ଅନ୍ତର୍ଜାତୀୟ

ସୁଧୁରିପାରେ ଜଳବାୟୁ ପରିବର୍ତ୍ତନ ସଙ୍କଟ

ଓ୍ବାଶିଂଟନ,୧୪ା୬: କରୋନା ମହାମାରୀ ସଂକ୍ରମଣକୁ ହ୍ରାସ କରିବା ଲାଗି ବିଶ୍ୱବ୍ୟାପୀ ଲକ୍‌ଡାଉନ ବେଳେ ଏହାର ସୁଫଳ ପରିବେଶ ଉପରେ ପଡ଼ିଥିଲା। ଆମର କାର୍ଯ୍ୟ ହିଁ ଆଗାମୀ ପିଢ଼ି ପାଇଁ ଭଲ ପରିବେଶ ଦେବାକୁ ସକ୍ଷମ, ତାହାର ସମ୍ଭାବନା ଏଥିରୁ ସ୍ପଷ୍ଟ ହୋଇଥିଲା।…

କରୋନାର ସତ୍ୟତା କହିବାକୁ ଯାଉଥିବା ଡାକ୍ତରଙ୍କର ସଂକ୍ରମଣରେ ହୋଇଥିଲା ମୃତ୍ୟୁ: ପତ୍ନୀ ଦେଲେ ଶେଷ ଉପହାର

ଉହାନ,୧୩।୬: ଚାଇନାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ବିଶ୍ୱର ଚିନ୍ତାକୁ ବଢାଇବାରେ ଲାଗିଛି। ଏହି ମହାମାରୀର ସତ୍ୟତାକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଥିବା ଚାଇନାର ୩୪ ବର୍ଷିୟ ଡାକ୍ତର ଲି ଓ୍ବେନଲିଆଙ୍ଗର ଶେଷରେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା କୁହାଯାଏ।…

ଚାଇନାକୁ ଫେରୁଛି କରୋନା: ବେଜିଂର କିଛି ଅଞ୍ଚଳ ଲକ୍‌ଡାଉନ

ବେଜିଂ,୧୩।୬: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ ଏବେ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପି ସାରିଛି। କିଛିଦିନ ତଳେ ଚାଇନାରେ କରୋନା ସଂକ୍ରମଣ କମ୍‌ ହୋଇଯାଇଥିବା ଦୃଷ୍ଟିରୁ ସେଠାରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଥିଲା। ହେଲେ ଶନିବାର…

ବଙ୍କରକୁ ଫେରିଯାଅ

ସିଟଲ,୧୩ା୬: ଆମେରିକାର ପଶ୍ଚିମ ଉପକୂଳରେ ଥିବା ସିଟଲ ସହରରେ ବିକ୍ଷୋଭକାରୀଙ୍କ ପୋଲିସମୁକ୍ତ ସ୍ବୟଂଶାସିତ ଜୋନ୍‌ରେ ହସ୍ତକ୍ଷେପ କରିବେ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଥିଲେ। ଫଳରେ ଟ୍ରମ୍ପ୍‌ ଓ ସିଟଲ ମେୟରଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଟ୍ରମ୍ପ୍‌ ନିଜ ବଙ୍କରକୁ…

କ୍ଷମା ମାଗିଲେ ଜେନେରାଲ ମିଲେ

ଓ୍ବାଶିଂଟନ,୧୩ା୬: କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁ ପରେ ଆମେରିକାରେ ନିଆଁ ଜଳୁଥିବାବେଳେ ଟପ୍‌ ଜେନେରାଲ ମାର୍କ ଏ. ମିଲେ ତାଙ୍କର ଏକ ଅବାଞ୍ଛତ୍ତ କାର୍ଯ୍ୟକୁ ନେଇ ଶେଷରେ କ୍ଷମା ମାଗିଛନ୍ତି। ଗତ ସପ୍ତାହରେ ହ୍ବାଇଟ୍‌ ହାଉସ୍‌ ବାହାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ…

ରତନ ଲାଲ୍‌ଙ୍କୁ ମିଳିଲା ବିଶ୍ୱ ଖାଦ୍ୟ ପୁରସ୍କାର ସମ୍ମାନ

ଓ୍ବାଶିଂଟନ୍‌,୧୨।୬: ଭାରତୀୟ ମୂଳର ମୃତ୍ତିକା ବୈଜ୍ଞାନିକ ରତନ ଲାଲଙ୍କୁ ଚଳିତବର୍ଷ ବିଶ୍ୱ ଖାଦ୍ୟ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ଗୁରୁବାର ଏହି ଘୋଷଣା କରାଯାଇଛି। ମୃତ୍ତିକା ସଂରକ୍ଷଣ ପାଇଁ ଗତ ପାଞ୍ଚ ଦଶନ୍ଧି ଧରି ସେ କରିଥିବା ଉଦ୍ୟମ…

