ଇମ୍ରାନ୍‌ଙ୍କ ମନରେ ଭୟ: ଅନ୍ନଦାତାଙ୍କ ଆନ୍ଦୋଳନରୁ ଧ୍ୟାନ ହଟାଇବା ଲାଗି ସର୍ଜିକାଲ ଷ୍ଟ୍ରାଇକ୍‌ କରିପାରନ୍ତି ମୋଦି

ଇସଲାମାବାଦ୍‌,୧୦।୧୨: କୃଷି ଆଇନକୁ ନେଇ ଭାରତବ୍ୟାପି ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ତେବେ ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ମନରେ ଭୟ ସୃଷ୍ଟି ହୋଇଛି। ଲୋକଙ୍କ ଧ୍ୟାନ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ ନିର୍ଦ୍ଦେଶ ଦେଇ ପାରନ୍ତି ବୋଲି ଇମ୍ରାନ୍‌ ଚିନ୍ତା କରୁଛନ୍ତି। ୨୦୧୯ରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଫେବୃୟାରୀରେ ଭାରତ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା। ଏହା ପରେ ପରେ ଭାରତରେ ଲୋକ ସଭା ନିର୍ବାଚନ ଥିଲା। ମୋଦି ପାକିସ୍ତାନ ଉପରେ କୌଣସି ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ଥିବା ପାକିସ୍ତାନ ଗଣମାଧ୍ୟମ ସଂସ୍ଥା ଜିଓ ନ୍ୟୁଜ୍‌ ପକ୍ଷରୁ କୁହାଯାଇଛି। ସମସ୍ୟାରେ ପଡ଼ିଲେ ଭାରତ ସରକାର ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍‌ କରୁଥିବା ଏହି ସଂସ୍ଥା କହିିଛି। ଅନ୍ନଦାତାଙ୍କ ଆନ୍ଦୋଳନ ସପକ୍ଷରେ ପାକିସ୍ତାନୀ ନେତା ଟୁଇଟ୍‌ କରୁଥିବାରୁ ଏହି ସମ୍ଭାବନା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଏଲ୍‌ଓସିରେ ଭାରତ ପକ୍ଷରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ସୈନ୍ୟଙ୍କ ପାଇଁ ଆଲର୍ଟ ଜାରି କରାଯାଇଥିବା ଜିଓ ନ୍ୟୁଜ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ଦାଦାଗିରି: ତାଇଓ୍ବାନର ମେଡ଼ିୟନ ଲାଇନ ଅତିକ୍ରମ କଲେ ୫୯ ଯୁଦ୍ଧ ବିମାନ…

ତାଇପେ/ବେଜିଂ,୧୦।୪ : ତାଇୱାନ ମୁହାଁ ଚାଇନାର ଯୁଦ୍ଧ ବିମାନ ଏବଂ ୧୧ ଟି ଯୁଦ୍ଧ ଜାହାଜ ହୋଇଛନ୍ତି। ଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏହି ସୂଚନା...

ପାକିସ୍ତାନ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଚାଇନା ନାଗରିକଙ୍କ ଘଟଣାର ଯାଞ୍ଚ ନିର୍ଦ୍ଦେଶ

ବେଜିଂ,୨୪ ।୭: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି ବେଜିଂ ପହଞ୍ଚିବାର କିଛି ଘଣ୍ଟା ମଧ୍ୟରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଚାଇନା...

ପୁଟିନ-ମୋଦିଙ୍କ ସମ୍ପର୍କ ଉପରେ କିଛି ଦେଶର ନଜର

ସମରକନ୍ଦ,୧୬ା୯: କରୋନା ମହାମାରୀର ଦୁଇ ବର୍ଷ ପରେ ଉଜବେକିସ୍ତାନର ସମରକନ୍ଦରେ ଗୁରୁବାର ସାଂଘାଇ ସହଯୋଗ ସଂଗଠନର (ଏସ୍‌ସିଓ)ର ୨୨ତମ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଏଥି...

ଭାରତରେ ସି-୨୯୫ ବିମାନ ଉତ୍ପାଦନ ଏକ ଉଲ୍ଲେଖନୀୟ କାର୍ଯ୍ୟ ହେବ…

ମାଦ୍ରିଦ,୧୮।୯ : ସ୍ପେନରେ ଭାରତୀୟ ରାଷ୍ଟ୍ରଦୂତ ଦୀନେଶ ପଟ୍ଟନାୟକ କହିଛନ୍ତି ଦେଶରେ ୪୦ଟି ସି-୨୯୫ ବିମାନ ଉତ୍ପାଦନ ଏକ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ଏହା...

୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କଲା ପାକିସ୍ତାନ ସରକାର

ଇସ୍ଲାମାବାଦ,୨୦।୧୨ : ମିଛ ପ୍ରମାଣପତ୍ର ଦେଇଥିବା ୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କରିଛି ପାକିସ୍ତାନ ସରକାର। ସେମାନେ କେଉଁଭଳି ଭାବେ ମିଛ ପ୍ରମାଣପତ୍ର ହାସଲ କଲେ,...

ବିଦେଶୀଙ୍କ ପାଇଁ ସମସ୍ତ ବର୍ଗର ଭିଜା ଜାରି କରିବ ଚାଇନା…

ବେଜିଂ,୧୪।୩ : ବୁଧବାର ଠାରୁ ବିଦେଶୀମାନଙ୍କ ପାଇଁ ସମସ୍ତ ବର୍ଗର ଭିଜା ପୁଣି ପ୍ରଦାନ ଆରମ୍ଭ କରିବ ବୋଲି ଚାଇନା କହିଛି। କରୋନା ସଂକ୍ରମଣକୁ ରୋକିବା...

ଡେଙ୍ଗୁ କବଳରେ ପାକିସ୍ତାନ: ୪୯ ହଜାର ରୋଗୀ ଚିହ୍ନଟ

ଇସ୍‌ଲାମାବାଦ,୧୮।୧୧: ପାକିସ୍ତାନରେ ଏବେ ଅଣାୟତ୍ତ ହେଲାଣି ଡେଙ୍ଗୁ। ଏବେସୁଦ୍ଧା ସେଠାରେ ୪୯ ହଜାର ୫ ଶହ ୮୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଥିବା ସୂଚନା...

ତାଲିବାନ୍‌ ଶାସନରେ ଶିଶୁ ମୃତ୍ୟୁ ହାର ବଢୁଛି, ୟୁନିସେଫ ରିପୋର୍ଟ…

ନୂଆଦିଲ୍ଲୀ,୭।୧୧: ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତା ଦଖଲ କରିବାପରେ ଦେଶର ଶିଶୁମାନେ ଅବହେଳିତ ହେବାରେ ଲାଗିଛନ୍ତି। ଲଗାତାର ହିଂସା ଯୋଗୁ ୨୦୨୧ର ପ୍ରଥମ ଛଅ ମାସରେ ଆଫଗାନିସ୍ତାନରେ...

Advertisement
Archives

Model This Week