ଆତଙ୍କବାଦୀ ଆକ୍ରମଣରେ ୧୪ ମୃତ

କରାଚି,୧୬।୧୦: ପାକିସ୍ତାନର ଦକ୍ଷିଣପଶ୍ଚିମ ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୭ ଜଣ ଯବାନ ଓ ୭ ଜଣ ସଭିଲ ସିକ୍ୟୁରିଟିର ସଦସ୍ୟ ରହିଛନ୍ତି। ଗ୍ବାଦର ଜିଲାର ଓରମାରା ସହରରେ ଥିବା ସରକାରୀ ଅଏଲ ଆଣ୍ଡ ଗ୍ୟାସ ଡେଭଲପମେଣ୍ଟ କମ୍ପାନୀ ଲିଃର କର୍ମଚାରୀଙ୍କ ଉପରକୁ ଆକ୍ରମଣ ହୋଇଛି। ପାକିସ୍ତାନର ପାରାମିଲିଟାରୀ ଫୋର୍ସ ଓ ନୌସେନାର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପାକିସ୍ତାନ ସୈନ୍ୟ ଯବାନ ଏହାର ଜବାବ ଦେବା ପୂର୍ବରୁ ଆତଙ୍କବାଦୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ଦୂରତା ବଜାୟ ନ ରଖିବାରୁ ବୈଜ୍ଞାନିକ ଫର୍ଗୁସନ୍‌ଙ୍କୁ ଦେବାକୁ ପଡ଼ିଲା ଇସ୍ତଫା

ଲଣ୍ଡନ,୬।୫: ବ୍ରିଟେନ୍‌ରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଏଠାରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକେ ସାମାଜିକ ଦୂରତା...

ଭାରତରେ ଅପପୁଷ୍ଟି କମୁଛି

ଜାତିସଂଘ,୧୫ା୭: ଭାରତରେ ୧୦ ବର୍ଷ ମଧ୍ୟରେ ଅପପୁଷ୍ଟିରେ ପୀଡ଼ିତଙ୍କ ସଂଖ୍ୟା ୬ କୋଟି ହ୍ରାସ ପାଇଛି। ଅନ୍ୟପକ୍ଷରେ ବୟସ୍କଙ୍କଠାରେ ମେଦବହୁଳତା ବୃଦ୍ଧି ପାଉଥିବା ଜାତିସଂଘ ରିପୋର୍ଟରେ...

ଏୟାର ଲିପ୍ଟ ସମୟରେ ଘୁରିଲା ମହିଳାଙ୍କ ଷ୍ଟ୍ରେଚର: ଅବସ୍ଥା ଗୁରୁତର

ଓ୍ବାଶିଂଟନ,୩୦।୧୧: ସାଧାରଣତଃ ବିପଦରେ ପଡିଥିବା ବେଳେ ବା କୌଣସି ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହେଲିକପ୍ଟର ମାଧ୍ୟମରେ ଏୟାର ଲିପ୍ଟ କରାଯାଏ। ଯେଉଁଥିରେ ପୀଡିତଙ୍କର...

ଆତ୍ମହତ୍ୟାକାରୀଙ୍କୁ ଯେଉଁଠି ମିଳେ ‘ବୀର’ର ମାନ୍ୟତା…

ୟୁରୋପର ହଙ୍ଗେରୀରେ ଆତ୍ମହତ୍ୟାକାରୀଙ୍କୁ ‘ବୀର’ର ମାନ୍ୟତା ଦିଆଯାଏ। ଏଠାରେ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ । ବିଭିନ୍ନ ସମସ୍ୟା ଯୋଗୁ ଏଠାରେ ଅଧିକାଂଶ...

ଶ୍ରୀଲଙ୍କାରେ ନିର୍ବାଚନୀ ହିଂସା

କଲମ୍ବୋ,୧୬।୧୧: ଶ୍ରୀଲଙ୍କାରେ ଶନିବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ସମୟରେ ଏକ ହିଂସା ହୋଇଥିବା ଖବର ମିଳିଛି। ଶ୍ରୀଲଙ୍କାର ଉତ୍ତର-ପଶ୍ଚିମରେ...

୧୮ ଭାରତୀୟ ନାବିକଙ୍କୁ ଅପହରଣ କଲେ ଜଳଦସ୍ୟୁ

ଅବୁଜା,୫।୧୨: ନାଇଜେରିଆର ବୋନି ଅଫ୍‌ଶୋର୍‌ ଟର୍ମିନାଲ୍‌ରୁ ଏକ କଞ୍ଚାମାଲ ବୋଝେଇ ଜାହାଜରୁ ଜଳଦସ୍ୟୁମାନେ ୧୮ ଭାରତୀୟ ନାବିକଙ୍କୁ ଅପହୃତ କରିଛନ୍ତି। ସେମାନେ ଗତ ମଙ୍ଗଳବାର ରାତିରେ...

୩୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୨୮ା୪: ପ୍ରାଣଘାତୀ କରୋନାରେ ୨୧୦ ଦେଶରେ ମୋଟ ୨.୦୮ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଥିବା ବେଳେ ଆମେରିକା,...

ବିନା ବିରତିରେ ୧୯ ଘଣ୍ଟା ଉଡି ରେକର୍ଡ କଲା ଯାତ୍ରୀବାହି ବିମାନ

ସିଡ୍‌ନୀ,୨୧।୧୦: ବିଶ୍ୱରେ ପ୍ରଥମ ଥର ଲାଗି ବିନା ବିରତିରେ ଏକ ଯାତ୍ରୀବାହି ବିମାନ ୧୯ ଘଣ୍ଟା ୧୬ ମିନିଟ୍‌ ଉଡି ରେକର୍ଡ ସୃଷ୍ଟି କରିଛି। ବିମାନଟି...

Advertisement


Archives

Model This Week