୍ଷ ମାତ୍ର ହଜାରେ ତୀର୍ଥଯାତ୍ରୀ କରିପାରିବେ ହଜ୍‌ଯାତ୍ରା

ରିୟାଦ,୨୧।୭: ସାଉଦି ଆରବର ମକ୍କା ସହରକୁ ପ୍ରତିବର୍ଷ ବିଭିନ୍ନ ଦେଶରୁ ୨୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ହଜ୍‌ଯାତ୍ରା ପାଇଁ ଆସିଥାନ୍ତି। ହେଲେ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ତୀର୍ଥଯାତ୍ରାର ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ଜୁଲାଇ ୨୯ରୁ ଆରମ୍ଭ ହେବାକୁ…

ରାବଣ ପୃଥିବୀର ପ୍ରଥମ ବିମାନ ପାଇଲଟ: ଦାବି କଲେ ଶ୍ରୀଲଙ୍କା ସରକାର

କଲମ୍ବୋ, ୨୧।୭: ପୃଥିବୀରେ କିଏ ପ୍ରଥମେ ବିମାନ ଉଡ଼ାଇଥିଲେ। ଏଭଳି ପ୍ରଶ୍ନ ନେଇ ଶ୍ରୀଲଙ୍କା ସରକାର ଏକ ଅଜବ ଉତ୍ତର ଦେଇଛନ୍ତି। ଶ୍ରୀଲଙ୍କା ସରକାର କହିଛନ୍ତି ଯେ, ରାକ୍ଷସରାଜ ରାବଣ ପ୍ରଥମେ ପୁଷ୍ପକ ବିମାନ ନାମକ ଯାନ ଆକାଶରେ ଉଡ଼ାଉଥିବା ରାମାୟଣରେ…

ନିର୍ଣ୍ଣାୟକ ହୋଇପାରେ କୋଭିଡ୍‌ ପରିଚାଳନା

ଓ୍ବାଶିଂଟନ,୨୧ା୭(ପି.ଟି.): ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ ପୁନର୍ବାର ନିର୍ବାଚିତ ହେବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି। କାରଣ ଆପ୍ରୁଭାଲ ରେଟିଂରେ ସେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନଙ୍କଠାରୁ ପଛରେ ପଡ଼ିଯାଇଛନ୍ତି। ଓ୍ବାଶିଂଟନ ପୋଷ୍ଟ ଏବଂ ଏବିସି…

ପାଞ୍ଚମାସ ପରେ ସିନେମା ହଲ୍‌ର ଦୃଶ୍ୟ ଥିଲା ଏଭଳି

ବେଜିଂ,୨୦।୭: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡି ସାରିଲାଣି। ଗତବର୍ଷ ଡିସେମ୍ବରରେ କରୋନା ପ୍ରଥମ କରି ଚାଇନାରେ ଦେଖା ଦେଇଥିବା ବେଳେ ଏବେ ଏହା ସାରା ବିଶ୍ୱକୁ ବ୍ୟାପି ସାରିଛି। ଚାଇନାରେ…

ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଟ୍ରମ୍ପ!

ଓ୍ବାଶିଂଟନ,୨୦।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ହାରି ଯିବାର ସ୍ଥିତିକୁ ନେଇ ଏମିତି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ସେ କହିଛନ୍ତି ନିର୍ବାଚନରେ ସେ ହାରିବାର ନାହିଁ ଯଦି ସେମିତି କିଛି ପିରିସ୍ଥିତି ଉପୁଜିଲା ତେବେ ସେ…

ଟ୍ରମ୍ପ୍‌ ପୁଣି କହିଲେ ମିଛ: ଆମେରିକାରେ କରୋନା ମୃତକଙ୍କ ସଂଖ୍ୟା ନୁହେଁ ଅଧିକ

ଓ୍ବାଶିଂଟନ, ୨୦।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଥରେ ମିଛ କହିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମ୍‌ ଥିବା ସେ କହିଛନ୍ତି। ଏହାପୂର୍ବରୁ ଜନ୍ସ୍‌ ହପିକିନ୍ସ୍‌ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା…