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷ ଟପିଲା: ୪.୨୦ ଲକ୍ଷରୁ ଅଧିକ ମୃତ

ନୂଆଦିଲ୍ଲୀ,୧୨।୬: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷ ଅତିକ୍ରମ କରିଛି। ଏହି ଭୂତାଣୁ ଯୋଗୁ ଏପର୍ଯ୍ୟନ୍ତ ୪ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ବିଶ୍ୱର ୧୮୮ଟି ଦେଶ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି…

ଶ୍ରୀଲଙ୍କାରେ ଅଗଷ୍ଟରେ ହେବ ସାଧାରଣ ନିର୍ବାଚନ

କଲମ୍ବୋ,୧୧।୬: ଶ୍ରୀଲଙ୍କାରେ ଅଗଷ୍ଟ ୫ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। କରୋନା ଭାଇରସ ସଂକ୍ରମଣ ଯୋଗୁ ଏହା ୩ ମାସ ବିଳମ୍ବ ହୋଇସାରିଥିବା ବେଳେ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଅନୁମତି ପରେ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଇଛି ବୋଲି ନିର୍ବାଚନ କମିଶନ…

କରୋନାରେ ପୀଡ଼ିତ ନଓ୍ବାଜଙ୍କ ଭାଇ ଶେହବାଜ

ଇସଲାମାବାଦ,୧୧।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଭାଇ ତଥା ପିଏମ୍‌ଏଲ୍‌-ଏନ୍‌ର ଅଧ୍ୟକ୍ଷ ଶେହବାଜ ଶରିଫଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଦଳର ପ୍ରବକ୍ତା ମରିୟମ ଔରଙ୍ଗାଜେବ ଗୁରୁବାର ଡନ୍‌କୁ ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ତେବେ ଶେହଓ୍ବାଜ କ୍ୟାନସରରେ…

କରୋନା ଲକ୍ଷଣ ଦେଖିବାର ୩ ଦିନ ପରେ କରାଯାଉ ଟେଷ୍ଟ: ନଚେତ୍‌ ଭୁଲ୍‌ ଆସିପାରେ ରିପୋର୍ଟ !

ଓ୍ବାଶିଂଟନ,୧୧।୬: ଯଦି କୌଣସି ବ୍ୟକ୍ତି କରୋନାରେ ପୀଡ଼ିତ ହୋଇଛନ୍ତି ବୋଲି ସନ୍ଦେହ କରୁଛନ୍ତି ତେବେ ସେ ତୁରନ୍ତ ଟେଷ୍ଟ କରିବା ଉଚିତ ନୁହେଁ। ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି। ବିଶେଷଜ୍ଞମାନଙ୍କ ମତରେ କରୋନା ଲକ୍ଷଣ ଦେଖା ଦେବାର ୩…

ନିଜ ଦେଶରେ ହେଉଥିବା ବର୍ଣ୍ଣବୈଷମ୍ୟ ପ୍ରଦର୍ଶନକୁ ଭୁଲିଲା ଆମେରିକା: ଭାରତର ଧାର୍ମିକ ସ୍ବାଧୀନତା ନେଇ ଚିନ୍ତା ପ୍ରକାଶ କଲା

ଓ୍ବାଶିଂଟନ, ୧୧।୬: ଆମେରିକାର ପରାମର୍ଶ ଦେବା ପଣିଆ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ଦେଶରେ ବର୍ଣ୍ଣବୈଷମ୍ୟ ପ୍ରଦର୍ଶନ ଜାରି ରହିଥିବାବେଳେ ଆମେରିକା ଏହି ସମସ୍ୟାକୁ ଅଣଦେଖା କରି ଭାରତର ଧାର୍ମିକ ସ୍ବାଧୀନତା ନେଇ ଚିନ୍ତା ପ୍ରକାଶ କରିଛି। ରାଷ୍ଟ୍ରପତି…

ଖ୍ରୀଷ୍ଟୋଫର କଲମ୍ବସ୍‌ଙ୍କ ମୂର୍ତ୍ତି ଭାଙ୍ଗି ଦେଲେ ପ୍ରଦର୍ଶନକାରୀ

ଓ୍ବାଶିଂଟନ, ୧୧।୬: ଆମେରିକାରେ ବର୍ଣ୍ଣବୈଷମ୍ୟ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏହାର ଫଳ ସ୍ବରୂପ ବୋଷ୍ଟନରେ ଥିବା ଖ୍ରୀଷ୍ଟୋଫର କଲମ୍ବସ୍‌ଙ୍କ ମୂର୍ତ୍ତିର ମୁଣ୍ଡ କେତେକ ପ୍ରଦର୍ଶନକାରୀ କାଟି ନେଇଛନ୍ତି। ସେହିପରି ଡାଉନ୍‌ଟାଉନ୍‌ ମିଆମିରେ ମଧ୍ୟ କଲମ୍ବସଙ୍କର ମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଛି। ଚଳିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri