ଅନ୍ତର୍ଜାତୀୟ

କୁଳଭୂଷଣଙ୍କ ଓକିଲ ନିଯୁକ୍ତି ପାଇଁ ଭାରତକୁ ଅନୁମତି

ଇସ୍‌ଲାମାବାଦ, ୪ା୮: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି ସୋମବାର ଇସ୍‌ଲାମାବାଦ ହାଇକୋର୍ଟରେ ଅନୁଷ୍ଠିତ ହୋଇଥିଲା। ଅଦାଲତ ଶୁଣାଣି ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ ତାଙ୍କ ପାଇଁ ଓକିଲ…

କରୋନା ପରେ ନୂଆ ବିପଦ: ସଂକ୍ରମିତ ପିଆଜ ଖାଇ ଲୋକେ ଅସୁସ୍ଥ

ଓ୍ବାଶିଂଟନ, ୩।୮: ଆମେରିକାରେ କରୋନା ସଂକ୍ରମଣ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ଏବେ ବହୁ ଲୋକ ସଂକ୍ରମିତ ପିଆଜ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଇତିମଧ୍ୟରେ ୬୦ରୁ ଅଧିକ ଲୋକଙ୍କୁ ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି। ପିଆଜରେ ଥିବା ସୈଲମୋନେଲା ବ୍ୟାକ୍ଟେରିଆ…

କରୋନାର ନୂତନ ପରୀକ୍ଷଣକୁ କୁହାଯାଉଛି ‘ଜୀବନ ରକ୍ଷାକାରୀ’: ଜାଣନ୍ତୁ କାହିଁକି

ଲଣ୍ଡନ, ୩।୮: କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସମଗ୍ର ଦେଶ ଏହାର ଟିକା ବା ଔଷଧ ପ୍ରସ୍ତୁତ କରିବାରେ ଲାଗିପଡ଼ିଛି।…

ପାକିସ୍ତାନୀ ନ୍ୟୁଜ୍‌ ଚ୍ୟାନେଲ୍‌ ହ୍ୟାକ୍‌: ଟିଭି ସ୍କ୍ରିନ୍‌ରେ ତ୍ରିରଙ୍ଗା

ଇସଲାମାବାଦ, ୩।୮: ରବିବାର ପାକିସ୍ତାନର ପ୍ରମୁଖ ଟିଭି ଚ୍ୟାନେଲ ଡ୍ରୋନ୍‌ ନ୍ୟୁଜ୍‌ ହ୍ୟାକ୍‌ ହୋଇଯାଇଥିବା ଜଣାପଡ଼ିଛି। ହଠାତ୍‌ ଟିଭି ସ୍କ୍ରିନ୍‌ରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଦେଖିବାକୁ ମିଳିଥିଲା। ଏହା ସହିତ ସ୍କ୍ରିନ୍‌ରେ ହ୍ୟାପି ଇଣ୍ଡିପେଡେନ୍ସ୍‌ ଡେ ମଧ୍ୟ ଲେଖା ଥିବା…

ନେପାଳ ପାଣି ଛାଡ଼ିବାରୁ ୬୧ ଗାଁ ବୁଡ଼ିଗଲା

ବାହରିଚ୍‌ ୩ା୮(ପି.ଟି.): ନେପାଳ ଏହାର ତିନୋଟି ବ୍ୟାରେଜରୁ ନଦୀକୁ ଜଳ ଛାଡ଼ିଦେବାରୁ ରବିବାର ଉତ୍ତରପ୍ରଦେଶ ବାହରିଚ୍‌ ଜିଲାସ୍ଥିତ ୬୧ଟି ଗାଁ ଜଳମଗ୍ନ ହୋଇଯାଇଛି। ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ୧୭୧ ଘର କ୍ଷତିଗ୍ରସ୍ତ ହୋଇଛି। ଘାଘରା ନଦୀରେ…

ଟାଇମ୍ସ ସ୍କୋୟାର ଡିସ୍‌ପ୍ଲେକୁ ଆମେରିକାରେ ବିରୋଧ

ନ୍ୟୁୟର୍କ,୩ା୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଗ୍ରାଉଣ୍ଡବ୍ରେକିଂ ସେରେମନି ହେବ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଭାଜପା ନେତା ଯୋଗଦେବେ। ଏହି ଦିନ ଆମେରିକାର ନ୍ୟୁୟର୍କ ସହରସ୍ଥିତ ଟାଇମ୍ସ ସ୍କୋୟାରରେ ରାମଙ୍କ ଛବି ସହ ଅଯୋଧ୍ୟାରେ…

