ଅନ୍ତର୍ଜାତୀୟ

ପାକ୍ ସେନା ମୁଖ୍ୟଙ୍କ ଉପରେ ଦୋଷ ଲଦିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ

ଇସ୍‌ଲାମାବାଦ,୧୭ ।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଶନିବାର ପାକ୍ ସେନା ମୁଖ୍ୟ ଜେନରାଲ କମର ଜବେଦ ବାଜୱାଙ୍କ ଉପରେ ଏକ ଦୋଷ ଲଦିଛନ୍ତି । ଶରିଫ କହିଛନ୍ତି ବାଜୱା ମୋ ସରକାରକୁ ଭାଙ୍ଗି ଦେଇଥିଲେ । ସେ ଆହୁରି…

କରୋନା ସଂକ୍ରମିତଙ୍କୁ ବଞ୍ଚାଇବାରେ ଅସଫଳ ହେଲା ରେମଡେସିଭିର!

ଜେନେଭା,୧୬ ।୧୦: ଆମେରିକା କମ୍ପାନୀ ଗିଲିଏଡର ରେମଡେସିଭିର ଔଷଧ କରୋନା ସଂକ୍ରମିତଙ୍କ ଜୀବନ ବଞ୍ଚାଇବାରେ ଅସଫଳ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ନିକଟରେ ଏକ କ୍ଲିନିକାଲ ଟେଷ୍ଟରେ ପାଇଥିବା ତଥ୍ୟ ଅନୁଯାୟୀ, କରୋନା ସଂକ୍ରମିତଙ୍କ ଚିକିତ୍ସା କରିବା ଅବା ସେମାନଙ୍କର…

ହେଡ୍‌ଫୋନରେ ଲୁଚିଥିଲା ବୁଢ଼ିଆଣୀ, ଗୀତ ଶୁଣିବା ପାଇଁ କାନରେ ଲଗାଇଲେ ମହିଳା, ଆଉ ତାପରେ…

କାନବେରା, ୧୬।୧୦: ଅଷ୍ଟ୍ରଲିଆର ଓଲି ଥର୍ଷ୍ଟ ନାମକ ଜନୈକା ମହିଳା ପ୍ଲମ୍ବର ଗୀତ ଶୁଣିବା ପାଇଁ ନିଜର ହେଡଫୋନକୁ କାନରେ ଲଗାଇଥିଲେ। ଏହାର କିଛି ସମୟ ପରେ କାନ ସଲିବା ସେ ଅନୁଭବ କଲେ। ଯେତେବେଳେ ସେ ହେଡଫୋନକୁ କାନରୁ କାଢ଼ି…

ଆତଙ୍କବାଦୀ ଆକ୍ରମଣରେ ୧୪ ମୃତ

କରାଚି,୧୬।୧୦: ପାକିସ୍ତାନର ଦକ୍ଷିଣପଶ୍ଚିମ ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୭ ଜଣ ଯବାନ ଓ ୭ ଜଣ ସଭିଲ ସିକ୍ୟୁରିଟିର ସଦସ୍ୟ ରହିଛନ୍ତି। ଗ୍ବାଦର ଜିଲାର ଓରମାରା ସହରରେ…

୯୦ ବର୍ଷ ପରେ ବଡ଼ ମାନ୍ଦାବସ୍ଥା

ଓ୍ବାଶିଂଟନ,୧୬।୧୦:ଗତ ବର୍ଷ ଶେଷ ଆଡ଼କୁ ଆସିଥିବା କରୋନା ଭୂତାଣୁ ମହାମାରୀ ରୂପ ନେଇ ସାରା ବିଶ୍ୱ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଛି। ଏହି ଭାଇରସ୍‌ କେବଳ ଲୋକଙ୍କ ଜୀବନ ନେଇନାହିଁ, ଜୀବିକା ମଧ୍ୟ ଉଜାଡ଼ିଛି। କରୋନା ଲକ୍‌ଡାଉନ ୨୦୦ରୁ ଊର୍ଦ୍ଧ୍ୱ ଦେଶର…

କରୋନାର ଦ୍ୱିତୀୟ ଟିକା ପ୍ରସ୍ତୁତ କରିଥିବା ଦାବି କଲା ରୁଷିଆ

ମସ୍କୋ,୧୫ ।୧୦: ଗୋଟିଏ ପଟେ କରୋନା ମହାମାରୀ ସହ ସାରା ବିଶ୍ୱ ଲଢି ଚାଲିଥିବା ବେଳେ ଅନ୍ୟପଟେ ଏବେ ରୁଷିଆ କରୋନାର ଦ୍ୱିତୀୟ ଟିକା ବିକଶିତ କରିଥିବା ଦାବି କରିଛି । ଏହି ଘୋଷଣା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର…

ବାଇଡେନ୍‌ଙ୍କ ନିର୍ବାଚନୀ ପ୍ରତିଶ୍ରୁତି: କ୍ଷମତାକୁ ଆସିଲେ କୋଟିଏରୁ ଅଧିକ ପ୍ରବାସୀଙ୍କୁ ମିଳିବ ନାଗରିକତ୍ୱ

ଓ୍ବାଶିଂଟନ, ୧୫।୧୦: ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଭୋଟରଙ୍କ ହାତେଇବା ପାଇଁ ଡେମୋକ୍ରାର୍ଟିକ୍‌ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜୋ ବାଇଡେନ୍‌ ଲୋଭନୀୟ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି। ବାଇଡେନ୍‌ କହିଛନ୍ତି ତାଙ୍କ ଦଳ କ୍ଷମତାକୁ ଆସିଲେ…

ୟୁଏନ୍‌ଏଚ୍‌ଆର୍‌ସିକୁ ଚାଇନା, ପାକିସ୍ତାନ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫ା୧୦ (ପି.ଟି./ଆଇଏଏନ୍‌ଏସ୍‌): ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍‌ଏଚ୍‌ଆର୍‌ସି)କୁ ପାକିସ୍ତାନ ଓ ଚାଇନା ପୁନଃ ନିର୍ବାଚିତ ହୋଇଛନ୍ତି। ଚାଇନା ଖୁବ୍‌ କମ୍‌ ଭୋଟ ବ୍ୟବଧାନରେ ୟୁଏନ୍‌ଏଚ୍‌ଆର୍‌ସିରେ ଗୋଟିଏ ଆସନ ଜିତିଥିବାବେଳେ ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ୫ ରାଷ୍ଟ୍ର ମଧ୍ୟରୁ ସର୍ବାଧିକ ଭୋଟ ହାସଲ…

ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ’

ବେଜିଂ,୧୫ା୧୦: ଭାରତ ସହିତ ଚାଇନାର ସୀମା ବିବାଦ ଚରମ ସୀମାରେ ପହଞ୍ଚତ୍ଥିବାବେଳେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ନିର୍ଦ୍ଦେଶ ଦେଇଛନ୍ତି। ଚାଇନାର ନ୍ୟୁଜ୍‌ ଏଜେନ୍ସି ଶିନ୍‌ହୁଆରେ ଏ ସମ୍ପର୍କିତ ଏକ ରିପୋର୍ଟ…

କରୋନାରେ ପୀଡ଼ିତ ହୋଇଥିଲେ ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ: ଲୁଚାଇ ରଖାଯାଇଥିଲା ଖବର

ୱାଶିଂଟନ,୧୫ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ବେରେନ ଟ୍ରମ୍ପ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ଯଦିଓ ଏବେ ସେ ସୁସ୍ଥ ହୋଇ ଯାଇଛନ୍ତି କିନ୍ତୁ ସେ କରୋନାରେ ପୀଡ଼ିତ ହୋଇଥିବା କଥାକୁ ପ୍ରଥମେ ଲୁଚାଇ ରଖାଯାଇଥିଲା ।…

୭୫ ବର୍ଷ ପରେ ବିସ୍ଫୋରଣ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହୃତ ସବୁଠାରୁ ବଡ଼ ବୋମା

ପୋଲାଣ୍ଡରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ହୋଇଥିବା ସବୁଠାରୁ ବଡ଼ ବୋମା ୭୫ ବର୍ଷ ପରେ ବିସ୍ଫୋରଣ ଘଟିଛି। ନୌସେନାମାନେ ଏହାକୁ ଡିଫ୍ୟୁଜ୍‌ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। କେନାଲରେ ଏହି ବିସ୍ଫୋରଣ ଘଟିଥିବାରୁ କାହାର କିଛି…

ନିର୍ବାଚନ ପ୍ରଚାର ରାଲିରେ ନାଚିଲେ ଟ୍ରମ୍ପ୍‌, ଭିଡିଓ ଭାଇରାଲ

ଓ୍ବାଶିଂଟନ,୧୪ା୧୦: କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିର୍ବାଚନ ପ୍ରଚାର କରୁଛନ୍ତି। ନଭେମ୍ବର ୩ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ସେତିକି ଉଷ୍ଣତା ବୃଦ୍ଧି ପାଉଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri