ବିଲ୍ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ
ଓ୍ବାଶିଂଟନ,୨୧ା୪: ଆମେରିକାର ବିଶିଷ୍ଟ ବ୍ୟବସାୟୀ ଓ୍ବିଲିୟମ୍ ବିଲ୍ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ ହୋଇଛି। ଭାରତରେ ଭାକ୍ସିନ ବେପାର କରିବା ପାଇଁ ଗେଟ୍ସଙ୍କୁ କିପରି ନିଶା ଘାରିଛି ସେନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍ ଏଫ୍. କେନେଡି (ଜେଏଫ୍କେ)ଙ୍କ ପୁତୁରା ରବର୍ଟ…
ପ୍ୟାରିସ୍ ପାଣିରେ କରୋନା ପଜିଟିଭ
ପ୍ୟାରିସ୍,୨୧ା୪: କରୋନା ମହାମାରୀର ପ୍ରକୋପରେ ଘାଣ୍ଟି ହେଉଥିବା ଦେଶଗୁଡ଼ିକ ମଧ୍ୟରେ ଫ୍ରାନ୍ସର ସ୍ଥାନ ବିଶ୍ୱରେ ୪ର୍ଥ ଏବଂ ୟୁରୋପରେ ୩ୟ। ଏଠାରେ ଅଦ୍ୟାବଧି ଦେଢ଼ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ୨୦ ହଜାର ଲୋକଙ୍କ ମୃତ୍ୟୁ ଘଟିଲାଣି। ଏଭଳି ସ୍ଥଳେ…
ଚାଇନାକୁ ଜର୍ମାନୀର ୧୬୫ ବିଲିୟନ ଡଲାରର ବିଲ୍
ନୂଆଦିଲ୍ଲୀ,୨୧ା୪: କରୋନା ଭାଇରସ୍ ସଂକ୍ରମଣ ଦ୍ୱାରା ସାରା ବିଶ୍ୱରେ ବ୍ୟାପକ ଭାବେ ଧନଜୀବନ କ୍ଷତି ଘଟିବାରେ ଲାଗିଛି। ଚାଇନାର ଉହାନରୁ ପ୍ରଥମେ ଏହି ସଂକ୍ରମଣ ଦେଖାଦେଇଥିଲା ଏବଂ ତାହା ସାରା ବିଶ୍ୱକୁ ବ୍ୟାପିଛି। ଏଥିପାଇଁ ଚାଇନାକୁ ଦାୟୀ କରୁଛନ୍ତି ଆମେରିକା, ଫ୍ରାନ୍ସ,…
ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍କା
ଲଣ୍ଡନ,୨୦।୪: କିଙ୍ଗ୍ଫିଶର ଏୟାରଲାଇନ୍ସର ମାଲିକ ତଥା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍କା ଲାଗିଛି। ଭାରତ ପ୍ରତ୍ୟର୍ପଣ ବିରୋଧରେ ମାଲ୍ୟା କରିଥିବା ଆବେଦନକୁ ବ୍ରିଟେନ ହାଇକୋର୍ଟ ଖାରଜ କରିଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋମବାର ଲଣ୍ଡନର ରୟାଲ କୋର୍ଟ ଅଫ୍…
କରୋନା ଭାଇରସ: ମୌଲାନାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଲେ ଲକ୍ଷାଧିକ ଲୋକ
ଢାକା,୨୦।୪: ପାକିସ୍ତାନରେ ଇମ୍ରାନ ଖାଁ ସରକାର ଓ ମୌଳବାଦୀ ନେତାଙ୍କ ମଧ୍ୟରେ ଲକ୍ଡାଉନକୁ ନେଇ ଚାଲିଥିବା ତୁତୁମେଁମେଁ ଭିତରେ ଏବେ ବାଂଲାଦେଶରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସଛି। ଢାକାରେ ଶନିବାର ଜଣେ ମୌଲାନାଙ୍କ ଅନ୍ତିମ ସଂସ୍କାର ସମୟରେ ଲକ୍ଡାଉନ ନିୟମ…
ଉହାନ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଘୋଷିତ
ବେଜିଂ, ୨୦ା୪- କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ ଏକ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କରୋନା ଯୋଗୁ ସହରର ମୃତକଙ୍କ ସଂଖ୍ୟା ପୂର୍ବ ସଂଖ୍ୟାର ୫୦ ପ୍ରତିଶତ ବଢାଇବା ପରେ ଏବେ ଏହି ଅଞ୍ଚଳକୁ…
କରୋନା ରିଲିଫ୍ ପାଣ୍ଠିରୁ ୨୬୧ କୋଟି ଲୁଟି ନେଲେ ହ୍ୟାକର
ବର୍ଲିନ୍,୨୦।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଛି। ସହାୟତା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ କରୋନା ରିଲିଫ୍ ପାଣ୍ଠିକୁ ଦାନ ମଧ୍ୟ ଦେଉଛନ୍ତି। ଏହି ଅର୍ଥ କରୋନା ଲଢ଼େଇରେ ବିନିଯୋଗ ହେବ। ଯାହାଦ୍ୱାରା ସମାଜର ହିତ…
ଲକ୍ ଡାଉନ୍: ରମଜାନ ନମାଜ ଉପରୁ ହଟିଲା କଟକଣା
ଇସଲାମାବାଦ୍,୨୦।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍ ଡାଉନ୍ ଜାରି ହୋଇଛି। ଏପ୍ରିଲ୍ ୨୪ଠାରୁ ରମଜାନ ମାସ ଆରମ୍ଭ ହେଉଥିବାରୁ ଏହି ସମୟରେ ମସଜିଦ୍ରେ ସାମୁହିକ ନମାଜ ପାଠକୁ ସୌଦି ସମେତ…
ଚିନ୍ତା ବଢାଉଛି କରୋନା: ବ୍ରିଟେନରେ ସରି ଆସୁଛି ପିପିଇ, ସଂକ୍ରମଣରେ ୮୦ ଡାକ୍ତର, ନର୍ସଙ୍କ ମୃତ୍ୟୁ
ଲଣ୍ଡନ,୨୦।୪: ବ୍ରିଟେନରେ କରୋନା ସଂକ୍ରମଣ ଏବେ କମ୍ ଥିବା ସୂଚନା ରହିଛି। ହେଲେ ଏବେ ସେଠାରେ ଆଉ ଏକ ସମସ୍ୟା ହେଉଛି ଆଉ ମାତ୍ର ଗୋଟିଏ ଦିନ ପାଇଁ ସେମାନଙ୍କ ପାଖରେ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ(ପିପିଇ) ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ…
ବିତ୍ତଶାଳୀ ଆମେରିକାରେ କରୋନା ତାଣ୍ଡବ: ଅନ୍ତିମ ସଂସ୍କାର ନ କରି ମୃତଦେହକୁ ରାସ୍ତାକଡ଼ରେ ଛାଡିଯାଉଛନ୍ତି ଲୋକେ; ଚିକିତ୍ସା ପାଇଁ ପାଖରେ ନାହିଁ ଅର୍ଥ
ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣର ତାଣ୍ଡବ ଯୋଗୁ ବିତ୍ତଶାଳୀ ଆମେରିକାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଲକ୍ ଡାଉନ୍ ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଖାଦ୍ୟ ସଂଗ୍ରହ ଲାଗି ଲୋକେ ଘଣ୍ଟା ଘଣ୍ଟା ଧାଡ଼ିବାନ୍ଧି ଫୁଡ୍ ବ୍ୟାଙ୍କ ସମ୍ମୁଖରେ…
ଆମେରିକାରେ ହୃଦୟ ବିଦାରକ ଦୃଶ୍ୟ: କାର୍-ଆମ୍ବୁଲାନ୍ସ-ଘର-ରାସ୍ତାକଡ଼ରେ ପଡ଼ି ରହିଛି ମୃତଦେହ
ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ନେଇ ଆମେରିକା ଏବେ ହଟ୍ସ୍ପଟ୍ ପାଲଟିଛି। ଏଠାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରୀ ରିପୋର୍ଟ ପାଇଁ ମୃତକଙ୍କ ସଂଖ୍ୟା ଗଣିବା ଲାଗି ଯାଉଥିବା ଲୋକେ ବାସ୍ତବିକତା ଅନୁଭବ କରିପାରୁଛନ୍ତି। ଦକ୍ଷିଣ ଆମେରିକାର…
କରୋନା ସଂକ୍ରମଣ: କେଉଁ ଖାଦ୍ୟ ଖାଇଲେ ବଢ଼ିବ ରୋଗପ୍ରତିରୋଧକ ଶକ୍ତି
ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ନେଇ ଭିନ୍ନ ଭିନ୍ନ ଗୁଜବ ମଧ୍ୟ ଉଠୁଛି। କେହି କେହି ଭିଟାମିନ୍-ସି, ଭିଟାମିନ୍-ଇ ଖାଇବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଶରୀରରେ କୌଣସି ଭିଟାମିନ୍ର ଅଭାବ ଦେଖାଦେଲେ…
Archives