ମଙ୍ଗଳ ମୁହାଁ ମହାକାଶ ଯାନ ‘ଅଲ୍‌-ଅମଲ’

ଟୋକିଆ, ୨୦।୭: ମଙ୍ଗଳ ଅଭିମୁଖେ ୟୁଏଇର ମହାକାଶ ଯାନ ‘ଅଲ୍‌-ଅମଲ’ ଅର୍ଥାତ୍‌ ‘ଆଶା’(ହୋପ୍‌) ସୋମବାର ଯାତ୍ରା ଆରମ୍ଭ କରିଛି। ଏହାକୁ ଜାପାନର ମହାକାଶ ଗବେଷଣା କେନ୍ଦ୍ରରୁ ଭୋର୍‌ ୬ଟା ୫୮ ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଛି। ଏହା ୟୁଏଇର ପ୍ରଥମ ମହାକାଶ ଅଭିଯାନ।…

ଚାଇନାଠାରୁ ସମ୍ପର୍କ କାଟିବ ଟିକ୍‌ଟକ୍‌ !

ଲଣ୍ଡନ,୨୦।୭: ମନୋରଞ୍ଜନଧର୍ମୀ ଭିଡିଓର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ଟିକ୍‌ଟକ୍‌ ଏବେ ଚାଇନାଠାରୁ ସମ୍ପର୍କ ଛିନ୍ନ କରିବା କଥା ଚିନ୍ତା କରୁଛି। ଏହାପରେ ସେ ଲଣ୍ଡନରେ ତା’ର ମୁଖ୍ୟ କାର୍ଯ୍ୟାଳୟ କରିବ ବୋଲି ଯୋଜନା କରୁଥିବା ସୂଚନା ମିଳିଛି। ରୟଟର୍ସରେ ପ୍ରକାଶିତ ଏକ…

ବିନା ମାସ୍କରେ ରିପୋର୍ଟିଂ କରୁଥିଲେ ଖବରଦାତା, ଆଉ ତା’ପରେ

ଇସଲାମାବାଦ,୨୦।୭: ପାକିସ୍ତାନରେ କରୋନା କାୟା ବିସ୍ତାର କରିଛି। ଏହି ସମୟରେ ଜଣେ ଖବରଦାତା ବିନା ମାସ୍କରେ ରିପୋଟିଂ କରିବା ମହଙ୍ଗା ପଡିଛି। ଏକ ଘରୋଇ ଚ୍ୟାନେଲ ପାଇଁ କାମ କରୁଥିବା ଖବରଦାତା ଅଦନାମ ତାରିକ ପେଶାଓ୍ବାର ସହରରେ ଏକ ପେଟ୍ରୋଲ ପମ୍ପ…

କରୋନା ଭଳି ଭାଇରସ୍‌ ରାଫେଲଙ୍କ ଜୀବନ ନେଇଥିଲା

ନୂଆଦିଲ୍ଲୀ,୨୦ା୭: ୫୦୦ ବର୍ଷ ତଳେ ଇଟାଲୀରେ ଶିଳ୍ପକଳାର ଉଚ୍ଚ ପୁନର୍ଜାଗରଣ (ହାଇ ରେନେସଁ। ) ସମୟ ଚାଲିଥିଲା। ୧୪୯୫ରୁ ୧୫୨୦ ମଧ୍ୟରେ ଯେଉଁ ତିନିଜଣ ମହାନ କଳାକାରଙ୍କୁ ନେଇ ଇଟାଲୀୟ କଳା ସମୃଦ୍ଧ ହୋଇଥିଲା ସେମାନଙ୍କ ମଧ୍ୟରୁ ଅଗ୍ରଣୀ ଥିଲେ ରାଫେଲୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri