ଟିକା ନେଲେ ପ୍ରଥମ ଓଡ଼ିଆ

ଲଣ୍ଡନ, ୧୦ା୧୨: ବ୍ରିଟେନରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ଡ. ଶୈଳେଶ ମିଶ୍ର ପ୍ରଥମ ଓଡ଼ିଆ ଭାବେ କରୋନା ଟିକା ନେଇଛନ୍ତି। ମଙ୍ଗଳବାରଠାରୁ ବ୍ରିଟେନରେ ଫାଇଜର ଟିକାକରଣ ଆରମ୍ଭ ହୋଇଥିବାବେଳେ ଡ. ମିଶ୍ରଙ୍କୁ ଏହି ଟିକା ଦିଆଯାଇଛି। ଟିକା ନେବାପରେ ଭାବବିହ୍ବଳ ହୋଇ ସେ କହିଛନ୍ତି ଯେ, ତାଙ୍କ ମା’ ଭାରତରେ ରହୁଥିବାବେଳେ ସେ ୨/୩ ମାସକୁ ଥରେ ଘରକୁ ଆସନ୍ତି। କିନ୍ତୁ କରୋନା ଯୋଗୁ ସେ ୯ ମାସ ହେଲା ତାଙ୍କ ମା’ଙ୍କୁ ଦେଖା କରିପାରିନାହାନ୍ତି। ତେବେ ଏହି ଟିକା ଫଳପ୍ରଦ ହେବ ବୋଲି ସେ ବେଶ୍‌ ଆଶାବାଦୀ। ଏଥିସହ କରୋନା ମୁକାବିଲା କରୁଥିବା ସ୍ବାସ୍ଥ୍ୟକର୍ମୀ, ବୈଜ୍ଞାନିକଙ୍କ ସମେତ ସମସ୍ତ ଆଗଧାଡ଼ିର ଯୋଦ୍ଧାଙ୍କୁ ସେ ସମ୍ମାନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବରେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଅଧା ରାତିରୁ ହେବ ଲାଗୁ

ଚଣ୍ଡିଗଡ଼,୩।୨: ପଞ୍ଜାବରେ ମହଙ୍ଗା ହୋଇଛି ପେଟ୍ରୋଲ ଏବଂ ଡିଜେଲ। ଶୁକ୍ରବାର ମଧ୍ୟରାତିରୁ ନୂଆ ଦର ଲାଗୁ ହେବ। ପଞ୍ଜାବରେ ପେଟ୍ରୋଲର ନୂତନ ମୂଲ୍ୟ ଲିଟର ପିଛା...

ଭ୍ରମଣ-ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଲା ଭାରତ…

ନୂଆଦିଲ୍ଲୀ/କ୍ଲୋଗନୀ, ୨୫।୫ : ଭ୍ରମଣ ଏବଂ ପର୍ଯ୍ୟଟନ ପାଇଁ ସବୁଠାରୁ ଅନୁକୂଳ ଦେଶ ଦୃଷ୍ଟିରୁ ଭାରତ ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଛି। ଏହା...

ବିଶ୍ୱକୁ ଠକୁଛି ରୁଷିଆ

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୧୮ା୨:ବେଲାରୁଷ, କ୍ରିମିଆ ଓ ପଶ୍ଚିମ ରୁଷିଆରେ ବିପୁଳ ସୈନ୍ୟ ଠୁଳ ତଥା ଯୁଦ୍ଧାସ୍ତ୍ର ମୁତୟନର ଉପଗ୍ରହ ଚିତ୍ର ୟୁକ୍ରେନ୍‌ ସୀମାରୁ ସେନା ପ୍ରତ୍ୟାହାର ନେଇ ମସ୍କୋର...

ମାନବାଧିକାର ପରିଷଦରେ ପାରିତ ପ୍ରସ୍ତାବକୁ ଗ୍ରହଣ କରିବାକୁ ଶ୍ରୀଲଙ୍କା ଅମଙ୍ଗ…

କଲମ୍ବୋ,୮।୧୦ : ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଶ୍ରୀଲଙ୍କା ବିରୋଧରେ ପ୍ରସ୍ତାବ ପାରିତ ହେବା ପରେ ରାନିଲ ବିକ୍ରମସିଂଘେ ସରକାର ଦେଶବାସୀଙ୍କୁ ବନ୍ଧୁ ତଥା...

ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଭାବପ୍ରବଣ ବାର୍ତ୍ତା: ଲଢେଇରେ ସମସ୍ତେ ହାତ ଛାଡିଦେଲେ

କ୍ୱିଭ୍‌,୨୫।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନରେ ଏକ ଭୟଙ୍କର ଯୁଦ୍ଧ ଚାଲିଛି। ଚାରିଆଡେ ଭୟ ଏବଂ ବିନାଶର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟରେ, ୟୁକ୍ରେନର...

ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ

ନୂଆଦିଲ୍ଲୀ,୧୦।୫: ଚିନ୍ତା ବଢାଇଲାଣି କରୋନା। ଦେଶରେ ଏହା ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ରବିବାର ଏୟାର ଇଣ୍ଡିଆର ୫ ଜଣ ପାଇଲଟ କରୋନାରେ ସଂକ୍ରମିତ...

କରୋନା ମୃତ୍ୟୁ ସଂଖ୍ୟା ୧୩୨ରେ ପହଞ୍ଚିଲା: ବୁହାନରେ ୫୦୦ ଭାରତୀୟ ସୁରକ୍ଷିତ; ଜାନୁୟାରୀ ୩୧ରେ ହୋଇପାରନ୍ତି ଏୟାରଲିଫ୍ଟ୍‌

ନୂଆଦିଲ୍ଲୀ/ବେଜିଂ, ୨୯।୧: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣରେ ଇତିମଧ୍ୟରେ ୧୩୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାଦ୍ୱାରା ୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା...

ଚିତ୍ରକରଙ୍କୁ ପିଟିପିଟି ହତ୍ୟା ଅଭିଯୋଗରେ ୪୯ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ…

ଆଲଜେରିସ,୨୬।୧୧ : ଆଲଜେରିଆର ରାଜଧାନୀର ଏକ କୋର୍ଟ ଚିତ୍ରକର ଜାମିଲ ବେନ ଇସମାଇଲଙ୍କୁ ପିଟି ପିଟି ହତ୍ୟା କରିବା ନେଇ ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ...

Advertisement
Archives

Model This Week