ଭାରତରେ ୨୭ କୋଟିରୁ ଅଧିକ ଶିଶୁଙ୍କ ରକ୍ତରେ ଜହର

ଜେନେଭା, ୨।୮: ଭାରତରେ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ଦେଶର ୨୭ କୋଟି ୫୦ ଲକ୍ଷରୁ ଅଧିକ ଶିଶୁଙ୍କ ରକ୍ତରେ ଜହର ରହିଛି। ରକ୍ତରେ ସୀସାର ମାତ୍ରା ବୃଦ୍ଧି ପାଇବା ଯୋଗୁ…

କରୋନା ଟୀକା ଏହି ମାସରେ ପହଞ୍ଚିବ ଲୋକଙ୍କ ପାଖରେ

ମସ୍କୋ, ୨।୮: ପୃଥିବୀରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ବିଭିନ୍ନ ଦେଶର ବୈଜ୍ଞାନିକ କରୋନା ପ୍ରତିଷେଧକ ଟୀକାର ଟ୍ରାଏଲ୍‌ ଜାରି ରଖିଛନ୍ତି। ତେବେ ରୁଷିଆ ଟୀକା ଟ୍ରାଏଲ୍‌ କ୍ଷେତ୍ରରେ ଆଗୁଆ ରହିଛି। ଏଠାରେ ଅଗଷ୍ଟ ୧୦ ସୁଦ୍ଧା କରୋନା…

ଭାରତକୁ ରାଫାଲ ଆସିବା ପରେ କ୍ରୋଧରେ ଜର୍ଜରିତ ପାକିସ୍ତାନ, ଓଗାଳୁଛି ବିଷ

ଲାହୋର,୧ା୮: ଫ୍ରାନ୍ସରୁ ରାଫାଲ ଆସିବା ପରେ ଭାରତୀୟ ବାୟୁସେନାର ୍‌ଶକ୍ତି ବହୁଗୁଣ ବଢ଼ିଯାଇଛି। ଫଳରେ ପଡ଼ୋଶୀ ଦେଶ ଚାଇନା ଏବଂ ପାକିସ୍ତାନ କ୍ରୋଧିତ ହୋଇଉଠିଛନ୍ତି। ପ୍ରଥମେ ଚାଇନା ରାଫାଲ ବିମାନକୁ ନିଜର ଜେ-୨୦ଠାରୁ କମ୍‌ ଶକ୍ତିଶାଳୀ ବୋଲି କହୁଥିଲା। ବର୍ତ୍ତମାନ ପାକିସ୍ତାନ…

ଚାଇନା ଉପରେ ଆମେରିକାର ଡିଜିଟାଲ ଷ୍ଟ୍ରାଇକ୍‌: ୨୪ ଘଣ୍ଟା ମଧ୍ୟରେ ବ୍ୟାନ ହୋଇପାରେ ଟିକ୍‌ଟକ୍‌

ଓ୍ବାଶିଂଟନ୍‌,୧।୮: ଦେଶରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଉଦେ୍‌ବେଗଜନକ ସ୍ଥିତି ହେବା ପରଠାରୁ ଚାଇନା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଆକ୍ରମଣ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଅନେକ ସମୟରେ କରୋନାକୁ ନେଇ ଟ୍ରମ୍ପ ଚାଇନାକୁ ଟାର୍ଗେଟ କରୁଥିବା ପରିଲିକ୍ଷିତ…

ପାଣିରେ ମରିପାରନ୍ତି କରୋନା ଭାଇରସ୍‌!

ମସ୍କୋ,୩୧।୭: ମହାମାରୀ କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ବିଭିନ୍ନ ଦେଶରେ କରୋନାର ବର୍ଦ୍ଧିତ ମାମଲା ସାମ୍ନାକୁ ଆସୁଛି। ଏଥିରୁ ରକ୍ଷା ପାଇବା ପାଇଁ ସଫାସୁତୁରା ରହିବା ସହ ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଓ…

୧୦ ବର୍ଷରୁ କମ୍‌ ବୟସର ଶିଶୁଙ୍କଠାରୁ କରୋନା ବ୍ୟାପିବାର ସମ୍ଭାବନା ଅଧିକ !

ଓ୍ବାଶିଂଟନ,୩୧।୭: କରୋନା ମହାମାରୀ ଏବେ ଭୟଙ୍କର ରୂପ ନେଇଥିବା ବେଳେ କେତେକ ସ୍ଥାନରେ ଏହା ଗୋଷ୍ଠୀ ସଂକ୍ରମଣରେ ପରିଣତ ହୋଇଥିବା କୁହାଯାଉଛି। ଏଭଳି ସମୟରେ ଜେଏଏମ୍‌ଏ ପେଡିଆଟ୍ରିକ୍ସ ଦ୍ୱାରା କରାଯାଇଥିବା ଏକ ଗବେଷଣା କହୁଛି ଯେ ୧୦ ବର୍ଷରୁ କମ୍‌ ବୟସର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri