ନ୍ୟୁଜିଲାଣ୍ଡରେ କରୋନା ମୁକାବିଲା କରିବ ସେନା
ଓ୍ବେଲିଂଟନ୍,୧୭।୬: ନ୍ୟୁଜିଲାଣ୍ଡ ଜୁନ ୮ରେ କରୋନା ମୁକ୍ତ ଦେଶ ବୋଲି ଘୋଷଣା କରିଥିଲା। କିନ୍ତୁ ଗୋଟିଏ ସପ୍ତାହ ପରେ ଦେଶରେ ପୁଣି ୨ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ନ୍ୟୁଜିଲାଣ୍ଡ ଏବେ କଡ଼ା…
ପ୍ରତି ୫ ଜଣରେ ଜଣଙ୍କୁ କରୋନା ସଂକ୍ରମଣର ରହିଛି ଆଶଙ୍କା: ପୃଥିବୀର ୧୭୦ କୋଟି ଲୋକ ବିପଦରେ
ପ୍ୟାରିସ୍, ୧୭।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଲାସେଣ୍ଟ୍ ପତ୍ରିକା ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ପୃଥିବୀର ୧୭୦ ଲୋକଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ଯାହାକି ପୃଥିବୀର…
ଭାରତ-ଚାଇନା ସୀମା ବିବାଦ ଉପରେ ଆମେରିକାର ନଜର: କହିଲା, ଶାନ୍ତିପୂର୍ଣ୍ଣ ସମାଧାନ ହେଉ
ୱାଶିଂଟନ,୧୭।୬: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚାଇନା ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪୩ ସୈନ ପ୍ରାଣ ହରାଇଛନ୍ତି। ପରେ ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।…
ଭାରତ-ଚାଇନା ମଧ୍ୟରେ କଥାବାର୍ତ୍ତା ବିଫଳ: ସୀମାରେ ଉତ୍ତେଜନା ଜାରି
ନୂଆଦିଲ୍ଲୀ,୧୭।୬: ଲଦାଖର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ନିକଟସ୍ଥ ଗଲଓ୍ବାନ ଉପତ୍ୟକା ନିକଟରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ଅଛି। ଦୁଇ ଦେଶ ମଧ୍ୟ ଚାଲିଥିବା ଆଲୋଚନା ବିଫଳ ରହିଛି। ସୋମବାର ରାତିରେ ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚାଇନ…
ଚାଇନାର ୫ ସୈନ୍ୟ ମୃତ, ୧୧ ଆହତ: ଗ୍ଲୋବାଲ ଟାଇମ୍ସ୍
ବେଜିଂ, ୧୬।୬: ଭାରତ ଚାଇନା ସୈନ୍ୟ ସୋମବାର ରାତିରେ ଲଦାଖର ଗଲଓ୍ବାଂ ଘାଟିରେ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷ ପରସ୍ପର ଉପରକୁ ଗୁଳି ଚାଳନା କରିଛନ୍ତି। ଏଥିରେ ଚାଇନାର ୫ ସୈନ୍ୟଙ୍କର ମୃତ୍ୟୁ ଘଟିଥିବାବେଳେ ୧୧ ଜଣ ଆହତ ହୋଇଥିବା ଗ୍ଲୋବାଲ…
ଫ୍ରାନ୍ସରେ ଖୋଲିଲା ବର୍ଡର, ବାର, କାଫେ, ସ୍କୁଲ
ପ୍ୟାରିସ,୧୬।୬: କରୋନା ଭାଇରସ୍ ମହାମାରୀ ସାରା ବିଶ୍ୱକୁ ଏକ ଆହ୍ବାନ ଦେଇଛି, ଯେଉଁଥିରୁ ମୁକୁଳିବା ପାଇଁ କୌଣସି ଦେଶ ଏଯାଏଁ ସଫଳ ହୋଇପାରିନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ମାସ ମାସ ଧରି ଚାଲିଆସୁଥିବା ଲକ୍ଡାଉନ ଯୋଗୁ ସମସ୍ତଙ୍କ ଜୀବିକାରେ ସଙ୍କଟ…
ନ୍ୟୁଜିଲାଣ୍ଡକୁ ପୁଣି ଫେରିଲା କରୋନା: ୨ ନୂଆ ପଜିଟିଭ୍ ଚିହ୍ନଟ
ୱେଲିଂଟନ,୧୬।୬: ନ୍ୟୁଜିଲାଣ୍ଡକୁ ପୁଣି ଫେରିଛି କରୋନା। ସମ୍ପୂର୍ଣ୍ଣ କରୋନାମୁକ୍ତ ଦେଶ ଭାବେ ଘୋଷଣା ହେବାର ସପ୍ତାହେ ପରେ ନ୍ୟୁଜିଲାଣ୍ଡରେ ପୁଣି ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣ ବ୍ରିଟେନ ଫେରନ୍ତା ବୋଲି ସୂଚନା ମିଳିଛି। ଆଗକୁ…
ଥରିଲା ତାଜିକିସ୍ତାନ
ଦୁଶାନ୍ବେ, ୧୬।୬: ତାଜିକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ଥିଲା ବୋଲି ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସକାଳ ୭ଟାରେ ଭୂକମ୍ପ ଅନୁଭୁତ ହୋଇଥିଲା। ଭୂକମ୍ପର କେନ୍ଦ୍ର ଦୁଶାନ୍ବେର ୩୪୧ ପୂର୍ବ-ଦକ୍ଷିଣ-ପୂର୍ବରେ ଥିଲା…
ଜୁଲାଇ ଶେଷ ସୁଦ୍ଧା ପାକିସ୍ତାନରେ କରୋନା ସଂକ୍ରମଣ ୧୨ ଲକ୍ଷ ଛୁଇଁବା ଆଶଙ୍କା
ଇସଲାମାବାଦ୍,୧୫।୬: ପାକିସ୍ତାନରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ଏଠାରେ ୭୭୧ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୩୯ ହଜାର ୨୩୦ ଛୁଇଁଥିବାବେଳେ ମୃତକଙ୍କ ସଂଖ୍ୟା ୨ ହଜାର ୬୩୨ରେ…
କରୋନାରେ ପୀଡ଼ିତ ଘାନାର ସ୍ବାସ୍ଥ୍ୟମନ୍ତ୍ରୀ
ଆକ୍ରା,୧୫।୬: କରୋନା ସଂକ୍ରମଣ ଦିନକୁ ଦିନ ବିଶ୍ୱ ପାଇଁ ଚିନ୍ତା ବଢାଇ ଚାଲିଥିବା ବେଳେ ଏବେ ପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ୍ ଆସିନାହିଁ। ଏବେ ଘାନାର ସ୍ବାସ୍ଥ୍ୟମନ୍ତ୍ରୀ କରୋନାରେ ପୀଡ଼ିତ ହୋଇଥିବା କହିଛନ୍ତି ସେଠାକାର ରାଷ୍ଟ୍ରପତି ନାନା ଅକୁଫୋ ଅଡୋ। ସୂଚନାଯୋଗ୍ୟ,…
ତୁର୍କୀ ଭୂକମ୍ପ: ୧୮ ଆହତ
ଅଙ୍କାରା,୧୫।୬: ତୁର୍କୀର ବିଙ୍ଗୋଲ ଅଞ୍ଚଳରେ ରବିବାର ହୋଇଥିବା ଭୁକମ୍ପରେ ୧୮ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତ ଏବେ ସୁସ୍ଥ ରହିଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୫.୭। କାର୍ଲିଓଭା ଜିଲାର ବିଙ୍ଗୋଲଠାରେ ଏହା ରବିବାର…
ବେଜିଂ ପାଲଟିବାକୁ ଯାଉଛି କରୋନାର ନୂଆ ଠିକଣା: ୧୦ଟି ଅଞ୍ଚଳରେ ଲକ୍ଡାଉନ
ବେଜିଂ, ୧୫।୬: ଚାଇନାରେ ପୁଣି ଥରେ ଆରମ୍ଭ ହୋଇଛି କରୋନା ମହାମାରୀ ସଂକ୍ରମଣ। ଉହାନ କରୋନାର ଏନ୍ତୁଡ଼ିଶାଳ ଥିବାବେଳେ ଏବେ ରାଜଧାନୀ ବେଜିଂ କରୋନା ସଂକ୍ରମଣର ନୂଆ ଠିକଣା ପାଲଟିବାକୁ ଯାଉଛି। ଲଗାତରର ଦ୍ୱିତୀୟ ଦିନ ଏଠାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ…
Archives


