ଅନ୍ତର୍ଜାତୀୟ

ବଳାତ୍କାର ମାମଲାରୁ ବର୍ତ୍ତି ପାରିବେ ନାହିଁ ଟ୍ରମ୍ପ

ଓ୍ବାଶିଂଟନ,୮।୮: ନ୍ୟୁୟର୍କର ଜଣେ ବିଚାରପତି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଯେଉଁ ବଳାତ୍କାର ଅଭିଯୋଗ ଆସିଛି ସେଥିରୁ ସେ ବର୍ତ୍ତି ପାରିବେ ନାହିଁ। ଏହି ମାମଲାକୁ ଟ୍ରମ୍ପ ବିଳମ୍ବ କରୁଥିବା ଦର୍ଶାଇ ବିଚାରପତି ଜଣଙ୍କ କହିଛନ୍ତି ରାଷ୍ଟ୍ରପତି ପଦରେ…

ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ନେବ ୩ ଲକ୍ଷ ଲୋକଙ୍କ ଜୀବନ

ଓ୍ବାଶିଂଟନ,୭।୮: ଆମେରିକାରେ କରୋନା ସଂକ୍ରମଣ ଏବେବି କମିବାର ନାଁ ନେଉନି। ଦିନକୁ ଦିନ ଏଠାରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଏବେସୁଦ୍ଧା ଆମେରିକାରେ କରୋନା ସଂକ୍ରମଣରେ ପାଖାପାଖି ୧ ଲକ୍ଷ ୬୦ ହଜାରରେ ପହଞ୍ଚି ସାରିଲାଣି। ଏହାକୁ ନଜରରେ ରଖି ୟୁନିଭର୍ସିଟି…

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆସିବ କରୋନା ଭ୍ୟାକ୍ସିନ

ମସ୍କୋ,୭।୮: କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଏବେ ଏହାର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କାମରେ ପ୍ରାୟ ସମସ୍ତ ବିକାଶଶୀଳ ଦେଶ ଲାଗି ପଡିଛନ୍ତି। ରୁଷିଆ ଏବେ ଦାବି କରିଛି କି ଅଗଷ୍ଟ ୧୨ ସୁଦ୍ଧା…

ପ୍ରି-ଓ୍ବେଡିଂ ଫଟୋସୁଟ କରୁଥିବା ବେଳେ କନ୍ୟାଙ୍କ ସହ ଘଟିଲା କିଛି ଏଭଳି: ଭିଡିଓ ଭାଇରାଲ

ବେରୁଟ୍‌,୭।୮: ସବୁ ଝିଅ ଓ ପୁଅଙ୍କ ମନରେ ନିଜ ବିବହାକୁ ନେଇ ବହୁ ସ୍ବପ୍ନ ଓ ପ୍ଲାନିଂ ରହିଥାଏ। ହେଲେ ଏହି ସବୁ ସ୍ବପ୍ନ ସାକାର ହେଉଥିବା ବେଳେ ଯଦି କିଛି ଅଘଟଣ ଘଟେ, ତେବେ ଏହା କେବେ ମନରୁ ଲିଭେ…

ଆମେରିକାରେ ୪୫ ଦିନ ପାଇଁ ଟିକ୍‌ଟକ୍‌ ବ୍ୟାନ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୭ା୮: ଚାଇନା ସହିତ ଲାଗି ରହିଥିବା ବିବାଦ ନେଇ କଡ଼ା ପଦକ୍ଷେପ ନେଇଛି ଆମେରିକା। ଚାଇନାର ସୋସିଆଲ ମିଡିଆ ଆପ୍‌ ଟିକ୍‌ଟକ୍‌ ପ୍ରତି ୪୫ ଦିନ ପ୍ରତିବନ୍ଧକ ଲଗାଇଛି ଏହି ଦେଶ। ଟିକ୍‌ଟକ୍‌ ଚଳାଉଥିବା ଚାଇନାର ବାଇଟ୍‌ଡାନ୍ସ ଏହାକୁ ୪୫ ଦିନରେ…

ଶ୍ରୀଲଙ୍କାରେ ରାଜପକ୍ଷେଙ୍କ ଦଳକୁ ମିଳିଲା ବହୁମତ, ମୋଦି ଜଣାଇଲେ ଶୁଭେଚ୍ଛା

କଲମ୍ବୋ,୭।୮:ଶ୍ରୀଲଙ୍କା ହୋଇଥିବା ସାଧାରଣ ନିର୍ବାଚନରେ ମହିନ୍ଦ୍ରା ରାଜପକ୍ଷେଙ୍କ ଦଳ ବହୁମତ ହାସଲ କରିଛି। ଏହାସହ ରାଜପକ୍ଷେ ପୁଣିଥରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହେବା ହେବା ରାସ୍ତା ସଫା ହୋଇଛି। ରାଜପକ୍ଷେଙ୍କ ଭାଇ ପୂର୍ବରୁ ଶ୍ରୀଲଙ୍କାର ରାଷ୍ଟ୍ରପତି ଅଛନ୍ତି। ଶୁକ୍ରବାର ଆସିଥିବା ଫଳାଫଳ ଅନୁଯାୟୀ…

ବେରୁଟ୍‌ ବିସ୍ଫୋରଣର ହୃଦୟ ବିଦାରକ ଦୃଶ୍ୟ: ଆହତଙ୍କୁ ସ୍କୁଟିରେ ଡାକ୍ତରଖାନା ନେଲେ ଯୁବକ

ବେରୁଟ୍‌,୬ା୮: ମଙ୍ଗଳବାର ଲେବାନନ୍‌ର ରାଜଧାନୀ ବେରୁଟ୍‌ରେ ଘଟିଥିବା ଭୟାନକ ବିସ୍ଫୋରଣରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ରାସ୍ତାରେ କେବଳ ଅଟ୍ଟାଳିକା ଭଗ୍ନାଂଶ ଏବଂ ମଣିଷଙ୍କ କ୍ଷତବିକ୍ଷତ…

କରୋନାରୁ ସୁସ୍ଥ ହୋଇଥିବା ୯୦ ପ୍ରତିଶତ ରୋଗୀଙ୍କ ଫୁସଫୁସର ହେଉଛି ଏପରି ଅବସ୍ଥା!

ବେଜିଂ,୬।୮: ଚାଇନାର ଉହାନ ସହରରେ କରୋନା ଭାଇରସରୁ ଆରୋଗ୍ୟ ହୋଇଥିବା ଅଧିକାଂଶ ରୋଗୀଙ୍କ ଫୁସଫୁସ ଖରାପ ହୋଇଯାଇଛି। କେବଳ ଏତିକି ନୁହେଁ, କରୋନାରୁ ସୁସ୍ଥ ହୋଇଥିବା ୫ ପ୍ରତିଶତ ରୋଗୀ ପୁଣି କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉହାନ…

ଚାଇନାକୁ ପୁଣି ବଡ଼ ଝଟ୍‌କା: ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ ଡିଲିଟ୍‌

ଓ୍ବାଶିଂଟନ୍‌, ୬।୮: ଚାଇନାକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଗୁଗଲ ପକ୍ଷରୁ ଚାଇନାର ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଡିଲିଟ୍‌ କରିଛି। ଏପ୍ରିଲ୍‌ରୁ ଜୁନ୍‌ ମାସ ମଧ୍ୟରେ ଗୁଗଲ ପକ୍ଷରୁ ଏଭଳି କରାଯାଇଛି। ଏନେଇ ଗୁଗଲର ତ୍ରୟମାସିକ ରିପୋର୍ଟରେ ତଥ୍ୟ ପ୍ରକାଶ…

ଟୁଇଟ୍‌ କରିପାରିବେନି ଟ୍ରମ୍ପ!

ଓ୍ବାଶିଂଟନ,୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ସୂଚନା ମିଳିଛି। ତେବେ କରୋନା ଭାଇରସ ସଂକ୍ରମଣକୁ ନେଇ ଟ୍ରମ୍ପକୁ ଟୁଇଟର ଆକାଉଣ୍ଟରେ ଭୁଲ୍‌ ତଥ୍ୟ ଦିଆଯାଇଥିବାରୁ ଏମିତି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଟୁଇଟରର ଜଣେ…

ଚାଇନା ଉପରେ ମାଡ଼ି ଆସିଲା ବିପଦ: କରୋନା ପରେ ଏବେ ନୂଆ ସଂକ୍ରମଣ

ବେଜିଂ, ୬।୮: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଉପରେ ପୁଣି ଏକ ନୂଆ ବିପଦ ମାଡ଼ି ଆସୁଛି। ଏଠାରେ ନୂଆ ସଂକ୍ରମଣରେ ୬୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଗ୍ଲୋବାଲ ଟାଇମ୍ସ୍‌ ରିପୋର୍ଟ ଅନୁସାରେ…

ପ୍ରତି ୧୫ ସେକେଣ୍ଡରେ ଯାଉଛି ଜଣେ କରୋନା ରୋଗୀଙ୍କ ଜୀବନ, ଜାଣନ୍ତୁ ବିଶ୍ୱରେ ମୃତ୍ୟୁ ସଂଖ୍ୟା କେତେ

କରୋନା ଜୀବାଣୁ ସାରା ବିଶ୍ୱରେ ବିପର୍ଯ୍ୟୟ ଘଟାଇବାରେ ଲାଗିଛି। ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବିଶ୍ୱରେ ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି। ଗତ ଦୁଇ ସପ୍ତାହର ଆକଳନକୁ ଦେଖିଲେ, ପ୍ରତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri